Latest Odisha News

BREAKING NEWS

Browsing Category

ଫିଚର

ପାଚେରୀ ସାଜିଲା କରୋନା: ଜନ୍ମକଲା ଛୁଆକୁ ଛୁଇଁ ପାରୁନି ମା’

ମାଲକାନଗିରି: ଯେତେ ଚାହିଁଲେ ବି ନିଜ ଜନ୍ମ କଲା ଶିଶୁକୁ କୋଳେଇ ନେଇ ପାରୁନି ମା’। ମା ଓ ଛୁଆ ମଝିରେ ବାଡ଼ ହୋଇ ଛିଡା ହୋଇଛି କରୋନା । ବାପା ମା’ ଉଭୟ କରୋନା ପଜିଟିଭ ଚିହ୍ନଟ ହୋଇ କୋଭିଡ ହସ୍ପିଟାଲରେ ଭର୍ତ୍ତି ହେବା ପରେ ଅନାଥ ପ୍ରାୟ ହୋଇଯାଇଛି ୪ ବର୍ଷର ଶିଶୁକନ୍ୟା । ଘଟଣାଟି ହେଉଛି…

ଟ୍ରେନରୁ ଖସିଯାଇ ଧରାପଡ଼ିଲେ ୧୮ ଓଡ଼ିଆ ପ୍ରବାସୀ; ଅହମ୍ମଦାବାଦରୁ ଆସୁଥିଲା ଟ୍ରେନ୍

ଅନୁଗୁଳ: ଅନୁଗୋଳ ଜିଲ୍ଲା ବଇଣ୍ଡା ରେଳ ଷ୍ଟେସନ ଠାରୁ ୧ କିମି ଦୂର ୫୫ ନଂ ଜାତୀୟ ରାଜପଥ ଉପରେ ଥିବା ରେଳ ଫାଟକ ନିକଟରେ ଏକ ଟ୍ରେନ ଅହମଦାବାଦରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଯାଉଥିବା ଟ୍ରେନରୁ ପୁଣି ଖସି ପଳାଇବାକୁ ଚେଷ୍ଟା କରି ପୋଲିସ ହାତରେ ଧରା ପଡିଲେ ପ୍ରବାସୀ । ସୂଚନା ଅନୁସାରେ…

୩୨୭୪ଟି ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ଦ୍ୱାରା ୪୪ ଲକ୍ଷ ପ୍ରବାସୀଙ୍କୁ ନିଜ ରାଜ୍ୟରେ ପହଞ୍ଚାଇଲା ରେଳବାଇ

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ଛାତ୍ରଛାତ୍ରୀ ଓ ବିଭିନ୍ନ ରାଜ୍ୟରେ ଫସି ରହିଥିବା ବ୍ୟକ୍ତିବିଶେଷଙ୍କୁ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ ଭାରତୀୟ ରେଳ ମେ’ ପହିଲାରୁ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ କରିବାକୁ…

ଯେତେବେଳେ ଯାହା ଇଚ୍ଛା

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ଯେତେବେଳେ କେହି ବିରୋଧୀ ନ ଥାଆନ୍ତି ଓ ମହାମାରୀର ଭୟରେ କେହି କିଛି କହିବାକୁ ପ୍ରସ୍ତୁତ ନ ଥାଆନ୍ତି, ସେତେବେଳେ ଯାହା ଇଚ୍ଛା କରିହୁଏ । ଯେମିତି ବାଗରେ ଇଚ୍ଛା ନିଷ୍ପତ୍ତି ନେଇହୁଏ । ଯେମିତି ଢଙ୍ଗରେ ଲୋକଙ୍କୁ କଲବଲ…

୩ ମାସର ରୋଡ୍ ଟ୍ୟାକ୍ସ ଛାଡ କରିବେ ସରକାର, ଗୁରୁବାରଠୁ ଗଡିବ ଘରୋଇ ବସ୍ !

ଭୁବନେଶ୍ୱର: ଘରୋଇ ବସ ଚଳାଚଳ ନେଇ ରାଜ୍ୟ ସରକାର ଓ ଘରୋଇ ବସ ମାଲିକ ସଂଘ ମଧ୍ୟରେ ହୋଇଥିବା ବୈଠକ ସଫଳ ହୋଇଛି । ବସ୍ ମାଲିକ ସଂଘର ଦାବିକୁ ସରକାର ଗ୍ରହଣ କରିଛନ୍ତି ଏବଂ ଖୁବଶୀଘ୍ର ବସ୍ ଚଳାଚଳ ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି । ରୋଡ୍ ଟ୍ୟାକ୍ସ ଛାଡ ନେଇ ଅର୍ଥ ବିଭାଗକୁ ଚିଠି ଲେଖା…

୪୧ ଡିଗ୍ରୀ ଉପରେ ୧୪ଟି ସହର; ଜାଣନ୍ତୁ ୩ ଦିନ କେଉଁ ଜିଲ୍ଲାକୁ ରହିଛି ଅରେଞ୍ଜ୍ ୱାଣ୍ଣିଂ !

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଅସହ୍ୟ ଗୁଳଗୁଳିରେ ରାଜ୍ୟବାସୀ ଅସ୍ତବ୍ୟସ୍ତ ହୋଇ ପଡ଼ିଛନ୍ତି ମଙ୍ଗଳବାର ଦିନ । ଆଜି ରାଜ୍ୟର ୧୪ଟି ସ୍ଥାନରେ ପାରଦ ୪୧ ଡିଗ୍ରୀ ଉପରେ ରହିଥିବାର ସୂଚନା ଦେଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗାମୀ ୩ ଦିନ ଧରି…

ଦେଶରେ କରୋନା ସୁସ୍ଥ ହାର ଅଧିକ, ମୃତ୍ୟୁ ହାର କମ୍‌

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ୁଛି କରୋନା ଜନିତ ସୁସ୍ଥ ହାର । ସେହିପରି କମୁଛି ମୃତ୍ୟୁ ସଂଖ୍ୟା । ଭାରତର କରୋନା ମୃତ୍ୟୁ ହାର ସମଗ୍ର ବିଶ୍ୱରେ ସର୍ବନିମ୍ନ ସ୍ତରରେ ରହିଛି ବୋଳି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ।…

ପେନସିଲ ମୁନରେ ବିମୋହିତ କଳାକୃତି

ମସ୍କୋ: ମସ୍କୋର ଉଫା ଅଂଚଳର ୪୭ ବର୍ଷୀୟ ଓକିଲ ସାଲଭାତ ଫିଦାଇଙ୍କ କଳାକୃତି ଏବେ ସୋସିଆଲ ସାଇଟରେ ବେଶ୍ ଲୋକପ୍ରିୟତା ହାସଲ କରୁଛି । ପେନସିଲ ମୁନରେ ତାଙ୍କ କଳାକୃତି ଅବିଶ୍ୱସନୀୟ ଲାଗୁଛି । ଏହାର ଚାହିଦା ବଢ଼ିବାରୁ ଗୋଟିଏ କଳାକୃତି ପାଇଁ ତାଙ୍କ ୨୦୦୦ ପାଉଣ୍ଡ ମିଳୁଛି । ୨୦୧୪ରେ ସେ ଏହା…

ଓଡ଼ିଶାରେ କରୋନା ଜନିତ ମୃତ୍ୟୁହାର ସବୁଠୁ କମ୍‌: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଭାରତ ତୁଳନାରେ ଓଡ଼ିଶାରେ କରୋନା ମୃତ୍ୟୁ ହାର ସବୁଠାରୁ କମ୍ । ସେହିପରି ଓଡ଼ିଶାରେ ସଂକ୍ରମଣ ହାର ମଧ୍ୟ କମ୍ ରହିଛି । ଆଜି ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ପଂଚାୟତସ୍ତରରେ ସଙ୍ଗରୋଧ କେନ୍ଦ୍ର…

ସ୍ପାଇଡର ମ୍ୟାନ ହେବା ପାଇଁ ଜାଣିଶୁଣି ବୁଢ଼ିୟାଣୀ କାମୁଡା ଖାଇଲେ ୩ ଭାଇ: ଅସୁସ୍ଥ ହେବା ପରେ ଡାକ୍ତରଖାନାରେ ଭର୍ତି

ସୁକ୍ର: ଛୋଟପିଲାଙ୍କ ଉପରେ କିପରି ଭାବେ କମିକ୍ସ ବୁକର ପ୍ରଭାବ ପଡେ ତାହା ପୁନର୍ବାର ପ୍ରମାଣିତ ହୋଇଛି । ବଲିଭିଆର ୩ ଭାଇ ସ୍ପାଇଡର ମ୍ୟାନ ହେବା ପାଇଁ ଜାଣିଶୁଣି ବୁଢ଼ିୟାଣୀଠାରୁ କାମୁଡା ଖାଇଥିଲେ । ସମାନଙ୍କ ବୟସ ଯଥାକ୍ରମେ ୮, ୧୦ ଓ ୧୨ । ସ୍ପାଇଡର ମ୍ୟାନ ହେବା ବଦଳରେ କିଛି ସମୟ ପରେ…