Latest Odisha News

BREAKING NEWS

Browsing Category

ଫିଚର

ବଜ୍ରପାତ ସହ ବର୍ଷା ଆଶଙ୍କା; ଓଡିଶାର ୧୩ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୩ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ମଙ୍ଗଳବାର ଦିନ ଆକଳନ କରାଯାଇଛି। ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର,ବରଗଡ,ଢେଙ୍କାନାଳ, ଅନୁଗୁଳ,…

ଘୁ’ ଘୁ’ ଗର୍ଜନରେ ବଡ ଦାଣ୍ଡରେ ଗଡ଼ିଲା ନନ୍ଦିଘୋଷ ରଥ

ପୁରୀ: ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଛେରାପହଁରା ନୀତିକାନ୍ତି ପରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ିଛି ତିନିରଥ । ଘଣ୍ଟଘଣ୍ଟା ବାଦ୍ୟରେ, ଚାମର ଆଲଟ ପତାକାରେ ଚଳିତ ଥର ବିନା ଭକ୍ତରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବଡ଼ଦାଣ୍ଡରୁ ମାଉସୀ ମା’ ମନ୍ଦିର ଆଡ଼କୁ ଗଡ଼ିଛି। ଏହା…

ରଥଯାତ୍ରା ଲାଇଭ ଅପଡେଟ୍: ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ତିନି ଠାକୁର

ପୁରୀ: ପୁରୀରେ ଚାଲିଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଭାଇଭଉଣୀଙ୍କ ସହ ଶ୍ରୀଗୁଣ୍ଡିଚା ମନ୍ଦିର ଯାଉଛନ୍ତି କଳାଠାକୁର । ଚାଳିତଥର କରୋନ ମହାମାରୀକୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡରେ ହୋଇ ନାହିଁ ଭକ୍ତଙ୍କ ସମାଗମ । ବିନା ଭକ୍ତରେ ଗଡୁଛି ତିନିରଥ । https://youtu.be/sCImjEcl3Mo ୧.୫୫:…

ଭାରତ ଚୀନ୍ ସହିତ ବ୍ୟାବସାୟିକ ସଂପର୍କ ଛିନ୍ନ କରିପାରିବ କି?

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ଭାରତର ସୀମା ଭିତରକୁ ଚୀନ୍‌ର ଅନୁପ୍ରବେଶ ଓ ସେଥିପାଇଁ କୋଡ଼ିଏ ଜଣ ଭାରତୀୟ ଜବାନ୍ ଶହୀଦ୍ ହେବା ପରେ ଭାରତ ଓ ଚୀନ୍ ମଧ୍ୟରେ ସଂପର୍କ ଅତ୍ୟନ୍ତ ତିକ୍ତ ହେବାରେ ଲାଗିଛି । ଏପରି ପରିସ୍ଥିତିରେ ସାଧାରଣ ଭାରତୀୟଙ୍କ ମଧ୍ୟରେ ଚୀନ୍ ପ୍ରତି…

ଆରମ୍ଭ ହେଲା ରଥଟଣା: ବଡ଼ଦାଣ୍ଡରେ ଗଡ଼ିଲା ତାଳଧ୍ୱଜ ରଥ

ପୁରୀ: ବହୁ ପ୍ରତୀକ୍ଷାର ଅବସାନ ଘଟାଇ ଶେଷରେ ଆରମ୍ଭ ହୋଇଛି ରଥଟଣା । ବଡ଼ଦାଣ୍ଡରେ ଗଡ଼ିଲା ତିନି ତିନି ରଥ। ଘୁଁ ଘୁଁ ଗର୍ଜନ କରି ବଡ଼ଦାଣ୍ଡରେ ମାଡି ଚାଲିଛି ଶ୍ରୀବଳଦେବଙ୍କ ତାଳଧ୍ୱଜ ରଥ । ଏହା ପୂର୍ବରୁ ରଥାରୂଢ଼ ୩ ଠାକୁରଙ୍କୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଦର୍ଶନ କରିଥିଲେ। ଏହାପରେ…

ରଥ ଉପରେ ତିନି ଠାକୁର; ଦେଖନ୍ତୁ, ଗଜପତି ମହାରାଜାଙ୍କ ଛେରାପହଁରା ନୀତି

ପୁରୀ: ପୁରୀରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ମଙ୍ଗଳବାର ଦିନ ତିନି ରଥ ଉପରେ ଶ୍ରୀଜିଉମାନଙ୍କର ରୀତିନୀତି ସହ ଛେରାପହଁରା କରୁଛନ୍ତି। ଦେଖନ୍ତୁ ଭିଡିଓ:- https://www.youtube.com/watch?v=Y2iXh-sf7E0&feature=youtu.be ଜଗନ୍ନାଥ ମନ୍ଦିର ପରମ୍ପରା ଅନୁଯାୟୀ,…

ଓଡିଶାରେ ଆଉ ୧୬୭ କରୋନା ଆକ୍ରାନ୍ତ ଚିହ୍ନଟ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୧୬୭ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୪୭୦ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

ପୁରୀରେ ଜଣେ ସେବାୟତ କରୋନା ପଜିଟିଭ; କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର

ପୁରୀ: ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଦେଖିବା ପାଇଁ ଲକ୍ଷଲକ୍ଷ ଭକ୍ତ ଅଣାଇ ବସିଛନ୍ତି । ଏହି ସମୟରେ ପୁରୀରେ ଜଣେ ସେବାୟତ କରୋନା ପଜିଟିଭ ଚିହ୍ନଟ ହେବା ଚିନ୍ତାର ବିଷୟ ପାଲଟିଛି। https://twitter.com/Puri_Official/status/1275272538034016256?s=19…

ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତି, ଚକା ଆଖି ଦେଖିଲା ଜଗତ

ପୁରୀ: ସିଂହଦ୍ୱାର ଆଗରେ ରଥାରୁଢ଼ ହୋଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ଶ୍ରୀଜିଉଙ୍କ ପହଣ୍ଡି । ଧାଡ଼ି ପହଣ୍ଡିରେ ସେବାୟତମାନେ ମହାପ୍ରଭୁଙ୍କୁ ଆଣି ରଥାରୂଢ କରିଛନ୍ତି । ପ୍ରଥମେ ଆସିଥିଲେ ଶ୍ରୀସୁଦର୍ଶନ । ତାପରେ ବଡ଼େଦେଉଳୁ ବାହାରିଥିଲେ ବଡ଼ଠାକୁର…

ଓଡିଆ ପାଞ୍ଜି ଓ ଶେଖ୍ ଅମିନୁଲ୍ ଇସଲାମ୍; ସମନ୍ୱୟ ଓ ସଂହତିର ଜୀବନନାମା

ପ୍ରତି ମଙ୍ଗଳବାର କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଓଡିଆ ପାଞ୍ଜିର କଥା ଉଠିଲେ ଆଉ ଦୁଇଟି ନାଁ ଆପେ ଆପେ ଚର୍ଚ୍ଚାକୁ ଚାଲିଆସେ- ଚନ୍ଦ୍ରଶେଖର ସିଂହ ସାମନ୍ତ ଓରଫ୍ ପଠାଣୀ ସାମନ୍ତ ଓ ଓଡିଶା କୋହିନୂର୍ ପ୍ରେସ୍ । ପାଞ୍ଜିର ଗଣକ ଓ ସଂକଳକ ନୈଷ୍ଠିକ ହିନ୍ଦୁ ହୋଇଥିବାବେଳେ ଏହାର…