Latest Odisha News

BREAKING NEWS

Browsing Category

ଫିଚର

ଚକ୍ରବ୍ୟୂହରେ ବିଦୀର୍ଣ୍ଣ ବିଶ୍ୱ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… କାହିଁ କେଉଁ କାଳୁ ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କ ପିତା ବାସୁଦେବ ଦେବକୀଙ୍କୁ ବାହାହୋଇଥିଲେ । ପାଣ୍ଡବଙ୍କ ମାମୁଶଲ୍ୟ ଦେବକୀଙ୍କୁ ଚାହୁଥିଲେ, କିନ୍ତୁ ପାଇଲେ ନାହିଁ । ସେହି ହିଂସାର ଅନଳରେ ଜଳିପୋଡି ଶଲ୍ୟ ବିଚଳିତ ଥିଲେ ଶଲ୍ୟ ମହାଯୋଦ୍ଧା…

ଫେବ୍ରୁଆରୀରେ ଆସିପାରେ କରୋନା ଟିକା

ଭୁବନେଶ୍ୱର: ଆସନ୍ତା ୨୦୨୧ ଫେବ୍ରୁଆରୀ ସୁଦ୍ଧା ଆସିପାରେ କୋଭିଡ-୧୯ ଟିକା । ଆନିମଲ ଉପରେ ଭ୍ୟାକସିନ ଟ୍ରାଏଲ ସଫଳତା ହେବା ପରେ ୩୧୫ ଜଣ ମଣିଷ ଉପରେ ଟ୍ରାଏଲ କରାଯାଉଛି । ଏବେ ଫାଷ୍ଟ ଟ୍ରାଏଲ ଚାଲିଛି । ସଫଳତା ପରେ ସେକେଣ୍ଡେ ଟ୍ରାଏଲ ହେବ ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ।…

୧୦ଟି କମ୍ପାନୀର କରୋନା ଔଷଧ ପରୀକ୍ଷା କରିବ ILS

ଭୁୁବନେଶ୍ୱର: ଓଡିଶାରେ ୧୦ କରୋନା ଔଷଧର ପରୀକ୍ଷା ହେବ । ଦେଶର ୧୦ଟି କମ୍ପାନୀର କୋଭିଡ୍ ଔଷଧ ପରୀକ୍ଷା କରିବ ILS । ଔଷଧ ଆକ୍ରାନ୍ତଙ୍କଠାରେ କିଭଳି କାମ କରୁଛି ସେନେଇ ପରୀକ୍ଷା କରାଯିବ । ଏଲୋପାଥି, ହୋମିଓପାଥି, ଆୟୁର୍ବେଦିକ ଔଷଧର ପରୀକ୍ଷା ହେବ । ଭୁବନେଶ୍ବର ILS ପରୀକ୍ଷାଗାରରେ ହେବ…

ଏକ କ୍ୱିଂଟାଲରୁ ଅଧିକ ଗଂଜେଇ ଜବତ, ୪ ଗିରଫ

ଜୟପୁର: ଜୟପୁର ସଦର ପୋଲିସକୁ ମିଳିଛି ବଡ ସଫଳତା । ଆଜି ଏକ କ୍ୱିଂଟାଲରୁ ଅଧବକ ଗଂଜେଇ ଜବତ କରିଛି ପୋଲିସ । ଏଥିସହ ଏହି ମାମଲାରେ ସମ୍ପୃକ୍ତ ଥିବା ୪ ଜଣଙ୍କୁ ପୋଲିସ ଗିରଫ କରିଛି । ସୂଚନା ମୁତାବକ, ଜୟପୁର କୋରାପଟୁ ଘାଟିର ମନ୍ଦିର ନିକଟରୁ ଏକ ଟ୍ରକ୍‌ରେ ଗଂଜେଇ ଲୋଡିଂ ହୋଇଥିବା ବେଳେ…

କାଲିଠୁ ନବରଙ୍ଗପୁର ସଟ୍‌ଡାଉନ୍‌

ନବରଙ୍ଗପୁର: ଆସନ୍ତାକାଲିଠୁ ୨ ଦିନ ପାଇଁ ନବରଙ୍ଗପୁରକୁ ସଟଉଡାଉନ୍ ଘୋଷଣା ହୋଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଜିଲ୍ଲାପାଳ ଏପରି ପଦକ୍ଷେପ ନେଇଛନ୍ତି । କାଲି ସକାଳ ୫ଟାରୁ ୨୨ ତାରିଖ ଯାଏଁ ଏହି ସଟଡାଉନ୍ ଘୋଷଣା ହୋଇଛି । ମଙ୍ଗଳବାର ଓ ବୁଧବାର ଜିଲ୍ଲାକୁ ସଟ୍‌ଡାଉନ୍ ଘୋଷଣା…

ଚିନ୍ତା ବଢ଼ାଉଛି ଲୋକାଲ୍ କେସ, ୭ ଦିନରେ ୧୪୮୧ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କରୋନା ମାଡ଼ି ମାଡ଼ି ଚାଲିଛି । ୧୮ ହଜାର ଡେଇଁଲାଣି ସଂକ୍ରମିତଙ୍କ ସଂଖ୍ୟା । ଗଞ୍ଜାମ ଜିଲ୍ଲାରେ ସ୍ଥିତି ସଙ୍ଗୀନ । ଖୋର୍ଦ୍ଧା, କଟକ, ଯାଜପୁରରେ କାୟା ବିସ୍ତାର କରୁଛି କରୋନା । ଜୁଲାଇରେ ଟେନସନ୍ ହୋଇଛି ଲୋକାଲ କେସ । ପ୍ରତିଦିନ ଗଣ୍ଡା ଗଣ୍ଡା ଲୋକାଲ୍ କଣ୍ଟାକ୍ଟ…

କରୋନାର କରୁଣ ଚିତ୍ର, ଶବକୁ ମିଳିଲାନି କାନ୍ଧ

ଗଞ୍ଜାମ: କରୋନାର କରୁଣ ଚିତ୍ର । ଶବକୁ ମିଳିଲାନି କାନ୍ଧ । ସଂକ୍ରମଣ ଭୟରେ କେହିବି ପାଖ ତଡ ମାଡିଲେନି । ଶେଷରେ ଟ୍ରଲିରେ ବୁହା ହେଲା ମୃତଦେହ । ଗଞ୍ଜାମ ଜିଲ୍ଲା ବୁଗୁଡା ଏନ୍‌ଏସି ଅଂଚଳରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ବୁଗୁଡ଼ା ଅଂଚଳର ଜଣେ ଯୁବ ବ୍ୟବସାୟୀଙ୍କ ୮ରୁ ୧୦ ଦିନ…

କରୋନାରୁ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗଦେଲେ ୯୫ ପୋଲିସ

କଟକ: କରୋନାରୁ ସୁସ୍ଥ ହେବା ପରେ ଡ୍ୟୁଟିରେ ଯୋଗ ଦେଇଥିବା ୯୫ ପୋଲିସ୍ କର୍ମଚାରୀଙ୍କୁ ସୋମବାର ଦିନ ଓଡିଶା (ଡିଜିପି) ଅଭୟ ସୋମବାର ଦିନ ପ୍ରଶଂସା କରିବା ସହ ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛନ୍ତି। ଏନେଇ ଟ୍ୱିଟ୍ କରିଛନ୍ତି ଡିଜିପି ।…

ଟ୍ବିନସିଟିରେ ଦାୟିତ୍ଵ ନେଲେ ୨ ନୂଆ ଡିସିପି

ଭୁବନେଶ୍ୱର: ଓଡ଼ିଶା କ୍ୟାଡରର ଦୁଇଜଣ ବରିଷ୍ଠ ଆଇପିଏସ୍ ଅଧିକାରୀ ଉମାଶଙ୍କର ଦାଶ ଏବଂ ପ୍ରତୀକ ସିଂ ସୋମବାର ଦିନ ଭୁବନେଶ୍ୱର ଓ କଟକ ପୋଲିସର ନୂଆ ଡେପୁଟି କମିଶନର ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ପୂର୍ବତନ ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ ନୂଆ ଡିସିପି ଉମାଶଙ୍କର ଦାଶଙ୍କୁ…

ସମୁଦ୍ର ମଧ୍ୟରେ ପଂହଚିଲା କରୋନା, ଚିନ୍ତାରେ ସାରା ଦୁନିଆ

ବୁଏନ୍ସ ଏରିସ୍‌: କରୋନା ଭାଇରସ ବୈଜ୍ଞାନିକମାନଙ୍କ ପାଇଁ ଏବେ ବି ରହସ୍ୟ ସାଜିଛି କହିଲେ ଭୁଲ ହେବନି । ସମସ୍ତ ପ୍ରକାର ବ୍ୟବସ୍ଥା ସତ୍ୱେ କରୋନା ଭାଇରସ ସମୁଦ୍ର ମଧ୍ୟରେ କିପରି ପଂହଚିଲା ତାହା ଏବେ ଚିନ୍ତାର କାରଣ ହୋଇଛି । ରିପୋର୍ଟ ମୁତାବକ ଦକ୍ଷିଣ ଆମେରିକାର ଆର୍ଜେଂଟିନାରେ ଏହିଭଳି ଘଟଣା…