Latest Odisha News

BREAKING NEWS

Browsing Category

ଫିଚର

କନ୍ଧମାଳର ‘ପ୍ରଥମ ଫ୍ଲାଇଂ ଅଫିସର୍‌’ ହେବାର ଗୌରବ ଅର୍ଜନ କଲେ ଏହି ଓଡ଼ିଆ ଝିଅ !

କନ୍ଧମାଳ: କନ୍ଧମାଳ ଜିଲ୍ଲାର ଦୂର୍ଗମ ତଥା ନିପଟ ମଫସଲ ଅଞ୍ଚଳରରେ ଏକ ଉଜ୍ଜ୍ୱଳ ତାରକା ସଦୃଶ ଜଣେ ଝିଅ ସଫଳତାର ଶୀର୍ଷରେ ପହଞ୍ଚିପାରିଛନ୍ତି । ସେ ହେଉଛନ୍ତି ଭାରତୀୟ ବାୟୂସେନା (ଆଇଏଏଫ) ର ଫ୍ଲାଇଂ ଅଫିସର୍ ସୁଶ୍ରୀ ସାଇ ପ୍ରଣୀତା ମହାନ୍ତି । ପିଲାଟି ବେଳୁ ଭଲ ପାଠ ପଢୁଥିଲେ ମଧ୍ୟ ପରିବାରରେ…

ରଥଯାତ୍ରାରେ ସାମିଲ ସମସ୍ତ ସେବାୟତ ଓ ପୋଲିସ କର୍ମଚାରୀଙ୍କ ପୁଣି ହେବ କରୋନା ପରୀକ୍ଷା

ପୁରୀ: ରଥଯାତ୍ରାରେ ନିୟୋଜିତ ହୋଇଥିବା ସମସ୍ତ ସେବାୟତ ଓ ପୋଲିସ କର୍ମଚାରୀଙ୍କ କରୋନା ପରୀକ୍ଷା ହେବ । ପୁରୀ ସର୍କିଟ ହାଉସରେ ଉଚ୍ଚସ୍ତରୀୟ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟିର ଉପାଧ୍ୟକ୍ଷ ପ୍ରଶାସକ ସୁରେଶ ଚନ୍ଦ୍ର ମହାପାତ୍ର । ପ୍ରାଥମିକ ପର୍ଯ୍ୟାୟରେ ୧୦୦୦…

ଜଗତସିଂହପୁରରେ ୧୧ ଲକ୍ଷଣ ବିହୀନ କରୋନା ରୋଗୀ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତରୀତ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ପ୍ରଶାସନ ବୁଧବାର ଦିନ କରୋନା ରୋଗର କୌଣସି ଲକ୍ଷଣ ନଥିବା ୧୧ ଜଣ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତରୀତ କରିଛନ୍ତି । ଅଧିକ ପଢନ୍ତୁ: କଟକରେ ଚିହ୍ନଟ ୪ ନୂଆ କରୋନା ପଜିଟିଭଙ୍କ ସମ୍ପର୍କରେ ଜାଣନ୍ତୁ ଗଣମାଧ୍ୟମକୁ ସୂଚନାଦେଇ ଜିଲ୍ଲାପାଳ…

୨୭ କରୋନା ପଜିଟିଭ ଚିହ୍ନଟ ପରେ ମଞ୍ଚେଶ୍ୱରର ବ୍ଲୁ ହ୍ୱିଲ ହସ୍ପିଟାଲ ସିଲ୍ କଲା ବିଏମ୍‌ସି

ଭୁବନେଶ୍ୱର : ସିଲ୍ ହେଲା ରାଜଧାନୀର ମଞ୍ଚେଶ୍ୱର ଅଂଚଳରେ ଥିବା ବ୍ଲୁ ହ୍ୱିଲ ହସ୍ପିଟାଲ । ସରକାରଙ୍କ କୋଭିଡ୧୯ ଗାଇଡଲାଇନ ଉଲ୍ଲଂଘନ କରିଥିବାରୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଏହାକୁ ସିଲ୍ କରାଯାଇଛି । Blue Wheel Hospital, Mancheswar has been sealed by BMC…

ଜନ୍ମବେଦୀରେ ଶ୍ରୀଜଗନ୍ନାଥ: ଜାଣନ୍ତୁ, ଶରଧାବାଲି ପଛରେ ଥିବା କିମ୍ବଦନ୍ତୀ…

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ଶରଧାବାଲି ପୁରୀ ବଡ଼ଦାଣ୍ଡର ଅଂଶ ବିଶେଷ । ପୁରାତନ କାଳରେ ପୁରୀ ମାଳିନୀ ନଦୀକୁ ପୋତି ଗୁଣ୍ଡିଚା ମନ୍ଦିର ଏବଂ ଜଗନ୍ନାଥ ମନ୍ଦିରକୁ ଏକ ସିଧା ରାସ୍ତା ସଂଯୋଗ ସକାଶେ ବାଲି ପକାଇ…

ବହୁତ କଷ୍ଟରେ ମାସ୍କର ହିନ୍ଦୀ ଅର୍ଥ ଖୋଜିପାଇଲେ ଅମିତାଭ, ଆସନ୍ତୁ ଜାଣିବା ଏହାର ଅର୍ଥ

ମୁମ୍ବାଇ: କରୋନା ଭାଇରସ ପରେ ମାସ୍କର ଚାହିଦା ବଢ଼ିଯାଇଛି । ସବୁ ସ୍ଥାନରେ ଏବେ ଏହି ଶବ୍ଦ ଏବେ ବ୍ୟବହାର ହେଉଛି । ବଲିଉଡର ସବୁଠାରୁ ଲୋକପ୍ରିୟ ତାରକା ଅମିତାଭ ବଚ୍ଚନ ଏହାର ହିନ୍ଦୀ ଅର୍ଥ ଜାଣିବା ପାଇଁ ଉଦ୍ୟମ କରିଥିଲେ । ବୁଧବାର ସେ ଏହାର ଅର୍ଥ ପାଇବା ପରେ ଖୁସିରେ ସୋସିଆଲ ସାଇଟରେ ନିଜ…

ଚୀନ ଜେନେରାଲ ଝାଓ ଭାରତ ସେନା ଉପରେ ଆକ୍ରମଣ ନିର୍ଦ୍ଦେଶ ଦେଇଥିଲେ

ୱାଶିଂଟନ: ଆମେରିକା ଗୋଇନ୍ଦା ସଂସ୍ଥା ଭାରତ-ଚୀନ ସଂଘର୍ଷ ପଛରେ ଜେନେରୋଲ ଝାଓ ଜୋଙ୍ଗକିଙ୍କ ହାତ ଥିବା କହିଛନ୍ତି । ୱେଷ୍ଟର୍ଣ୍ଣ ଥିଏଟରର ଏହି କମାଣ୍ଡ ଗଲୱାନରେ ଭାରତ ସେନା ଉପରେ ଆକ୍ରମଣ କରିବା ପାଇଁ କହିଥିଲେ । ଯାହା ଫଳରେ ଉଭୟ ଦେଶର ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା । ତେବେ…

ବିଗ ବେନ୍‌ଠାରୁ ୩ଗୁଣା ଅଧିକ ଉଲକାପିଣ୍ଡ ପୃଥିବୀ ନିକଟ ଦେଇ ଯିବ

ନୂଆଦିଲ୍ଲୀ:  ମହାକାଶରୁ ଏକ ବିରାଟକାୟ ଉଲକାପିଣ୍ଡ ପୃଥିବୀ ମୁହାଁ ହୋଇଛି । ଏହା ଆଉ କିଛି ଘଣ୍ଟା ମଧ୍ୟରେ ପୃଥିବୀ ନିକଟ ଦେଇ ଅତିକ୍ରମ କରିବ । ଏହି ଉଲକାପିଣ୍ଡ ଏତେ ବେଗରେ ଖସୁଛି ଯେ ଯଦି ଏହା ଏହା ପୃଥିବୀରେ ମାଡ଼ ହୁଏ ତେବେ  ବ୍ୟାପକ କ୍ଷୟକ୍ଷତି ଘଟାଇବ । ଏପରିକି ଏହା ଯଦି ସମୁଦ୍ରରେ…

ଆଜି ପୁରୀକୁ ନଯିବା ଲାଗି ଜନସାଧାରଣଙ୍କୁ ପରାମର୍ଶ ଦେଲେ ଡିଜିପି

ଭୁବନେଶ୍ୱର: ପୁରୀ ସହରର କିଛି ଅଂଶରେ କର୍ଫ୍ୟୁ ବଳବତ୍ତର ଥିବାରୁ ପୁରୀ ପରିଦର୍ଶନ ନକରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ଓଡ଼ିଶା ଡିଜିପି ଅଭୟ । ଏନେଇ ସେ ଟ୍ୱିଟ୍ ମଧ୍ୟ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଶ୍ରୀଜୀଉ ମାନଙ୍କୁ ଦର୍ଶନ କରିବା ଲାଗି କୌଣସି ଭକ୍ତଙ୍କୁ ଅନୁମତି…

ଜୁନ ୨୬ରେ ୧ କୋଟି ଲୋକଙ୍କୁ ଚାକିରୀ ଦେବେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ: ବିଶ୍ୱାସ ନ ହେଲେ ବି ସତ । ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୧କୋଟି ଲୋକଙ୍କୁ ଚାକିରି ଦିଆଯିବ ବୋଲି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହାୟତାରେ ଜୁନ ୨୬ରେ ବିଧିବଦ୍ଧ ଭାବେ ଏହା ଘୋଷଣା କରାଯିବ ବୋଲି ସେ କହିଛନ୍ତି । ଚାକିରୀ ପାଇବାକୁ ଥିବା…