Latest Odisha News

BREAKING NEWS

Browsing Category

ଫିଚର

ରେକର୍ଡ ଭାଙ୍ଗିଲା କରୋନା; ୨୪ ଘଣ୍ଟାରେ ଓଡିଶାରେ ୨୮୨ ଆକ୍ରାନ୍ତ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୨୮୨ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୭୫୨ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

ବଢି ଚାଲିଥିବା ପେଟ୍ରୋଲ ଦରରେ ଲାଗିଲା ବ୍ରେକ; ଆଜି ବଢ଼ିଲା ଡିଜେଲ ଦର

ନୂଆଦିଲ୍ଲୀ: ଲଗାତାର ବଢି ଚାଲିଥିବା ତୈଳ ଦରରେ ଆଜି ଲାଗିଛି ବ୍ରେକ୍ ଲାଗିଛି। ଆଜି ପେଟ୍ରୋଲ ଦର ନବଢି କେବଳ ବୃଦ୍ଧି ପାଇଛି ଡ଼ିଜେଲ ଦର । ଆଜି ଡିଜେଲ ପାୟ ୪୮ ପଇସା ବୃଦ୍ଧି ପାଇଛି। ବର୍ଦ୍ଧିତ ଦର ଅନୁସାରେ ନୂଆଦିଲ୍ଲୀରେ ଡିଜେଲ ଡର ୭୯ ଟଙ୍କା ୮୮ ପଇସା ହୋଇଛି । ଲଗାତାର ୧୭ ଦିନ ହେବ…

୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୧୫ ହଜାରରୁ ଉର୍ଦ୍ଧ୍ୱ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ବୁଧବାର ଦିନ ଏହି ସଂଖ୍ୟା ୪,୫୬,୧୮୩କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ମିଜୋରାମରେ ୪.୧ ତୀବ୍ରତାର ଭୁମିକମ୍ପ ଝଟକା

ନୂଆଦିଲ୍ଲୀ: ମିଜୋରାମର ଚମ୍ପାଇ ଠାରେ ବୁଧବାର ଦିନ ସାମାନ୍ୟ ଭୁମିକମ୍ପର ଝଟକା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର୍ ସେସିମୋଲୋଜିର ରିପୋର୍ଟ ଅନୁଯାୟୀ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୪.୧ ମପା ଯାଇଥିଲା । ଆଜି ସକାଳ ୮ଟା ୦୨ମି. ସମୟରେ ଏହି ଭୁମିକମ୍ପ ଝଟକା ଅନୁଭୂତ…

ଗଂଜାମ ଜିଲ୍ଲାରେ ସର୍ବସାଧାରଣଙ୍କୁ ସରକାରୀ ଅଫିସ ମନା

ଗଂଜାମ : ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ବସାଧାରଣଙ୍କୁ ସରକାରୀ ଅଫିସ ଯିବା ନେଇ କଟକଣା ଜାରି ହୋଇଛି । ଆସନ୍ତା ୧୦ ଦିନ ଯାଏଁ ସମସ୍ତ ସରକାରୀ ଅଫିସକୁ ବନ୍ଦ ରଖାଯିବ ବୋଲି ପ୍ରଶାସନ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । କିଛି ବରିଷ୍ଠ ଅଧିକାରୀଙ୍କ କରୋନା ସଂକ୍ରମିତ ହୋଇଥିବାରୁ…

ଦୁର୍ଘଟଣାଗସ୍ତ ହେଲା ପ୍ରବାସୀଙ୍କୁ ନେଇ ଯାଉଥିବା ବସ୍: ଜଣେ ମୃତ, ୨୦ ଆହତ

ସୋର: ପୁଣି ଦୁର୍ଘଟଣାର ଶିକାର ହୋଇଛି ପ୍ରବାସୀଙ୍କୁ ନେଇ ଯାଉଥିବା ଆଉ ଏକ ବସ୍ । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ମିଳିଥିବା ସୂଚନାଅନୁସାରେ, ପଣ୍ଡିଚେରୀରୁ ପ୍ରବାସୀଙ୍କୁ ନେଇ ବିହାରର ଅଭିମୁଖେ ଯାଉଥିବା ଏହି ବସ୍ ଟି ବାଲେଶ୍ଵର ଜିଲ୍ଲା ସୋର ନିକଟତର…

ଆଓ ଟିଭି ପକ୍ଷରୁ ଓଟିଟି ପ୍ଲାଟଫର୍ମରେ ଚଳଚ୍ଚିତ୍ର ‘ଭକ୍ତ ସାଲବେଗ ’

ଭୁବନେଶ୍ୱର : ରଥ ଯାତ୍ରା ଅବସରରେ ଆଓ ଟିଭି ପକ୍ଷରୁ ଓଟିଟି ପ୍ଲାଟଫର୍ମକୁ ଆସିଛି ଐତିହାସିକ ଚଳଚ୍ଚିତ୍ର ‘ଭକ୍ତ ସାଲବେଗ ’ । ଚଳଚ୍ଚିତ୍ରର ନାୟକ ତଥା ଓଲିଉଡ ସୁପରଷ୍ଟାର ଉତ୍ତମ ମହାନ୍ତି ବଟନ ଦବାଇ ଚଳଚ୍ଚିତ୍ରର ଡିଜିଟାଲ ଷ୍ଟ୍ରିମିଂ ବା ପ୍ରଦର୍ଶନର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ…

ଆଜି ଶ୍ରୀଜୀଉଙ୍କ ଆଡପ ମଣ୍ଡପ ବିଜେ

ପୁରୀ : ତିନି ରଥ ଗତକାଲି ଠାରୁ ଗୁଣ୍ଡିଚା ମନ୍ଦିରରେ ଲାଗିଛି । ଆଜି ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ଆଜି ଦିନ ଦୁଇଟା ସୁଦ୍ଧା ପହଣ୍ଡି କରି ନିଆଯିବ ବୋଲି ନିଷ୍ପତ୍ତି ହୋଇଛି । କରୋନା କଟକଣା ମଧ୍ୟରେ ସବୁ ରୀତିନୀତି କରାଯିବ । ଶ୍ରୀଜୀଉଙ୍କୁ ଆଡପମଣ୍ଡପରେ ଦର୍ଶନ ପାଇଁ…

କାହିଁକି ରଥଯାତ୍ରା ଉତ୍ସବ କେବଳ ଏକ ରୀତିନୀତି ବା ପରମ୍ପରାକୁ ବଞ୍ଚାଇ ରଖିବାର ପ୍ରୟାସ ନୁହେଁ?

ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ କାହିଁକି ଏତେ ହୋହଲ୍ଲା? ଏପରି ପରସ୍ଥିତିକୁ କ’ଣ ସ୍ୱାଭାବିକ ଭାବେ ପରିଚାଳନା କରାଯାଇ ପାରିନଥାନ୍ତା? ମଙ୍ଗଳବାର ଦିନ ଯେଉଁ ବିଶେଷ ଉତ୍ସବ ଅନୁଷ୍ଠିତ ହେଉଛି ତାହା ପୂର୍ବରୁ ଯାହା ସବୁ ଘଟିଗଲା ତାହାକୁ କ’ଣ ଏଡ଼ାଇ ଦିଆଯାଇ ପାରିନଥାନ୍ତା?…

ଦୂତାବାସ କର୍ମଚାରୀ ଅଧାକୁ ହ୍ରାସ କରିବା ପାଇଁ ପାକିସ୍ତାନକୁ ଭାରତ କହିଲା

ନୂଆଦିଲ୍ଲୀ:ଦେଶର ସୁରକ୍ଷା ନେଇ ଭାରତ ସରକାର କଡା ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ମଙ୍ଗଳବାର ଏଠାରେ ଅବସ୍ଥାପିତ ପାକିସ୍ତାନ ଦୂତାବାସ କର୍ମଚାରୀଙ୍କ ସଂଖ୍ୟା ୫୦ ପ୍ରତିଶତ ହ୍ରାସ କରିବା ପାଇଁ ନୂଆଦିଲ୍ଲୀ ପକ୍ଷରୁ ଇସଲାମବାଦକୁ ଜଣେଇ ଦିଆଯାଇଛି । ଆଗାମୀ ସପ୍ତାହକ ମଧ୍ୟରେ ପାକିସ୍ତାନ ତାର…