Latest Odisha News

BREAKING NEWS

Browsing Category

ଫିଚର

ଭାଇଜାନଙ୍କ ଇଦ୍ ଭେଟି, ରିଲିଜ ହେଲା ‘ଭାଇ ଭାଇ’ ଗୀତ

ମୁମ୍ବାଇ: ଲକଡାଉନ୍ ଭିତରେ ରିଲିଜ ହୋଇଛି ଭାଇଜାନ ସଲମାନ ଖାନ୍‌ଙ୍କ ଏକ ନୂଆ ମ୍ୟୁଜିକ ଭିଡିଓ । ଇଦ୍ ଅବସରରେ ସଲମାନ ଏହି ଗୀତକୁ ନିଜ ଫ୍ୟାନ୍ ମାନଙ୍କୁ ଭେଟି ଦେଇଛନ୍ତି । ‘ହିନ୍ଦୁ, ମୁସଲିମ ଭାଇ ଭାଇ’ ଗୀତକୁ ସଲମାନ ନିଜେ ଗାଇଛନ୍ତି । ଏହାର ମ୍ୟୁଜିକ କମ୍ପୋଜ କରିଛନ୍ତି ସାଜିଦ-ୱାଜିଦ ।…

ରିଲିଜ ହେଲା ର‌୍ୟାପର ବାଦଶାହାଙ୍କ ନୂଆ ଗୀତ ଟକ୍ସିକ୍

ମୁମ୍ବାଇ: ଗେଣ୍ଡାଫୁଲ ଗୀତର ଅପାର ସଫଳତା ପରେ ର‌୍ୟାପର କିଙ୍ଗ ବାଦଶାହା ତାଙ୍କ ପ୍ରଶଂସକଙ୍କ ପାଇଁ ଆଉ ଏକ ଗୀତ ରିଲିଜ କରିଛନ୍ତି । ଏହି ଗୀତର ନାମ ରହିଛି ଟକ୍ସିକ୍ । ରବି ଦୁବେ ଓ ସରଗୁନ ମେହେଟ୍ଟା ଏହି ଆଲବମରେ ଅଭିନୟ କରିଛନ୍ତି । ଗୀତର ଟିଜର ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଛି । ଏହା…

କରୋନା ମହାମାରୀ ଓ ଶ୍ରୀଜୀଉଙ୍କ ରଥଯାତ୍ରା…

ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ ସମଗ୍ର ବିଶ୍ୱର ଧର୍ମୀୟ ମର୍ତ୍ତ୍ୟ ବୈକୁଣ୍ଠ ଶ୍ରୀକ୍ଷେତ୍ରରେ ଲାଗି ରହିଛି ବାର ମାସରେ ତେର ଯାତ୍ରା । ବର୍ଷ ତମାମ ବଡ ଦେଉଳ ଭିତରେ ଏବଂ ବାହାରେ ଲାଗି ରହିଥାଏ ଦ୍ୱାଦଶ ଲୀଳା,…

କ୍ୱରେଣ୍ଟାଇନ୍ ସେଣ୍ଟରରୁ ବଜ୍ରକାପ୍ତା ଉଦ୍ଧାର

କଟକ: କ୍ବାରେଣ୍ଟାଇନ୍ ସେଣ୍ଟରରୁ ଉଦ୍ଧାର ହେଲା ବଜ୍ରକାପ୍ତା । ଆଠଗଡ ବନଖଣ୍ଡ ବଡମ୍ବା ରେଞ୍ଜ ମହୁଲିଆ ଗାଁର କ୍ଵାରେଣ୍ଟାଇନ୍ ସେଣ୍ଟର ଭିତରୁ ଏକ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି । ବଜ୍ରକାପ୍ତାକୁ ଉଦ୍ଧାର କରାଯିବା ପରେ ବନବିଭାଗକୁ ହସ୍ତାନ୍ତର କରାଯାଇଛି ।ସୂଚନାଯୋଗ୍ୟ ଯେ,…

+୩ର ଦ୍ୱିତୀୟ ଓ ଚତୁର୍ଥ ଏବଂ ପିଜିର ଦ୍ୱିତୀୟ ସେମିଷ୍ଟାର ବାତିଲ

ଭୁବନେଶ୍ୱର: ଯୁକ୍ତ ତିନିର ହେବନି ଦ୍ୱିତୀୟ ଓ ଚତୃର୍ଥ ସେମିଷ୍ଟାର । ପିଜିର ବି ଦ୍ୱିତୀୟ ସେମିଷ୍ଟାର ହେବନି । ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଆଜି ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ବିଶ୍ୱବିଦ୍ୟାଳୟରେ ବିକଳ୍ପ ବ୍ୟବସ୍ଥା ଦ୍ୱାରା ପରବର୍ତୀ ସେମିଷ୍ଟାରକୁ ଉତ୍ତୀର୍ଣ୍ଣ କରାଯିବ…

ସଂକ୍ରମଣ ବଢ଼ୁଛି, କଟକଣା ହଟାଉଛନ୍ତି ସରକାର, ଏବେ ପ୍ଲାନ-ବି କ’ଣ?

ନୂଆଦିଲ୍ଲୀ: ଲକଡାଉନ୍‌କୁ ନେଇ ଆରମ୍ଭ ହୋଇଛି ରାଜନୀତି । ଦେଶରେ ଫେଲ ମାରିଛି ତାଲାବନ୍ଦ । ସାରା ଦେଶରେ ସଂକ୍ରମଣ ବଢ଼ୁଛି ଆଉ ଏପଟେ ସରକାର କଟକଣା ହଟାଉଛନ୍ତି । ଆଜି ସାମ୍ବାଦିକ ସମ୍ମିଳନୀ କରି ମୋଦୀ ସରକାରଙ୍କୁ ଏଭଳି ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ସେ କହିଛନ୍ତି,…

ରାଜ୍ୟରେ ସୁସ୍ଥ ହେଲେ ଆଉ ୮୪ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ୨୯ଟି ଜିଲ୍ଲା କରୋନା ସଂକ୍ରମିତ ହୋଇଥିବା ବେଳେ ଆସିଛି ଏକ ଆଶ୍ୱସ୍ତିକର ଖବର । ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ ୮୪ କରୋନା ଆକ୍ରାନ୍ତ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । Another 84 Covid patients have recovered and are being…

ଆତ୍ମହତ୍ୟା ଧମକ ଦେଲେ ଯାତ୍ରା କଳାକାର

ଭୁବନେଶ୍ୱର: ଆତ୍ମହତ୍ୟା ଧମକ ଦେଳେ ଯାତ୍ରା କଳାକାର । ଯାତ୍ରା କଳାକରଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ଦାବିରେ ସେମାନେ ଆଜି ରାସ୍ତାକୁ ଓହ୍ଲାଇଛନ୍ତି । ଓଡ଼ିଶାରେ ଛୋଟବଡ ୬୫ଟି ଯାତ୍ରା ପାର୍ଟି ଅଛି । ଲକଡାଉନ୍ କଟକଣା ଯୋଗୁଁ ଯାତ୍ରା ପାର୍ଟିର ପ୍ରାୟ ୧୦ ହଜାର କଳାକର ନିଜ ଜୀବିକା…

ବଞ୍ଚିବାକୁ ହେବ ଭୂତାଣୁ ସହ

ସୋମେଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ସାମ୍ପ୍ରତିକୀ ଓଡ଼ିଶାରେ ମହାମାରୀ କୋଭିଡ-୧୯ ର ସଂକ୍ରମଣକୁ ରୋକିବା ଲାଗି ଦୀର୍ଘ ୬୮ ଦିନର ଲକ୍ ଡାଉନ୍ ଶେଷହେବ ମେ’ ୩୧ ତାରିଖରେ| ସାରା ଭାରତରେ ଏହି ଅବରୋଧ ମାର୍ଚ୍ଚ ୨୫ରୁ ଜାରି କରାଯାଇଥିବା ଯୋଗୁ ସଂକ୍ରମଣର ବ୍ୟାପ୍ତିକୁ ନିୟନ୍ତ୍ରଣ କରିବା ସମ୍ଭବ…

ଆସନ୍ତାକାଲିଠୁ ପୁରୀ ସେବାୟତଙ୍କ ହେବ କରୋନା ଟେଷ୍ଟ

ପୁରୀ: ଆସନ୍ତାକାଲିଠୁ ହେବ ପୁରୀ ସେବାୟତଙ୍କ କରୋନା ଟେଷ୍ଟ । ପ୍ରଥମେ ଦଇତାପତି ସେବାୟତଙ୍କ ନମୂନା ପରୀକ୍ଷା କରାଯିବ । ମୋଟ ୧୫୦ ସେବାୟତଙ୍କ ପରୀକ୍ଷା ହେବ । ପରବର୍ତୀ ପର‌୍ୟ୍ୟାୟରେ ଗରାବଡୁ ଓ ଅନ୍ୟ ସେବାୟତଙ୍କ ନମୂନା ପରୀକ୍ଷା କରାଯିବ । ପ୍ରତ୍ୟେକ ଦିନ ୭୫ ସେବାୟତଙ୍କ ନମୂନା ପରୀକ୍ଷା…