Latest Odisha News

BREAKING NEWS

Browsing Category

ଫିଚର

ଓଡିଶାର ୨୪ ଜିଲ୍ଲାରୁ ନୂଆ ୪୯୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୪୯୫ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୬୦୧ରେ ପହଞ୍ଚିଛି। ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

ପାକିସ୍ତାନ ବୈଦେଶିକ ମନ୍ତ୍ରୀ କ୍ୟୁରେସୀଙ୍କୁ କରୋନା

ଇସଲାମାବାଦ: ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମହମ୍ମୁଦ କ୍ୟୁରେସୀଙ୍କୁ କରୋନା । ଭୂତାଣୁ ସଂକ୍ରମିତ ହୋଇଥିବା ନିଜେ ସୂଚନା ଦେଇଛନ୍ତି କ୍ୟୁରେସୀ । ରିପୋର୍ଟ ପଜିଟିଭ୍ ଆସିବା ପରେ ଏବେ ନିଜକୁ କ୍ୱାରେଣ୍ଟାଇନରେ ରଖିଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ । କ୍ୟୁରେସୀ ଟ୍ୱିଟ କରି ସୂଚନା…

ନୀଳାଦ୍ରି ବିଜେ: ସୁଆଦିଆ ରସଗୋଲାରେ ହେବ ଲକ୍ଷ୍ମୀ ସାଆନ୍ତାଣୀଙ୍କ ମାନଭଞ୍ଜନ…

ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ ଭାରତୀୟ ପୁରାଣ ଶାସ୍ତ୍ରରେ ମହାଲକ୍ଷ୍ମୀ ହେଲେ ଜଣେ ଦେବୀ । କିନ୍ତୁ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରର ଲକ୍ଷ୍ମୀ ସାଆନ୍ତାଣୀ ହେଲେ ପ୍ରଥମେ ଜଣେ ପତ୍ନୀ ଓ ପରେ ଦେବୀ । ଏଠାରେ ମହାଲକ୍ଷ୍ମୀଙ୍କର ତାଙ୍କ ସ୍ୱାମୀ…

ପାଟଣାରେ ଶ୍ରାବଣ ସୋମବାରରେ କାଉଡିଆଙ୍କୁ ଜଳଲାଗି ମନା

ବିହାର: ପାଟଣା ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସରକାର । ଶ୍ରାବଣ ମାସରେ ଜଳଲାଗି ପାଇଁ କାଉଡିାଙ୍କୁ ମନା ହୋଇଛି ଶିବ ମନ୍ଦିର । ପାଟଣା ଜିଲ୍ଲାରେ ଥିବା ଶିବ ମନ୍ଦିର ସବୁ ଆସନ୍ତା ଅଗଷ୍ଟ ୪ ତାରିଖ ଯାଏଁ ବନ୍ଦ ରଖିବାକୁ ଘୋଷଣା…

ରେକର୍ଡ ଭାଙ୍ଗୁଛି କରୋନା; ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୨୨ ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶନିବାର ଦିନ ଏହି ସଂଖ୍ୟା ୬,୪୮,୩୧୫କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

କରୋନା ଚିକିତ୍ସା ପାଇଁ ସରକାରଙ୍କ ନୂଆ ଗାଇଡଲାଇନରେ କ’ଣ ଅଛି ? ଜାଣନ୍ତୁ

କରୋନା ସଂକ୍ରମିତ ଗୁରୁତର ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ଏଣିକି ଗୁରୁତର କରୋନା ରୋଗୀଙ୍କୁ ଦିଆଯାଉଥିବା ଆଣ୍ଟିଭାଇରାଲ୍ ଔଷଧ ରେମଡେସିଭିକୁ ପାଞ୍ଚ ଦିନ ଦିଆଯିବ ।…

ଗଲଓ୍ୱାନ ସହିଦଙ୍କ ନାଁରେ ନାମିତ ହେବ କୋଭିଡ୍ ହସ୍ପିଟାଲ ଓ୍ୱାର୍ଡ

ନୂଆଦିଲ୍ଲୀ: ନିଉ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ କୋଭିଡ-୧୯ ହସ୍ପିଟାଲର ଓ୍ୱାର୍ଡ ନାଁ ଗଲଓ୍ୱାନ ଘାଟିରେ ସହିଦ ବୀର ଯବାନଙ୍କ ନାଁ ଅନୁସାରେ ନାମିତ କରାଯିବ । ଡିଆରଡିଓ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଯବାନଙ୍କ ବଳିଦାନ ଓ ସେମାନଙ୍କୁ ସମ୍ମାନ ଜଣାଇ ନିଉ ସର୍ଦ୍ଦାର ବଲ୍ଲଭଭାଇ ପଟେଲ କୋଭିଡ…

ରାଜ୍ୟର ଏହିସବୁ ଜିଲ୍ଲାରେ ଆଜି ଓ କାଲି ସଟ୍‌ଡ଼ାଉନ୍‌

ଭୁବନେଶ୍ୱର: ରାଜ୍ୟ ସରକାର ପ୍ରତି ଶନିବାର ଓ ରବିବାର ଦିନ ଯେଉଁସବୁ ଜିଲ୍ଲା ଗୁଡ଼ିକରେ ସଟ୍‌ଡ଼ାଉନ୍ ବଳବତ୍ତର ରହିବା ନେଇ ନିଷ୍ପତ୍ତି ଗ୍ରହଣ କରିଥିଲେ ସେହିସବୁ ଜିଲ୍ଲା ଗୁଡ଼ିକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଟ୍‌ଡ଼ାଉନ୍ କରାଯାଇଛି । ଆଜି ଓ କାଲି ଏହିସବୁ ଜିଲ୍ଲାରେ ବଳବତ୍ତର ରହିବ ସଟ୍‌ଡ଼ାଉନ…

ଆଜି ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ

ଭୁବନେଶ୍ୱର: ରଥ ଉପରେ ବିଜେ କରିଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧରପଣା ନୀତି ଅନୁଷ୍ଠିତ ହୋଇଯାଇଥିବା ବେଳେ ଶନିବାର ଦିନ ନୀଳାଦ୍ରି ବିଜେ କରୁଛନ୍ତି ଶ୍ରୀଜୀଉ। ପରମ୍ପରା ଅନୁଯାୟୀ ସୁନାବେଶ ଓ ଅଧରପଣା ଭୋଗର ଠିକ୍ ପରଦିନ ଶ୍ରୀଜିଉଙ୍କମାନେ ଗୋଟି ପହଣ୍ଡିରେ ବିଜେ କରି ରତ୍ନ ସିଂହାସନରେ…

ବ୍ୟବହୃତ ଲୁଗାର ହେବ ‘ଟେନସାଇଲ୍ ଆନାଲିସିସ୍‌’; ଉନ୍ମୋଚିତ ହେବ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ !

ମୁମ୍ବାଇ: ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ଖୋଲିବା ଲାଗି ରାତି ଦିନ ଏକ କରି ଲାଗି ପଡ଼ିଛି ମୁମ୍ବାଇ ପୋଲିସ । ଦୁଇ ଦୁଇଟି ପୋର୍ଷ୍ଟମର୍ଟମ ରିପୋର୍ଟ ସହିତ ସୁଶାନ୍ତଙ୍କ ଭିସେରା ଟେଷ୍ଟ ପରେ ଏବେ ପୋଲିସ କରିବ ‘ଟେନସାଇଲ୍ ଆନାଲିସିସ୍‌’ । ଯେଉଁ ଲୁଗା ପିନ୍ଧି ଫ୍ୟାନରୁ ଝୁଲି ପଡ଼ିଥିଲେ ସୁଶାନ୍ତ…