Latest Odisha News

BREAKING NEWS

Browsing Category

ଫିଚର

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କ ପରଲୋକ

ଭଦ୍ରକ: ପରଲୋକରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବତନ ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ । ଆଜି ସନ୍ଧ୍ୟା ସାଢେ ୮ଟାରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା । ବ୍ରେନଷ୍ଟ୍ରୋକ ଯୋଗୁଁ ଗତ କିଛି ଦିନ ହେଲା ତାଙ୍କର ଚିକିତ୍ସା…

ଜୁଲାଇ ୭ରୁ ଉତ୍କଳ ବିଶ୍ୱବିଦ୍ୟାଳୟର +୩ ଶେଷ ସେମିଷ୍ଟାର୍ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନରେ ରହିଥିବା ସମସ୍ତ ଡିଗ୍ରୀ କଲେଜର ଷଷ୍ଠ ତଥା ଶେଷ ସେମିଷ୍ଟାର୍ (ରେଗୁଲାର୍ ଓ ବ୍ୟାକ୍‌) ପରୀକ୍ଷା ଗୁଡ଼ିକ ଜୁଲାଇ ୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ସମସ୍ତ ପ୍ରାକ୍ଟିକାଲ୍ ପରୀକ୍ଷା ଗୁଡ଼ିକ ଜୁଲାଇ ୭ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ…

ଆରମ୍ଭ ହେବ ଏସ ସି ବି ସମ୍ପ୍ରସାରଣ କାର୍ଯ୍ୟ; ସୂଚନା ଦେଲେ ଜିଲ୍ଲାପାଳ

କଟକ: କଟକ: କଟକ ଜିଲ୍ଲାରେ କୋଭିଡ୍ ମୁକାବିଲା ଲାଗି ଦୀର୍ଘ ଦିନ ଧରି ସ୍ଥଗିତ ରହିଥିଲା ଏସସିବି ମେଡ଼ିକାଲ ସମ୍ପ୍ରସାରଣ କାର୍ଯ୍ୟ । ତେବେ ଜିଲ୍ଲାରେ ସ୍ଥଗିତ ଥିବା ଏସ ସି ବି ମେଡିକାଲ ସମ୍ପ୍ରସାରଣ ଓ ତାଳଦଣ୍ଡା କେନାଲ ପାର୍ଶ୍ଵ ରାସ୍ତା ଗୁଡ଼ିକୁ ଅବରୋଧ ମୁକ୍ତ କରି ୩ ଲାଇନ (ଉଭୟ ପାର୍ଶ୍ୱ)…

ସ୍ଥଗିତ ରହିଲା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର +୩ ଶେଷ ସେମିଷ୍ଟାର୍‌ ପରୀକ୍ଷା

ଭୁବନେଶ୍ୱର: ଛାତ୍ରୀ ମାନଙ୍କର ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର +୩ ଶେଷ ସେମିଷ୍ଟାର୍‌ ପରୀକ୍ଷାକୁ କର୍ତ୍ତୃପକ୍ଷ ସୋମବାର ଦିନ ଆସନ୍ତା ୧୫ ଦିନ ଲାଗି ସ୍ଥଗିତ ରଖିଛନ୍ତି । ପୂର୍ବରୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜୁନ୍ ୨୫ ତାରିଖରେ ପରୀକ୍ଷା ଧାର୍ଯ୍ୟ ହେବା ନେଇ…

ଭୁବନେଶ୍ୱରର ଆଉ ୨ଟି ରୁଟରେ ଚାଲିବ ‘ମୋ ବସ୍’

ଭୁବନେଶ୍ୱର: ଆସନ୍ତା ମଙ୍ଗଳବାର ଠାରୁ ଭୁବନେଶ୍ୱରର ୨୪ ଏବଂ ୨୮ ରୁଟରେ ‘ମୋ ବସ୍’ ସେବା ଆରମ୍ଭ ହେବ। କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ସୋମବାର ଟ୍ବିଟ କରି କୁହାଯାଇଛି, “ଯାତ୍ରୀମାନଙ୍କ ସୁବିଧା ପାଇଁ, ମଙ୍ଗଳବାରଠାରୁ ଆମେ ମୋବସ୍ ରୁଟ୍ ୨୪ ଏବଂ ରୁଟ୍…

କେଜ୍ରିୱାଲଙ୍କ ନିଷ୍ପତିକୁ ବଦଳାଇଲେ ଉପ ରାଜ୍ୟପାଳ: ଦିଲ୍ଲୀରେ ସମସ୍ତେ ଚିକିତ୍ସିତ ହୋଇପାରିବେ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଏକତରଫା ନିଷ୍ପତିକୁ ସୋମବାର ଉପରାଜ୍ୟପାଳ ଅନୀଲ ବୈଜଲ ବଦଳାଇ ଦେଇଛନ୍ତି । ଯେ କୌଣସି ରାଜ୍ୟର ଲୋକେ ଦିଲ୍ଲୀରେ ଚିକିତ୍ସିତ ହୋଇପାରିବେ । ଦିଲ୍ଲୀ ସମସ୍ତଙ୍କର ବୋଲି ସେ କହିଛନ୍ତି । କେଜ୍ରିୱାଲ କେବଳ ଦିଲ୍ଲୀବାସୀ ଦିଲ୍ଲୀ…

ସାଂସଦ ଅପରାଜିତା ଷଡଙ୍ଗୀ ବାରମ୍ବାର ଲକ୍‌ଡାଉନ ନିୟମ ଉଲ୍ଲଂଘନ କରୁଛନ୍ତି : ବିଜେଡି

ଭୁବନେଶ୍ୱର: ପଳାଶୁଣି ଫ୍ଲାଏଓଭର ଭୂମି ପୂଜନ ବେଳେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଓ ତାଙ୍କ ସମର୍ଥକ ସାମାଜିକ ଦୂରତ୍ୱ ନିୟମକୁ ପୁଣି ଥରେ ଉଲ୍ଲଂଘନ କରିଥିବା ଅଭିଯୋଗ କରିଛି ବିଜେଡି । ସାଂସଦ ବାରମ୍ବାର ଲକ୍‌ଡାଉନ ନିୟମ ଉଲ୍ଲଂଘନ କରି ଖରାପ ଉଦାହରଣ ସୃଷ୍ଟି କରୁଥିବା କହିଛନ୍ତି ବିଜେଡି…

କୋଭିଡ କିଟ୍ କିଣା ଦୁର୍ନୀତି: ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ମାମଲା

ଭୁବନେଶ୍ୱର: ରାଜ୍ୟରେ କୋଭିଡ କିଟ୍ କିଣା ନେଇ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ସିବିଆଇ ତଦନ୍ତ ଦାବି କରି ଜନସ୍ୱାର୍ଥ ମାମଲା ହୋଇଛି। ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ଲାଗି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ନେସନାଲିଷ୍ଟ ଲୟର୍ସ ଫୋରମ…

୨୪ ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆସନ୍ତା ୧୧ ଓ ୧୨ ତାରିଖ ମଧ୍ୟରେ ମୌସୁମୀ ଓଡିଶା ଆସିବାର ସମ୍ଭାବନା ରହିଛି । ତେବେ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଂଟାରେ ଲଘୁଚାପରେ ପରିଣତ ହୋଇପାରେ । ଏହାର ପ୍ରଭାବରେ ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବା ସମ୍ଭବନା ରହିଛି । ଏନେଇ…

ପୂର୍ବ ଭାରତର ବକାଶ ବିନା ଭାରତର ବିକାଶ ଅସମ୍ଭବ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଏକ ନୂଆ ଆତ୍ମବିଶ୍ବାସ ନେଇ ଭାରତ ଆଗକୁ ବଢୁଛି । ପୂର୍ବ ଭାରତର ବିକାଶ ବିନା ଭାରତର ବିକାଶ ଅସମ୍ଭବ । ପୂର୍ବ ଭାରତକୁ ବିକଶିତ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ସଂକଳ୍ପବଦ୍ଧ । ଆଜି ଆୟୋଜିତ ହୋଇଥିବା ବିଜେପିର ଓଡ଼ିଶା ଜନ ସମ୍ବାଦ ରାଲିକୁ ସମ୍ବୋଧନ କରି କେନ୍ଦ୍ର ପେଟ୍ରୋଲିୟମ ଓ…