Latest Odisha News

BREAKING NEWS

Browsing Category

ଫିଚର

ଡିଏସପିଙ୍କ ପରିବାରରେ ୪ କରୋନା ପଜିଟିଭ୍ ଚିହ୍ନଟ !

କଟକ: କଟକ ଜିଲ୍ଲାର ଆଠଗଡ଼ ସବ ଡିଭିଜନରେ ଜଣେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ ପୋଲିସ (ଡିଏସପି)ଙ୍କ ପରିବାରର ୪ଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଭାବେ ଏହି ସବ ଡିଭିଜନରେ ଜଣେ ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ସମେତ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା…

ମ୍ୟାନାମାରରେ ଅଶାନ୍ତି ସୃଷ୍ଟି କରୁଛି ଚୀନ, ସାରା ବିଶ୍ୱକୁ ସାହାଯ୍ୟ ମାଗିଲେ ଆର୍ମି ଚିଫ୍‌

ରେଙ୍ଗୁନ: ମ୍ୟାନାମାରରେ ଚୀନ ଉଦ୍ଦେଶ୍ୟମୂଳକ ଭାବେ ଅଶାନ୍ତି ସୃଷ୍ଟି କରୁଛି । ସେଠାକାର ଉଗ୍ରପନ୍ଥୀଙ୍କୁ ଅସ୍ତ୍ରଶସ୍ତ୍ର ଓ ଅର୍ଥ ଯୋଗାଉଥିବା ମ୍ୟାନାମାରର ଆର୍ମି ଚିଫ ଅଭିଯୋଗ ଆଣିଛନ୍ତି । ନିକଟରେ ଅରାକାନା ଆତଙ୍କବାଦୀ ସଂଗଠନ ଉପରେ ଚଢ଼ାଉ କରାଯିବା ପରେ ସେଠାରୁ ଚୀନ ମିସାଇଲ,…

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି: ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଗାଡି ପୂଜା କରି ଆପ୍‌ର ପ୍ରତିବାଦ

କଟକ: କରୋନା କାଳରେ ଦେଶରେ ଦିନକୁ ଦିନ ବଢ଼ିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ତୈଳ ଦର ଲଗାତର ବଢ଼ୁଛି । ଏହାକୁ ବିରୋଧ କରି ଆଜି କଟକ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ କଟକ ଜିଲ୍ଲା ଆମ୍ ଆଦ୍‌ମୀ ପାର୍ଟି ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି । ପେଟ୍ରୋଲ ଓ ଡିଜେଲ ବ୍ୟବହୃତ ଗାଡିଗୁଡିକୁ…

କାଶ୍ମୀର ଜୋନ୍ ପୋଲିସ ୧୨ ଆତଙ୍କବାଦୀଙ୍କ ହିଟଲିଷ୍ଟ ଜାରି କଲା

ଶ୍ରୀନଗର: ଜମ୍ମୁ-କଶ୍ମୀରକୁ ଆତଙ୍କବାଦୀ ମୁକ୍ତ କରିବା ପାଇଁ ସ୍ଥାନୀୟ ପୋଲିସ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି । ଇତି ମଧ୍ୟରେ କଶ୍ମୀର ଜୋନ୍ ପୋଲିସ ୧୨ଜଣ ଆତଙ୍କବାଦୀଙ୍କ ହିଟଲିଷ୍ଟ ପ୍ରସ୍ତୁତ କରିଛି । ଏଥିରେ ଜୈଶ-ଇ-ମହମ୍ମଦର ୩, ଲଶ୍ମର-ଇ-ତୋଇବା ୫ଜଣ…

ଝାରସୁଗୁଡା ସ୍ପଞ୍ଜ ଆଇରନ୍ ପ୍ଲାଂଟରେ ବିସ୍ଫୋରଣ, ୭ ଗୁରୁତର

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ଲହଣ୍ଡା ସ୍ଥିତ ଏକ ସ୍ପଞ୍ଜ ଆଇରନ୍ ପ୍ଲାଂଟରେ ବିସ୍ଫୋରଣ ହୋଇଛି । TPSL ସ୍ପଞ୍ଜ ଏଣ୍ଡ ରୋଲିଂ କାରଖାନାରେ ଥିବା SMSର ବ୍ଲାଷ୍ଟ ଫରନେସ ଫର୍ନିସ ଲିକ୍‌ ହୋଇ ବିସ୍ଫୋରଣ ହୋଇଛି । ଫଳରେ ୭ ଜଣ ଶ୍ରମିକ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା…

ଶିବରାଜଙ୍କ କ୍ୟାବିନେଟରେ ୯ ଜ୍ୟୋତିରାଦିତ୍ୟ ସମର୍ଥକ

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିଛନ୍ତି । ୨୮ ଜଣ ମନ୍ତ୍ରୀ ରାଜ ଭବନରେ ଶପଥ ଗ୍ରହଣ କରିଛନ୍ତି । ସେଥିମଧ୍ୟରୁ ୨୦ ଜଣ କ୍ୟାବିନେଟ ଏବଂ ୮ ଜଣ ରାଷ୍ଟ୍ର ମନ୍ତ୍ରୀ । ଶିବରାଜଙ୍କ କ୍ୟାବିନେଟରେ ଶପଥ ଗ୍ରହଣ କରିଥିବା ୨୮ ଜଣ…

ଉତ୍କଳ କନିକା ଗ୍ୟାଲେରିଆ ମଲର ଜବରଦଖଲ ଉଚ୍ଛେଦ ଦାବି

ଭୁବନେଶ୍ୱର: ରାଜଧାନୀର ବ୍ୟସ୍ତ ବହୁଳ କଳ୍ପନା ଛକରେ ଥିବା ଉତ୍କଳ କନିକା ଗ୍ୟାଲେରିଆ ମଲର ଜବରଦଖଲ ଉଚ୍ଚେଦକୁ ନେଇ ରାସ୍ତାକୁ ଓହ୍ଲାଇଛି ରାଜ୍ୟ ବିଜେପି । ଦଳ ଦାବି କରିଛି ଯେ, ସରକାରୀ ସଂସ୍ଥା ଓ ସରକାରୀ ଅର୍ଥରେ କ୍ଷତି ଆଣୁଥିବା ନୂଆ ଡିଜାଇନକୁ ବାତିଲ କରାଯାଉ। ଉତ୍କଳ କନିକା ଗ୍ୟାଲେରିଆ…

ରାଜଧାନୀର ରୁଚିକା ନର୍ସିଂହୋମରେ ପଡିଲା ତାଲା

ଭୁବନେଶ୍ୱର: କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜଧାନୀର ରୁଚିକା ନର୍ସିଂ ହୋମରେ ତାଲା ପଡିଛି । ବରମୁଣ୍ଡା ଜିବି କୋଲନୀରେ ଥିବା ଏହି ନର୍ସିଂ ହୋମରେ ଆଜି ବିଏମସି ଓ ବିଡିଏର ଟିମ୍ ଚଢାଉ କରିଥିଲେ । ନର୍ସିଂ ହୋମ୍ କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ କରୁଥିବା ଅଧିକାରୀଙ୍କ ଦୃଷ୍ଟିକୁ ଆସିଥିଲା ।…

ସାଂସଦ ଅପରାଜିତା ଷଡଙ୍ଗୀ ଦେଲେ ବାର୍ଷିକ ରିପୋର୍ଟ କାର୍ଡ

ଭୁବନେଶ୍ୱର: ସଂସଦୀୟ କ୍ଷେତ୍ର ଭୁବନେଶ୍ୱର ପାଇଁ ବାର୍ଷିକ ରିପୋର୍ଟ କାର୍ଡ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ୫୬ ପୃଷ୍ଠାର ଏହି ରିପୋର୍ଟ କାର୍ଡରେ ସଂସଦୀୟ କ୍ଷେତ୍ରରେ ହୋଇଥିବା ସମସ୍ତ ବିକାଶ କାର୍ଯ୍ୟ ସ୍ଥାନ ପାଇଛି । ଖାଲି ସେତିକି ନୁହେଁ,…

ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଓଡିଶାର ଗରିବଙ୍କ ପାଇଁ ସଂଜୀବନି: ରାଜ୍ୟ ବିଜେପି

ଭୁବନେଶ୍ୱର: କୋଭିଡ ମହାମାରୀ ଭିତରେ ଆସନ୍ତା ୫ ମାସ ପାଇଁ ଅର୍ଥାତ୍ ନଭେମ୍ବର ଯାଏ ଗରିବଙ୍କୁ ମାଗଣାରେ ରାସନ ମିଳିବା ପ୍ରଧାନମନ୍ତ୍ରୀଙ୍କ ମାଗଣା ଖାଦ୍ୟଶସ୍ୟ ଯୋଗାଣ ଘୋଷଣା ଓଡିଶାର ଗରିବଙ୍କ ପାଇଁ ସଂଜୀବନି ସଦୃଶ ବୋଲି ଆଜି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ବିଜେପି କହିଛି । ରାଜ୍ୟ…