Latest Odisha News

BREAKING NEWS

Browsing Category

ଫିଚର

ରଥଯାତ୍ରା ଲାଗି ସୁପ୍ରିମକୋର୍ଟରେ ପିଟିସନ୍ ଦାଏର୍ କଲେ ସମ୍ବିତ ପାତ୍ର

ପୁରୀ: ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେବାଲାଗି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ରବିବାର ଦିନ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଏର୍ କରିଛନ୍ତି । ଏସମ୍ପର୍କରେ ଶ୍ରୀ ପାତ୍ର ଟ୍ୱିଟ୍ କରି ଲେଖିଛନ୍ତି, “ଆଜି ମୁଁ ସୁପ୍ରିମକୋର୍ଟରେ ପୁରୀ ରଥଯାତ୍ରା ଅନୁଷ୍ଠିତ ହେବାନେଇ…

ଯୋଗ ଦିବସ, ପିତୃ ଦିବସ ଏକତ୍ର ପାଳନ କଲେ ସଚିନ ପରିବାର

ମୁମ୍ବାଇ: ଯୋଗ ଦିବସ ଓ ପିତୃ ଦିବସ ଗୋଟିଏ ଦିନରେ ପଡିଥିବାରୁ ସଚିନ ତେନ୍ଦୁଲକରଙ୍କ ପରିବାର ନିଆରା ଢ଼ଙ୍ଗରେ ଏହାକୁ ପାଳନ କରିଛନ୍ତି । ମହାନ କ୍ରିକେଟ ଖେଳାଳି ସଚିନ ସଚିନ ପୁଅ ଅର୍ଜୁନ ଓ ଝିଅ ସାରା ସହ ଏକାଠି ପ୍ରାଣାୟମ କରି ଉଭୟ ଦିବସ ନିଷ୍ଠାର ସହ ପାଳନ କରିଥିଲେ । ସଚିନ ଏହି ଫଟୋ ସୋସିଆଲ…

ରାକ୍ଷୀ ସାୱନ୍ତ କହିଲେ, ମୋ ଗର୍ଭରେ ସୁଶାନ୍ତଙ୍କ ପୁର୍ନଜନ୍ମ ହେବ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୋ ସ୍ୱପ୍ନରେ ଆସିଥିଲେ । ସେ ମୋ ଗର୍ଭରେ ପୁର୍ନଜନ୍ମ ନେବେ ବୋଲି ରାକ୍ଷୀ ସାୱନ୍ତ କହିଛନ୍ତି । ସେ ସୋସିଆଲ ସାଇଟରେ ଏକ ଭିଡିଓ ମେସେଜ ମାଧ୍ୟରେ ଏହା କହିଛନ୍ତି । ତାଙ୍କ କହିବା ଅନୁସାରେ.. ରାତିରେ ମୁଁ ଶୋଇଥିଲି । ହଠାତ ଲାଗିଲା ମୋ ପାଖରେ କିଏ ଜଣେ ଛିଡା…

ସରକାରଙ୍କ ଯୁଦ୍ଧ ପ୍ରସ୍ତୁତି : ୩ ସେନାକୁ ୫୦୦ କୋଟି ଟଙ୍କାର ଏମରଜେନ୍ସି ଫଣ୍ଡ

ନୂଆଦିଲ୍ଲୀ: ଭାରତ-ଚୀନ ବିବାଦ ଉଗ୍ର ହେବାରେ ଲାଗିଛି । ଏହାକୁ ଦେଖି କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ରବିବାର ନେଇଛନ୍ତି । ନରେନ୍ଦ୍ର ମୋଦି  ସରକାର ୩ ସେନାକୁ ଅସ୍ତ୍ରଶସ୍ତ୍ର କିଣିବା ଏବଂ ଯୁଦ୍ଧ ପ୍ରସ୍ତୁତି ପାଇଁ ୫୦୦ କୋଟି ଟଙ୍କାର ଏମରଜେନ୍ସି ଫଣ୍ଡ ଜାରି କରିଛନ୍ତି ।…

କରୋନାକୁ ଟ୍ରମ୍ପ କୁଙ୍ଗ ଫ୍ଲୁ ନାମଦେଲେ

ଓ୍ବାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ କରୋନା ଭାଇରସ୍  ପାଇଁ ପୁଣିଥରେ ଚୀନକୁ ଦାୟୀ କରିଛନ୍ତି । ଟ୍ରମ୍ପ କରୋନାକୁ ‘କୁଙ୍ଗ ଫ୍ଲୁ’ ବୋଲି କହିଛନ୍ତି । ସେ ବେଜିଂ ଉପରେ ଭାଇରସ୍ ସମ୍ପର୍କରେ ତଥ୍ୟ ଲୁଚାଇଥିବାର ଅଭିଯୋଗ ଆଣିଛନ୍ତି। ଟ୍ରମ୍ପ ପ୍ରଶାସନ ଅଧିକାରୀମାନେ ଏହାର…

ରାଜ୍ୟରେ ସୁସ୍ଥ ହେଲେ ୧୮୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଭାରତ ସମେତ ସାରା ଓଡ଼ିଶାରେ ବଢି ଚାଲିଛି କରୋନା ରୋଗୀଙ୍କ ସଂଖ୍ୟା । ଏହି ପରିସ୍ଥିତିରେ ୧୮୬ କରୋନା ରୋଗୀ ସୁସ୍ଥ ହୋଇଥିବା ଯୋଗୁଁ ରବିବାର ରାଜ୍ୟ ଲାଗି ଖୁସି ଖବର ଆଣିଦେଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୭୨୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି ।…

ରଥଯାତ୍ରା ହେବାନେଇ ନୂଆ ଆଶା ସଞ୍ଚାର; ସୋମବାର ସୁପ୍ରିମକୋର୍ଟରେ ଶୁଣାଣି

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୁରୀରେ ଅନୁଷ୍ଠିତ ହେବା ଲାଗି ନୂଆ ଆଶା ସଞ୍ଚାର ହୋଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାର ଯଥାର୍ଥତାକୁ ଭିତ୍ତି କରି ତଥା ଏହାର ପୁନର୍ବିଚାର କରିବା ଲାଗି ସୁପ୍ରିମକୋର୍ଟରେ ଅନେକ ପିଟିସନ୍ ଇତିମଧ୍ୟରେ ଦାଏର ହୋଇସାରିଛି । ଆସନ୍ତାକାଲି…

ସୂର୍ଯ୍ୟ ପରାଗ: ଓଡ଼ିଶାରେ ଆଂଶିକ ଦୃଶ୍ୟମାନ ହେଲା

ଭୁବନେଶ୍ୱର: ଆଜି ଭାରତର ବିଭିନ୍ନ ସ୍ଥାନରେ ଏହି ସୂର୍ଯ୍ୟ ପରାଗ ସ୍ପଷ୍ଟଭାବେ ଦୃଶ୍ୟମାନ ହୋଇଥିବାର ଖବର ମିଳିଛି । ଓଡ଼ିଶାରେ ରବିବାର ଦିନ ସୂର୍ଯ୍ୟପରାଗ ଆଂଶିକ ଭାବେ ଦୃଶ୍ୟମାନ ହୋଇଛି । ଓଡ଼ିଶାରେ ଏହି ସୂର୍ଯ୍ୟ ପରାଗ ଦିନ ୧୦ଟା ୩୭ରେ ଆରମ୍ଭ ହୋଇ ଦିନ ୨ଟା ୯ ମିନିଟରେ ଶେଷ ହୋଇଥିଲା ।…

ଆଇସିଏ ତରଫରୁ ୫୭ଜଣ କ୍ରିକେଟର୍‌ଙ୍କୁ ଆର୍ଥିକ ସହାୟତା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ର୍ସ ଆସୋସିଏସନ୍ (ଆଇସିଏ) ଆର୍ଥିକ ଦୁରବସ୍ଥା ମଧ୍ୟ ଦେଇ ଗତି କରୁଥିବା କ୍ରିକେଟର୍ଙ୍କ ନିମନ୍ତେ ସହାୟତାର ହାତ ବଢ଼ାଇଛି । ଆଇସିଏ ତରଫରୁ ୫୭ଜଣ କ୍ରିକେଟର୍‌ଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଆଇସିଏ ସଭାପତି ଅଶୋକ ମାଲହୋତ୍ରା କହିଛନ୍ତି ପ୍ରଥମେ ୨୫ରୁ…

ଆସନ୍ତୁ ଜାଣିବା ସୀମା ବିବାଦରେ କେଉଁ କେଉଁଠାରେ ଚୀନ ନାକ ପୂରାଇଛି !

ବେଜିଂ: ବିବାଦର ଅନ୍ୟ ନାମ ଚୀନ । ଗଜରେ ନ ହେଲେ ଇଂଚରେ ଜାଗା ଦଖଲ କର ନୀତିରେ ଆଗେଇ ଚାଲିଥିବା ଚୀନ ଏବେ ଚାରିପଟୁ ଷଣ୍ଢୁଆସି ଆକ୍ରମଣରେ ଫସିଯାଇଛି । ଆସନ୍ତୁ ଜାଣିବା ଚୀନ କିପରି ସବୁ ପଡୋଶୀ ଦେଶ ସହିତ ସୀମା ବିବାଦ ଜବରଦସ୍ତ ସୃଷ୍ଟି କରିଛି । ଭାରତ ସହ ବିବାଦ ପ୍ରାୟ ସମସ୍ତଙ୍କୁ ଜଣା ।…