Latest Odisha News

BREAKING NEWS

Browsing Category

ଫିଚର

କରୋନା କାଳରେ ଖୁସି ଖବର : ଡେକ୍ସାମେଥାସନ୍ ମେଡିସିନକୁ ଡବ୍ଲ୍ୟୁଏଚଓର ସବୁଜ ସଙ୍କେତ

ଲଣ୍ଡନ: ଡେକ୍ସାମେଥାସନ ମେଡିସନ୍ କରାନା ରୋଗୀଙ୍କ ଜୀବନ ବଂଚାଇବାରେ ସହାୟ ହେଉଛି ବୋଲି ମଙ୍ଗଳବାର ବ୍ରିଟେନ ଗବେଷକମାନେ ଦାବୀ କରିଥିଲେ । ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ମେଡିସିନ ବ୍ୟବହାର ନେଇ ସବୁଜ ସଙ୍କେତ ଦେଇଛି । ଭେଂଟିଲେଟରରେ ଥିବା ରୋଗୀଙ୍କୁ ଏହି ମେଡସିନ…

ସୁନା ଦରରେ ହେଲା ପରିବର୍ତ୍ତନ: ଜାଣନ୍ତୁ, କ’ଣ ରହିଛି ମୂଲ୍ୟ !

ମୁମ୍ବାଇ: ସୁନା ଦର ଗତ ଦୁଇଦିନ ଧରି ଲଗାତର ହ୍ରାସ ପାଇ ଚାଲିଥିଲା । ଏବେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଘଟି ବୃଦ୍ଧି ପାଇଛି ବଜାର ଦର । ଭାରତରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧୦୦ ଟଙ୍କା ବୃଦ୍ଧି ପାଇ ୪୭,୦୦୦ ରୁ ୪୭,୧୦୦ ହୋଇଛି । ସେହିପରି ଭାବେ ୨୨ କ୍ୟାରେଟ୍ ସୁନାର…

ପରଲୋକରେ ବାଲେଶ୍ୱର ସଦର ବିଧାୟକ ମଦନମୋଦନ ଦତ୍ତ

ଭୁବନେଶ୍ୱର : ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତଙ୍କ ହୃଦଘାତରେ ଆଜି ଦେହାନ୍ତ ହୋଇଛି । ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା । ମଦନମୋହନଙ୍କ ପୁଅ ମାନସ…

ଶ୍ରୀମନ୍ଦିରରେ ଖଳିଲାଗି ଏକାଦଶୀ; ନୀଳଚକ୍ରରେ ମହାଦୀପ ଦର୍ଶନ

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ଭାରତୀୟ ସଂସ୍କୃତି ତଥା ପରମ୍ପରାରେ ନିଜର ତଥା ନିଜ ପରିବାରବର୍ଗଙ୍କର ମଙ୍ଗଳ କାମନା କରି ପ୍ରଭୁଙ୍କ ପାଖରେ ଦୀପ ଦାନ କରାଯିବାର ବିଧି ଅତି ଜନପ୍ରିୟ ଓ ଲୋକପ୍ରଚଳିତ । କିନ୍ତୁ,…

ଭାରତରେ ୨୪ ଘଣ୍ଟାରେ ୨ ହଜାରରୁ ଉର୍ଦ୍ଧ୍ବ ମୁଣ୍ଡ ନେଲା କରୋନା, ସାଢ଼େ ୩ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ତାଣ୍ଡବ ରଚୁଛି କରୋନା । ୨୪ ଘଣ୍ଟାରେ ନେଇଛି ସର୍ବାଧିକ ୨୦୦୩ ମୁଣ୍ଡ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ…

ଲଗାତାର ବଢୁଛି ତେଲ ଦର; ଜାଣନ୍ତୁ ଆଜିର ମୂଲ୍ୟ

ନୂଆଦିଲ୍ଲୀ: ଗୋଟିଏ ପଟେ କରୋନା ସଙ୍କଟକୁ ଅନ୍ୟପଟେ ଖାଉଟିଙ୍କୁ ଚିନ୍ତାରେ ପକାଉଛି ମହଙ୍ଗା ମାଡ଼।ଆଜି ମଧ୍ୟ ବଢିଛି ପେଟ୍ରୋଲ, ଡିଜେଲ ଦର । ଲଗାତାର ୧୧ ଦିନ ପାଇଁ ବୃଦ୍ଧି ପାଇଛି ତୈଳ ଦର । ଆଜି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୫୫ ପଇସା ଓ ୬୯ ପଇସା ବୃଦ୍ଧି ପାଇଛି। ସକାଳ…

ଡିସକଭରିରେ ଫନି ମୁକାବିଲା କାହାଣୀ; ଜାଣନ୍ତୁ ପ୍ରସାରଣ ସମୟ

ନୂଆଦିଲ୍ଲୀ: ଡିସକଭରି ଚ୍ୟାନେଲରେ ପ୍ରସାରିତ ହେବ ମହାବାତ୍ୟା ଫନିର କାହାଣୀ । ଅଧା ଓଡ଼ିଶାରେ ମେ ୩, ୨୦୧୯ରେ ତାଣ୍ଡବ ରଚିଥିଲା ବାତ୍ୟା ‘ଫନି’ । ଉପକୂଳ ଓଡିଶାର କେତେକ ଜିଲ୍ଲା ସହ ପୁରୀ, ଖୋର୍ଦ୍ଧା ଓ କଟକ ଆଦି ଜିଲ୍ଲାରେ ଧ୍ବସ୍ତବିଧ୍ବସ୍ତ କରିଦେଲା ଫନୀ। ଏହି ମହାବାତ୍ୟାର କିପରି…

୧୯ରେ ଆଉ ଏକ ଲଘୁଚାପ ସମ୍ଭାବନା: ଆଜିଠୁ ବଢିବ ବର୍ଷାର ପରିମାଣ

ଭୁବନେଶ୍ବର: ଜୁନ ୧୯ରର ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କରାଯାଇଥିବା ପୂର୍ବାନୁମାନ ଅନୁଯାୟୀ ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବୁଧବାର ଠାରୁ ବର୍ଷାର ପରିମାଣ ବଢିବ। ଆସନ୍ତା ୨୪ ଘଣ୍ଟା…

ଭାରତ ଚୀନ ମୁହାଁମୁହିଁ, ୨୦ ଭାରତୀୟ ଯବାନ ସହିଦ

ଭୁବନେଶ୍ୱର: ଲଦ୍ଦାଖର ଗାଲୱାନ ଉପତ୍ୟକାରେ ଭାରତ ଓ ଚୀନ ସୈନ୍ୟ ମୁହାଁମୁହିଁ ହୋଇଛନ୍ତି । ଫଳରେ ୨୦ ଭାରତୀୟ ଯବାନଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଚୀନ ସୈନ୍ୟଙ୍କ ମଧ୍ୟରୁ ୪୩ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ…

ସୁଶାନ୍ତ ରାଜପୁତଙ୍କ ମୃତ୍ୟୁ: ଅଧିକ ତଦନ୍ତ ଦାବି କରି ଟ୍ୱିଟ୍ କଲେ ଓଡ଼ିଶାର ଏହି ଆଇପିଏସ୍ ଅଧିକାରୀ

ଭୁବନେଶ୍ୱର: ଓଡ଼ିଶା କ୍ୟାଡ଼ରର ବରିଷ୍ଠ ଆଇପିଏସ ଅଧିକାରୀ ଅମିତାଭ ଠାକୁର ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁରେ ଅଧିକ ତଦନ୍ତ ଦାବି କରିଛନ୍ତି । ୧୯୯୮ ବ୍ୟାଚର ଏହି ଆଇପିଏସ ଅଧିକାରୀ ଟ୍ୱିଟ୍ କରି ମଙ୍ଗଳବାର ଦିନ କହିଛନ୍ତି, “ମୁଁ ଦୃଢ ନିଶ୍ଚିତ ଯେ, ସେ ଏହା କେବେବି କରି…