Latest Odisha News

BREAKING NEWS

Browsing Category

ଫିଚର

ଭଲ ଖବର: ସୁସ୍ଥ ହେଲେ ଆଉ ୬୫ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି କରୋନା ଜନିତ ସୁସ୍ଥ ହାର । ଆଜି ପୁଣି ଆଉ ୬୫ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । The total…

ହ୍ୱୁସିଲବ୍ଲୋୟର ଲି ୱେନଲିଆଙ୍ଗ ପରେ ରହସ୍ୟମୟ ଢ଼ଙ୍ଗରେ ଆଉ ଜଣେ ଡାକ୍ତରଙ୍କ ମୃତ୍ୟୁ

ବେଜିଂ:କରୋନା ସମ୍ପର୍କରେ ସାରା ଦୁନିଆକୁ ସତର୍କ କରାଇଥିବା ହ୍ୱୁସିଲବ୍ଲୋୟର ଡା.ୱେନଲିଆଙ୍ଗପରେ ଗୁରୁବାର ଆଉ ଜଣେ ଡାକ୍ତର ହୁ ଉଇପେଙ୍ଗଙ୍କ ରହସ୍ୟମୟ ଢ଼ଙ୍ଗରେ ମୃତ୍ୟୁ ଘଟିଛି । ସେ ମଧ୍ୟ କରୋନା ରୋଗରେ ଆକ୍ରାନ୍ତ ଥିଲେ । ୪୨ ବର୍ଷୀୟ ହୁ ୱେନଲିଆଙ୍ଗଙ୍କ ଟିମରେ ଥିବାରୁ ତାଙ୍କୁ ହତ୍ୟା…

ଆଜି ସନ୍ଧ୍ୟା ୬ଟା ୩୦ ସୁଦ୍ଧା ଏହି ୧୦ଟି ଜିଲ୍ଲାରେ ହେବ ବଜ୍ରପାତ ସହ ଝଡ଼ବର୍ଷା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ରର ସଦ୍ୟତମ ସତର୍କ ସୂଚନାନୁଯାୟୀ ରାଜ୍ୟର ୧୦ଟି ଜିଲ୍ଲାରେ ବଜ୍ରପାତ ସହିତ ହେବ ସାମାନ୍ୟରୁ ମଧ୍ୟମ ଧରଣର ଝଡ଼ବର୍ଷା । ଗୁରୁବାର ସନ୍ଧ୍ୟା ୬ଟା ୩୦ ସୁଦ୍ଧା ଯେଉଁ ୧୦ଟି ଜିଲ୍ଲାରେ ବଜ୍ରପାତ ସହିତ ସାମାନ୍ୟରୁ ମଧ୍ୟମ ଧରଣର ବୃଷ୍ଟିପାତ ହେବ ସେହି…

ସମାଲୋଚନା ପରେ ଦୋଷ ସ୍ୱୀକାର କଲେ ବିଜେପି ନେତା

ଭୁବନେଶ୍ୱର: ବିଜେପି ସାଂସଦ ଅପରାଜିତା ସଢଙ୍ଗୀ ଓ ଅନ୍ୟ ନେତା ଓ କର୍ମୀ ସାମାଜିକ ଦୂରତା ରକ୍ଷା ନକରିବା ଓ ସାଂସଦ ନିଜେ ଦିଲ୍ଲୀରୁ ଫେରି ହୋମ କ୍ୱାରେଣ୍ଟିନରେ ନରହି ନିୟମକୁ ଉଲଂଘନ କରିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ନବ ନିଯୁକ୍ତ ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂ।…

ରୋମାଂଟିକ ଫିଲ୍ମର ଭଗବାନ କୁହାଯାଉଥିବା ବାସୁ ଦା ଆଉ ନାହାନ୍ତି

ମୁମ୍ବାଇ: ୨୦୨୦ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ କେବଳ ଦୁଃଖର ଖବର ଆଣୁଛି । ଗୁରୁବାର ରୋମାଂଟିକ ଫିଲ୍ମର ଭଗବାନ କୁହାଯାଉଥିବା ବାସୁ ଚାଟାର୍ଜିଙ୍କ ପରଲୋକ ହୋଇଯାଇଛି । ଅମୋଲ ପାଲେକର, ଜରୀନା ୱାହା ଓ ଟିନା ମୁନିମଙ୍କ ପରି କଳାକାରଙ୍କ ସୁଯୋଗ ଦେଇଥିବା ବାସୁ ଦା’ଙ୍କୁ ମୃତ୍ୟୁବେଳକୁ ୯୦ ବର୍ଷ ବୟସ…

୨୪ ଘଣ୍ଟାରେ ଭୁବନେଶ୍ୱରରେ ୪ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରେ ୨୪ ଘଂଟାରେ ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ୪ ଜଣଙ୍କ ମଧ୍ୟରେ ଏମ୍‌ସ ହସ୍ପିଟାଲର ଜଣେ କର୍ମଚାରୀ ଥିବା ଜଣାପଡିଛି । There are 3 local contact cases. 1 case belong to Aiginia, Patrapada area. 1 case is an…

ଗୋପାଳପୁର ଓଭରବ୍ରିଜ ରେଳ ଧାରଣା ନିକଟରୁ ଡିଏସପିଙ୍କ ପତ୍ନିଙ୍କର ମୃତଦେହ ଉଦ୍ଧାର

ବ୍ରହ୍ମପୁର: ବ୍ରହ୍ମପୁରରେ ଅଘଟଣ । ଗୋପାଳପୁର ଓଭରବ୍ରିଜ ରେଳ ଧାରଣା ପାଖରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ଖଡାସିଂ ରେଳ ଧାରଣା ନିକଟରେ ଏହି ଘଟଣା ଘଟିଛି । ମୃତକ ଗଜପତି ଜିଲ୍ଲାର ଅନୀଲ ପ୍ରଧାନଙ୍କ ପତ୍ନୀ ସୁଷମା ପ୍ରଧାନ ବୋଲି ସୂଚନା ମିଳିଛି । ତେବେ ସେ ଆତ୍ମହତ୍ୟା…

କାଳ ହେଲା ଖେଳ, ବୁଡି ଗଲେ ଦୁଇ ଯାଆଁଳା ଭାଇ

ପାଟଣା: ଖେଳ ନେଲା ଜୀବନ । ଖେଳୁ ଖେଳୁ ପୋଖରୀରେ ବୁଡି ଗଲେ ୬ ବର୍ଷର ଦୁଇ ଯାଆଁଳା ଭାଇ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ତୁରୁମୁଙ୍ଗା ଥାନା ନୂଆଖମଣ ବାଙ୍କ ସାହିରେ । ସୂଚନା ଅନୁସାରେ, ଗୁରୁବାର ଅପରାହ୍ନରେ ଗାଁ ପୋଖରୀ ନିକଟରେ ଦୁଇ ଭାଇ ଖେଳୁଥିଲେ । ଖେଳିବା ସମୟରେ ଅସାବଧାନତା ବଶତଃ…

ପୋଲସରା ବ୍ଲକ ରୁମାଗଡ଼ ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ରୁମାଗଡ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ରୁମାଗଡ଼ ଗାଁର ଜଣେ ମହିଳାଙ୍କ କରୋନା ପଜେଟିଭ୍ ଚିହ୍ନଟ ହେବା ପରେ ସଂପୃକ୍ତ ପରିବାରର ଅନ୍ୟ ୪ ଜଣଙ୍କର ପଜେଟିଭ୍ ଚିହ୍ନଟ ହୋଇଥିଲେ । ଗୋଷ୍ଠୀ ସଂକ୍ରମଣ କୁ…

ପଙ୍ଗପାଳ ମୁକାବିଲା ଚିନ୍ତା, ୩ଟି ଜୋନ୍‌ରେ ବିଭକ୍ତ ହେଲା ରାଜ୍ୟ

ଭୁବନେଶ୍ୱର:ଓଡିଶାକୁ ପଙ୍ଗପାଳ ବିପଦ ନାହିଁ ବୋଲି କହିହେବନି । ସେମାନେ ଏବେ ମଧ୍ୟ ମଧ୍ୟପ୍ରଦେଶ ଓ ଛତିଶଗଡ ସୀମାନ୍ତରୁ ଅଛନ୍ତି । ଏହାକୁ ଦୃଷ୍ଟିରେ ରଖି କେମିକାଲ ସ୍ପ୍ରେ ପାଇଁ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ଅରୁଣ ସାହୁ । ରାଜ୍ୟକୁ ୩ଟି ଜୋନରେ ବିଭକ୍ତ କରାଯାଇଛି ।…