Latest Odisha News

BREAKING NEWS

Browsing Category

ଫିଚର

ମୋଦୀଙ୍କ ବୈଠକରେ ସାମିଲ ହେବେନି ମମତା

ନୂଆଦିଲ୍ଲୀ: ଆଜି ଦେଶରେ କରୋନା ସ୍ଥିତିକୁ ନେଇ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତାକାଲି କରୋନା ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ଆଲୋଚନା କରିବେ ।…

ସୁସ୍ଥ ହେଲେ ଆଉ ୧୨୦ କରୋନା ସଂକ୍ରମିତ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୨୦ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ ୨୯୭୪ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । 4 each from Balasore, Dhenkanal, Kendrapara and Jharsuguda 3 each from Keonjhar, Ganjam & Puri 2 each from…

ଦେଶରେ ସୁଧୁରୁଛି ଅର୍ଥନୈତିକ ସ୍ଥିତି : ମୋଦୀ

ନୂଆଦିଲ୍ଲୀ: ଦେଶରେ ଧୀରେ ଧୀରେ ସୁଧୁରୁଛି ଅର୍ଥନୈତିକ ସ୍ଥିତି । ଏନେଇ ସଂକେତ ମିଳୁଛି । ବିଗତ ସପ୍ତାହରେ ସରକାରଙ୍କର ଉଦ୍ୟମ ଯୋଗୁଁ ଅର୍ଥନୀତିରେ ସୁଧାର ଆସୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଦେଶରେ କରୋନା ସ୍ଥିତିକୁ ନେଇ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀଙ୍କ ସହ…

ପତଞ୍ଜଳିର ‘କରୋନିଲ୍‌’ ଭଲ କରୁଛି କରୋନା ରୋଗ !

ନୂଆଦିଲ୍ଲୀ: ବାବା ରାମଦେବଙ୍କ ‘ପତଞ୍ଜଳି’ ଦାବି କରିଛି ଯେ, କରୋନା ରୋଗୀ ସୁସ୍ଥ ହୋଇପାରିବେ । ପ୍ରାୟ ୧୦୦ ଜଣ କରୋନା ରୋଗୀଙ୍କର କରୋନା ଚିକିତ୍ସା କରାଯାଇଥିବା ବେଳେ ଶତ ପ୍ରତିଶତ ରୋଗୀ ଏହି ଚିକିତ୍ସାରେ ସଫଳ ହୋଇଥିବା ନେଇ ଦାବି କରିଛନ୍ତି ‘ପତଞ୍ଜଳି’ ଅନୁଷ୍ଠାନର ସିଇଓ ଆଚାର୍ଯ୍ୟ…

‘ମିଳୁନାହାନ୍ତି ହାତୀ, ରଥ ଟାଣିବାକୁ ସେବାୟତ ପ୍ରସ୍ତୁତ’

ପୁରୀ: ରଥଯାତ୍ରା ବିନା ଭକ୍ତରେ ହେବ । ରାଜ୍ୟ ସରକାର ରଥଯାତ୍ରା ଓ ରଥ ଟଣା ନେଇ ଶୀଘ୍ର ନିଜର ନିଷ୍ପତ୍ତି ନିଅନ୍ତୁ । ବର୍ତ୍ତମାନ ହାତୀ ମିଳୁନାହାନ୍ତି । ରଥ ଟାଣିବା ଲାଗି ୧୭୦୦ରୁ ୨୦୦୦ ସେବାୟତ ପ୍ରସ୍ତୁତ ଅଛନ୍ତି ବୋଲି ବରିଷ୍ଠ ଦଈତାପତି ବିନାୟକ ଦାସମହାପାତ୍ର କହିଛନ୍ତି । ପୂର୍ବରୁ…

ନିବୁଲାଇଜର କିଣାରେ ଦୁର୍ନୀତି ଅଭିଯୋଗ ଆଣିଲା କଂଗ୍ରେସ

ଭୁବନେଶ୍ୱର: ମାସ୍କ ଓ ପିପିଇ କିଟ ପରେ ଏବେ ନିବୁଲାଇଜର କିଣାରେ ଦୁର୍ନୀତି ଅଭିଯୋଗ ଆଣିଛି କଂଗ୍ରେସ । କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି ନିବୁଲାଇଜର କିଣିବା ସମୟରେ ଗୋଟିଏ କମ୍ପାନୀ ୨ଥର କୋଟେସନ ଦେଇଥିଲା । ୨୧ ତାରିଖରେ ଦେଇଥିବା ପ୍ରଥମ କୋଟେସନରେ ଏହାର ଦାମ ୩୧ଶହ ଟଙ୍କା ଥିବା…

କୋଭିଡ ଟେଷ୍ଟକୁ ନେଇ ବିଜେଡି-ବିଜେପି ବାକ୍‌ଯୁଦ୍ଧ

ଭୁବନେଶ୍ୱର: କରୋନା ଟେଷ୍ଟକୁ ନେଇ ବିଜେଡି ବିଜେପି ମୁହାଁମୁହିଁ ହୋଇଛନ୍ତି । ପ୍ରତ୍ୟେକ ଦିନ ୧୫ହଜାର ଟେଷ୍ଟ କରିବାକୁ ରାଜ୍ୟ ସରକାର ପ୍ରତିଶୃତି ଦେଇଥିବା ବେଳେ ଏହା କରାଯାଉନାହିଁ ବୋଲି ଅଭିଯୋଗ ଆଣିଛି ବିଜେପି । ଏବଂ କ୍ୱାରେଂଟିନ ସେଂଟରରେ ରହୁଥିବା ସମସ୍ତ ପ୍ରବାସୀଙ୍କ ଟେଷ୍ଟ କରାଯାଉ।…

ଇଣ୍ଟର୍-କୋରିଆନ୍ ଲିଆଇଜନ୍ ଅଫିସ୍‌’କୁ ଧ୍ବଂସ କରିଛି ଉତ୍ତର କୋରିଆ

ନୂଆଦିଲ୍ଲୀ: ଉତ୍ତର କୋରିଆ ‘ଇଣ୍ଟର୍-କୋରିଆନ୍ ଲିଆଇଜନ୍ ଅଫିସ୍‌’କୁ ଧ୍ବଂସ କରିଥିବା କଥା ଦକ୍ଷିଣ କୋରିଆ କହିଛି । ଦକ୍ଷିଣ କୋରିଆର ୟୁନିଫିକେସନ୍ ମନ୍ତ୍ରାଳୟ  କହିଛି ଯେ, ଉତ୍ତର କୋରିଆ ଇଣ୍ଟର୍‌-କୋରିଆ ଲିଆଇଜନ୍ ଅଫିସ୍‌କୁ ଧ୍ବଂସ କରିଛି । ମଙ୍ଗଳବାର ଉତ୍ତର କୋରିଆର ସୀମାନ୍ତ ସହର…

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ କରୋନା ନେଗେଟିଭ୍‌

ନୂଆଦିଲ୍ଲୀ: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ କରୋନା ନେଗେଟିଭ୍ । ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ନମୁନା ପରୀକ୍ଷା କରାଯାଇଥିବା ବେଳେ ରିପୋର୍ଟ ନେଗେଟିଭ୍ ଆସିଛି । ଆର୍ଥାତ୍ କରୋନା ଆକ୍ରାନ୍ତ ନାହାଁନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ । ଖୁବଶୀଘ୍ର ତାଙ୍କୁ ହସପିଟାଲରୁ ମୁକ୍ତ କରାଯିବ…

୯୧ ବର୍ଷରେ ୪ର୍ଥ ଥର ପାଇଁ ଓସ୍କାର ପୁରସ୍କାର ଉତ୍ସବ ଘୁଂଚିଲା

ଲସଆଞ୍ଜେଲ୍ସ: କରୋନା ମହାମାରୀ ଯୋଗୁ ସମ୍ମାନଜନକ ଓସ୍କାର ପୁରସ୍କାର ଉତ୍ସବକୁ ଘୁଂଚାଇ ଦିଆଯାଇଛି । ଏବେ ଏହା ୨୫ ଏପ୍ରିଲ ୨୦୨୧ରେ ଆୟୋଜିତ ହେବ । ୯୧ ବର୍ଷ ମଧ୍ୟରେ ୪ର୍ଥ ଥର ପାଇଁ ଓସ୍କାର ପୁରସ୍କାରକୁ ଘୁଂଚାଯାଇଛି । ୨୦୨୦ରୁ ୨୦୨୧ ଫେବୃୟାରୀ ପର୍ଯ୍ୟନ୍ତ ରିଲିଜ ହୋଇଥିବା ଫିଲ୍ମକୁ ସାମିଲ…