Latest Odisha News

BREAKING NEWS

Browsing Category

ଫିଚର

ଦକ୍ଷିଣ କୋରିଆ ଆମର ଶତ୍ରୁ ଦେଶ : ଉତର କୋରିଆ

ସିଓଲ: ଦକ୍ଷିଣ କୋରିଆ ଆମର ଶତ୍ରୁ ଦେଶ । ଏହା ସହିତ ସମସ୍ତ ପ୍ରକାର ସମ୍ପର୍କ ଚ୍ଛିନ୍ନ କରୁଛି ବୋଲି ମଙ୍ଗଳବାର ଉତରକୋରିଆ ସରକାରଙ୍କ ପକ୍ଷରୁ କୁହାଯାଇଛି । ଏପରି କି ଦକ୍ଷିଣ କୋରିଆ ସହ ସମସ୍ତ ହଟଲାଇନ କମ୍ୟୁନିକେଶନ ମଧ୍ୟ ବନ୍ଦ କରାଯାଇଛି । ଦକ୍ଷିଣ କୋରିଆ ପକ୍ଷରୁ ଉତର କୋରିଆ ଅଫିସରଙ୍କୁ…

ବିଶିଷ୍ଟ ଓଡିଆ ନ୍ୟୁରୋସର୍ଜନ ସନାତନ ରଥଙ୍କ ଦେହାନ୍ତ

କଟକ: ଦୀର୍ଘ ଦିନର ଅସୁସ୍ଥତା ପରେ ବିଶିଷ୍ଟ ଓଡିଆ ନ୍ୟୁରୋସର୍ଜନ ପ୍ରଫେସର ସନାତନ ରଥ ମଙ୍ଗଳବାର ଦିନ କଟକସ୍ଥିତ କନିକା ଠାକୁର ନିକଟସ୍ଥ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲେ। ସୂଚନାଯୋଗ୍ୟ, ୧୯୩୪ ମସିହା ଜୁନ୍ ୨୫…

ଦିନ କେଇଟା ପରେ ହୋଇଥାଆନ୍ତା ବାହାଘର; କରୋନା ନେଇଗଲା ଜୀବନ !

ବାରିପଦା: କରୋନା ଆକ୍ରାନ୍ତ ଯୋଗୁଁ ମୟୂରଭଞ୍ଜ ଜିଲ୍ଲାର ଜଣେ ଓଡ଼ିଆ ପ୍ରବାସୀଙ୍କର ହରିୟାଣାରେ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଡିହିରକୁଲା ଗ୍ରାମର ସୁଶାନ୍ତ । ଅଧିକ ପଢନ୍ତୁ - ଓଡିଶାରେ ଆଉ ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ୍ ସଂଖ୍ୟା ୩…

ଓଡିଶାର ୧୨ ଅଗ୍ନିଶମ କର୍ମଚାରୀ କରୋନା ପଜିଟିଭ, ସୂଚନା ଦେଲେ ଡିଜି

ଭୁବନେଶ୍ୱର: ରାଜ୍ୟରେ କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଅଗ୍ନିଶମ ବିଭାଗର ୧୨ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଯେଉଁମାନେକି ନିକଟ ଅତୀତରେ ବାତ୍ୟା ଅମ୍ଫାନ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ପଶ୍ଚିମବଙ୍ଗକୁ ପୁନଃରୁଦ୍ଧାର ଲାଗି ଯାଇଥିଲେ । ଏନେଇ ମଙ୍ଗଳବାର…

ଓଡିଶାରେ ଆଉ ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ୍ ସଂଖ୍ୟା ୩ ହଜାର ଟପିଲା

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୧୪୬ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୧୪୦ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୭ହଜାର ଟପିଲା, ୨୪ ଘଣ୍ଟାରେ ୯୯୮୭ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ମଙ୍ଗଳବାର ଦିନ ୨,୬୬,୫୯୮ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ କରୋନା ସଂକ୍ରମଣର ପ୍ରାୟ ୧,୨୯,୯୧୭ ସକ୍ରୀୟ ମାମଲା ରହିଥିବା ବେଳେ ପାଖାପାଖି…

ଜନ୍ମଦିନ ଅବସରରେ ଜାଣନ୍ତୁ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ସମ୍ପର୍କରେ

ଭୁବନେଶ୍ୱର: ଚର୍ଚ୍ଚିତ ରାଜନେତ୍ରୀ ଓ ଲେଖିକା ତଥା  ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେଉଛନ୍ତି ନନ୍ଦିନୀ ଶତପଥୀ। ଜନ୍ମଦିନ ଅବସର ଜାଣନ୍ତୁ ତାଙ୍କ ଅକୁହା ଜୀବନ ସଂଗ୍ରାମର କାହାଣୀ... ୧୯୩୧ ମସିହା ଜୁନ୍ ୯ ତାରିଖରେ କଟକର ପିଠାପୁରଠାରେ ବିଖ୍ୟାତ ଲେଖକ କାଳିନ୍ଦୀଚରଣ…

ଆଉଜଣେ ଡାକ୍ତର, ନର୍ସ କରୋନା ପଜିଟିଭ୍ ଚିହ୍ନଟ !

ନୟାଗଡ଼: ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଡାକ୍ତର ଓ ନର୍ସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଉଭୟ ଡାକ୍ତର ଓ ନର୍ସ ଚିକିତ୍ସାଳୟରେ ସର୍ଜରୀ ୱାର୍ଡ଼ରେ କାର୍ଯ୍ୟ କରୁଥିଲେ । ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡ଼ିଏମଓ) ସୁଧାଂଶୁ ଷଡ଼ଙ୍ଗୀଙ୍କ ସୂଚନାନୁଯାୟୀ, ସର୍ଜରୀ…

କଟକରେ ୪୯ ଜଣ ଏନଡ଼ିଆରଏଫ ଯବାନଙ୍କ ସମେତ ୫୨ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ

କଟକ: କଟକ ମୁଣ୍ଡୁଳି ସ୍ଥିତ ଏନଡ଼ିଆରଏଫ କ୍ୟାମ୍ପର ୪୯ ଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି।  ୩ ଦିନ ତଳେ ଜଣଙ୍କର ରିପୋର୍ଟ ପଜିଟିଭ ଆସିଥିଲା । ଅମ୍ଫନ ବାତ୍ୟାରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ କୋଲକାତା ଯାଇଥିଲା ଏନଡ଼ିଆରଏଫ ଟିମ୍ । ଏହାସହ ମୁଣ୍ଡଳୀ ଏନଡ଼ିଆରଏଫ…

‘କରୋନା କ୍ରିଏଟିଭିଟି’ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଜୁନ ୧୫ ସୁଦ୍ଧା ପଠାନ୍ତୁ ନିଜ କଳା ପ୍ରତିଭାର ଭିଡିଓ

ଭୁବନେଶ୍ୱର : ପ୍ରତିଯୋଗୀମାନଙ୍କ ବିପୁଳ ଉତ୍ସାହ ଓ ଅନୁରୋଧକୁ ଦୃଷ୍ଟିରେ ରଖି odishasambad.in ଏବଂ odishabytes.com ନିବେଦିତ ‘କରୋନା କ୍ରିଏଟିଭିଟି’ ପାଇଁ ଭିଡିଓ ପଠାଇବାର ଶେଷ ତାରିଖ ଜୁନ ୮ ପରିବର୍ତ୍ତେ ଜୁନ ୧୫ ତାରିଖ କରାଯାଇଛି । ଆପଣ ନିଜର କଳା ପ୍ରତିଭା ଦେଖାଇବାକୁ…