Latest Odisha News

BREAKING NEWS

Browsing Category

ଫିଚର

କରୋନା ଲଢ଼େଇ ଜିତିଲେ ୩୪ କରୋନା ଯୋଦ୍ଧା

ସୁନ୍ଦରଗଡ଼: ହାରିଲା କରୋନା । ଜିତିଲେ କରୋନା ଯୋଦ୍ଧା । କରୋନା ସଂକ୍ରମିତ ସୁନ୍ଦରଗଡ଼ ଜିଲ୍ଲାର ୩୪ ଜଣ ପୋଲିସ କର୍ମଚାରୀ ସୁସ୍ଥ ହୋଇଛନ୍ତି । ସେମାନଙ୍କୁ ବିଭିନ୍ନ କୋଭିଡ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ହସ୍ପିଟାଲ କର୍ମଚାରୀ ସମସ୍ତଙ୍କୁ…

ଟି-୨୦ ବିଶ୍ୱକପ୍ ନେଇ ଆଜି ଆସିପାରେ ଫୈସଲା

କରୋନା ମହାମାରୀ ଭିତରେ ଚଳିତବର୍ଷ ଟି-ଟ୍ୱେଣ୍ଟି ବିଶ୍ୱକପ୍ ହେବ କି ନାହିଁ ସସପେନ୍ସ ଲାଗି ରହିଛି । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ବା ଆଇସିସି କୌଣସି ନିଷ୍ପତ୍ତି ନେଇ ନାହିଁ । ଆଜି ବସୁଛି ଆଇସିସିର ଜେନେରାଲ୍ ବଡି ମିଟିଂ । ଭାରତୀୟ ସମୟ ଅପରାହଣ ସାଢ଼େ ୩ଟାରେ ଭିଡିଓ କନଫରେନ୍ସିଂରେ ବୈଠକ…

ଦିଲ୍ଲୀ ଏମ୍ସରେ ଆଜିଠୁ କୋଭାକସିନର ହ୍ୟୁମାନ ଟ୍ରାଏଲ 

ନୂଆଦିଲ୍ଲୀ: କରୋନାର ସ୍ୱଦେଶୀ ଟିକା କୋଭାକ୍ସିନକୁ ନେଇ ବଢୁଛି ଆଶା। ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍ ବା ଏମ୍ସରେ ଆଜିଠାରୁ କୋଭାକସିନର ହ୍ୟୁମାନ ଟ୍ରାଏଲ ଆରମ୍ଭ ହେବାକୁ ଯାଉଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ଅନୁସାରେ, ଏହି ପରୀକ୍ଷଣ ପ୍ରଥମେ ୧୦୦…

ପାଣିପାଗ ବିଭାଗର ସତର୍କ ସୂଚନା: ରାଜ୍ୟର ଏହି ୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର ୩ଟି ଜିଲ୍ଲାରେ ସୋମବାର ଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପୂର୍ବନୁମାନ କରିଛି । ଏହି ୩ ଜିଲ୍ଲା ହେଉଛି ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କନ୍ଧମାଳ । ଏହି ସମସ୍ତ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ…

ଆଜି ଚିତାଲାଗି ଅମାବାସ୍ୟା : ମହାପ୍ରଭୁଙ୍କୁ ଲାଗିହେବ ସ୍ଵର୍ଣ୍ଣ ଏବଂ ରତ୍ନ ଚିତା

ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ ଶ୍ରୀମନ୍ଦିରରେ ଶ୍ରାବଣ ଅମାବାସ୍ୟା ଦିନ ଅର୍ଥାତ ଆଜି ଚିତା ଲାଗି ଅମାବାସ୍ୟା ନୀତି ପାଳିତ ହୋଇଥାଏ । ଏହି ଦିନ ମହାପ୍ରଭୁଙ୍କ ସ୍ଵର୍ଣଚିତା ଲାଗି ହୋଇଥାଏ । ହୀରା ଲୀଳା ଏବଂ…

ବ୍ଲାକ୍‌ରକ୍ ଆଣ୍ଡ୍ରଏଡ୍ ଭାଇରସ୍‌; କେତେ ସୁରକ୍ଷିତ ଆମେ ?

ଭୁବନେଶ୍ୱର: ପୁଣି ବିପଦରେ ସାଧାରଣ ଲୋକେ । ହେଲେ ଏଠି କରୋନା କଥା ଉଠିନି ବରଂ ସାମ୍ନାକୁ ଆସିଛି ନୂଆ ଆଣ୍ଡ୍ରଏଡ୍ ଭାଇରସ୍ ବ୍ଲାକରକ୍ । ଏହି ଭାଇରସ୍ ସ୍ମାର୍ଟଫୋନରେ ବ୍ୟବହାର ହେଉଥିବା ୩୭୭ଟି ଆପ୍ଲିକେସନ୍‌ରୁ ଆପଣଙ୍କ ପାସ୍‌ୱାର୍ଡ ଓ କ୍ରେଡିଟ୍ କାର୍ଡ ବିବରଣୀ ଚୋରି କରିବାରେ ସିଦ୍ଧହସ୍ତ ।…

୨୦୨୦ର ପ୍ରଥମ ତିନି ମାସରେ ୭ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡ଼ି ଓଡ଼ିଶାରେ ଜିଓ’ର ଜୟଯାତ୍ରା ଜାରି: ଟ୍ରାଇ ତଥ୍ୟ

ଜିଓ ଓଡିଶାରେ ୩୭.୫୫% ଗ୍ରାହକ ବଜାର ଅଂଶ ଏବଂ ମାର୍ଚ୍ଚରେ ୧.୯ ଲକ୍ଷ ଉପଭୋକ୍ତାଙ୍କ ସହିତ ନେତୃତ୍ୱ ସ୍ଥିତିକୁ ଆହୁରି ସୁଦୃଢ଼ କରିଛି: ଟ୍ରାଇ ତଥ୍ୟ ଭୁବନେଶ୍ୱର: ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ସଦ୍ୟ ପ୍ରକାଶିତ ମୋବାଇଲ୍ ଗ୍ରାହକ ତଥ୍ୟ ଅନୁଯାୟୀ ମାର୍ଚ୍ଚ ୨୦୨୦ରେ…

ଲୁଟେରା ଗ୍ୟାଙ୍ଗର ୩ ଅଭିଯୁକ୍ତ ଗିରଫ, ୮ ସୁନା ଚେନ୍ ଜବତ

ଭୁବନେଶ୍ୱର: ଭୁବନେଶ୍ୱରରେ ପୁଲିସ ଲୁଟେରା ଗ୍ୟାଙ୍ଗର ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୁଲିସ ଏମାନଙ୍କର ଠାରୁ ୮ଟି ସୁନା ଚେନ ଜବତ କରିଛି । ଗିରଫ ଅଭିଯୁକ୍ତ ହେଉଛନ୍ତି, କ୍ୟାପିଟାଲ ଥାନା କାଳିମନ୍ଦିର ସଡ଼କ ବସ୍ତିରେ ରହୁଥିବା ସୁଦର୍ଶନ ନାଏକ, ଜାଗୃତି ଅଫିସ୍‌ କଡ଼ କଳ୍ପନା ଫ୍ଲାଟ୍‌ରେ…

କରୋନା ଔଷଧ ‘ଫାବିଫ୍ଲୁ’କୁ ନେଇ ଗ୍ଲେନମାର୍କକୁ କାରଣ ଦର୍ଶାଅ ନୋଟିସ୍‌

ନୂଆଦିଲ୍ଲୀ: କରୋନା ଔଷଧ ‘ଫାବିଫ୍ଲୁ’କୁ ନେଇ ମିଥ୍ୟା ଦାବି ଏବଂ ଏକାଧିକ ମୂଲ୍ୟ ଯୋଗୁଁ ଔଷଧ କମ୍ପାନୀ ଗ୍ଲେନମାର୍କକୁ କାରଣ ଦର୍ଶାଅ ନୋଟିସ ଜାରି । ‘କେନ୍ଦ୍ରୀୟ ଡ୍ରଗ୍‌ସ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍’ (ସିଡିଏସ୍‌ସିଓ) କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ନୋଟିସ୍‌ରେ…

ଜାପାନର ସମସ୍ତ କମ୍ପାନୀ ଚୀନ ଛାଡିବେ !

ଟୋକିଓ: ଚୀନ ଉପରେ ଜାପାନ ଏକ କଠୋର ଏବଂ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ଯାଉଛି । ସୀମା ବିବାଦ ଏବଂ କରୋନା ଭାଇରସ ଯୋଗୁ ସମଗ୍ର ବିଶ୍ୱ ଏବେ ଚୀନର ଶତ୍ରୁ ହୋଇଛନ୍ତି । ଏହି ଅବସରରେ ଚୀନରେ ଥିବା ସମସ୍ତ ଜାପାନ କମ୍ପାନୀଗୁଡିକୁ ସ୍ୱଦେଶ ଫେରାଇ ଆଣିବା ସରକାର ବିଚାର କରୁଛି । ଜାପାନ ନିଜର…