Latest Odisha News

BREAKING NEWS

Browsing Category

ଫିଚର

ଜୁନ୍ ୧୦ରୁ ବନ୍ଦେ ଭାରତ ମିଶନ ତୃତୀୟ ପର୍ଯ୍ୟାୟ, ବୁକିଂ ଆରମ୍ଭରୁ ୱେବ ସାଇଟ କ୍ରାସ

ନୂଆଦିଲ୍ଲୀ : ଆସନ୍ତା ୧୦ ତାରିଖରୁ ଏୟାର ଇଣ୍ଡିଆ ପକ୍ଷରୁ ବନ୍ଦେ ଭାରତ ମିଶନର ୩ୟ ପର‌୍ୟ୍ୟାୟ ଆରମ୍ଭ ହେବ । ଏନେଇ ଘୋଷଣା ହୋଇଛି। ୩ୟ ପର‌୍ୟ୍ୟାୟରେ ଆମେରିକା ଓ ବ୍ରିଟେନରେ ଫସିରହିଥିବା ଭାରତୀୟ ନାଗରିକଙ୍କୁ ଆଣିବାକୁ ୩୦୦ଟି ଫ୍ଲାଇଟର ବ୍ୟବସ୍ଥା କରାଯାଇଛି । ଏହି ଫ୍ଲାଇଟରେ ବୁକିଂ…

କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲଙ୍କ ମା’ଙ୍କ ଦେହାନ୍ତ

ନୂଆଦିଲ୍ଲୀ: କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ମା’ ଚନ୍ଦ୍ରକାନ୍ତା ଗୋୟଲଙ୍କ ଆଜି ସକାଳେ ପରଲୋକ ହୋଇଛି। କେନ୍ଦ୍ରମନ୍ତ୍ରୀ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ।  ରେଳମନ୍ତ୍ରୀ ପୀୟୁଷ ଗୋୟଲ। ନିଜ ମା’ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଯାଇ ତାଙ୍କ ଫଟୋ ଟୁଇଟ କରିବା ସହ ଲେଖିଛନ୍ତି…

ଭୁୁବନେଶ୍ୱରରୁ ପୁଣି ୫ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରୁ ପୁଣି ଚିହ୍ନଟ ହେଲେ କରୋନା ପଜିଟିଭ । ଆଜି ସନ୍ଧ୍ୟାରେ ଆଉ ୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଏମାନଙ୍କ ମଧ୍ୟରୁ ୪ଜଣ କ୍ୱାରେଣ୍ଟାଇନରେ ରହିଥିବା ବେଳେ ଜଣେ ସ୍ଥାନୀୟ ବ୍ୟକ୍ତି ରହିଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ କରି ସୂଚନା ଦେଇଛି ।…

ଭାରତ-ଚୀନ ସୀମା ପରିସ୍ଥିତି: ଅବାସ୍ତବ ଖବର ନ’ଦେବାକୁ ଗଣମାଧ୍ୟମକୁ ପରାମର୍ଶ

ଭାରତ-ଚୀନ ସୀମାବର୍ତ୍ତୀ ଅଞ୍ଚଳରେ ସାମ୍ପ୍ରତିକ ପରିସ୍ଥିତିର ସମାଧାନ ପାଇଁ ପ୍ରତିଷ୍ଠିତ ସାମରିକ ଏବଂ କୂଟନୈତିକ ମାଧ୍ୟମ ଅନୁଯାୟୀ ଦୁଇ ଦେଶର ଅଧିକାରୀମାନେ ଆଲୋଚନା ଜାରି ରଖିଛନ୍ତି । ତେଣୁ, ଏହି ପର୍ଯ୍ୟାୟ କାଳରେ ସେ ସମ୍ପର୍କିତ କାର୍ଯ୍ୟକଳାପ ବିଷୟରେ କୌଣସି କାଳ୍ପନିକ ଏବଂ ଅବାସ୍ତବ…

ସତ-ମିଛ ପରଖନ୍ତୁ, ଗୁଜବ ଠାରୁ ଦୂରେଇ ରୁହନ୍ତୁ: ବାଗଚୀ

ଭୁବନେଶ୍ୱର: କରୋନାର ଅସଲ ଯୁଦ୍ଧ ଏବେ ବାକି ଅଛି । ସମସ୍ତ ପ୍ରକାର ଗୁଜବ ଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି । ଭିନ୍ନ ପର‌୍ୟ୍ୟାୟକୁ ଆଖିରେ ରଖି ପ୍ରଶାସନିକ ଅଦଳବଦଳ କରାଯାଇଛି । ଏ ସଂପର୍କରେ ଚାଲିଥିବା ଖବରକୁ ସହଜରେ ବିଶ୍ୱାସ କରନ୍ତୁ ନାହିଁ । ସତ-ମିଛ ପରଖନ୍ତୁ ବୋଲି ରାଜ୍ୟ…

ନଦୀକୁ ଡେଇଁ ଗର୍ଭଣୀ ହରିଣୀକୁ ବଂଚାଇଲେ ଭାରତୀୟ ସେନାର ଯବାନ

ଗୌହାଟୀ:ମାନବିକତାର ପ୍ରକୃତ ପରିଚୟ ଦେଇଛନ୍ତି ଭାରତୀୟ ସେନାର କେତେକ ଯବାନ । କେରଳର ହାତୀ ମୃତ୍ୟୁ ଘଟଣା ପରେ ମାନବିକତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଅରୁଣାଚଳ ପ୍ରଦେଶରେ ଏକ ଗର୍ଭବତୀ ହରିଣୀ ଜିଡିଙ୍ଗ ଖୋ ନଦୀରେ ଭାସି ଯାଉଥିଲା । ଏହା ଦେଖି ପାଖରେ ଡ୍ୟୁଟି କରୁଥିବା ଭାରତୀୟ…

ଓଡ଼ିଶା ପାଇଁ ଜୁନ୍ ମାସ ନିର୍ଣ୍ଣାୟକ: ବାଗଚୀ

ଭୁବନେଶ୍ୱର: ଓଡ଼ିଶା ପାଇଁ ଜୁନ୍ ମାସ ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ମାସ ନିର୍ଣ୍ଣାୟକ ମାସ ହେବ । ପ୍ରବାସୀଙ୍କ ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି କି ନାହିଁ ୧୫ ଦିନରେ ଜଣାପଡ଼ିବ । ଆଗକୁ ମୌସୁମୀ ମଧ୍ୟ ଆସୁଛି ।  ଦୀର୍ଘ ଦିନର ବିରତି ପରେ କରୋନା ସମ୍ପର୍କିତ ଏଭଳି ଅପ୍‌ଡେଟ୍ ଦେଇଛନ୍ତି ରାଜ୍ୟ…

ମାସ୍କ ବ୍ୟବହାର ନେଇ WHOର ନୂଆ ଗାଇଡଲାଇନ୍ ଜାରି

ନୂଆଦିଲ୍ଲୀ: ମାସ୍କର ବ୍ୟବହାର ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନୂଆ ଗାଇଡଲାଇନ ଜାରି କରିଛି । ଗାଇଡାଲାଇନ୍‌ରେ କୁହାଯାଇଛି ଯେ, ସଂକ୍ରମିତ ସ୍ଥାନରେ ରୋଗୀଙ୍କ ସହ ମେଡିକାଲର ସମସ୍ତ କର୍ମଚାରୀ ମେଡିକାଲ ମାସ୍କ ପିନ୍ଧିବା ଜରୁରୀ । ଏମିତିକି କୋଭିଡ-୧୯ ସଂକ୍ରମଣ ନଥିବା ୱାର୍ଡରେ ମଧ୍ୟ ଡାକ୍ତର,…

ଝଡ଼ବର୍ଷା ସମ୍ଭାବନା; ଜାଣନ୍ତୁ, କେଉଁ ସବୁ ଜିଲ୍ଲାକୁ ରହିଛି ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସତର୍କ ସୂଚନାନୁଯାୟୀ ଶନିବାର ସନ୍ଧ୍ୟା ୬ଟା ୪୫ ସୁଦ୍ଧା ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନ ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି । ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ରର ସଦ୍ୟତମ ସତର୍କ ସୂଚନାନୁଯାୟୀ ରାଜ୍ୟର…

ଏକତା କାପୁରଙ୍କ ଅସୁବିଧା ବଢ଼ିଲା: ବିହାର ପରେ ମଧ୍ୟପ୍ରଦେଶରେ ଏଫଆଇଆର

ଇନ୍ଦୋର: ୱେବସିରିଜ ଟ୍ରିପଲଏକ୍ସ-୨ରେ ସେନାକୁ ଅପମାନିତ କରିବା ନେଇ ଫିଲ୍ମମେକର୍ ଏକତା କାପୁର ଫସିଛନ୍ତି । ବିହାର ପରେ ମଧ୍ୟପ୍ରଦେଶରେ ତାଙ୍କ ନାମରେ ଅଭିଯୋଗ ଦାଖଲ କରାଯାଇଛି । ଟ୍ରିପିଲ୍ ଏକ୍ସ-୨ର ଅନୁପଯୁକ୍ତ ଓ ଅଶ୍ଳିଳ ବିଷୟବସ୍ତୁ ବିରୁଦ୍ଧରେ କିଛି ପୂର୍ବତନ ସେନା ଅଧିକାରୀ ଗୁରୁଗ୍ରାମର…