Latest Odisha News

BREAKING NEWS

Browsing Category

ଫିଚର

ମଞ୍ଚେଷ୍ଟର ଟେଷ୍ଟରେ ଓ୍ୱେଷ୍ଟଇଣ୍ଡିଜକୁ ୧୧୩ରନରେ ହରାଇଲା ଇଂଲଣ୍ଡ

ମଞ୍ଚେଷ୍ଟର: ଓ୍ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡର ବାଜିମାତ । ଭ୍ରମଣକାରୀ ଟିମକୁ ୧୧୩ରନରେ ହରାଇଛି ଇଂଲିଶ ବାହିନୀ । ଏହାସହ ତିନି ଟିକିଆ ସିରିଜ ବର୍ତ୍ତମାନ ୧-୧ରେ ବରାବର ସ୍ଥିତିରେ ରହିଛି । ମଞ୍ଚେଷ୍ଟରରେ ପ୍ରଥମ ଇନିଂସରେ ଇଂଲଣ୍ଡ ୯ ଓ୍ୱିକେଟ ହରାଇ ୪୬୯ ରନରେ ପାଳି…

ବିଜୟ ମହାନ୍ତିଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

ଭୁବନେଶ୍ୱର: ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ବିଜୟ ମହାନ୍ତିଙ୍କ ବିୟୋଗରେ ସେ ଗଭୀର ମର୍ମାହତ । ତାଙ୍କ ମୃତ୍ୟୁରେ ଓଡ଼ିଶା ସିନେ ଜଗତରେ ଏକ ଯୁଗର ଅନ୍ତ ଘଟିଲା । କଳାର ଯାଦୁରେ ପିଢି ପରେ ପିଢି…

ଜନ୍ମଦିନରେ ବନ୍ଧୁ ବିଜୟଙ୍କୁ ହରାଇଲେ ନସିରୁଦ୍ଦିନ ଶାହ

ଭୁବନେଶ୍ୱର: ବିଦାୟ ବିଜୟ । ପରଲୋକରେ ଓଲିଉଡର ବର୍ଷୀୟାନ ଅଭିନେତା ବିଜୟ ମହାନ୍ତି । ସମସ୍ତେ ବିଜୟଙ୍କୁ ଝୁରୁଛନ୍ତି । ବଲିଉଡ ଅଭିନେତା ନସିରୁଦ୍ଦିନ ଶାହଙ୍କ ପାଇଁ ବିଜୟଙ୍କ ବିୟୋଗ ବଡ଼ କ୍ଷତି । କାରଣ ନିଜ ଜନ୍ମଦିନରେ ପ୍ରିୟ ବନ୍ଧୁ ବିଜୟଙ୍କୁ ହରାଇଛନ୍ତି । ଆଜି ନସିରୁଦ୍ଦିନ ଶାହଙ୍କ…

ବିଜୟଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ

ଭୁବନେଶ୍ୱର: ଅଫେରା ରାଇଜର ଅତିଥି ହୋଇଛନ୍ତି ବିଜୟ ମହାନ୍ତି । ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ମହାନ୍ତିଙ୍କ ଶେଷକୃତ୍ୟ…

କରୋନା ମୁକ୍ତ ହେଲା ନୂଆପଡ଼ା ଜିଲ୍ଲା

ଭୁବନେଶ୍ୱର: କରୋନା ମୁକ୍ତ ନୂଆପଡ଼ା ଜିଲ୍ଲା । ସମସ୍ତ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ଜିଲ୍ଲାରୁ ଚିକିତ୍ସାଧୀନ ଥିବା ସମସ୍ତ ୧୮ ଭୂତାଣୁ ସଂକ୍ରମିତ ସୁସ୍ଥ ହୋଇଥିଲେ । ଏହାସହ ରାଜ୍ୟର ଏକମାତ୍ର ଜିଲ୍ଲା ଭାବରେ ନୂଆପଡ଼ା କରୋନା ମୁକ୍ତ ହୋଇଛି । ବାକି ୨୯ ଜିଲ୍ଲାରେ ରହିଛି…

ପରଲୋକରେ ଓଲିଉଡର ଭେଟେରାନ ଅଭିନେତା ବିଜୟ ମହାନ୍ତି

ଭୁବନେଶ୍ୱର: ପରଲୋକରେ ଓଲିଉଡର ପ୍ରଥମ ଆକ୍ସନ ହିରୋ ତଥା ବରିଷ୍ଠ ଅଭିନେତା ବିଜୟ ମହାନ୍ତି । ୭୦ ବର୍ଷ ବୟସରେ ତାଙ୍କର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି । ଆଜି ସନ୍ଧ୍ୟାରେ ସେ ଗୁରୁତର ହୋଇପଡିଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।…

ଭେଟେରାନ ଅଭିନେତା ବିଜୟ ମହାନ୍ତି ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ଓଲିଉଡର ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଆଜି ସନ୍ଧ୍ୟାରେ ଗୁରୁତର ହୋଇ ପଡିବାରୁ ତାଙ୍କୁ ପୁଣି ଥରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହାଇଦ୍ରାବାଦରେ ଥିବା ବେଳେ ସେ ଅସୁସ୍ଥ ହୋଇପଡିଥିବାରୁ ତାଙ୍କୁ ସେଠାରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା ।…

ଚଳିତ ବର୍ଷ ହେବନି ଟି-୨୦ ବିଶ୍ୱକପ୍‌, ସ୍ଥଗିତ ରଖିଲା ଆଇଆଇସି

ନୂଆଦିଲ୍ଲୀ: ଚଳିତ ବର୍ଷ ହେବନି ଟି-୨୦ ବିଶ୍ୱକପ୍ । ଅଷ୍ଟ୍ରେଲିଆରେ ହେବାବୁ ଥିବା ଟି-୨୦ ବିଶ୍ୱକପ ସ୍ଥଗିତ ହୋଇଛି । ଏନେଇ ଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ସୋମବାର ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ଚଳିତ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ହୋଇଥାନ୍ତା ।…

କରୋନା ଭୟ, କୋଭିଡ ଗାର୍ଡରେ କଭର ହେଲା ଶାହରୁଖଙ୍କ ମନ୍ନତ

ମୁମ୍ବାଇ: ବଲିଉଡରେ ବଚ୍ଚନ ପରିବାରକୁ କରୋନା ପରେ କିଙ୍ଗଖାନ୍ ଶାହରୁଖଙ୍କୁ ଘାରିଛି ଭୂତାଣୁ ଭୟ । ସଂକ୍ରମଣକୁ ନେଇ ହୋଇଛନ୍ତି ସଜାଗ । ନିଜ ବଙ୍ଗଲୋ ମନ୍ନତକୁ ଦେଇଛନ୍ତି କୋଭିଡ ଗାର୍ଡ । ଶାହରୁଖ ନିଜ ଘରକୁ ଚାରିପଡୁ ପୁରା ପ୍ଲାଷ୍ଟିକ ଜରିରେ କଭର କରି ଦେଇଛନ୍ତି । ଯାହାର ଫଟୋ ଏବେ ସୋସିଆଲ…

କରୋନା ଭାଇରସ: ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା ପ୍ରସ୍ତୁତ ଭ୍ୟାକ୍ସିନର ମଣିଷଙ୍କ ଉପରେ ପ୍ରଥମ ପର୍ଯ୍ୟାୟ ପ୍ରୟୋଗ ସଫଳ

ଲଣ୍ଡନ: କରୋନା ମହାମାରୀ ମୁକାବିଲା ନେଇ ସୋମବାର ଏକ ଭଲ ଖବର ମିଳିଛି । ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା ପ୍ରସ୍ତୁତ ଭ୍ୟାକ୍ସିନ ସିଏଚଏଡିଓଏକ୍ସ୧ଏନସିଓଭି-୧୯ର ମଣିଷଙ୍କ ଉପରେ ପ୍ରଥମ ପର୍ଯ୍ୟାୟ ପ୍ରୟୋଗ ସଫଳ ହୋଇଛି । ଅକ୍ସଫୋର୍ଡ ୟୁନିଭରସିଟ୍ ଏବଂ ଆଷ୍ଟ୍ରାଜେନିକାକୁ ନେଇ ଏକ ଭଲ ଖବର ମିଳିଛି…