Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୩ କରୋନା ପଜିଟିଭ, କେଉଁ ଜିଲ୍ଲାରୁ କେତେ ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ବିଜୁଳି ବେଗରେ ମାଡି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସକାଳୁ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୬୩ କରୋନା ପଜିଟିଭ । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩ ରେ ପହଂଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।…

ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ନଜର ରଖିବ ଡ୍ରୋନ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମାସ୍କର ବାଧ୍ୟତାମୂଳକ ବ୍ୟବହାର ଏବଂ ଲକଡାଉନ୍ ନିୟମ କଡାକଡି କାର୍ଯ୍ୟକାରୀ ହେଉଛି କି ନାହିଁ, ସେନେଇ ନଜର ରଖିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସାମାଜିକ ଦୂରତା ସ୍କ୍ୱାର୍ଡ ଏବଂ ଡ୍ରୋନ୍ ନିୟୋଜିତ କରିବାକୁ ନିଷ୍ପତ୍ତି ହୋଇଛି। ଏନେଇ ଟ୍ୱିନସିଟି…

ଆଜି ବସିବ କ୍ୟାବିନେଟ ବୈଠକ; ୨୪ଟି ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଆଜି କ୍ୟାବିନେଟରେ ୨୪ଟି ପ୍ରସ୍ତାବ ଉପରେ ମୋହର ବାଜିବାର ସମ୍ଭାବନା ରହିଛି । ଦିନ ୧୧.୪୫ ମିନିଟରେ ଭିଡ଼ିଓ କନଫ୍ରେସିଙ୍ଗରେ ଏହି ବୈଠକ ଅନୁଷ୍ଠିତ…

ଦିନକୁ ୧୫୦ କିମି ବେଗରେ ମାଡି ଆସୁଛନ୍ତି ପଙ୍ଗପାଳ: ୨୪ ଘଣ୍ଟାରେ ଖାଇଯିବେ ୩୫ ହଜାର ଲୋକଙ୍କ ଖାଦ୍ୟ !

ନୂଆଦିଲ୍ଲୀ: ବୋଝ ଉପରେ ନଳିତା ବିଡା । କରୋନା ସଙ୍କଟ ନଯାଉଣୁ ମାଡି ଆସୁଛି ଆଉ ଏକ ମହାସଂକଟ 'ପଙ୍ଗପାଳ' । ଯାହା ଭାଙ୍ଗି ଦେଇ ପାରେ ଚାଷୀକୁଳର ମେରୁଦଣ୍ଡ । ଏବେ ଏହି ପଙ୍ଗପାଳକୁ ନେଇ ସାରା ଦେଶରେ ଚର୍ଚ୍ଚା । ଝିଣ୍ଟିକା ଭଳି ଦେଖା ଯାଉଥିବା ଏହି ୨ ଗ୍ରାମ ବିଶିଷ୍ଟ କୀଟ ବହୁ ମାତ୍ରାରେ…

ବଢୁଛି ଚିନ୍ତା: ଭାରତରେ ୨୪ ଘଣ୍ଟାରେ ସର୍ବାଧିକ ୭୪୬୬ ଆକ୍ରାନ୍ତ, ୧୭୫ ମୃତ

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…

ରାଜଧାନୀରେ ବିଳମ୍ବିତ ରାତିରେ କାଳବୈଶାଖୀର ତାଣ୍ଡବ!

ଭୁବନେଶ୍ୱର: ରାଜଧାନୀରେ ବିଳମ୍ବିତ ରାତିରେ କାଳବୈଶାଖୀ ରଚିଛି ତାଣ୍ଡବ। ଘଣ୍ଟା ପ୍ରତି ୫୫ କିମି ଯାଏଁ ପବନ ବହିବା ସହ ବିଜୁଳି ଘଡ଼ଘଡ଼ି ଓ ବର୍ଷା ହୋଇଥିବା ସୂଚନା। ପବନରେ ଭୁବନେଶ୍ୱରର ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗିଯାଇଛି । ଗଛ ଭାଙ୍ଗିଯିବାରୁ କିଛି ସ୍ଥାନରେ ବିଦ୍ୟୁତ ସରବରାହ…

ବ୍ରହ୍ମପୁରରେ ଭୟାବହ ଅଗ୍ନିକାଣ୍ଡ: ୩ ମୃତ

ବ୍ରହ୍ମପୁର: ବ୍ରହ୍ମପୁରରେ ଘଟିଛି ଏକ ଅଭାବନୀୟ ଘଟଣା । ଏକ ଘରେ ନିଆଁଲାଗିଯିବା ଫଳରେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି ୩ ଜଣ ବ୍ୟକ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ରାତି ପ୍ରାୟ ୨ଟା ୧୫ରେ ବ୍ରହ୍ମପୁରର ଗୋଷାଣୀନୂଆ ଗାଁ ପାଣିଗ୍ରାହୀ ସାହିରେ ଏହି ଅଘଟଣ ଘଟିଛି ।…

ମୁଖ୍ୟମନ୍ତ୍ରୀଙ୍କ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ ଆହ୍ୱାନକୁ ବିଜେପିର ସ୍ୱାଗତ

ଭୂବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୩୦ ତାରିଖରେ କରୋନା ଯୋଦ୍ଧାଙ୍କ ସମ୍ମାନରେ 'ବନ୍ଦେ ଉତ୍କଳ ଜନନୀ' ସଙ୍ଗୀତ ଗାନ ପାଇଁ କରିଥିବା ଆହ୍ୱାନକୁ ସ୍ୱାଗତ କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଏ ନେଇ ଶ୍ରୀ ମହାନ୍ତି ଟ୍ୱିଟ୍ କରି କହିଛନ୍ତି ଯେ, କରୋନା…

ରେଳବାଇର ୩୦ଟି ସ୍ୱତନ୍ତ୍ର ରାଜଧାନୀ ଟ୍ରେନ୍‌, ୨୦୦ ସ୍ୱତନ୍ତ୍ର ମେଲ୍ ଏକ୍ସପ୍ରେସ ନିର୍ଦ୍ଦେଶନାମାରେ ସଂଶୋଧନ

ନୂଆଦିଲ୍ଲୀ: ଭାରତୀୟ ରେଳ ମେ’ ୧୨ରୁ ଚାଲୁଥିବା ୩୦ଟି ସ୍ୱତନ୍ତ୍ର ରାଜଧାନୀ ଟ୍ରେନ ଏବଂ ଜୁନ ପହିଲାରୁ ଚାଲିବାକୁ ଥିବା ୨୦୦ ସ୍ଵତନ୍ତ୍ର ମେଲ ଏକ୍ସପ୍ରେସ ଟ୍ରେନ (ମୋଟ ୨୩୦ ଟ୍ରେନ) ନିର୍ଦ୍ଦେଶନାମାରେ ପରିବର୍ତ୍ତନ କରିଛି । ରେଳ ମନ୍ତ୍ରଣାଳୟ ସମସ୍ତ ସ୍ପେଶାଲ ଟ୍ରେନଗୁଡିକର ଅଗ୍ରୀମ ସଂରକ୍ଷଣ…

ଆଜି ରାତିରେ ଏହି ୬ଟି ଜିଲ୍ଲାକୁ ବଜ୍ରପାତ ସହ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରର ସଦ୍ୟତମ ସୂଚନା ଅନୁଯାୟୀ ଆଜି ରାତିରେ ଓଡ଼ିଶାର ୬ଟି ଜିଲ୍ଲାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ଗୁରୁବାର ରାତି ୧୨ଟା ୩୦ ମଧ୍ୟରେ ୬ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ…