Latest Odisha News

BREAKING NEWS

Browsing Category

ଫିଚର

ପରୀକ୍ଷା ବାତିଲ ଦାବିରେ ରମାଦେବୀ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଭୁବନେଶ୍ୱର: ପରୀକ୍ଷା ବାତିଲ ଦାବିରେ ରମାଦେବୀ ବିଶ୍ୱବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ବିକ୍ଷୋଭ । ରମାଦେବୀ ବିଶ୍ୱବିଦ୍ୟାଳୟ ଆଗରେ ଛାତ୍ରୀମାନେ ଧାରଣା ଦେଇଛନ୍ତି । ଉଚ୍ଚଶିକ୍ଷା ବିଭାଗର ପରୀକ୍ଷା ରାଜ୍ୟର ସମସ୍ତ କଲେଜରେ ଯେଉଁ ଦିନ ଅନୁଷ୍ଠିତ ହେବ ରମାଦେବୀ…

ଦଶପଲ୍ଲାରୁ ବାଘ ଓ ହରିଣ ଛାଲ ଜବତ, ୨ ଗିରଫ

ନୟାଗଡ: ଏସ୍‌ଟିଏଫ୍ ହାତରେ ଧରାପଡିଛନ୍ତି ୨ ବାଘ ଓ ହରିଣ ଛାଲ ବେପାରୀ । ନୟାଗଡ ଜିଲ୍ଲା ଦଶପଲ୍ଲା ଅଂଚଳରୁ ୨ଟି କଲରା ପତରିଆ ବାଛ ଛାଲ ଓ ହରିଣ ଛାଲ ଜବତ କରାଯାଇଛି । ଏହି ଘଟଣାରେ ଏସ୍‌ଟିଏଫ୍ ଦୁଇ ଜଣଙ୍କୁ ଗିରଫ କରିଛି । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ ଗିରିପୁଜା ଜଙ୍ଗଲରେ…

ସ୍ନାନଯାତ୍ରାରେ ସେବାୟତ ମାସ୍କ ନପିନ୍ଧିବା ନେଇ ହାଇକୋର୍ଟରେ ମାମଲା

କଟକ: ସ୍ନାନଯାତ୍ରାରେ ସେବାୟତ ମାସ୍କ ନପିନ୍ଧିବା ନେଇ ହାଇକୋର୍ଟରେ ମାମଲା ହୋଇଛି । ଆଇନଜୀବୀ ଦିଲ୍ଲୀପ ରାୟ ଏନେଇ ଏକ ହାଇକୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି । ମୁଖ୍ୟଶାସନ ସଚିବ, ମନ୍ଦିର ପ୍ରଶାସନଙ୍କ ସମେତ ୪ ଜଣଙ୍କୁ ମାମଲାରେ ପକ୍ଷଭୁକ୍ତ କରାଯାଇଛି । ସ୍ନାନଯାତ୍ରା ବେଳ କୌଣସି…

ଦୁର୍ବଳ ହେଉଛନ୍ତି ପଙ୍ଗପାଳ, ଗତିବିଧି ଉପରେ କରାଯାଉଛି ମନିଟରିଂ

ଭୁବନେଶ୍ୱର: ଦୁର୍ବଳ ହେଉଛି ପଙ୍ଗପାଳର ଗତି । ଓଡିଶା ଆସିବେ କି ନାହିଁ ତାହା ଆସନ୍ତା ୪ରୁ ୫ ଦିନ ଭିତରେ ଜଣାପଡିବ । ପଙ୍ଗପାଳ ଦଳର ଗତିବିଧି ଉପରେ ମନିଟରିଂ କରାଯାଉଥିବା ନେଇ କହିଛନ୍ତି କୃଷି ନିର୍ଦ୍ଦେଶକ ଏମ ମୁଥୁ କୁମାର । ବର୍ତ୍ତମାନ ମଧ୍ୟପ୍ରଦେଶର ସାଦେନା ଓ ପଂହା ଜିଲ୍ଲାରେ…

ବିଜେପି ନେତା ସମ୍ବିତ ପାତ୍ରଙ୍କ କରୋନା ଟେଷ୍ଟ ନେଗେଟିଭ

ଭୁବନେଶ୍ୱର: ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କର କରୋନା ଟେଷ୍ଟ ରିପୋର୍ଟ ରବିବାର ଦିନ ନେଗେଟିଭ ବାହାରିବା ପରେ ସେ ଗୁରୁଗାଓଁ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ଗତ ମେ ୨୮ ତାରିଖରେ ତାଙ୍କ ଶରୀରରେ କୋଭିଡ-୧୯ ଲକ୍ଷଣ ଦେଖାଯିବା ପରେ ଶ୍ରୀ ପାତ୍ରଙ୍କୁ ଚିକିତ୍ସା ନିମନ୍ତେ…

ନ୍ୟୁଜିଲାଣ୍ଡ ହେଲା କରୋନା ମୁକ୍ତ ଦେଶ

ୱେଲିଂଟନ:କରୋନା ମହାମାରୀ ଲଢ଼େଇରେ ବିଜୟ ହାସଲ କରିଛି ନ୍ୟୁଜିଲାଣ୍ଡ । ସୋମବାର ଶେଷ ରୋଗୀ ସୁସ୍ଥ ହୋଇଥିଲା । ଆଉ ଏକ ସପ୍ତାହ ଅପେକ୍ଷା କରିବା ପରେ ନ୍ୟୁଜିଲାଣ୍ଡକୁ ସମ୍ପୂର୍ଣ୍ଣ କରୋନା ମୁକ୍ତ ଦେଶ ଭାବେ ଘୋଷଣା କରାଯିବ ବୋଲି ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡେନ ଘୋଷଣା କରିଛନ୍ତି । ବିଭିନ୍ନ…

ସୁନ୍ଦରଗଡରେ ୧୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ସୂଚନା ଦେଲେ ପ୍ରଶାସନ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ସୋମବାର ଦିନ ୧୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ପ୍ରଶାସନ।…

ଓଡିଶାରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ୧୮ ଜିଲ୍ଲାରୁ ୧୩୮ ରୋଗୀ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୧୩୮ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯୯୪ ଛୁଇଁଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ।…

ସଂକ୍ରମଣରେ ଚାଇନାକୁ କାଟିଲା ମହାରାଷ୍ଟ୍ର; ଦେଶରେ ୭ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ବିଜୁଳି ବେଗରେ ମାଡି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଅନ୍ୟ ସଂକ୍ରମିତ ଦେଶ ଗୁଡିକୁ ପଛରେ ଛାଡି ଆଗକୁ ଆଗକୁ ବଢି ଚାଲିଛି ଭାରତ । ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ ସଂକ୍ରମଣରେ ଚାଇନାକୁ ଟପିଛି ଭାରତର ଗୋଟିଏ ରାଜ୍ୟ ମହାରାଷ୍ଟ୍ର। ଚାଇନାରେ କରୋନା ସଂକ୍ରମିତଙ୍କ…

ସେନାକୁ ବଡ଼ ସଫଳତା: ୨୪ ଘଣ୍ଟାରେ ୯ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀରରରେ ଭାରତୀୟ ସେନାକୁ ମିଳିଛି ବଡ଼ ସଫଳତା । ଜମ୍ମୁ-କାଶ୍ମୀରର ଶୋପିଆନ୍ ଜିଲ୍ଲାରେ ସୁରକ୍ଷା ବାହିନୀ ଦ୍ୱାରା ୯ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସୂଚନାନୁସାରେ, ସୋମବାର ସକାଳେ ଜମ୍ମୁ-କଶ୍ମୀରର ଶୋପିଆନ୍ ଜିଲ୍ଲାରେ ଥିବା ପିଞ୍ଜୋରା ଅଞ୍ଚଳରେ ସୁରକ୍ଷା ବାହିନୀ ସହ…