Latest Odisha News

BREAKING NEWS

Browsing Category

ଫିଚର

ମାଲକାନଗିରିରେ ୨୧ କରୋନା ପଜିଟିଭ୍ ଚିିହ୍ନଟ

ମାଲକାନଗିରି: ମାଲାକାନଗିରିରେ ୨୪ ଘଣ୍ଟା ମଧ୍ୟରେ ୨୧ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ମଙ୍ଗଳବାର ଦିନ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୭କୁ ବୃଦ୍ଧି ପାଇଛି । ମିଳିଥିବା ସୂଚନାନୁଯାୟୀ, ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏକ ସଂଗରୋଧ କେନ୍ଦ୍ରରେ ଆଜି ୨୧ଟି…

ଅନ୍ତିମ ପର୍ଯ୍ୟାୟରେ ତିନିରଥର ପ୍ରସ୍ତୁତି…

ପୁରୀ: ଆଉ ଛଅଦିନ ପରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ପୁରୀରେ ତିନିରଥ ଦଣ୍ଡାୟମାନ ହୋଇସାରିଛନ୍ତି । କାରିଗର ସେବକମାନେ ରଥ ନିର୍ମାଣର ଅନ୍ତିମ ସ୍ପର୍ଶ ଦେଉଛନ୍ତି । ତିନିରଥର ଦୁଆରଘଡ଼ାକୁ ବାନ୍ଧି ରଖିବା ପାଇଁ ରବିବାର ଦିନ ପ୍ରତି ରଥରେ ୪ଟି ଲେଖାଏଁ ଧ୍ୱଜବତା ଲାଗିବା ସହ…

କରୋନା ଭାଇରସରୁ ବଂଚାଇବ ଡେକ୍ସାମେଥାସୋନ ମେଡିସିନ

ଲଣ୍ଡନ: କରୋନା ମହାମାରୀ ଔଷଧ ପାଇଁ ବୈଜ୍ଞାନିକମାନେ ଉଦ୍ୟମ ଜାରି ରଖିଥିବା ବେଳେ ଏକ ଭଲ ଖବର ପଂହଚିଛି । ଡେକ୍ସାମେଥାସନ ନାମକ ଷ୍ଟେରୟେଡ କରୋନା ରୋଗୀଙ୍କ ଜୀବନ ବଂଚାଇବାରେ ସହାୟ ହେଉଛି । ଇଂଲଣ୍ଡର ଗବେଷକମାନେ ଏହାର ଫଳାଫଳ ନେଇ ବେଶ୍ ଉତ୍ସାହିତ ଅଛନ୍ତି । ଭେଂଟିଲେଟର ଓ ଅକ୍ସିଜେନରେ ଥିବା…

ସେନାଧ୍ୟକ୍ଷଙ୍କ ସହ ଆଲୋଚନା କଲେ ପ୍ରତିରକ୍ଷାମନ୍ତ୍ରୀ

ନୂଆଦିଳ୍ଲୀ:ଲଦ୍ଦାଖ ସୀମାରେ ଭାରତ-ଚୀନ ସଂଘର୍ଷ ପରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ୩ ସେନାର ଅଧ୍ୟକ୍ଷଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ । ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ପୂର୍ଣ୍ଣ ସମ୍ପର୍କରେ ଅବଗତ କରାଇବେ । ପରବର୍ତୀ କାର୍ଯ୍ୟପନ୍ଥା ଏହା…

ସୁଶାନ୍ତଙ୍କ ଫ୍ୟାନ୍ କଲେ ଆତ୍ମହତ୍ୟା; ଜାଣନ୍ତୁ, ସୁଇସାଇଡ୍ ନୋଟ୍‌ରେ କ’ଣ ଲେଖିଲେ !

ନୂଆଦିଲ୍ଲୀ: ନିଜର ପ୍ରିୟ ଷ୍ଟାର ସୁଶାନ୍ତ ରାଜପୁତଙ୍କ ମୃତ୍ୟୁରେ ଭାଙ୍ଗିପଡ଼ି ତାଙ୍କ ଭଳି ଉତ୍ତର ପ୍ରଦେଶରେ ଆତ୍ମହତ୍ୟା କରିଛନ୍ତି ଜଣେ କିଶୋର । ମିଳିଥିବା ସୂଚନାନୁଯାୟୀ, ଦଶମ ଶ୍ରେଣୀର ଜଣେ ଛାତ୍ର ଯିଏକି ସୁଶାନ୍ତଙ୍କ ବହୁତ ବଡ଼ ଫ୍ୟାନ ଥିଲେ ସେ ସୁଶାନ୍ତଙ୍କ ବିୟୋଗ ଖବର ଶୁଣି ଅତି…

ଜଙ୍ଗଲୀ ବାଘୁଣୀ ଅସୁସ୍ଥ; ଲୋପ ପାଇଯିବ କି ସାତକୋଶିଆରୁ ବାଘ !

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ବାଘ ଵଂଶ ବିସ୍ତାର ପାଇଁ ହୋଇଥିବା ଯୋଜନା ଏବେ ଏକ ପ୍ରକାର  ମୁଣ୍ଡବ୍ୟଥାର କାରଣ ପାଲଟିଛି । କାହ୍ନା ଅଭୟାରଣ୍ୟରୁ ଆସିଥିବା ପୁରୁଷ ବାଘର ମୃତ୍ୟୁ ହୋଇସାରିଛି । ଏପଟେ ବାନ୍ଧବଗଡ଼ରୁ ଆସିଥିବା ବାଘୁଣୀ ସ୍ଥାନୀୟ ଅଞ୍ଚଳରେ ଉତ୍ପାତ କରିବା…

କୁମାର ବିଶ୍ୱାସଙ୍କ ଟୁଇଟ: ତୁମ ଗଏ କ୍ୟା ସହର ଶୁନା କର ଗଏ । ଦର୍ଦ କା ଆକାର ଦୁନା କର ଗଏ ।

ମୁମ୍ବାଇ: ବଲିଉଡର ଅଭିନେତା ସୁଶାନ୍ତ ରାଜପୁତଙ୍କ ବିୟୋଗ କବି କୁମାର ବିଶ୍ୱାସଙ୍କୁ ଶକ୍ତ ଧକ୍କା ଦେଇଛି । ସେ ଲେଖିଛନ୍ତି ସୁଶାନ୍ତ ବାରମ୍ବାର ମନେ ପଡୁଛନ୍ତି । କିଛି କାମ କରିପାରୁନି । ଏ ନେଇ ସେ ଟୁଇଟ କରିଛନ୍ତି- ତୁମ ଗଏ କ୍ୟା ସହର ଶୁନା କର ଗଏ ଦର୍ଦ କା ଆକାର ଦୁନା କର ଗଏ । ମୋର…

ବଜାରରେ ବଢ଼ୁଛି ମୋଦୀ-ରାହୁଲ ମାସ୍କର ଚାହିଦା

ଭୋପାଲ: ଦେଶରେ ଦିନକୁ ଦିନ କାୟା ମେଲାଇବାରେ ଲାଗିଛି କରୋନା । ଏହି କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ମାସ୍କ ପିନ୍ଧିବା ନିହାତି ଜରୁରୀ । ପ୍ରତ୍ୟେକ ଲୋକ ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏନେଇ ସକରାର ମଧ୍ୟ ଗାଇଡଲାଇନ୍ ଜାରି କରିଛନ୍ତି । ତେବେ ଏପରି ସମୟରେ…

ସୁଶାନ୍ତ ରାଜପୁତଙ୍କ ବିୟୋଗରେ ମିଥୁନ୍ ଦା’ ପାଳିଲେନି ଆଜି ଜନ୍ମଦିନ…

ମୁମ୍ବାଇ: ଭେଟେରାନ୍ ବଲିଉଡ୍ ଷ୍ଟାର୍ ମିଥୁନ୍ ଚକ୍ରବର୍ତ୍ତି ଆଜି ତାଙ୍କର ଜନ୍ମ ଦିନ ପାଳନ କରିନାହାନ୍ତି । ବଲିଉଡରେ ‘ଦାଦା’ ବା ‘ମିଥୁନ୍ ଦା’ ଭାବେ ପରିଚିତ ଥିବା ଏହି ମେଗାଷ୍ଟାର୍ ସବୁବର୍ଷ ଖୁବ୍ ଜାକଜମକରେ ନିଜର ଜନ୍ମଦିନକୁ ପାଳନ କରିଥାଆନ୍ତି । ଆଜି ମଧ୍ୟ ଏହି ଜନ୍ମଦିନଟିକୁ କରୋନା…

ଏସ୍‌ପିଙ୍କ ନାଁରେ ଫେସବୁକ୍ ଫେକ୍ ଆଇଡି କରି ନାବାଳକ ଗିରଫ

ରାଉରକେଲା: ରାଉରକେଲା ଏସ୍‌ପିଙ୍କ ନାଁରେ ଫେସ୍‌ବୁକ୍‌ରେ ଜାଲ ଆଇଡି ଖୋଲି ବନ୍ଧାହେଲେ ନାବାଳକ । ଏସ୍‌ପି କେ ଶିବା ସୁବ୍ରମନୀଙ୍କ ନାମରେ ଜାଲ ଫେସ ବୁକ ଆଇଡି ଖୋଲି ଚାଟିଂ କରିବା ଅଭିଯୋଗରେ ଜଣେ ନାବାଳକକୁ ରାଉରକେଲା ଉଦିତନଗର ଥାନା ପୋଲିସ ଗିରଫ କରିଛି। ଏହି ନାବାଳକ ପୂର୍ବରୁ ସମ୍ବଲପୁର…