Latest Odisha News

BREAKING NEWS

Browsing Category

ଫିଚର

କରୋନା ଆତଙ୍କ: ଲୋକସେବା ଭବନ ସହ ୩ ସରକାରୀ ଅଫିସକୁ ପ୍ରବେଶ ଉପରେ ଲାଗିଲା କଟକଣା

ଭୁବନେଶ୍ୱର: ରାଜଧାନୀରେ କରୋନା ସଂକ୍ରମଣ ଦିନକୁ ଦିନ ଉଦବେଗ ସ୍ତରକୁ ଗତି କରୁଛି । ଏହାକୁ ଦୃଷ୍ଟିରେ ରଖି ଓଡିଶା ସରକାର ଏକ ସତର୍କତାମୂଳକ ପଦକ୍ଷେପ ଭାବରେ ଗୁରୁବାର ଦିନ ଲୋକ ସେବା ଭବନ ସମେତ ଚାରିଟି ପ୍ରମୁଖ ପ୍ରଶାସନିକ କାର୍ଯ୍ୟାଳୟ ପରିସରକୁ ଜୁଲାଇ ୩୧ ପର୍ଯ୍ୟନ୍ତ ପ୍ରବେଶ ଉପରେ…

ରାଜ୍ୟରେ ପୁଣି ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ମୃତକଙ୍କ ସଂଖ୍ୟା ୨୭କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଗୁରୁବାର ଦିନ ଆଉ ଦୁଇଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ମୋଟ୍ ସଂଖ୍ୟା ୨୭ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଏହି…

କରୋନା କେସରେ ଭାରତର କେଉଁ ସବୁ ରାଜ୍ୟ ବଡ଼ ବଡ଼ ଦେଶକୁ ଟପିଗଲେଣି ?

ନୂଆଦିଲ୍ଲୀ: ଦେଶରେ କାୟା ମେଲାଇ ଚାଲିଛି କରୋନା । ପଜିଟିଭ୍ କେସ୍ ବଢ଼ିଚାଲିଛି । ୬ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେଲେଣି । ବହୁ ରାଜ୍ୟରେ ସପ୍ତାହେ ଭିତରେ ଦ୍ରୁତ ଗତିରେ ପଜିଟିଭ୍ କେସ ବାହାରୁଛି । ସଂଖ୍ୟା ତୁଳନା କଲେ ବିଶ୍ୱର କିଛି ବଡ଼ ବଡ଼ ରାଷ୍ଟ୍ରକୁ ବି ପଛରେ ଛାଡ଼ିଦେଇଛନ୍ତି ସେସବୁ…

ଓଡିଶାରେ ଆଉ ୨୨୯ କରୋନା ପଜିଟିଭ; ଗଞ୍ଜାମରେ ସର୍ବାଧିକ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୨୨୯ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ୫୪୫ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

ଇସ୍ତଫା ଦେଲେ ଲକଡାଉନ୍ ନିୟମ ଭାଙ୍ଗିଥିବା ନ୍ୟୁଜିଲାଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ

ନ୍ୟୁଜିଲାଣ୍ଡରେ ନିଜେ ସ୍ୱାସ୍ଥ୍ୟ ମନ୍ତ୍ରୀ କରୋନା ଲକଡାଉନ୍ ନିୟମ ଭାଙ୍ଗିଥିଲେ । ଡେଭିଡ୍ କ୍ଲାର୍କ ନିୟମର ଉଲ୍ଲଂଘନ କରିଥିବା ଅଭିଯୋଗକୁ ନେଇ ଦେଶରେ ବିବାଦ ଘନେଇଲା । ଶେଷରେ ସ୍ୱାସ୍ଥ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଡେଭିଡ୍ କ୍ଲାର୍କ । ଆଜି ଏନେଇ ଘୋଷଣା କରିଛନ୍ତି ନ୍ୟୁଜିଲାଣ୍ଡ…

ଓ୍ୱେଷ୍ଟେଣ୍ଡିଜ କ୍ରିକେଟର ପ୍ରତିଷ୍ଠାତା ଏଭେରଟନ ଓ୍ୱିକେସଙ୍କ ପରଲୋକ

ନୂଆଦିଲ୍ଲୀ: ଓ୍ୱେଷ୍ଟେଣ୍ଡିଜ କ୍ରିକେଟର ପୂର୍ବତନ ବ୍ୟାଟସମ୍ୟାନ୍ ଏଭେରଟନ ଓ୍ୱିକେସଙ୍କର ବୁଧବାର ଦିନ ନିଧନ ଘଟିଛି। ୯୫ ବର୍ଷ ଏହି ମହାନ କ୍ରିକେଟର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏଭେରଟନ ଓ୍ୱିକେସଙ୍କୁ ଓ୍ୱେଷ୍ଟେଣ୍ଡିଜ କ୍ରିକେଟର ପ୍ରତିଷ୍ଠାତା ବୋଲି କୁହାଯାଏ। ସେ ଓ୍ୱେଷ୍ଟେଣ୍ଡିଜ…

ଦେଶରେ ୧୭ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଗୁରୁବାର ଦିନ ଏହି ସଂଖ୍ୟା ୬,୦୪,୬୪୧କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି। କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

କମନ ଓ୍ୱେଲଥ ଗେମ୍ସ ଭିଲେଜ ହେଲା କୋଭିଡ୍ କେୟାର୍ ସେଣ୍ଟର

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ଲଗାତାର ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଅଧିକ ବେଡ୍ ଆବଶ୍ୟକ ଥିବା ବେଳେ କମନ୍ ଓ୍ୱେଲଥ ଗେମ୍ସ ଭିଲେଜକୁ ହାଇଟେକ୍ କୋଭିଡ କେୟାର ସେଣ୍ଟରରେ ପରିଣତ କରିଛନ୍ତି ଦିଲ୍ଲୀ ସରକାର । ପାଞ୍ଚ ଶହ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର…

ଗଲଓ୍ୱାନ ଘାଟିରୁ ପଛକୁ ହଟିବେ ଭାରତ ଓ ଚୀନ୍ ସୈନ୍ୟ

ଜମ୍ମୁ କଶ୍ମୀର: ପୂର୍ବ ଲଦାଖର ଗଲଓ୍ୱାନ ଘାଟି ଓ ଗୋଗ୍ରା ହଟସ୍ପ୍ରିଙ୍କରୁ ସେନ୍ୟ ପ୍ରତ୍ୟାହାର କରିବେ ଉଭୟ ଭାରତ ଓ ଚୀନ । ବୀବାଦୀୟ ସ୍ଥାନରୁ ଦୁଇ ଦେଶ ପଛକୁ ହଟିବା ନେଇ ସହମତି ହୋଇଛି । ପୂର୍ବ ଭଳି ସୀମାରେ ଶାନ୍ତି ବଜାର ରଖିବେ । ଦୁଇ ଦେଶର ସେନା ମଧ୍ୟରେ ଏନେଇ ୧୨ ଘଣ୍ଟାର ମାରାଥନ୍…

ଆଜି ଶିବରାଜ ସିଂ ଚୌହ୍ୱାନ କ୍ୟାବିନେଟର ସମ୍ପ୍ରସାରଣ

ମଧ୍ୟପ୍ରଦେଶ: ଶିବରାଜ ସିଂହ ଚୌହ୍ୱାନ ସରକାରରେ ଆଜି ସାମିଲ ହେବେ ନୂଆ ମନ୍ତ୍ରୀ । ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିବେ ମୁଖ୍ୟମନ୍ତ୍ରୀ । ସକାଳ ୧୧ଟାରେ ରହିଛି ଶପଥଗ୍ରହଣ ସମାରୋହ । ଭୋପାଳ ସ୍ଥିତ ରାଜଭବନ ପରିସରରେ ଆୟୋଜିତ ହେବ ଉତ୍ସବରେ ରାଜ୍ୟପାଳ ଆନନ୍ଦି ବେନ୍ ପଟେଲ ନୂଆ ମନ୍ତ୍ରୀଙ୍କୁ…