Latest Odisha News

BREAKING NEWS

Browsing Category

ଫିଚର

ଫ୍ରାନ୍ସର ବରଫଆଚ୍ଛାଦିତ ନଦୀରୁ ମିଳିଲା ୫୪ ବର୍ଷ ତଳର ଭାରତ ଖବରକାଗଜ

ଲଣ୍ଡନ:୫୪ ବର୍ଷ ତଳର ଭାରତର ଖବରକାଗଜ ଫ୍ରାନ୍ସର ବରଫ ଆଚ୍ଛାନିତ ନଦୀଗର୍ଭରୁ ମିଳିଛି । ମୋଂଟ ବ୍ଲାଙ୍କ ପର୍ବତଶ୍ରେଣୀର ନିକଟରେ ପ୍ରବାହିତ ହେଉଥିବା ଏହି ନଦୀରୁ ନ୍ୟାଶନାଲ ହେରାଲ୍ଡ, ଇକୋନୋମିକ୍ସ ଟାଇମ୍ସ, ଦି ହିନ୍ଦୁ, ଦି ଷ୍ଟେଟସମ୍ୟାନ ସମେତ ୧୨ ଭାରତୀୟ ଖବରକାଗଜ ମିଳିଥିଲା । ନ୍ୟାଶନାଲ…

ଡବ୍ଲ୍ୟୁଏଚଓର ଚେତାବନୀ; ଅଧିକ ମାରାତ୍ମକ ହେବ କରୋନା ଭାଇରସ

ଜେନେଭା: କରୋନାଭାଇରସ୍ ମହାମାରୀ ସଂକ୍ରମଣ ଅଧିକ ମାରାତ୍ମକ ହେବ ବୋଲି ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚଓ)। ଡବ୍ଲ୍ୟୁଏଚଓର ମହାନିର୍ଦ୍ଦେଶକ ଟେଡ୍ରସ୍ ଅଧାନମ୍ ଘେବ୍ରେୟସ୍ ଜେନେଭାରେ ଏକ ଭର୍ଚୁଆଲ ବ୍ରିଫିଂରେ କହିଛନ୍ତି ଯେ କରୋନା ଭାଇରସ ସଂକ୍ରମଣ ଏବେ ଚିନ୍ତାଜନକ…

ଗ୍ଲି ଅଭିନେତ୍ରୀ ନାଭା ରିଭେରାଙ୍କ ମୃତଦେହ ଉଦ୍ଧାର

ଲସଆଞ୍ଜେଲ୍ସ:ଗ୍ଲି ଫିଲ୍ମର ଅଭିନେତ୍ରୀ ନାୟା ରାଭେରାଙ୍କ ମୃତଦେହ  ସ୍ଥାନୀୟ ପୋଲିସ ଉଦ୍ଧାର କରିଛି । ଗତ ସପ୍ତାହରେ ସେ ତାଙ୍କ ୪ ବର୍ଷର ପୂଅ ସହ ବୋଟ ଟ୍ରିପରେ ଯାଇଥିବା ବେଳେ ନିଖୋଜ ହୋଇ ଯାଇଥିଲେ । ନିଖୋଜ ହେବାର ୬ ଦିନ ପରେ ମୃତଦେହ କାର୍ଲିଫର୍ଣ୍ଣିଆର ପିରୁ ହ୍ରଦ ନିକଟରୁ ମିଳିଛି ।…

ଚୀନର ଉହାନ ଲ୍ୟାବ ଯିବ ନାହିଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଟିମ୍ !

କରୋନାର ଉତ୍ପତ୍ତି ସ୍ଥଳ ଓ ଏହା କିଭଳି ପଶୁ ଦେହରୁ ମଣିଷ ଦେହକୁ ବ୍ୟାପିଲା ? ଜାଣିବା ପାଇଁ ଚୀନ୍ ଯାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଟିମ୍ । କିନ୍ତୁ ଉହାନର ସନ୍ଦିଗ୍ଧ ଲ୍ୟାବକୁ ଯିବ ନାହିଁ ଦୁଇ ଜଣିଆ ଅନୁସନ୍ଧନକାରୀ ଟିମ୍ । ଯେଉଁଠାରୁ କରୋନା ଭୂତାଣୁ ବ୍ୟାପିଥିବା ଦାବି ହେଉଛି । ଯେଉଁ…

ସୁନ୍ଦରଗଡ଼ ଜିଲ୍ଲାର ନୂଆ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ଜାଣନ୍ତୁ

ସୁନ୍ଦରଗଡ଼: ଗତ ୨୪ ଘଣ୍ଟାରେ ଜିଲ୍ଲାରୁ ବାହାରିଛି ୫୨ ପଜିଟିଭ୍ କେସ । ନୂଆ ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ଦେଇଛି ଜିଲ୍ଲା ପ୍ରଶାସନ । ଏମାନଙ୍କ ଭିତରେ ଅଛନ୍ତି ୬ ଜଣ ଅନ୍ୟ ରାଜ୍ୟ ଓ ଜିଲ୍ଲାରୁ ଫେରିଥିଲେ । ୭ ଜଣ ପୂର୍ବରୁ ଭୂତାଣୁ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ପଜିଟିଭ୍ ଚିହ୍ନଟ…

ଚିନ୍ତା ବଢ଼ାଉଛି କରୋନା: ରାଜ୍ୟରେ ଗଡ଼ିଲା ଆଉ ୪ ମୁଣ୍ଡ

ଭୁବନେଶ୍ୱର: ଚିନ୍ତା ବଢ଼ାଉଛି କରୋନା ।ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବଢି ଚାଲିଛି ମୃତକଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ୭୪କୁ ବୃଦ୍ଧି ପାଇଛି କରୋନା ମୃତ୍ୟୁ ସଂଖ୍ୟା । ମୃତକଙ୍କ…

ଗୋଆର ଘରୋଇ ହସ୍ପିଟାଲରେ କୋଭିଡ ଆକ୍ରାନ୍ତଙ୍କ ପାଇଁ ୨୦% ବେଡ୍ ସଂରକ୍ଷିତ

ପାଣାଜୀ: ଗୋଆରେ ସମସ୍ତ ଘରୋଇ ହସ୍ପିଟାଲରେ କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ୨୦ ପ୍ରତିଶତ ବେଡ୍ ସଂରକ୍ଷିତ ରହିବ । ଆଇସିୟୁ ସୁବିଧା ଉପଲବ୍ଧ ଥିବା ହସ୍ପିଟାଲରେ ବେଡ୍ ସଂରକ୍ଷିତ ରଖିବା ବାଧ୍ୟତାମୂଳକ । ଏନେଇ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଗତକାଲି କରୋନା ସ୍ଥିତିର ସମୀକ୍ଷା…

ଓଡିଶାର ୨୩ ଜିଲ୍ଲାରୁ ନୂଆ ୫୪୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୫୪୩ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହଜାର ୨୮୦ରେ ପହଞ୍ଚିଛି। ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

ଆଜିର ଦିନରେ ଖେଳାଯାଇଥିଲା ୨୦୧୯ ବିଶ୍ୱକପ୍ କ୍ରିକେଟର ରୋମାଞ୍ଚକର ଫାଇନାଲ୍ ମୁକାବିଲା

ଗତବର୍ଷ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ବିଶ୍ୱକପ କ୍ରିକେଟର ରୋମାଞ୍ଚକର ଫାଇନାଲ ମୁକାବିଲାକୁ ବୋଧେ କେହି କେବେ ଭୁଲି ପାରିବେ ନାହିଁ । କ୍ରିକେଟର ମକ୍କା କୁହାଯାଉଥିବା ଲର୍ଡସରେ ଐତିହାସିକ ବିଜୟ ହାସଲ କରିଥିଲା ଆୟୋଜକ ଇଂଲୀଶ ବାହିନୀ । ପ୍ରଥମ ଥର ବିଶ୍ୱ ବିଜୟୀ ହୋଇଥିଲା ଇଂଲଣ୍ଡ । ଗତବର୍ଷ ଆଜିର…

୨୪ ଘଣ୍ଟାରେ ୨୮,୪୯୮ ନୂଆ ଆକ୍ରାନ୍ତଙ୍କ ସହ ଦେଶରେ ୯ ଲକ୍ଷ ଟପିଲା କରୋନା ମାମଲା

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଗମ୍ଭୀର ହେଉଛି କରୋନା ସ୍ଥିତି । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ଭାରତରେ ୨୮,୪୯୮ ଜଣ ସଂକ୍ରମିତ ହୋଇଥିବା ବେଳେ ୫୫୩ ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯,୦୬,୭୫୨…