Latest Odisha News

BREAKING NEWS

Browsing Category

ଫିଚର

ସ୍ୱୟଂ ଚାଳିତ ସାନିଟାଇଜ୍‌ ମେସିନ ପ୍ରସ୍ତୁତ କଲା କଟକର ଏକ ସରକାରୀ ଶିଳ୍ପ ତାଲିମ ସଂସ୍ଥା

କଟକ: ବଢୁଥିବା କରୋନା ସଂକ୍ରମଣ ଏବେ ସମସ୍ତଙ୍କ ପାଇଁ ପାଲଟିଛି ଚିନ୍ତାର କାରଣ । ଏହାକୁ ସମୂଳେ ନାଶ ପାଇଁ ଟୀକା ନବାହାରିବା ଯାଏଁ ଏଥୁରୁ ମୁକ୍ତି ପାଇବାର ଗୋଟିଏ ମାଧ୍ୟମ ସତର୍କତା । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ହେଲେ ସାମାଜିକ ଦୂରତା ସହ ନିଜ ହାତକୁ ସାନିଟାଇଜରରେ ବାରମ୍ବାର ଧୋଇବାକୁ…

ଆଶ୍ଚର୍ଯ୍ୟ! ୩୦ ହଜାର ଟଙ୍କାର ଆମ୍ବ ଚୋରି ହେବା ପରେ ୮ ଲକ୍ଷ ଟଙ୍କାର ସହାୟତା ମିଳିଲା ଏହି ଫଳ ବ୍ୟବସାୟୀଙ୍କୁ !

ନୂଆଦିଲ୍ଲୀ: ଶୁଣିବାକୁ ଟିକିଏ ଅଡ଼ୁଆ ଲାଗୁଥିଲେ ମଧ୍ୟ କଥାଟି ଏକଦମ ସତ। ଦିଲ୍ଲୀର ଜଣେ ଫଳ ବ୍ୟବସାୟୀଙ୍କର ୩୦ ହଜାର ମୂଲ୍ୟର ଫଳ ଚୋରି ହେବା ପରେ ତାଙ୍କୁ ମିଳିଛି ୮ ଲକ୍ଷ ଟଙ୍କାର ସହାୟତା । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା। ଉତ୍ତର ଦିଲ୍ଲୀ ସ୍ଥିତ ଜଗତପୁରୀର ଫଳ ବିକ୍ରେତା ଫୁଲ୍ ମିଆ…

ଆଜିଠୁ ଆରମ୍ଭ ଘରୋଇ ବିମାନ ସେବା: ଗାଇଡ଼ଲାଇନ ଅନୁସାରେ ଉଡିବ ଫ୍ଲାଇଟ୍

ନୂଆଦିଲ୍ଲୀ: ଆଜିଠୁ ଦେଶରେ ଆରମ୍ଭ ହେବ ଘରୋଇ ବିମାନ ସେବା । ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଗାଇଡଲାଇନ୍‌ ଅନୁସାରେ ଉଡ଼ିବ ଫ୍ଲାଇଟ୍‌ । ଏଥିପାଇଁ ପ୍ରସ୍ତୁତ ହୋଇଛି ଭୁବନେଶ୍ୱର ବିମାନ ବନ୍ଦର । ବିମାନ ବନ୍ଦର କର୍ତ୍ତୃପକ୍ଷ ଯାତ୍ରୀଙ୍କ ପ୍ରବେଶ ଠାରୁ ଆରମ୍ଭ କରି ବୋର୍ଡିଂ…

ଲଶ୍କର-ଏ-ତୋଇବାର ୪ ଆତଙ୍କବାଦୀ ଗିରଫ

ଶ୍ରୀନଗର: ଲଶ୍ମର-ଏ-ତୋଇବାର ୪ ଆତଙ୍କବାଦୀଙ୍କୁ ବୁଡଗାମରେ ସ୍ଥାନୀୟ ପୋଲିସ ଗିରଫ କରିଛି । ସେନା ଓ ଜମ୍ମୁ-କଶ୍ମୀର ପୋଲିସ ମିଳିତ ଭାବେ ଏହି ଅପରେଶନ କରିଥିଲେ । ଏମାନେ ଲଶ୍ମରକୁ ଆବଶ୍ୟକୀୟ ସହଯୋଗ କରୁଥିଲେ । ସେମାନଙ୍କ ନାମ ହେଲା ୱାସିମ ଗାନି, ଫାରକୁ ଅହମ୍ମଦ ଦର, ମହମ୍ମଦ ୟାସିନ ଏବଂ…

ଚର୍ଚ୍ଚାରେ ‘ଦି ନ୍ୟୁୟର୍କ ଟାଇମ୍ସ’, ପ୍ରଥମ ପୃଷ୍ଠାରେ ଛାପିଲା ହଜାରେ କରୋନା ମୃତକଙ୍କ ତଥ୍ୟ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି ମହାମାରୀ କରୋନା । ଆମେରିକାରେ କରୋନା ତାର ତାଣ୍ଡବ ରଚିଛି । ଏହାର ପ୍ରଭାବ ରବିବାର ଦି ନ୍ୟୁୟର୍କ ଟାଇମ୍ସର ପ୍ରଥମ ପୃଷ୍ଠାରେ ଦେଖିବାକୁ ମିଳିଛି । କରୋନାରେ ଆକ୍ରାନ୍ତ ହୋଇ ଆମେରିକାରେ ପ୍ରାଣ ହରାଇଥିବା ଲୋକଙ୍କ ଏକ ଲମ୍ବା ତାଲିକା…

ପାକ୍ କ୍ରିକେଟର ତୌଫିକ ଉମରଙ୍କୁ କରୋନା

କରାଚୀ:ପ୍ରଥମ ଥର ପାଇଁ କ୍ରିକେଟ ଖେଳାଳିଙ୍କୁ ସଂକ୍ରମିତ କରିଛି କରୋନା । ପାକିସ୍ତାନ କ୍ରିକେଟର ତୌଫିକ ଉମରଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ସେ ଘରେ କ୍ୱାରେଂଟାଇନରେ ରହିବେ । ଅସୁ୍‌ସ୍ଥ ଅନୁଭବ କରିବାରୁ ମୁଁ ନିଜର ଟେଷ୍ଟ କରାଇଥିଲି । ଏହା ପଜିଟିଭ ବାହାରିଥିଲେ ସୁଦ୍ଧା ମୁଁ…

ହ୍ରିତିକଙ୍କୁ ମିଳିଲା ଫ୍ୟାନଙ୍କ ନିଆରା ଗିଫ୍ଟ, ସେୟାର କଲେ ଭିଡିଓ

ମୁମ୍ବାଇ: ଲକଡାଉନ୍ ମଧ୍ୟରେ ହ୍ୟାଣ୍ଡସମ ହଙ୍କ ହ୍ରିତିକ ରୋଶନଙ୍କୁ ମିଳିଛି ନିଆରା ଗିଫ୍ଟ । ତାଙ୍କୁ ତାଙ୍କର ଜଣେ ଫ୍ୟାନ୍ସ ଭିଡିଓ ମାଧ୍ୟମରେ ଏକ ଗିଫ୍ଟ ଦେଇଛନ୍ତି, ଯାହାକୁ ଦେଖି ହ୍ରିତିକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସେ ନିଜ ଇଷ୍ଟାଗ୍ରାମ ହ୍ୟାଣ୍ଡଲେ ଏକ ଭିଡିଓ ସେୟାର କରିଛନ୍ତି,…

ଅନ୍‌ଲାଇନ୍‌ରେ ମଦ ବିକ୍ରିକୁ ମନା କଲେ କଟକ ମଦ ଦୋକାନୀ ମାଲିକ

କଟକ: ଅନ୍‌ଲାଇନ୍‌ରେ ମଦ ବିକ୍ରିକୁ ବିରୋଧ । କଟକରେ ଅନ୍‌ଲାଇନ୍‌ରେ ମଦ ବିକ୍ରିକୁ ବିଦେଶୀ ମଦ ଦୋକାନୀ ବ୍ୟବସାୟୀ ସଂଘ ମନା କରିଛନ୍ତି । କଟକ ଜିଲ୍ଲାରେ ବିଦେଶୀ ମଦ ଦୋକାନ ନ ଖୋଲିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ସଂଘ ସଂପାଦକ ବିରଞ୍ଚି ନାରାୟଣ ସାହୁ କହିଛନ୍ତି, ଆମେ ଅନ୍‌ଲାଇ ମଦ…

ଶ୍ରୀଜିଉଙ୍କ ସ୍ନାନଯାତ୍ରା ପହଣ୍ଡିରେ ରହିବେ ୧୫୦ ସେବାୟତ

ପୁରୀ: ଶ୍ରୀଜିଉଙ୍କ ସ୍ନାନଯାତ୍ରା ପହଣ୍ଡିରେ ନିୟୋଜିତ ହେବେ ୧୫୦ ସେବାୟତ । ମହାପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କୁ ୫୦ ଜଣ ଲେଖାଏଁ ସେବାୟତ ପହଣ୍ଡି କରିବେ। ସେହିପରି ଦେବୀ ସୁଭଦ୍ରାଙ୍କୁ ୩୦ ଜଣ ଓ ସୁଦର୍ଶନଙ୍କୁ ୨୦ ଜଣ ସେବାୟତ ପହଣ୍ଡିରେ ଆଣିବେ। ଏନେଇ ଦଇତାପତି ବିନାୟକ ଦାସ ମହାପାତ୍ର ସୂଚନା…

କରୋନା ରୋଗୀଙ୍କୁ ମୋବାଇଲ ଧରିବା ମନା

ଉତ୍ତରପ୍ରଦେଶ: କରୋନା ରୋଗୀଙ୍କୁ ମୋବାଇଲ ଧରିବା ମନା । ସଂକ୍ରମିତ ବ୍ୟବହାର କରିପାରିବେନି ମୋବାଇଲ । ଉତ୍ତରପ୍ରଦେଶର କୋଭିଡ ହସ୍ପିଟାଲରେ ଜାରି ହୋଇଛି ଏଭଳି ନିଦ୍ଦେଶନାମା । ୟପିର ମେଡିକାଲ ଡିଜି କେ.କେ ଗୁପ୍ତା କହିଛନ୍ତି, କରୋନା ଆକ୍ରାନ୍ତମାନେ ମେଡିକାଲ ଭିତରେ ମୋବାଇଲ୍ ବ୍ୟବହାର…