Latest Odisha News

BREAKING NEWS

Browsing Category

ଫିଚର

ନଭେମ୍ବର ୮କୁ ଘୁଞ୍ଚିଲା ବସ ଧର୍ମଘଟ ନିଷ୍ପତ୍ତି

ଭୁବନେଶ୍ବର: ଘରୋଇ ବସ ମାଲିକ ସଂଘର ବଡ ନିଷ୍ପତ୍ତି । ରାଜ୍ୟରେ ବସ୍ ଧର୍ମଘଟ ନେଇ ଆସନ୍ତା ୮ ତାରିଖରେ ନିଆଯିବ ନିଷ୍ପତ୍ତି । ଅଲ୍ ଓଡିଶା ବସ୍ ମାଲିକ ସଂଘର ସାଧାରଣ ପରିଷଦ ବୈଠକ‌ ଶେଷ ହୋଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳୀ ମାଧ୍ୟମରେ ଘୋଷଣା କରିଛି ଘରୋଇ ବସ୍ ମାଲିକ ସଂଘ ।…

ଶୃଙ୍ଖଳିତ ବ୍ୟାଟିଂ ପ୍ରଦର୍ଶନ କରି ଶ୍ରୀଲଙ୍କାକୁ ହରାଇଲା ଆଫଗାନିସ୍ତାନ

ପୁଣେ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ସୋମବାର ଉଭୟ ଶୃଙ୍ଖଳିତ ବ୍ୟାଟିଂ ଓ ବୋଲିଂ ପ୍ରଦର୍ଶନ କରି ଆଫଗାନିସ୍ତାନ ୭ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ୨୪୨ ରନର ଲକ୍ଷ୍ୟକୁ ଆଫଗାନିସ୍ତାନ ୪୫.୨ ଓଭରରେ ୩ ୱିକେଟ ହରାଇ ହାସଲ କରି ନେଇଥିଲା । ହସମୁତାଲ୍ଲାହ ଶାହୀଦ ୫୮ ଓ ଅଜମୁତାଲ୍ଲା…

ଟ୍ରେନ ରହଣି ଦାବି ନେଇ ବିଶ୍ରାମୁଣ୍ଡା ରେଲୱେ ଷ୍ଟେସନରେ ରେଳ ରୋକ ଅନ୍ଦୋଳନ

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ରାଉରକେଲାର ବିଶ୍ରାମୁଣ୍ଡା ରେଲୱେ ଷ୍ଟେସନରେ ପାସେଞ୍ଜର ଟ୍ରେନ ରହଣି ଦାବିକୁ ନେଇ ଆନ୍ଦୋଳନ ଜୋରଦାର ଦେଖିବାକୁ ମିଳିଛି। ଏହି ଆନ୍ଦୋଳନ କରିଛି ବିଶ୍ରା ପବ୍ଲିକ ଆକ୍ସନ କମିଟି। ପାସେଞ୍ଜର ଟ୍ରେନ ଷ୍ଟେସନରେ ରହଣୀ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

ସୁସ୍ଥ ହେଉଛନ୍ତି ହାର୍ଦ୍ଦିକ, ନକ ଆଉଟରେ ଖେଳି ପାରନ୍ତି

ନୂଆଦିଲ୍ଲୀ: ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଘାତ ସମସ୍ୟାରୁ ଦ୍ରୁତ ବେଗରେ ମୁକୁଳିବାରେ ଲାଗିଛନ୍ତି । ଚଳିତ ବିଶ୍ୱକପରେ ବାଂଲାଦେଶ ବିପକ୍ଷ ମ୍ୟାଚ ଅବସରରେ ସେ ଆଘାତପ୍ରାପ୍ତ ହୋଇଥିଲେ । ବିସିସିଆଇ ପକ୍ଷରୁ ବିଧିବଦ୍ଧ ଭାବେ ଏ ନେଇ କିଛି କୁହାଯାଇ ନାହିଁ । ତେବେ ମିଡିଆ…

ପର୍ଯ୍ୟାପ୍ତ ପଦକ୍ଷେପ ନଥିବାରୁ ଆକୃତିହୀନ ପଥର ସ୍ତୁପରେ ପରିଣତ ହୋଇପାରେ କୋଣାର୍କ

ଭୁବନେଶ୍ୱର: ଓଡ଼ିଶାରେ ଏକ ବିଶ୍ୱ ସୂର୍ଯ୍ୟ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ଇନଟାକ (INTACH) ଏବଂ କେପିଏଚ୍ ଟ୍ରଷ୍ଟ (KHPT)ର ମିଳିତରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗତ ଦଶନ୍ଧିରେ ଉଭୟ ଇନଟାକ ଏବଂ କେଏଚପିଟି କୋଣାର୍କ ଓ ଏହାର ସଂରକ୍ଷଣ ପ୍ରସଙ୍ଗରେ ଅନେକ ବୈଠକ ଏବଂ ସେମିନାର କରାଯାଇଛି।…

ବିଦା ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିନ୍ଦେ, ବିଜେପି କହୁଛି ଯେମିତି ହେଲେ ରଖିବୁ!

ଭୁବନେଶ୍ୱର: ସିନ୍ଦେ ଗୋଷ୍ଠୀ ବିଧାୟକଙ୍କ ଅଯୋଗ୍ୟ ଘୋଷଣା ସମ୍ପର୍କିତ ନିଷ୍ପତ୍ତି ଶୁଣାଣି ପ୍ରସଙ୍ଗକୁ ନେଇ ରାଜନୀତି ଥମିବାର ନାଁ ନେଉନି। ଏହି ଶୁଣାଣିରେ ବହୁ ବିଳମ୍ବକୁ ନେଇ ସୁପ୍ରିମକୋର୍ଟ ମହାରାଷ୍ଟ୍ର ବାଚସ୍ପତିଙ୍କୁ କଡା ସମାଲୋଚନା କରିଥିବା ବେଳେ ତୁରନ୍ତ ଏହି ମାମଲାର ଫଇସଲା କରିବାକୁ…

ରାୟଗଡ଼ା ଓ ଝାରସୁଗୁଡ଼ାରେ ଆମ ଓଡ଼ିଶା ନବୀନ ଓଡ଼ିଶାର ଶୁଭାରମ୍ଭ; ବିକାଶମୂଳକ ପ୍ରକଳ୍ପ ପାଇଁ ୧୩୪ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡ଼ିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ। ଆଜି ଭୁବନେଶ୍ବରରୁ…

ଇସ୍ତଫା ଦେଲେ ଇଞ୍ଜାମାମ ଉଲ ହକ

ନୂଆଦିଲ୍ଲୀ: ଭାରତରେ ଆୟୋଜିତ ହେଉଥିବା ଦିନିକିଆ ବିଶ୍ୱକପ କ୍ରିକେଟରେ ପାକିସ୍ତାନ ପାଇଁ କିଛି ବି ଠିକ ହେଉ ନାହିଁ । ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରି ୬ ମ୍ୟାଚରୁ ୪ ପଂଏଟ ହାସଲ କରିଛି । ଅନ୍ୟ ଟିମର ପ୍ରଦର୍ଶନ ଏବଂ ଭାଗ୍ୟ ଭରୋଷାରେ ଦଳ ସେମିଫାଇନାଲ ପ୍ରବେଶ ଆଶାରେ ରହିଛି । ଇତି ମଧ୍ୟରେ…

ଶ୍ରୀମନ୍ଦିର ଆନନ୍ଦବଜାର ଟ୍ୟାପରୁ ବାହାରୁଛି ଗୋଳିଆ ପାଣି, ଭକ୍ତ ଅସନ୍ତୋଷ

ପୁରୀ: ପୁଣି ପୁରୀ ଶ୍ରୀମନ୍ଦିର ରେ ଅବ୍ୟବସ୍ଥାର ଦୃଶ୍ୟ ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ଆନନ୍ଦ ବଜାର ଭିତରେ ଭକ୍ତଙ୍କ ପାଇଁ ଲାଗିଥିବା ଟ୍ୟାପ୍ ଗୁଡିକରୁ ନାଲି ରଙ୍ଗର ଗୋଳିଆ ପାଣି ବାହାରୁଛି । ଯାହାକୁ ଭକ୍ତମାନେ ଦେଖି ଅସନ୍ତୋଷ ପ୍ରକାଶ କରି ସେବାୟତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।…

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ; ସରକାରୀ କର୍ମଚାରୀଙ୍କୁ ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦୁର୍ନୀତି ମୁକ୍ତ ରାଜ୍ୟ ଗଠନ କରିବା ଦିଗରେ ସରକାର ତତ୍ପରତା ଦେଖାଇଛନ୍ତି। ଦୁର୍ନୀତି ବିରୋଧରେ ଲଢିବା ପାଇଁ ଓଡ଼ିଶାବାସୀଙ୍କୁ ଆହ୍ୱାନ ଦେବା ସହ ଦୁର୍ନୀତି ବିରୋଧରେ ଜିରୋ ଟଲରାନ୍ସ ନୀତି ଗ୍ରହଣ କରାଯାଇଛି। ତେଣୁ ଦୁର୍ନୀତି ମୁକ୍ତ ରାଜ୍ୟ ଗଠନ ପାଇଁ ଦୁର୍ନୀତି ନିବାରଣ…