Latest Odisha News

BREAKING NEWS

Browsing Category

ଫିଚର

NEET ଓ JEE କେବେ ଜାଣନ୍ତୁ, ଘୋଷଣା ହୋଇଛି ତାରିଖ

ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛନ୍ତି ସରକାର । ଜୁଲାଇରେ ସ୍ଥଗିତ ଥିବା ପରୀକ୍ଷା ଆସନ୍ତା ସେପ୍ଟେମ୍ବର ମାସରେ ହେବ । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶଙ୍କ ଏହି ସୂଚନା ଦେଇଛନ୍ତି ।…

ଯୁଦ୍ଧ ଲାଗି ସଜବାଜ; କାହା ପାଖରେ କେତେ ଅସ୍ତ୍ର ଜାଣନ୍ତୁ…

ଭୁବନେଶ୍ୱର: ଦିନକୁ ଦିନ ଚୀନ-ଭାରତ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ସୀମା ବିବାଦକୁ ନେଇ ଉଭୟ ଦେଶ ମଧ୍ୟରେ ତିକ୍ତତା ବଢି ଚାଲିଥିଲେ ମଧ୍ୟ ଚୀନର ଯୁଦ୍ଧଖୋର ମନୋବୃତ୍ତି ସ୍ପଷ୍ଟ ବାରି ହୋଇ ପଡୁଛି । ଚୀନର ବିସ୍ତାରବାଦୀ ନୀତିକୁ ଭାରତ ଆଦୌ ଖାତିର୍ କରୁନାହିଁ ବୋଲି ଶୁକ୍ରବାର…

ତିନିରଥରେ ସମ୍ପନ୍ନ ହେଲା ଅଧରପଣା ନୀତି

ପୁରୀ: ରଥଯାତ୍ରା ମହୋତ୍ସବର ଚୂଡ଼ାନ୍ତ ପର୍ଯ୍ୟାୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳା ପାରମ୍ପରିକ ନୀତିକାନ୍ତି ମାଧ୍ୟମରେ ପାଳିତ ହେଉଛି । ଆଜି ସନ୍ଧ୍ୟାରେ ସମ୍ପନ୍ନ ହୋଇଛି ଗୁରୁତ୍ୱପୂର୍ଣ୍ଣ ଅଧରପଣା ନୀତି । ଗତକାଲି ସୁନାବେଶରେ ଦର୍ଶନ ଦେବା ପରେ ଆଜି ଶ୍ରୀଜୀଉମାନଙ୍କ ଏହି ଅଧରପଣା…

ଦିଶାଙ୍କ ମୃତ୍ୟୁ ଘଟଣାରେ ସୋସିଆଲ ସାଇଟରେ ସୂରଜଙ୍କ ନାମ ଉଠିଲା, ଅଭିନେତା କହିଲେ ଏହା ସମ୍ପୂର୍ଣ୍ଣ ଗୁଜବ

ମୁମ୍ବାଇ: ସ୍ୱର୍ଗତଃ ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିୟନଙ୍କ ମୃତ୍ୟୁରେ ସୂରଜ ପାଂଚୋଲିଙ୍କ ସମ୍ପୃକ୍ତି ନେଇ ଖବର ସୋସିଆଲ ସାଇଟରେ ଭାଇରାଲ ହୋଇଛି । ତେବେ ଆଦିତ୍ୟ ପାଂଚୋଲିଙ୍କ ପୁତ୍ର ତାଙ୍କ ନାମରେ ଉଠିଥିବା ଏହି ଖବରକୁ ସମ୍ପୂର୍ଣ୍ଣ ଭାବେ ଗୁଜବ ବୋଲି କହିଛନ୍ତି ।…

ଧାନ ଫସଲର କୀଟ ପରିଚାଳନା

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) କୃଷି ଓଡ଼ିଶାର ଅର୍ଥନୀତିର ମାପକାଠି ରୂପେ ବିବେଚନା କରାଯାଉଥିବା ବେଳେ ଏହାର ଜଳବାୟୁ ଅନୁସାରେ ଅଧିକାଂଶ ଲୋକ ଧାନ ଚାଷ ଉପରେ ନିର୍ଭରଶୀଳ । ଡ଼ିଶାର ୭୦ ଭାଗ ଲୋକ ମୁଖ୍ୟତଃ ଚାଷବାସ ଉପରେ ନିର୍ଭର କରନ୍ତି । ଓଡ଼ିଶାର…

ଦୁନିଆକୁ ବେଖାତିର, ଦକ୍ଷିଣ ଚୀନ ସାଗରରେ ଚୀନର ମିଲିଟ୍ରି ଡ୍ରିଲ

ୱାଶିଂଟନ: ଚୀନ ସୁଧୁରିବାର ନାମ ଧରୁ ନାହିଁ । ଧିରେ ଧିରେ ସମସ୍ତ ପଡୋଶୀଙ୍କୁ ଶତ୍ରୁ କରି ସାରିଥିବା ଚୀନ ପୁଣି ଦୁନିଆକୁ ବେଖାତିର କରିଛି । ରିପୋର୍ଟ ମୁତାବକ ଦକ୍ଷିଣ ଚୀନ ସାଗରରେ ଚୀନ ମିଲିଟ୍ରି ଡ୍ରିଲ କରିଛି । ଫିଲିପାଇନ୍ସ ଓ ଭିଏତନାମା ଏହାକୁ ତୀବ୍ର ବିରୋଧ କରିଛନ୍ତି । ଆମେରିକା ମଧ୍ୟ…

କୋଭିଡ-୧୯: ଡୋର୍ ଟୁ ଡୋର୍ ସର୍ଭେ କରିବେ ଓଡିଶା ସରକାର

ଭୁବନେଶ୍ୱର: ଜୁଲାଇ ୧୬ ତାରିଖରୁ କରୋନା ଉପରେ ଡୋର୍ ଟୁ ଡୋର୍ ସର୍ଭେ ଆରମ୍ଭ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ କୋଭିଡ-୧୯ ମୁଖପାତ୍ର ସୁବ୍ରୋତ ବାଗଚି ଶୁକ୍ରବାର ଦିନ କହିଛନ୍ତି ଯେ ଆଶା କର୍ମୀଙ୍କ ଦ୍ୱାରା କରାଯାଇଥିବା ସର୍ଭେ ୪୫ ଦିନ…

ନାଗାଲାଣ୍ଡରେ ଆଉ କୁକୁର ମାଂସ ବିକ୍ରି ହେବନି

କୋହିମା: ନାଗାଲାଣ୍ଡ ସରକାର ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଏହା ଅନୁସାରେ ଏଠାରେ କୁକୁର କିଣାବିକାକୁ ବନ୍ଦ କରିଛନ୍ତି । ସେହିପରି କୁକୁର ମାଂସ (ଉଭୟ ରନ୍ଧା ଓ କଂଚା) ବିକ୍ରି ଉପରେ ମଧ୍ୟ କଟକଣା ଲଗାଇଛନ୍ତି । ରାଜ୍ୟ ମନ୍ତ୍ରୀମଣ୍ଡଳର ଏହି ନିଷ୍ପତିକୁ ବିଭିନ୍ନ…

ରାଜ୍ୟ ପାଇଁ ଖୁସି ଖବର; ସୁସ୍ଥ ହେେଲେ ଆଉ ୨୦୩ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୦୩ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୨୦୩ ଜଣଙ୍କ ମଧ୍ୟରୁ ୩୮ ଜଣ ଗଞ୍ଜାମରୁ, ୩୭ ଜଣ ଖୋର୍ଦ୍ଧା, ୧୯ ଜଣ ଗଜପତି, ୧୮ ଜଣ କଟକ, ୧୮ ଜଣ…

ବାର୍ସିଲୋନା ଛାଡିବେ ମେସି !

ପ୍ୟାରିସ: ଆର୍ଜେଂଟିନାର ଷ୍ଟାର ଷ୍ଟ୍ରାଇକର ଲିଓନେଲ ମେସି ସ୍ପେନିଶ ଫୁଟବଲ କ୍ଲବ ବାର୍ସିଲୋନା ଛାଡିବା ପାଇଁ ମନ ବଳାଇଛନ୍ତି । କ୍ଲବର ସ୍ପୋର୍ଟିଂ ମ୍ୟାନେଜର ଏରିକ୍ ଆବିଦିଲ ଓ ପୂର୍ବତନ କୋଚ ଏନେସ୍ତା ବେଲବେର୍ଦେଙ୍କ ସହ ତାଙ୍କର ମତଭେଦ ବଢ଼ିବାରେ ଲାଗିଛି । ଯାହା ଫଳରେ ମେସି ୨୦୨୧ ପରେ…