Latest Odisha News

BREAKING NEWS

Browsing Category

ଫିଚର

ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: କରଣ ଜୋହରଙ୍କ ସମେତ ୭ ଜଣଙ୍କ ବିରୋଧରେ ମାମଲା ରୁଜୁ

ମୁଜାଫରପୁର: ବଲିଉଡ ଅଭିନେତା ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ କୋର୍ଟରେ ବଲିଉଡ ସୁପରଷ୍ଟାର ସଲମାନ ଖାନ, ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କ ସମେତ ୭ ଜଣଙ୍କ ବିରୋଧରେ ଅପରାଧିକ ଅଭିଯୋଗ ଆଣିଛନ୍ତି ଜଣେ ସ୍ଥାନୀୟ ଓକିଲ । ଏସଂକ୍ରାନ୍ତରେ ପରବର୍ତ୍ତୀ ଶୁଣାଣି…

ରଥଯାତ୍ରା ବନ୍ଦ କରିବାକୁ ଷଡଯନ୍ତ୍ର ଚାଲିଛି: ବିଜୟ ମହାପାତ୍ର

ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ୫ ଦିନ । ହେଲେ ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ହେବ କି ନାହିିଁ ସେନେଇ ରାଜ୍ୟ ସରକାର ଚୂଡାନ୍ତ ନିଷ୍ପତ୍ତି ନେଇନାହାଁନ୍ତି । ଏହାରି ଭିତରେ ସରକାରଙ୍କୁ ଘେରିଛନ୍ତି ବିଜେପି ନେତା ବିଜୟ ମହାପାତ୍ର । ସେ କହିଛନ୍ତି, ସାଧାରଣରେ ସନ୍ଦେହ…

ବନ୍ଦ ହେବ ରସୁଲଗଡ-ବାଣୀବିହାର ରାସ୍ତା

ଭୁବନେଶ୍ୱର: ଖୁବଶୀଘ୍ର ବନ୍ଦ ହେବ ରାଜଧାନୀ ଭୁବନେଶ୍ୱରର ବାଣୀବିହାର ଓ ରସୁଲଗଡକୁ ସଂଯୋଗ କରୁଥିବା ରାସ୍ତା । ସହିଦ ନଗର ରେଳ ଓଭରବ୍ରିଜ୍‌ର ସମ୍ପ୍ରସାରଣ ହେବ । ତେଣୁ ଜାତୀୟ ରାଜପଥ ୧୬ର ଏହି ରାସ୍ତା ବଦଳରେ ବିକଳ୍ପ ରାସ୍ତା ଦେଇ ଯାତାୟତ ପାଇଁ କମିଶନରେଟ୍ ପୋଲିସ ଚିଠି ଲେଖିଛି । ରେଳ…

ଶୁକ୍ରବାର ଚୀନ ମାମଲାରେ ସର୍ବଦଳୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି । ପୂର୍ବ ଲଦାଖରେ ଭାରତ-ଚୀନ ସେନା ମୁହାଁମୁହିଁ ହେବାରୁ ଗତକାଲି ୨୦ ଜଣ ଯବାନ ସହିଦ ହୋଇଥିବା ଘଟଣା ନେଇ ଆଲୋଚନା ହେବ । ଶୁକ୍ରବାର ଅପରାହ୍ନ ୫ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସବୁ ଦଳର…

ଚୀନ-ଭାରତ ସଂଘର୍ଷ: ସହିଦ ହେଲେ ୨ ଓଡ଼ିଆ ଯବାନ

ଭୁବନେଶ୍ୱର: ପୂର୍ବ ଲଦାଖର ଗଲୱାନ୍ ଉପତ୍ୟକାରେ ହୋଇଥିବା ଚୀନ ସୈନିକମାନଙ୍କ ବିରୋଧରେ ଲଢି ୨ ଓଡ଼ିଆ ପୁଅ ଦେଶମାତୃକା ଲାଗି ସହିଦ ହୋଇଛନ୍ତି । ସୋମବାର ରାତିରେ ହୋଇଥିବା ଏହି ସଂଘର୍ଷରେ ୨୦ ଜଣ ଭାରତୀୟ ସୈନିକ ଦେଶ ଲାଗି ପ୍ରାଣ ଦେଇଛନ୍ତି । ଏହି ଦୁଇଜଣ ଓଡ଼ିଆ ଯବାନ ମାନଙ୍କ ମଧ୍ୟରୁ ଜଣେ…

କଳିଙ୍ଗ ଷ୍ଟାଡିୟମରେ ହେବ ବିଶ୍ୱସ୍ତରୀୟ ଖେଲୋ ଇଣ୍ଡିଆ ଉତ୍କର୍ଷ କେନ୍ଦ୍ର

ଭୁବନେଶ୍ୱର: କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ କ୍ରୀଡ଼ାର ବିକାଶ ପାଇଁ  ୮ଟି ରାଜ୍ୟକୁ ସଟ୍‌ଲିଷ୍ଟ୍ କରିଛନ୍ତି । ସେହି ରାଜ୍ୟ ଗୁଡ଼ିକ ହେଲେ ଓଡ଼ିଶା, କର୍ଣ୍ଣାଟକ, କେରଳ, ତେଲଙ୍ଗାନା, ଅରୁଣାଚଳ ପ୍ରଦେଶ, ମଣିପୁର, ମିଜୋରାମ ଓ ନାଗାଲାଣ୍ଡ । ଏହିସବୁ ରାଜ୍ୟର ଆଧୁନିକ ସୁବିଧା ସୁଯୋଗ ଥିବା…

ଆସନ୍ତୁ ଜାଣିବା କେଉଁ ୫ ଚୀନ କମ୍ପାନୀ ଭାରତୀୟ ବଜାର ଉପରେ କବଜା କରି ଅଛନ୍ତି

ନୂଆଦିଲ୍ଲୀ: ଭାରତ-ଚୀନ ସଂଘର୍ଷ ଯୋଗୁ ୨୦ ଯବାନ ଆମର ଶହୀଦ ହୋଇଛନ୍ତି । ଏଥିନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଭାରତ ଅର୍ଥନୀତିରେ ଚୀନକୁ ଝଟକା ଦେବା ଲକ୍ଷ୍ୟରେ ଯୋଜନା ଆରମ୍ଭ କରିଛି । ଆସନ୍ତୁ ଜାଣିବା ଚୀନର କେଉଁ ୫ କମ୍ପାନୀ ଭାରତରୁ କୋଟି କୋଟି ଟଙ୍କା ବୋହି…

ବୌଦ୍ଧିକତା ଓ ଓଡ଼ିଶା

ଠିକ ଯେପରି ଏଊଚ (ଘରୋଇ ଉତ୍ପାଦନ ସମୂହ) କୁ ମାନବ ବିକାଶର ଏକ ବ୍ୟାପକ ମାପ ବୋଲି କହିବା ଅନୁଚିତ, ଓଛ (ବୌଦ୍ଧିକ ସ୍ତର) କୁ ବୌଦ୍ଧିକତାର ଏକ ବିସ୍ତୃତ ପରିମାପ ଭାବରେ ଗ୍ରହଣ କରିବା ମଧ୍ୟ ଉଚିତ ନୁହଁ। ପୂର୍ବ ଶହେ ବର୍ଷରେ ମାନବ ଜାତିର ଓଛ ସାଧାରଣତଃ ପ୍ରତି ଦଶକରେ ତିନି ଅଙ୍କ ଅର୍ଥାତ…

ଭାଇରାଲ ପୋଷ୍ଟମର୍ଟମ: କାହିଁକି ସୁଶାନ୍ତ ସିଂଙ୍କୁ ନେଇ ଚର୍ଚ୍ଚାରେ ରାହୁଲ ଗାନ୍ଧୀ ?

ଭୁବନେଶ୍ୱର: ରବିବାର ନିଜ ବାସଭବନରେ ଆତ୍ମହତ୍ୟା କରିଥିଲେ ବଲିଉଡର ଉଦୀୟମାନ କଳାକାର ସୁଶାନ୍ତ ସିଂ ରାଜପୁତ । ଅଭିନୟ ଜଗତରେ ଖୁବ କମ ଦିନରେ ନାଁ କମାଇ ଥିବା ସୁଶାନ୍ତଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ତାଙ୍କ ଅଗଣିତ ଫ୍ୟାନ୍ସ ଓ ପରିବାର ଲୋକେ । ଯେଉଁଠି ସ୍ବର୍ଗତ…

ବିଧାୟକ ମଦନମୋହନ ଦତ୍ତଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ କରିଛନ୍ତି । ସେ ଟ୍ୱିଟ କରି ସ୍ୱର୍ଗତ ଦତ୍ତଙ୍କ ଶୋକ ସନ୍ତପ୍ତ ପରିବାରବର୍ଗକୁ ତାଙ୍କର ଗଭୀର ସମବେଦନା ଜଣାଇଛନ୍ତି । ଏଥି ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।…