Latest Odisha News

BREAKING NEWS

Browsing Category

ଫିଚର

କରୋନା ରାଜନୀତିରେ ପ୍ରବାସୀ ଶ୍ରମିକ

ଚାଇନାର ଉହାନ ସହରରୁ ବାହାରି ଆଜି କରୋନା ସାରା ବିଶ୍ୱକୁ ବ୍ୟାପିଛି । ଏଯାବତ ୨୧୨ ଦେଶକୁ ଗ୍ରାସ କରି ଏକ ମହାବିପତ୍ତିର ରୂପ ଧାରଣ କରିଛି । ଭାରତ ମଧ୍ୟ ଏହି ମହାମାରୀ କବଳରୁ ବଞ୍ଚିପାରି ନାହିଁ । ସଂକ୍ରମଣ ରୋକିବାକୁ ଯାଇ ସରକାରଙ୍କ ଲକ୍‌ଡ଼ାଉନ ଫର୍ମୁଲା ଆଜି ଅର୍ଥନୀତି ପାଇଁ ବୁମେରାଂ…

ବାତ୍ୟା ‘ଅମ୍ଫାନ’: କ୍ଷୟକ୍ଷତି ଆକଳନ ଲାଗି ଓଡ଼ିଶାରେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ବାତ୍ୟା ଅମ୍ଫାନ୍ ଯୋଗୁଁ ରାଜ୍ୟରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ଗୁରୁବାର ଦିନ ଏକ ସାତ ଜଣିଆ କେନ୍ଦ୍ରୀୟ ଦଳ ଓଡିଶାରେ ପହଞ୍ଚିଛନ୍ତି। ଏହି ଟିମ୍ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ପ୍ରକାଶଙ୍କ ନେତୃତ୍ୱରେ ରହିଛନ୍ତି। ସେମାନଙ୍କ ଗସ୍ତ ସୂଚୀ ଅନୁଯାୟୀ,…

ସ୍ନାନ ଯାତ୍ରା ପାଇଁ ବଳଦେବ ଜୀଉ ମନ୍ଦିରରେ ୧୪୪ ଧାରା

କେନ୍ଦ୍ରାପଡା: ସ୍ନାନ ଯାତ୍ରା ପାଇଁ ଗୁରୁବାର ମଧ୍ୟରାତ୍ରିରୁ କେନ୍ଦ୍ରାପଡା ବଳଦେବ ଜୀଉ ମନ୍ଦିରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଧାରା ୧୪୪ ଜାରି କରାଯାଉଛି। ଉପଜିଲ୍ଲାପାଳ ଦେଇଥିବା ସୁଚନା ଅନୁସାରେ, ଆଜି ମଧ୍ୟରାତ୍ରିରୁ ଦେବତାମାନଙ୍କର ରୀତିନୀତି ଶେଷ ନହେବା ପର୍ଯ୍ୟନ୍ତ ଏହି ନିଷେଧାଦେଶ…

ଅନ୍ୟ ରାଜ୍ୟ ତୁଳନାରେ କରୋନା ଭାଇରସରେ ସର୍ବନିମ୍ନ ସଂକ୍ରମିତ ହୋଇଛନ୍ତି ‘ଓଡିଶା ପୋଲିସ’

ଭୁବନେଶ୍ୱର: ଭାରତୀୟ ପୋଲିସ୍ ଫାଉଣ୍ଡେସନ୍ ଦେଇଥିବା ତଥ୍ୟ ଅନୁଯାୟୀ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ପୋଲିସ୍ କରୋନାଭାଇରସ୍ ଦ୍ୱାରା ସର୍ବନିମ୍ନ ସଂକ୍ରମତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଅଧିକାଂଶ ରାଜ୍ୟରେ ସଂକ୍ରମିତ ପୋଲିସଙ୍କ ସଂଖ୍ୟା ଦୁଇ ଅଙ୍କ ବିଶିଷ୍ଟ ରହିଥିବା ବେଳେ ଓଡିଶାରେ…

ପ୍ରତିରକ୍ଷା ସଚିବ ଅଜୟ କୁମାର କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ସଚିବ ଅଜୟ କୁମାର କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହେବା ପରେ ଦିଲ୍ଲୀର ରାଇସିନା ହିଲ୍ କମ୍ପ୍ଲେକ୍ସରେ ଥିବା ଦକ୍ଷିଣ ବ୍ଲକର ଏକ ଅଂଶକୁ ସିଲ୍ କରାଯାଇଛି। ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୧୯୮୫-ବ୍ୟାଚ୍ ଓଇଝ ଅଧିକାରୀ ଶ୍ରୀ କୁମାର…

ଦିନ ୨ଟା ସୁଦ୍ଧା ରାଜ୍ୟର ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୩ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଗୁରୁବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ସୁନ୍ଦରଗଡ, ଝାରସୁଗୁଡା ଓ ମାଲକାନଗିରି ଆଦି ଜିଲ୍ଲାର…

ଓଡ଼ିଶାରେ ଆଉ ୯୦ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ୍ ସଂଖ୍ୟା ୨୪ ଶହ ଟପିଲା

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାରେ ୯୦ଟି ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ କରାଯିବା ସହ ଗୁରୁବାର ଦିନ ଏହି ସଂଖ୍ୟା ୨୪୭୮କୁ ବୃଦ୍ଧି ଘଟିଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗର ସୂତ୍ର ଅନୁଯାୟୀ, ଏହି ନୂତନ ମାମଲାଗୁଡ଼ିକ ମଧ୍ୟରୁ ୭୯ଟି କ୍ବାରେନଣ୍ଟାଇନ ସେଣ୍ଟରର ଏବଂ…

କରୋନାକୁ ଦୂରେଇ ରଖିବାକୁ ଚାହୁଁଛନ୍ତି କି? ଯଥାଶୀଘ୍ର ଛାଡ଼ନ୍ତୁ ଏହିସବୁ ଅଭ୍ୟାସ !

ଭୁବନେଶ୍ୱର: କରୋନାକୁ ନେଇ ସବୁଠୁ ଚିନ୍ତା । ଏହାର ପ୍ରତିଷେଧକ ଔଷଧ ବହାରିନଥିବା ବେଳେ ସତର୍କତା ହିଁ ଏକମାତ୍ର ବିକଳ୍ପ । ଏଥିରୁ ବଞ୍ଚିବା ପାଇଁ ସମାଜିକ ଦୂରତା ଓ ଅନ୍ୟ ସଚେତନତା ଭଳି ଦେହରେ ରୋଗ ପ୍ରତିରୋଧକ ଶକ୍ତି ରହିବା ନିହାତି ଆବଶ୍ୟକ । ଶରୀରରେ ଏହି ରୋଗ ପ୍ରତିଶୋଧକ ଶକ୍ତିକୁ ବଢାଇବା…

ଆରପାରିରେ ବଲିଉଡର ପ୍ରଖ୍ୟାତ ଗୀତିକାର ଅନୱର ସାଗର

ମୁମ୍ବାଇ: ବଲିଉଡର ପ୍ରଖ୍ୟାତ ଗୀତିକାର ଅନୱର ସାଗର ଆଉ ନାହାନ୍ତି। ବୁଧବାର ଅପରାହ୍ନରେ ସେ ମୁମ୍ବାଇର କୋକିଲାବେନ ଧିରୁବାଇ ଅମ୍ବାନୀ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସେ…

ଚିନ୍ତା ବଢ଼ାଉଛି ସଂକ୍ରମଣ: ଭାରତରେ ୨୪ ଘଣ୍ଟାରେ ସର୍ବାଧିକ ୯,୩୦୪ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…