Latest Odisha News

BREAKING NEWS

Browsing Category

ଫିଚର

ଦେଶବାସୀଙ୍କୁ ମୋଦୀ ଦେଲେ ନୂଆ ଟାସ୍କ, ଯୋଗ କରନ୍ତୁ, ଭିଡିଓ ପଠାନ୍ତୁ

ନୂଆଦିଲ୍ଲୀ: ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ପାଇଁ ନୂଆ ଟାସ୍କ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ‘ମୋ ଜୀବନ, ମୋ ଯୋଗ’ ପ୍ରତିଯୋଗିତାର ଘୋଷଣା କରିଛନ୍ତି । ସେ କରୋନା ସମୟରେ ଦେଶବାସୀଙ୍କୁ ଯୋଗର ମହାତ୍ମ୍ୟ ବିଷୟରେ…

୧୭ ହଜାର କୋଟି ଟଙ୍କା ଘୋଷଣା ଏକ ପ୍ରହସନ: ପିସିସି ସଭାପତି

ଭୁବନେଶ୍ୱର: କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କ ପ୍ୟାକେଜ ଘୋଷଣା ନେଇ ସରକାର ଉପରେ ବର୍ଷିଲା କଂଗ୍ରେସ । ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି ୧୭ ହଜାର କୋଟି ଟଙ୍କା ଘୋଷଣା କରିବା ଏକ ପ୍ରହସନ । ସେ ଆହୁରି କହିଛନ୍ତି, ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ…

ମୌସୁମୀ ପୂର୍ବରୁ ଓଡ଼ିଶାକୁ ଆସିପାରନ୍ତି ପଙ୍ଗପାଳ, ସତର୍କ କରାଇଲା ଓୟୁଏଟି

ଭୁବନେଶ୍ୱର: ମୌସୁମୀ ପୂର୍ବରୁ ଓଡ଼ିଶାକୁ ଆସିପାରନ୍ତି ପଙ୍ଗପାଳ । ଏନେଇ ସତର୍କ କରାଇଛି ଓୟୁଏଟି । ଚାଷୀଙ୍କୁ ସଚେତନ କରାଇବା ସହ ସତର୍କ ରହିବାକୁ ଓୟୁଏଟି ପରାମର୍ଶ ଦେଇଛି । ଓୟୁଏଟିର ଡିନ ଲଳିତ ମୋହନ ଗଡନାୟକ ଏନେଇ ସୂଚନା ଦେଇ କହିଛନ୍ତି ଚାଷୀ ମାନଙ୍କୁ ଟିଭି ଓ ଅନ୍ୟ ମାଧ୍ୟମରେ ସଚେତନ…

ବାତ୍ୟା ଅମ୍ଫାନ ମୁକାବିଲା ନେଇ ଓଡିଶାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଓଡିଶା ସରକାର ବାତ୍ୟା ଅମ୍ଫନର ସୁଚାରୁରୂପେ ମୁକାବିଲା କରିଥିବା ଯୋଗୁଁ ନରେନ୍ଦ୍ର ମୋଦୀ ‘ମନ୍ କି ବାତ୍‌’ ଜରିଆରେ ତାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି। 'ମନ କି ବାତ୍‌’ରେ ରାଷ୍ଟ୍ରକୁ ସମ୍ବୋଧନ କରି ଆଜି ପ୍ରଧାନମନ୍ତ୍ରୀ କହିଛନ୍ତି, “ଗୋଟିଏ ପଟେ ଆମେ କରୋନା ମହାମାରୀର…

ରଥଯାତ୍ରା ପୂର୍ବରୁ ସ୍ନାନ ମଣ୍ଡପ ସ୍ଥିତି ପରଖିଲେ ଏଏସଆଇ ଟିମ୍

ପୁରୀ: ଆସନ୍ତା ଜୁନ୍ ୨୩ରେ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ପୁରୀ ରଥର ଅବ୍ୟହିତ ଯାତ୍ରା ପୂର୍ବରୁ ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ୍ ଇଣ୍ଡିଆ (ଏଏସଆଇ)ର ଏକ ବୈଷୟିକ ଦଳ ରବିବାର ଦିନ ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ସ୍ନାନା ମଣ୍ଡପର ଯାଞ୍ଚ କରିଛନ୍ତି। ଶ୍ରୀଜିଉଙ୍କ ସ୍ନାନା ଯାତ୍ରା ଆସନ୍ତା…

ଜୁନ୍ ୧୭ରେ ଓଡିଶାରେ ଖୋଲିବ ନାହିଁ ସ୍କୁଲ୍

ଭୁବନେଶ୍ୱର: ପୂର୍ବ ନିଷ୍ପତ୍ତି ଅନୁଯାୟୀ ଆସନ୍ତା ଜୁନ୍ ୧୭ରେ ରାଜ୍ୟର ସ୍କୁଲ ଖୋଲିବ ନାହିଁ ବୋଲି ରବିବାର ଦିନ ଓଡ଼ିଶା ସରକାର ସୂଚନା ଦେଇଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି ଯେ କେନ୍ଦ୍ର ଦ୍ୱାରା ଜାରି କରାଯାଇଥିବା ସଂଶୋଧିତ…

ରାଜ୍ୟରେ ଗୋଟିଏ ଦିନରେ ଚିହ୍ନଟ ହେଲେ ସର୍ବାଧିକ ୧୨୯ କରୋନା ପଜିଟିଭ, କେଉଁଠୁ କେତେ ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ବିଜୁଳି ବେଗରେ ମାଡି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସକାଳୁ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୧୨୯ କରୋନା ପଜିଟିଭ । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୪୮ ରେ ପହଂଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା…

ବେକାବୁ କରୋନା: ଦେଶରେ ୨୪ ଘଣ୍ଟାରେ ୮ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ, ୫ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…

ବିପଦରେ ଚାଇନିଜ ଆପ ଟିକଟକ୍; ଜାଣନ୍ତୁ କାରଣ

ଭୁବନେଶ୍ୱର: ବିପଦରେ ଚାଇନିଜ ଆପ ଟିକଟକ୍ । ଗୋଟିଏ ସମୟରେ ପ୍ଲେ ଷ୍ଟୋରରେ ରାଜ କରୁଥିବା ଟିକଟକ୍ ର ସ୍ଥିତି ଏବେ ଖରାପ । ତେବେ ଗତ କିଛିଦିନ ହେବ ପ୍ଲେ ଷ୍ଟୋରରେ ଏହାର ରେଟିଙ୍ଗ କମିବାରର ଲାଗିଛି। ୪.୬ ରେଟିଙ୍ଗ ଥିବା ଏହି ଆପର ରେଟିଙ୍ଗ ଲଗାତର ହ୍ରାସ ପାଇ ୧.୬ ରେ ପହଁଚିଥିଲା। ବର୍ତ୍ତମାନ…

ସୁସ୍ଥ ହେଲେ ସମସ୍ତ ଆକ୍ରାନ୍ତ; କରୋନା ମୁକ୍ତ ହେଲା ବୌଦ୍ଧ ଜିଲ୍ଲା

ବୌଦ୍ଧ: କରୋନା ମୁକ୍ତ ହୋଇଛି ଓଡ଼ିଶାର ବୌଦ୍ଧ ଜିଲ୍ଲା। ଶନିବାର ଦିନ ବୌଦ୍ଧ ଜିଲ୍ଲାରୁ ୨୭ କରୋନା ରୋଗୀ ସୁସ୍ଥ ହେବା ସହିତ ଏଠାରେ ବର୍ତ୍ତମାନ ଆଉ ସକ୍ରିୟ ମାମଲା ନାହିଁ । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ବୌଦ୍ଧ ଜିଲ୍ଲାରେ ପ୍ରଥମେ ମେ ୧୦ ତାରିଖରେ ୩ ଜଣ ବ୍ୟକ୍ତି କରୋନା ପଜିଟିଭ…