Latest Odisha News

BREAKING NEWS

Browsing Category

ଫିଚର

ଯୁଗେ ଯୁଗେ ମହାପ୍ରଭୁ ଓ ଶ୍ରୀମନ୍ଦିର…

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ବିଶାଳ ଜଗତର ସୃଷ୍ଟିକର୍ତ୍ତା ପରମେଶ୍ୱର ଶ୍ରୀଜଗନ୍ନାଥ ଦାରୁବିଗ୍ରହ ଧାରଣ କରି ଜୀବଗଣଙ୍କର ପରମକଲ୍ୟାଣ ସାଧନ ନିମନ୍ତେ ପୁରୁଷୋତ୍ତମ କ୍ଷେତ୍ରରେ ନିତ୍ୟ ବିଦ୍ୟମାନ । ସେ ହିଁ…

ଆଜି ସକାଳ ୧୦ଟାରୁ ଆରମ୍ଭ ହେବ +୨ ଅଫଲାଇନ ଖାତା ଦେଖା

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ଅଫଲାଇନ ମ୍ୟାଟ୍ରିକ ଖାତା ଦେଖା । ୬୬ କେନ୍ଦ୍ରରେ ୧୧ ହଜାରରୁ ଉର୍ଦ୍ଧ୍ବ ଶିକ୍ଷକ ଏହି ଖାତା ଦେଖିବା ପକ୍ରିୟାରେ ସାମିଲ ହେବେ । ପ୍ରଥମ ପର୍ଯ୍ୟାୟ ୧୭ ଟି କେନ୍ଦ୍ରରେ ଖାତା ଦେଖା ହେବ । କୋଭିଡ ଗାଇଡ଼ଲାଇନ ସହ ଆଜି ସକାଳ ୧୦ ଟାରୁ ସନ୍ଧ୍ୟା ୫ ଟା…

କାମାକ୍ଷାନଗରରେ ଖସିଲା ବିମାନ: ୨ ମୃତ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲାରେ ଏକ ପାଇଲଟ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା। ସୂଚନାନୁସାରେ, ସୋମବାର ଦିନ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଗ୍ରାମ ବିରାଶାଳ ଏୟାରଷ୍ଟ୍ରିପ ଠାରେ ଟ୍ରେନିଂ ଚାଲିଥିବା ବେଳେ ଏକ ବିମାନ ଖସି ପଡ଼ିଥିଲା ।…

ଆଜି ଓଡିଶାରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଭର୍ଚୁଆଲ ରାଲି

ଭୁବନେଶ୍ୱର: ଲକଡାଉନ୍ କଟକଣା ସହ ସାଧାରଣ ସଭା ତଥା ସମାବେଶର ବିକଳ୍ପ ଭାବରେ ବିଜେପି ଡିଜିଟାଲ୍ ମାଧ୍ୟମକୁ ଚୟନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵିତୀୟ ପାଳିର ପ୍ରଥମ ବର୍ଷ ପୁର୍ତ୍ତି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଅପରାହ୍ନ ୩.୩୦ ସମୟରେ ଡିଜିଟାଲ୍…

ଦୀର୍ଘ ଅଢେଇ ମାସ ପରେ ରାଜ୍ୟ ଭିତରେ ଗଡ଼ିଲା ଟ୍ରେନ

ଭୁବନେଶ୍ୱର: ପ୍ରାୟ ଅଢେଇ ମାସ ପରେ ଆଜିଠାରୁ ରାଜ୍ୟ ଭିତରେ ଗଡ଼ିଛି ଟ୍ରେନ । ସୋମବାର ସକାଳ ୫ ଟା ୧୦ ସମୟରେ ପ୍ରଥମ ଟ୍ରେନ ରାଉରକେଲାରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ପୂର୍ବତଟ ରେଳତଟ ପକ୍ଷରୁ ରାଜ୍ୟ ଭିତରେ ୬ଟି ସ୍ପେଶାଲ ଟ୍ରେନ୍ ଗଡ଼ିବ ବୋଲି ସୂଚନା ମିଳିଛି।…

ସଙ୍ଗରୋଧ କେନ୍ଦ୍ରରୁ ଯୁବତୀଙ୍କ ଚେତାବନୀ; “ମତେ ନ୍ୟାୟ ନମିଳିଲେ ମୁଁ ଆତ୍ମହତ୍ୟା କରିବି'”

ସୁବର୍ଣ୍ଣପୁର: "ମୋତେ ନ୍ୟାୟ ନମିଳିଲେ ମୁଁ ଅତ୍ମହତ୍ୟା କରିବି" ଏଭଳି ଚେତାବନୀ ଦେଇଛନ୍ତି ସଙ୍ଗରୋଧ କେନ୍ଦ୍ରର ଜଣେ ଯୁବତୀ । ଏମିତି ଏକ ସଂଙ୍ଗିନ ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ଧାରିବାଞି ସଙ୍ଗରୋଧ କେନ୍ଦ୍ରରୁ । ଯୁବତୀଙ୍କର ଏହି ଭିଡ଼ିଓ…

ଜିଓ ପ୍ଲାଟ୍‌ଫର୍ମସ୍‌ରେ ୫୬୮୩.୫୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ ଆବୁଧାବି ଇନଭେଷ୍ଟମେଂଟ୍ ଅଥରିଟି (ଆଦିଆ)

ଭୁବନେଶ୍ୱର / ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌) ଓ ଭାରତର ଅଗ୍ରଣୀ ଡିଜିଟାଲ୍ ସେବା ପ୍ଲାଟଫର୍ମ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍‌) ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଆବୁଧାବି ଇନଭେଷ୍ଟମେଂଟ୍ ଅଥରିଟି (ଆଦିଆ)ର ଏକ ସମ୍ପୂର୍ଣ୍ଣ…

ସୋମବାର ଖୋଲିବନି ମନ୍ଦିର, ଜୁନ ୩୦ ଯାଏଁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି

ଭୁବନେଶ୍ୱର: ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ ବା ଏଏସଆଇ ପକ୍ଷରୁ ରାଜ୍ୟର ୪୬ ଟି ମନ୍ଦିର ଖୋଲିବା ନେଇ ଯେଉଁ ବିଜ୍ଞପ୍ତି ଜାରି ହୋଇଥିଲା ସେ ନେଇ ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର । ଜୁନ ୩୦ ଯାଏଁ ବନ୍ଦ ରହିବ ରାଜ୍ୟର ସମସ୍ତ ମନ୍ଦିର । ପୂର୍ବ ଭଳି ସମସ୍ତ କଟକଣା ଜାରି ରହିବ ବୋଲି…

ସୋମବାରଠୁ ୬୬ଟି ରୁଟରେ ଗଡିବ ଓଏସ୍‌ଆର୍‌ଟିସି ବସ୍‌

ଭୁବନେଶ୍ୱର: ସୋମବାର ଠାରୁ ଓଏସ୍‌ଆର୍‌ଟିସିର ବସ୍ ଚଳାଚଳ କରିବ । ପ୍ରଥମ ପର୍ଯ୍ୟାୟରେ ୬୬ ଟି ରୁଟରେ ୯୬ଟି ବସ୍ ଗଡିବ । ୯୬ଟି ବସ୍ ରାଜ୍ୟର ୨୨ ଟି ସହରରୁ ରାଜଧାନୀ ଭୁବନେଶ୍ଵରକୁ ଯୋଡିବ । ଏନେଇ ରାଜ୍ୟ ସଡକ ପରିବହନ ନିଗମ ସିଏମ୍‌ଡି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି। ବସରେ ଯାତ୍ରା…

କାଲିଠୁ ଗଡ଼ିବ ୬ଟି ସ୍ପେଶାଲ୍ ଟ୍ରେନ୍

ଭୁବନେଶ୍ୱର: ଆସନ୍ତାକାଲିଠୁ ରାଜ୍ୟ ଭିତରେ ୬ଟି ସ୍ପେଶାଲ ଟ୍ରେନ୍ ଗଡ଼ିବ । ଭୁବନେଶ୍ୱରରୁ ବଲାଙ୍ଗିର, ଭଦ୍ରକ, ବ୍ରହ୍ମପୁର, କୋରାପୁଟ ଓ ରାଉରକେଲାକୁ ଏବଂ ସମ୍ବଲପୁରରୁ ଖୋର୍ଦ୍ଧା ରୋଡ୍ ଷ୍ଟେସନ୍ ମଧ୍ୟରେ ଏହି ୬ଟି ସ୍ୱତନ୍ତ୍ର ଟ୍ରେନ୍ ଚାଲିବ। ଭୁବନେଶ୍ୱର-କୋରାପୁଟ ସ୍ପେଶାଲ ଟ୍ରେନ୍‌ଟି…