Latest Odisha News

BREAKING NEWS

Browsing Category

ଫିଚର

ଦେଶରେ ୧୪ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ମଙ୍ଗଳବାର ଦିନ ଏହି ସଂଖ୍ୟା ୪,୪୦,୨୧୫କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ଐରାବତରେ ଫେରିଲେ ୧୯୮ ଭାରତୀୟ

ତାମିଲନାଡୁ: ଅପରେସନ୍ ସମୁଦ୍ର ସେତୁ ଯୋଜନାରେ ମାଲଦ୍ବୀପରେ ଫସିଥିବା ଭାରତୀୟ ସ୍ବଦେଶ ଫେରିଛନ୍ତି । ୧୯୮ ଭାରତୀୟଙ୍କୁ ନେଇ ଆସିଛି ନୌସେନା ଜାହାଜ INS ଐରାବତ । ଆଜି ସକାଳେ ତାମିଲନାଡୁର ତୁଥୁକୁଡ଼ି ବନ୍ଦରରେ ପହଞ୍ଚିଛି । ଜନ୍ମମାଟିରେ ପାଦ ଥାପିବା ପରେ ସମସ୍ତେ ଖୁସି ପ୍ରକାଶ କରିଛନ୍ତି ।…

ଫଟୋରେ ଫଟୋରେ ରଥଯାତ୍ରା…

ପୁରୀ: ଆଜି ପବିତ୍ର ଘୋଷଯାତ୍ରା । ଏହି ଅବସରରେ ଆମର ସ୍ୱତନ୍ତ୍ର ଫଟୋ ଫିଚର । ସକାଳୁ ସକାଳୁ ରଥ ପ୍ରସ୍ତୁତ ବଳଭଦ୍ରଙ୍କ ପହଣ୍ଡି ନୀଳକନ୍ଦରରୁ ବାହାରିଲେ ମହାପ୍ରଭୁ ନନ୍ଦିଘୋଷ ଚଢୁଛନ୍ତି କାଳିଆ ଠାକୁର ରଥ ପ୍ରସ୍ତୁତ ... ଘୋଡା ବି ପ୍ରସ୍ତୁତ…

ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଦେଶବାସୀଙ୍କୁ ରଥଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଟ୍ବିଟ କରି ରାଷ୍ଟ୍ରପତି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ଅପାର କୃପାରୁ ସମସ୍ତଙ୍କୁ କୋଭିଡ-୧୯ ମହାମାରୀର ସାମନା କରିବା ପାଇଁ ସାହସ ଓ ଦୃଢ଼…

ବାବା ରାମଦେବଙ୍କ ପତଞ୍ଜଳି ଆଣୁଛି କରୋନାର ଆୟୁର୍ବେଦିକ ଔଷଧ

କରୋନା ଚିକିତ୍ସା ପାଇଁ ଆଜି ପ୍ରଥମ ଆୟୁର୍ବେଦିକ ଔଷଧର ଶୁଭାରମ୍ଭ କରିବା ପତଞ୍ଜଳି । ଦିନ ୧୨ଟାରେ ପତଞ୍ଜଳି ଯୋଗ ପୀଠରେ ଏହାର ଶୁଭାରମ୍ଭ କରାଯିବ । ଔଷଧର ନାଁ ରହିଛି କରୋନିଲ୍ । ଏହାକୁ ଆଚାର୍ଯ୍ୟ ବାଲକ୍ରିଷ୍ଣ ଶୁଭାରମ୍ଭ କରିବେ। ଫେସବୁକ ପୋଷ୍ଟରେ ଗତକାଲି ଏହି ସୂଚନା ଦେଇଥିଲେ ଆଚାର୍ଯ୍ୟ…

ଇଂଲଣ୍ଡ ଗସ୍ତ ପୂର୍ବରୁ ପାକିସ୍ତାନର ତିନି କ୍ରିକେଟରଙ୍କୁ କରୋନା

କ୍ରିକେଟ ଦୁନିଆରେ କରୋନାର କାୟା । ପାକିସ୍ତାନ ଟିମର ତିନି ଜଣ କ୍ରିକେଟରଙ୍କ କୋଭିଟ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ସେମାନେ ହେଲେ ସାଦାବ ଖାନ୍, ହରିସ ରଉଫ ହାଇଦର ଅଲ୍ଲୀ । ଏହି ତିନି କ୍ରିକେଟର ଇଂଲଣ୍ଡ ସିରିଜ ପାଇଁ ଯିବାର ଥିଲା । ପାକିସ୍ତାନ କ୍ରିକେଟ ବୋର୍ଡ କହିଛି, କୋଭିଡ୍…

ଡେକ୍ସାମେଥାସୋନ ଉତ୍ପାଦନ ବଢ଼ାଇବାକୁ କହିଲା WHO

କରୋନା ଭାଇରସ ପାଇଁ ଏଯାଏ କୌଣସି ଟିକା ବାହାରିନି । କୌଣସି ନିର୍ଦ୍ଦିଷ୍ଟ ଔଷଧ ନାହିଁ । ଏଭଳି ସ୍ଥିତିରେ ଫଳପ୍ରଦ ସାବ୍ୟସ୍ତ ହେଉଛି ଡେକ୍ସାମେଥାସୋନ (Dexamethasone) । ଏହାର ଉତ୍ପାଦନ ବଢ଼ାଇବା ପାଇଁ କହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ବ୍ରିଟେନରେ ଏହାର କ୍ଲିନିକାଲ ଟ୍ରାଏଲ ପରେ ଅଧିକ…

ପୁଲଓ୍ବାମାରେ ଦୁଇ ଆତଙ୍କବାଦୀ ସଫା

ଜମ୍ମୁ କାଶ୍ମୀର: ପୁଲଓ୍ବାମାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ । ସେମାନଙ୍କଠାରୁ ଜବତ ହୋଇଛି ଏକେ-୪୭ । ବାଞ୍ଜୋ ଏରିଆରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ଏତିକିବେଳେ ସୁରକ୍ଷାକର୍ମୀଙ୍କ ଉପରେ ପ୍ରଥମେ ଗୁଳି ଚଳାଇଥିଲେ ଆତଙ୍କବାଦୀ ।…

ଅହମ୍ମଦାବାଦରେ ମନ୍ଦିର ଭିତରେ ରଥଯାତ୍ରା

ଗୁଜରାଟ: ଅହମ୍ମଦାବାଦରେ ମନ୍ଦିର ଭିତରେ ହେଉଛି ରଥଯାତ୍ରା । ଗତକାଲି ରଥଯାତ୍ରା ପାଇଁ ଅନୁମତି ଦେବାକୁ ବିଳମ୍ବିତ ରାତି ପର‌୍ୟ୍ୟନ୍ତ ଶୁଣାଣି କରିଥିଲେ ଗୁଜରାଟ ହାଇକୋର୍ଟ । କିନ୍ତୁ କରୋନାକୁ ଦୃଷ୍ଟିରେ ରଖି ଜନସ୍ବାର୍ଥ ଓ ଲୋକଙ୍କ ସୁରକ୍ଷା ପାଇଁ ବାହାରେ ରଥଯାତ୍ରା ପାଇଁ ମିଳି ନଥିଲା…

ପିପିଲିକୁ ଆଜି ଗଡ଼ିବନି ମୋ ବସ୍

ଭୁବନେଶ୍ବର: ପୁରୀ ଜିଲ୍ଲା ସଟଡାଉନ୍ ହୋଇଥିବାରୁ ଆଜି ଭୁବନେଶ୍ବରରୁ ପିପିଲିକୁ ଆରମ୍ଭ ହେବ ନାହିଁ ମୋ ବସ ସେବା । ଏହାକୁ ସ୍ଥଗିତ ରଖାଯାଇଛି । ଆଜିଠାରୁ ଭୁବନେଶ୍ବର-ପିପିଲି ଭିତରେ ମୋ ବସ୍ ଚଳାଚଳ ପାଇଁ ଘୋଷଣା ହୋଇଥିଲା । କିନ୍ତୁ ସର୍ତ୍ତମୂଳକ ଓ କଟକଣା ଯୁକ୍ତ ରଥଯାତ୍ରା ପାଇଁ ପୁରୀ…