Latest Odisha News

BREAKING NEWS

Browsing Category

ଫିଚର

ଭୟଙ୍କର ହେଉଛି କରୋନା; ଦେଶରେ ୨୪ ଘଣ୍ଟାରେ ୯୯୮୫ ଆକ୍ରାନ୍ତ, ୨୭୯ ମୃତ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଭୟଙ୍କର ରୁପ ନେଉଛି ମହାମାରୀ କରୋନା ଭୂତାଣୁ । ଧୀରେଧିରେ ଏହି ସଂଖ୍ୟା ବୃଦ୍ଧି ପାଇ ୨୭୬୫୮୩ ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୭୭୪୫ ଛୁଇଁଛି । ଗତ ୨୪ ଘଣ୍ଟାରେ ୯୯୮୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୨୭୯ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ…

ମୌସୁମୀ ଆଗରୁ ଲଘୁଚାପରେ ଭିଜିବ ସାରା ଓଡିଶା: ୪ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବ। ଉତ୍ତର ଓଡ଼ିଶାର କେ‌ତେକ ଜିଲ୍ଲାର କିଛି ଅଞ୍ଚଳରେ ମଧ୍ୟ ବର୍ଷା ହୋଇପାରେ। ଏହି ଲଘୁଚାପ ଦ୍ବାରା ଓଡ଼ିଶାକୁ ଜୁନ୍‌ ୧୧ରୁ ୧୨ତାରିଖ ଭିତରେ…

ଦୀର୍ଘ ୩ ମାସ ପରେ ପୁରୀରେ ଖୋଲିଲା ହୋଟେଲ

ପୁରୀ: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଦୀର୍ଘ ତିନି ମାସ ପରେ ପୁରୀରେ ଖୋଲିଛି ହୋଟେଲ । କେନ୍ଦ୍ର ସରକାରଙ୍କ ନୂତନ ଗାଇଡ୍‌ଲାଇନ ମୁତାବକ ଶ୍ରୀକ୍ଷେତ୍ରରେ ମଙ୍ଗଳବାର ଠାରୁ କିଛି ହୋଟେଲ ଖୋଲିଥିବା ସୂଚନା ମିଳିଛି। ପୁରୀର ପାଖାପାଖି ଶହେରୁ ଅଧିକ ‌ହୋଟେଲ ଅଳ୍ପ ସଂଖ୍ୟକ କର୍ମଚାରୀଙ୍କୁ…

ସଙ୍ଗରୋଧ କେନ୍ଦ୍ରରୁ ବାହାରିବା ପରେ ପଜିଟିଭ ଆସିଲା ରିପୋର୍ଟ; କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ଗାଁ

ନୟାଗଡ଼: ସଙ୍ଗରୋଧ କେନ୍ଦ୍ରରୁ ବାହାରିବା ପରେ ପଜିଟିଭ ଆସିଲା ରିପୋର୍ଟ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ମଧ୍ୟଖଣ୍ଡ ଗାଁରେ । ଏହି ଗାଁର ଜଣେ ବ୍ୟକ୍ତି ବାହାର ରାଜ୍ୟରେ ରହୁଥିବା ବେଳେ ନିକଟରେ ନିଜ ଗାଁକୁ ଫେରିଥିଲେ। ସରକାରୀ ନିୟମ ଅନୁଯାୟୀ ସେ ୧୪ ଦିନ…

ଆଜି ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରି ତେଲ; ଜାଣନ୍ତୁ ଏହା କିପରି ହୁଏ ପ୍ରସ୍ତୁତ

ପୁରୀ: ଅଣସରରେ ତିନି ଠାକୁର। ୧୦୮ ଗରା ପାଣିରେ ଗାଧୋଇ ପଡିଛନ୍ତି ଜ୍ୱରରେ। ଏହି ଜ୍ୱରର ଉପଚାର ପାଇଁ ଆବଶ୍ୟକ ହୋଇଥାଏ “ଫୁଲୁରି ତେଲ’ ଓ “ଦଶମୂଳ ମୋଦକ’ । ଆଜି ଏହି ଫୁଲିରି ତେଲ ଶ୍ରୀ ବିଗ୍ରହଙ୍କ ପାଦରେ ଘସାଯିବ । ଏହାଦ୍ୱାରା ମହାପ୍ରଭୁଙ୍କୁ ଜ୍ୱର ଛାଡି ଯାଏ ବୋଲି କୁହାଯାଏ । ଆଷାଢ଼ କୃଷ୍ଣ…

ଚିକିତ୍ସା ପାଇଁ ପଦ୍ମଶ୍ରୀ କମଳା ପୂଜାରୀ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର

ଜୟପୁର: ପଦ୍ମଶ୍ରୀ କମଳା ପୂଜାରୀଙ୍କଠାରେ କିଡନୀ ଜନିତ ସମସ୍ୟା ଦେଖା ଦେବାରୁ ତାଙ୍କୁ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଦୁଇ ଦିନ ତଳେ ସେ ନିଶ୍ୱାସ ନେବା କଷ୍ଟ ଅନୁଭବ କରିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

ଲକଡାଉନରେ ସର୍ବାଧିକ ବିକ୍ରି ବିସ୍କୁଟର ରେକର୍ଡ ରଚିଲା ପାର୍ଲେ-ଜି !

ନୂଆଦିଲ୍ଲୀ: କରୋନା ପାଇଁ ସାରାଦେଶ ଲକଡାଉନ ହୋଇ ଗୃହବନ୍ଦୀ ଭାବେ ଜୀବନ ଯାପନ କରୁଥିଲା । ଏହି ଲକଡାଉନ ସମୟରେ କେଉଁ ବିସ୍କୁଟଗୁଡିକ ଦେଶବାସୀ ଅଧିକ ପସନ୍ଦ କରିଛନ୍ତି ଅନୁମାନ କରନ୍ତୁ। ତାହା ଆଉ କେହି ନୁହେଁ ବରଂ ଆମ ପିଲାଦିନର ସ୍ମୃତିକୁ ଜାବୁଡି ଧରିଥିବା 'ପାର୍ଲେ-ଜି' । ଏହି ଲକଡାଉନ ସମୟ…

ଆଜି ଶ୍ରୀଜୀଉଙ୍କୁ ଫୁଲୁରି ତେଲ ଲାଗି

ପୁରୀ : ସ୍ନାନ ପୂର୍ଣ୍ଣମୀରେ ସ୍ନାନ ବେଦୀରେ ଚତୁର୍ଦ୍ଧା ମୂର୍ତ୍ତି ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ଏବେ ଜ୍ୱରରେ ପୀଡିତ । ତେଣୁ ଆଜି ସେମାନଙ୍କଠାରେ ଫୁଲୁରୀ ତେଲ ଲାଗି ହେବ । ଏଥି ପାଇଁ ବିଭିନ୍ନ ପ୍ରକାର ଜଡିବୁଟିରୁ ପ୍ରସ୍ତୁତ ହେଇଥାଏ ଏହି ତେଲ । କୁହାଯାଏ ଜ୍ୱରରେ ପୀଡିତ…

ସଟ୍‌ଡାଉନ ବୃଦ୍ଧି ନେଇ ଗୁଜବକୁ ଖଣ୍ଡନ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟର ୧୧ଟି ଜିଲ୍ଲାରେ ଶନିବାର ଓ ରବିବାର ବ୍ୟତୀତ ସଟ୍‌ଡାଉନ୍ ବୃଦ୍ଧି କରାଯିବା ନେଇ ସରକାରଙ୍କ କୌଣସି ଯୋଜନା ନାହିଁ ବୋଲି ଏକ ସ୍ପଷ୍ଟିକରଣ ଦେଇ କହିଛନ୍ତି ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିଶନର୍ (ଏସଆରସି) ପ୍ରଦୀପ୍ତ ଜେନା । ଅନ୍ୟଦିନ ସଟ୍‌ଡାଉନ୍ ବୃଦ୍ଧି ହେବା ନେଇ…

ତିନିରଥରେ ରୂପକାର ସେବକଙ୍କ ରାହୁଚାପ, ଚାନ୍ଦିଲତା ଖୋଦେଇ; ରଙ୍ଗୀନ୍ ହେଉଛି ନାଟଗୋଜ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ଶ୍ରୀବଳଭଦ୍ର ଓ ସୁନାଭଉଣୀ ଦେବୀ ସୁଭଦ୍ରାଙ୍କ ସହ ଅଣସର ବେଦୀରେ ଅଣସର ନୀତିରେ ରହିଛନ୍ତି । ଆଗକୁ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ବୁଲିଯିବେ ତିନି ଭାଇଭଉଣୀ । ଏହାକୁ ଦୃଷ୍ଟିରେ ରଖି ରଥଖଳାରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରଥ ନିର୍ମାଣ । କରୋନା…