Latest Odisha News

BREAKING NEWS

Browsing Category

ଫିଚର

ଆସୁଛି ସୁଶାନ୍ତ ସିଂ ରାଜପୁତଙ୍କ ବାୟୋପିକ୍ “ସୁଇସାଇଡ୍ ଅର୍ ମର୍ଡର୍”

ମୁମ୍ବାଇ: ବଲିଉଡ ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା ସାରା ଦେଶକୁ ଦୋହଲାଇଦେଇଥିଲା । ତାଙ୍କ ମୃତ୍ୟୁ ପରେ ସୁଶାନ୍ତଙ୍କ ଭଳି ଦେଖାଯାଉଥିବା ସଚ୍ଚିନ ତିୱାରୀଙ୍କ ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଖୁବ୍‌ଶୀଘ୍ର ସଚ୍ଚିନ ତିୱାରୀ ବିଜୟ ଶେଖର ଗୁପ୍ତାଙ୍କ…

କେରଳ ସୁନା ସ୍ମଗଲିଂ କେସ୍ : ବର୍ଷକ ମଧ୍ୟରେ ୨୩୦ କେଜି ସୁନା ଚୋରା ଚାଲାଣ

ଥିରୁଭାନ୍ତପୁରମ: କେରଳର ସୁନା ସ୍ମଗଲିଂ କେସ୍ ପ୍ରତ୍ୟେକ ଦିନ ନୂଆ ନୂଆ ଗୁମର ଖୋଲୁଛି । ସୋମବାର ଏନଆଇଏ ହାତରେ ବଡ ପ୍ରମାଣ ଲାଗିଛି । ବର୍ଷକ ମଧ୍ୟରେ ୨୩୦ କେଜି ସୁନା ୟୁଏଇରୁ ଥିରୁଭାନ୍ତପୁରମକୁୂ ଚୋରା ଚାଲାଣ ହୋଇଛି । ଜୁଲାଇରେ ୫ରେ ୧୫ କୋଟି ଟଙ୍କାର ସୁନା ଚୋରା ଚାଲାଣ ହେଉଥିବା ବେଳେ…

ସୁଶାନ୍ତ ସିଂ କେସ୍ : ଓକିଲ ସୀମା ସମୃଦ୍ଧି ମୁମ୍ବାଇ ପୋଲିସ ଭୂମିକା ନେଇ ସନ୍ଦେହ ବ୍ୟକ୍ତ କଲେ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ କେସ୍ ନେଇ ମୁମ୍ବାଇ ପୋଲିସ କାହିଁକି ସିବିଆଇ ଯାଂଚ ପାଇଁ ନ କହିବା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମୁମ୍ବାଇ ପୋଲିସର ଭୂମିକା ନେଇ ନିର୍ଭୟ କେସର ଓକିଲ ସୀମା କୁଶୱାହ(ସମୃଦ୍ଧି) ସନ୍ଦେହ ବ୍ୟକ୍ତ କରିଛନ୍ତି । ୧୪ ଜୁନରୁ ମୁଁ ଏହା ଏକ ଆତ୍ମହତ୍ୟା କେସ୍…

କୋଭିଡ୍ କେୟାର ସେଣ୍ଟରରେ ଡ୍ୟାନ୍ସ ଜଲଓ୍ୱା, ଦେଖନ୍ତୁ ଭିଡିଓ

ବେଙ୍ଗାଳୁରୁ: ବାଜୁଛି ମ୍ୟୁଜିକ୍ । ଜମୁଛି ଡ୍ୟାନ୍ସ ଜଲଓ୍ୱା । ଗୀତର ତାଳେ ତାଳେ ଜବରଦସ୍ତ ଡ୍ୟାନ୍ସ । କୌଣସି ଷ୍ଟେଜ ପରଫରମାନ୍ସ ପାଇଁ ରିହରସାଲ୍ ଭଳି ଲାଗୁଛି । କିନ୍ତୁ ସେମିତି କିଛି ନୁହେଁ । କୋଭିଡ୍ କେୟାର ସେଣ୍ଟରରେ ଡ୍ୟାନ୍ସ । ଏମିତି ଏକ ଭିଡିଓ ଏବେ ସାମନାକୁ ଆସିଛି କର୍ଣ୍ଣାଟକର…

ଯାଜପୁର ଜିଲ୍ଲାରେ ହଜାରେ ଟପିଲା କରୋନା ପଜିଟିଭ୍ କେସ୍

ଯାଜପୁର: ଜିଲ୍ଲାରେ ବଢୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଆଉ ୨୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ହଜାରେ ଟପିଛି । ଆଜି ସୁଦ୍ଧା ଯାଜପୁର ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ୨୧କୁ ବୃଦ୍ଧି ପାଇଛି । ଯାଜପୁର ଜିଲ୍ଲାରେ…

ରାଜ୍ୟରେ ଆଉ ୬ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ଯାଉଛି ଜୀବନ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୬ ଜଣଙ୍କର ପ୍ରାଣ ନେଇଛି ପ୍ରାଣଘାତୀ ଭାଇରସ୍ । ଗଞ୍ଜାମ ଜିଲ୍ଲାରୁ ପାଞ୍ଚ ଓ ଗଜପତି ଜିଲ୍ଲାରେ ଆଉ ଜଣେ ଭୂତାଣୁ ସଂକ୍ରମିତଙ୍କ ଜୀବନ ଯାଇଛି । ମୃତକଙ୍କ ଭିତରେ ପାଞ୍ଚ ଜଣ ପୁରୁଷ ଓ ଜଣେ ମହିଳା ।…

ଚିନ୍ତା ବଢ଼ାଉଛି ସ୍ଥାନୀୟ ସଂକ୍ରମଣ: ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୭୩ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ଚିନ୍ତା । ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୬୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୧୧୦ ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ…

ଟ୍ରାକ୍ଟର ଚଳାଇ ଚାଷ କଲେ ସଲମାନ ଖାନ୍

ସଲମାନ ଖାନଙ୍କ ଚାଷୀ ଅନ୍ଦାଜ । ନିଜେ ଟ୍ରାକ୍ଟର ଚଳାଇ ବିଲରେ ଚାଳ କରିଛନ୍ତି । ପାଣି କାଦୁଅ ଭିତରେ ଜମିରେ ଟ୍ରାକ୍ଟର ଚଳାଇଛନ୍ତି ବଲିଉଡ ସୁପରଷ୍ଟାର । ଏହାର ଭିଡିଓ ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଲେଖିଛନ୍ତି ଫାର୍ମିଂ । ଅର୍ଥାତ ଚାଷ କରୁଛି । ଭିଡିଓରେ ସଲମାନ ଟ୍ରାକ୍ଟର…

ଆଜି ଦାୟିତ୍ୱ ନେବେ କଟକ ଡିସିପି ପ୍ରତୀକ ସିଂ

କଟକ: ଆଜି ଦାୟିତ୍ୱ ଗ୍ରହଣ କରିବେ କଟକର ନୂଆ ଡିସିପି ପ୍ରତୀକ ସିଂ । ବିଦାୟୀ ଡିସିପି ଅଖିଳେଶ୍ୱର ସିଂ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବେ । ପୂର୍ବରୁ କନ୍ଧମାଳ ଏସପି ଥିଲେ ପ୍ରତୀକ ସିଂ । ଜିଲ୍ଲାରେ ମାଓ ଦମନ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ରହିଛି । ୨୦୧୪ ବ୍ୟାଚ୍ ଆଇପିଏସ୍…

ରେକର୍ଡ ଭାଙ୍ଗୁଛି କରୋନା: ଦେଶରେ ୧୧ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୪୦ ହଜାରରୁ ଉର୍ଦ୍ଧ୍ବ…

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଗମ୍ଭୀର ହେବାରେ ଲାଗିଛି କରୋନା ସ୍ଥିତି । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ଭାରତରେ ସର୍ବାଧିକ ୪୦,୪୨୫ ଜଣ ସଂକ୍ରମିତ ହୋଇଥିବା ବେଳେ ୬୮୧ ଜଣ ପ୍ରାଣ ହରାଇଛନ୍ତି । ଦେଖୁ ଦେଖୁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା…