Latest Odisha News

BREAKING NEWS

Browsing Category

ଫିଚର

ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ,ତୁଳସୀ ଚଉରା ମୂଳେ କଲେ ରାଇଦାମୋଦର ପୂଜା

ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ  । ଏଥିଲାଗି ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର  । ହବିଷ କରିବା ଲାଗି ପୁରୀରେ ଆସି ପହଞ୍ଚିଛନ୍ତି ଶହ ଶହ ହବିଷ୍ୟାଳୀ  । ଚଳିତ ବର୍ଷ ୩ ହଜାରରୁ ଉର୍ଦ୍ଧ୍ବ ହବିଷ୍ୟାଳୀ ପଞ୍ଜିକରଣ କରିଥିବାବେଳେ  ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ରତଧାରୀ ମାନଙ୍କ ପାଇଁ…

ବାଂଲାଦେଶକୁ ୮୭ ରନରେ ହରାଇଲା ନେଦରଲାଣ୍ଡ

ଇଡେନଗାର୍ଡେନ: ବିଶ୍ୱକପ କ୍ରିକେଟରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ନେଦରଲାଣ୍ଡ ୮୭ ରନରେ ବାଂଲାଦେଶକୁ ପରାସ୍ତ କରିଛି । ଏଥିସହ ବାଂଲାଦେଶ ଟିମର ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେବା ଆଶା ଧୂଳିସାତ ହୋଇଛି । ୨୩୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ବାଂଲଦେଶ ୪୨.୨ ଓଭରରେ ୧୪୨ ରନ କରି…

‘୨୦ କୋଟି ନୁହେଁ, ୨୦୦ କୋଟି ନ ଦେଲେ ଡେଥ ୱାରେଣ୍ଟ..’ପୁଣି ମୁକେଶ ଅମ୍ବାନୀଙ୍କୁ ମିଳିଲା ଧମକ

ମୁମ୍ବାଇ: କୋଟିପତି ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ପୁଣି ମିଳିଲା ହତ୍ୟା ଧମକ । ଏଥର ୨୦ କୋଟି ନୁହେଁ ୨୦୦ କୋଟି ମାଗିଲେ ଅଭିଯୁକ୍ତ । ଇମେଲ କରି ୨୦୦ କୋଟି ମାଗିଛି । ପୂର୍ବରୁ ୨୦ କୋଟି ମାଗିଥିଲା । ହେଲେ ଏବେ ମାଗିଛି ୨୦୦ କୋଟି । ଉତ୍ତର ଦେବାରେ ବିଳମ୍ବ ହେବାରୁ ପରିମାଣ…

ସ୍ମାର୍ଟ ଫୋନ କିଣିବାକୁ ମନା କଲେ ବାପା: ଜୀବନ ହାରିଦେଲା ପୁଅ

ବାଲେଶ୍ୱର:ପାଗଳ କରିଛି ସ୍ମାର୍ଟଫୋନ ନିଶା । ସ୍ମାର୍ଟଫୋନରେ ୟୁଟ୍ୟୁବ ଖୋଲି ଭିଡିଓ ଗେମ ଖେଳିବାର ଏହି ନିଶା ପାଖରେ ବହୁମୂଲ୍ୟ ଜୀବନ ତୁଚ୍ଛ ହୋଇପଡିଛି । ସମ୍ପର୍କର ବନ୍ଧନ ବି ଶିଥିଳ ହୋଇପଡୁଛି । ତେଣୁ ବାପା-ମା’ ସ୍ମାର୍ଟଫୋନ ଜିଦ୍ଦି ପୂରଣ କରି ନ ପାରିବାରୁ ଜୀବନ ହାରିଦେଲେ…

ପ୍ରିୟଙ୍କା ଗର୍ଜିଲେ, ଶାହା ବୁଝାଇଲେ!

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ମୁହାଁମୁହିଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ। ବିଧାନସଭା ନିର୍ବାଚନ ପାଇଁ ମଧ୍ୟପ୍ରଦେଶରେ ଏଥର କଡା ଫାଇଟ ଦେଖିବାକୁ ମିଳୁଛି। କଂଗ୍ରେସକୁ ମିଳିଥିବା ଝଟକାର ପ୍ରତିଶୋଧ ନେବାକୁ ଦଳ ପକ୍ଷରୁ ଜୋରଦାର ଉଦ୍ୟମ…

ବିରୋଧୀ ଓବିସି କାର୍ଡ ଖେଳିବା ପରେ, ପଛୁଆ ବର୍ଗଙ୍କ ପଛରେ ଦୌଡୁଛି ବିଜେପି!

ଭୁବନେଶ୍ୱର: ପଛୁଆ ବର୍ଗଙ୍କୁ ନେଇ କଂଗ୍ରେସ ଜାତିଗତ ଜନଗଣନାକୁ ମୁଖ୍ୟ ଅସ୍ତ୍ର କରିବା ପରେ ବିଜେପି ଏହାକୁ କାଉଣ୍ଟର କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି। ଦେଶରେ ପଛୁଆ ବର୍ଗଙ୍କ ସଂଖ୍ୟା ଅଧିକ ଥିବାରୁ ଏହି ବର୍ଗଙ୍କୁ ନିଜ ପକ୍ଷକୁ ଆଣିବାକୁ ପ୍ରମୁଖ ଦଳ ଉଦ୍ୟମ କରୁଛନ୍ତି। ବିରୋଧୀ ମେଣ୍ଟ…

ଚାଲିଥିଲା କୁମାର ପୂର୍ଣ୍ଣିମା ପ୍ରସ୍ତୁତି: ବିଦ୍ୟୁତ ଆଘାତରେ ଚାଲିଗଲା ଯୁବତୀଙ୍କ ଜୀବନ

କେନ୍ଦୁଝର:ଏପଟେ ଚାଲିଥିଲା କୁମାର ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି । ପଛରେ ଛିଡା ହୋଇଥିଲା ମୃତ୍ୟୁ ଦୂତ । ଗୋଟିଏ ମୁହୂର୍ତ୍ତରେ କୁମାର ପୂର୍ଣ୍ଣିମାର ଖୁସି ମିଳେଇଗଲା । କାନ୍ଦ ବୋବାଳି ପଡିଗଲା । ଅଚାନକ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବତୀଙ୍କର ଅକାଳ ମୃତ୍ୟୁ ଘଟିଲା । ଶନିବାର ଦିନ…

ଛତିଶଗଡରେ ଦୁଇ ଦିନ ଘାଣ୍ଟିବେ ରାହୁଲ, ତୃତୀୟ ଦିନରେ ହେବ ପ୍ରିୟଙ୍କା ଶୋ

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ହେବାକୁ ଥିବା ଛତିଶଗଡରେ ରାହୁଲ ବିଜେପିକୁ ଟାର୍ଗେଟ କରିଛନ୍ତି। ଦୁଇଦିନିଆ ଛତିଶଗଡରେ ଗସ୍ତରେ ଯାଇ ପ୍ରଥମ ଦିନରେ ରାହୁଲ ଗାନ୍ଧୀ କାଂକେର ଜିଲ୍ଲାର ଭାନୁପ୍ରତାପପୁରରେ ବିଶାଳ ସଭାକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଆଦାନୀ ପ୍ରସଙ୍ଗ ଉଠାଇ ସେ…

୭୭୧ ରନ, ୬୫ ଚୌକା, ୩୨ ଛକା ଓ ୨ ଶତକ ସବୁ କିଛି ଗୋଟିଏ ମ୍ୟାଚରେ

ଧର୍ମଶାଳା: ଚଳିତ ବିଶ୍ୱକପ କ୍ରିକେଟର ସବୁଠାରୁ ରୋମାଂଚକର ମ୍ୟାଚ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଛି । ଏହି ମ୍ୟାଚର ଫଳାଫଳ ପାଇଁ ଦର୍ଶକଙ୍କୁ ଶେଷ ବଲ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା । ଅବଶ୍ୟ ପୁନର୍ବାର ନ୍ୟୁଜିଲାଣ୍ଡକୁ ଅଷ୍ଟ୍ରେଲିଆ ନିରାଶ କରିଥିଲା । ଏହି…

ବିଜେଡିରେ ସାମିଲ ହେଲେ ବରପାଲି ଏନ୍‌ଏସି ଅଧ୍ୟକ୍ଷଙ୍କ ସହ ଶତାଧିକ ବିଜେପି କର୍ମୀ

ଭୁବନେଶ୍ୱର:ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବରପାଲି ଏନଏସି ଅଧ୍ୟକ୍ଷ ଦୀନେଶ ଗହିର ଓ ବିଜେପୁର ଏନଏସି ୪ନଂ ୱାର୍ଡ଼ର କାଉନସିଲର ଦୀପକ ପାଣିଗ୍ରାହୀଙ୍କ ସମେତ ଶତାଧିକ ବିଜେପି କର୍ମୀ ଆଜି ଶଙ୍ଖଭବନ ଠାରେ ମନ୍ତ୍ରୀ ତଥା ବିଜେପୁର ବିଧାୟିକା ରୀତା ସାହୁଙ୍କ ଉପସ୍ଥିତିରେ…