Latest Odisha News

BREAKING NEWS

Browsing Category

ଫିଚର

ଫ୍ରାନ୍ସ ସେନା ଗୁଳିରେ ଉତର ଆଫ୍ରିକାର ଅଲ କାଏଦା ମୁଖ୍ୟ ଅବଦେଲମାଲିକ ନିହତ

ପ୍ୟାରିସ: ଫ୍ରାନ୍ସ ଓ ମାଳି ସେନାଙ୍କ ମିଳିତ ଅପେରେଶନରେ ଉତରଆଫ୍ରିକାରେ ଅଲକାଏଦାର ମୁଖ୍ୟ ଅବଦେଲମାଲିକ ଡ୍ରୋକଡେଲ ମୃତ୍ୟୁବରଣ କରିଛି । ଆଲଜେରିଆର ପାହାଡ ଭିତରେ ଆତଙ୍କବାଦୀମାନେ ଲୁଚି ରହିଥିଲେ । ସେନାରେ ମିଳିତ ଆକ୍ରମଣରେ ଅନେକ ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି । ଏହା ଆମ ପାଇଁ ଏକ…

ଜେଲ ଭିତରେ ବ୍ରାଉନସୁଗାର କାରବାର

ଭୁବନେଶ୍ୱର: ଜେଲ୍ ଭିତରେ ଚାଲିଛି ବ୍ରାଉନସୁଗାର ବେପାର । ଲୁଚାଛପାରେ ନୁହେଁ ବରଂ ଚାଲିଛି ଖୁଲମଖୁଲା କାରବାର । ଏଭଳି ଅଭିଯୋଗ ଆସିଛି ଖୋର୍ଦ୍ଧା ଜେଲରୁ । ଫୋନରେ କାରବାର ଚାଲିଛି । ଆଉ ଏସବୁ କାରବାର ଚଳାଇଛନ୍ତି ବ୍ରାଉନସୁଗାର ମାଫିଆ । ଜେଲ୍ ଭିତରେ ପ୍ରତିଦିନ ଏଭଳି ବେଧଡକ୍ ଭାବେ ଧଳା…

ଶ୍ରୀମନ୍ଦିରରେ ପଟିଦିଅଁ…

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ଶ୍ରୀଜଗନ୍ନାଥ ଜଣେ ସାଧାରଣ ମଣିଷଟିଏ ପରି ବୈଶାଖ ଜ୍ୟେଷ୍ଠ ମାସର ଗ୍ରୀଷ୍ମ ପ୍ରବାହ ଭିତରେ ଅତିଷ୍ଠ ହୋଇ ପୂର୍ଣ୍ଣିମା ତିଥିରେ ସ୍ନାନ କରନ୍ତି । ଶହେ ଆଠ ଗରା ପାଣିରୁ ପଇଁତିରିଶ…

ବିଶ୍ୱାସ ହରାଉଛି ମନୁଷ୍ୟ: ଗର୍ଭଣୀ ହାତୀ ପରେ ଗାଈକୁ ଖାଦ୍ୟରେ ବିସ୍ଫୋଟକ ଖୁଆଇଲେ

ବିଳାସପୁର: ନିରୀହ ପଶୁଙ୍କ ଉପରେ ମନୁଷ୍ୟ ତାର ନୃଶଂସ ପଣିଆ ଦେଖାଇବୁ ଛାଡୁ ନାହିଁ । କେରଳର ଗର୍ଭଣୀ ହାତୀ ଘଟଣା ପରେ ଏବେ ହିମାଚଳପ୍ରଦେଶରେ ଏଭଳି ଏକ ଆମନବୀୟ କାର୍ଯ୍ୟ ଦେଖିବାକୁ ମିଳୁଛି । ରିପୋର୍ଟ ମୁତାବକ ଗାଈକୁ ଖାଦ୍ୟରେ ବିସ୍ଫୋଟକ ଖୁଆଇ ମାରିବା ପାଇଁ ଉଦ୍ୟମ କରାଯାଇଥିଲା । ଖାଦ୍ୟ…

ସଟଡାଉନ ବେଳେ ହୋମ ଡେଲିଭରି କରିବ ଓମ୍‌ଫେଡ

ଭୁବନେଶ୍ୱର: ଓଡ଼ିଶାର ୧୧ଟି ଜିଲ୍ଲାରେ ସପ୍ତାହକୁ ଦୁଇ ଦିନ ସଟଡାଉନ୍ ଘୋଷଣା କରାଯାଇଛି । ତେବେ ଏହି ସଟଡାଉନ୍ ସମୟରେ ଓମ୍‌ଫେଡ ସାମଗ୍ରୀର ହେବ ହୋମ ଡେଲିଭରି । ଆପଣଙ୍କ ଘରେ ଓମ୍‌ଫେଡ ସମଗ୍ରୀ ପହଂଚାଇବ । ତେବେ ଶନିବାର ଓ ରବିବାର ସଟ୍‌ଡାଉନ୍‌ ବେଳେ ଭୁବନେଶ୍ୱରରେ କେଉଁସବୁ ରିଟେଲର୍‌…

କଳିଙ୍ଗା ଘାଟିରେ ବସ୍‌-ଟ୍ରକ୍ ମଧ୍ୟରେ ଧକ୍କା, ୫ ଆହତ

ଗଞ୍ଜାମ:ଗଞ୍ଜାମ-କନ୍ଧମାଳ ସୀମାନ୍ତରେ ଥିବା କଳିଙ୍ଗା ଘାଟିରେ ପୁଣି ଏକ ବସ୍‌ ଓ ଏକ ଟ୍ରକ୍‌ ମଧ୍ୟରେ ଧକ୍କା ହୋଇଛି । ଦୁର୍ଘଟଣାରେ ପାଞ୍ଚ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଆହତଙ୍କୁ ଭଞ୍ଜନଗର ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଦୁର୍ଘଟଣାଗ୍ରସ୍ତ ବସଟିର ନାଁ ବଡ଼ପଣ୍ଡା ।…

ସକାଳେ ୧୭୩ ପଜିଟିଭ, ମଧ୍ୟାହ୍ଣରେ ୧୧୨ ସୁସ୍ଥ

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ବହୁ ସଂଖ୍ୟାରେ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି । ଶନିବାର ରାଜ୍ୟରେ ଆଉ ୧୧୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । 2 from Nayagarh and 1 from Mayurbhanj The total recovered cases of…

ବନ୍ଦ ହେବନି ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲ: ସମୀର ଦାଶ 

ଭୁବନେଶ୍ୱର: ବନ୍ଦ ହେବନି ୨୦ ଜଣରୁ କମ୍ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ସ୍କୁଲ  । ପୂର୍ବବର୍ଷ ଯେଉଁ ସ୍କୁଲରେ ସବୁ ଆଡ଼ମିଶନ ହୋଇଥିଲା, ଚଳିତବର୍ଷ ମଧ୍ୟ ସେସବୁ ସ୍କୁଲରେ ନାମଲେଖା ହେବ  । ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ  । ଜୁନ ୮ ତାରିଖରୁ ଜୁଲାଇ…

ବର୍ଣ୍ଣ ବୈଷମ୍ୟ ସଂଘର୍ଷ, ସାମାଜିକ ନ୍ୟାୟ ପାଇଁ ୭୫କୋଟି ଟଙ୍କା ଦେଲେ ମାଇକେଲ ଜୋର୍ଡାନ

ୱାଶିଂଟନ: ଆମେରିକାରେ ଜର୍ଜ ଫ୍ଲେଏଡଙ୍କ ହତ୍ୟା ପରେ ସାରା ଦେଶରେ ଅଶାନ୍ତି ବ୍ୟାପିଛି । ଏହି ଅବସରରେ ବର୍ଣ୍ଣ ବୈଷମ୍ୟ ସଂଘର୍ଷକୁ ରୋକିବା ଏବଂ ସାମଜିକ ନ୍ୟାୟ ପାଇଁ ବାସ୍କେଟବଲର ମହାନ ଖେଳାଳି ମାଇକେଲ ଜୋର୍ଡାନ ୭୫ କୋଟି ଟଙ୍କା ଦାନ କରିଛନ୍ତି । କୃଷ୍ଣକାୟ ବ୍ୟକ୍ତିଙ୍କ ଜୀବନ ମଧ୍ୟ…

ସଂକ୍ରମଣରେ ଇଟାଲୀକୁ ପଛରେ ପକାଇ ଷଷ୍ଠ ସ୍ଥାନରେ ଭାରତ

ନୂଆଦିଲ୍ଲୀ: କରୋନା ଭୂତାଣୁ ମହାମାରୀର ରୂପ ନେଇ ସାରା ଦେଶରେ ବ୍ୟାପିବାରେ ଲାଗିଛି । ବିଶ୍ୱର ସବୁଠାରୁ ଅଧିକ ସଂକ୍ରମିତ ୧୦ ଦେଶ ମଧ୍ୟରେ ଭାରତ ଦ୍ରୁତ ଗତିରେ ଆଗକୁ ବଢୁଛି । ଦୁଇ ଦିନ ତଳେ ବିଶ୍ୱର ସପ୍ତମ ସ୍ଥାନରେ ଥିବା ଭାରତ ଏବେ ଷଷ୍ଠ ସ୍ଥାନରେ ପହଁଚିଯାଇଛି । ସଂକ୍ରମଣରେ ଇଟାଲୀକୁ ପଛରେ…