Latest Odisha News

BREAKING NEWS

Browsing Category

ଫିଚର

ବିଦେଶ ଫେରନ୍ତାଙ୍କ ପାଇଁ କେନ୍ଦ୍ରର ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: ଘରୋଇ ଯାତ୍ରା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ସମସ୍ତ ଯାତ୍ରୀଙ୍କୁ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରିବାକୁ ପରାମର୍ଶ । ବିମାନବନ୍ଦର, ଷ୍ଟେସନ ଓ ବସଷ୍ଟାଣ୍ଡରେ କୋଭିଡ ସଚେତନତା କରାଯିବ । ସମସ୍ତ ପ୍ରସ୍ଥାନ ଉପରେ ଥର୍ମାଲ ସ୍କ୍ରନିଂ ବ୍ୟବସ୍ଥା…

ଟ୍ୱିନସିଟିରେ ଅନଲାଇନରେ ଗ୍ରୋସରୀ ଦେବ ଜିଓମାର୍ଟ

ମୁମ୍ବାଇ: ଟ୍ୱିନସିଟିବାସୀଙ୍କ ପାଇଁ ଖୁସି ଖବର । ଏଣିକି କଟକ ଓ ଭୁବନେଶ୍ୱର ବାସିନ୍ଦା ଘରେ ବସି ଅନଲାଇନରେ ଅର୍ଡର କରି ମଗାଇପାରିବେ ଗ୍ରୋସରୀ ସାମଗ୍ରୀ । ତାପୁଣି ଏମଆରପି ଠାରୁ ପାଞ୍ଚ ପ୍ରତିଶତ କମ୍ ଦରରେ । ତେବେ କ୍ୟାସ୍ ଅନ ଡେଲିଭରୀ ନୁହଁ କେବଳ ପ୍ରିପେଡ୍ ପେମେଣ୍ଟ ମୋଡରେ ମିଳିବ ଏହି…

ଆଶ୍ରମ ଭିତରେ ପୁଣି ଜଣେ ସାଧୁଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ

ନାନ୍ଦେଡ: ଆଶ୍ରମ ଭିତରେ ପୁଣି ଜଣେ ସାଧୁଙ୍କୁ ହତ୍ୟା । ମହାରାଷ୍ଟ୍ରର ପାଲଘରରେ ସାଧୁଙ୍କୁ ହତ୍ୟା ପରେ ଏବେ ନନ୍ଦେଡରେ ଲିଙ୍ଗାୟତ ସମ୍ପ୍ରଦାୟର ଆଉ ଜଣେ ସାଧୁ ଏବଂ ତାଙ୍କର ଜଣେ ସେବକଙ୍କୁ ହତ୍ୟା କରାଯାଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ସାଧୁଙ୍କ ମୃତଦେହ…

ପ୍ରଚଣ୍ଡ ଖରାରେ ଫୁଟୁଛି ପଶ୍ଚିମ ଓଡ଼ିଶା, ୧୦ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ

ବାତ୍ୟା ଅମ୍ଫାନ ଯିବା ପରେ ସାରା ରାଜ୍ୟରେ ରାଜ୍ କରୁଛି ପ୍ରଚଣ୍ଡ ରୌଦ୍ରତାପ । ଗତ ୨୪ ଘଣ୍ଟା ହେଲା ରାଜ୍ୟରେ ପାଗ ଶୁଖିଲା ରହିଛି । ଆଉ ଉପରକୁ ଉଠିଛି ପାରଦ । ବଲାଙ୍ଗିର ଜିଲ୍ଲାରେ ସୂର‌୍ୟ୍ୟଙ୍କ ପ୍ରକୋପ ଅଧିକ ରହିଛି । ଆଜି ଟିଟିଲାଗଡ଼ ପାଲଟିଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ସେଠାକାର…

ଚୀନ ବିରୋଧରେ ହଂକଂରେ ଜୋରଦାର ପ୍ରଦର୍ଶନ

ବେଜିଂ: ଚୀନର ଜୋର ଜବରଦସ୍ତ ନୀତିକୁ ହଂକଂ ଖୋଲିଖୋଲି ଭାବେ ବିରୋଧ କରି ଆସୁଛି । ଧିରେ ଧିରେ ଏହି ବିରୋଧ ତୀବ୍ର ହେବାରେ ଲାଗିଛି । ରିପୋର୍ଟ ମୁତାବକ ନ୍ୟାଶନାଲ ସିକ୍ୟୁରିଟି କାନୁନ ବିରୋଧରେ ହଂକଂରେ ଜୋରଦାର ପ୍ରଦର୍ଶନ ଜାରି ରହିଛି । ପୋଲିସ ପ୍ରଦର୍ଶନକୁ ନିୟନ୍ତ୍ରଣ କରି ନ ପାରିବାରୁ…

ଆସନ୍ତା ସେପ୍ଟେମ୍ବରରୁ ପୁଣି ବସିବ ‘ହୁନର ହାଟ’

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବରରୁ ପୁଣି ଆରମ୍ଭ ହେବ ହୁନର ହାଟ । ଲୋକଲଟୁ ଗ୍ଲୋବାଲ ବାର୍ତ୍ତା ନେଇ ଏହି ହାଟ ଖୋଲିବ । କରୋନା ପାଇଁ ପ୍ରାୟ ୫ ମାସ ଧରି ଏହା ବନ୍ଦ ଥିଲା । ଚଳିତ ଥର ଲହି ହାଟରେ ବହୁ କାରିଗର ଓ ଶିଳ୍ପୀ ନିଜର ଅନୁପମ ହାତ ତିଆରି ସାମଗ୍ରୀ ସହ ଯୋଗ ଦେବା ସମ୍ଭାବନା ରହିଛି ।…

ଏଣିକି ବସ ଚଳାଚଳରେ କିଛି ଅସୁବିଧା ନାହିଁ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବସ୍ ଚଳାଚଳ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିକ୍ରିୟା ରଖିଛନ୍ତି । ୧୦୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ ଚଳାଚଳ କରିବ ବୋଲି ସରକାରଙ୍କ ନିଷ୍ପତ୍ତି ପରେ ପରିବହନ ମନ୍ତ୍ରୀ କହିଛନ୍ତି ଯେ, ଏଥର ବସ ଚାଳିବାରେ କିଛି ଅସୁବିଧା ହେବନି। ସିଟ ଅନୁଯାୟୀ ଯାତ୍ରୀ…

ଉହାନ ଲ୍ୟାବରୁ ବାଦୁଡିରୁ ୩ ପ୍ରକାର ଭାଇରସ ମିଳିଲା

ବେଜିଂ:ଚୀନର ଉହାନ ସହରରେ ଥିବା ଭାଇରୋଲୋଜି ଇନଷ୍ଟିଚ୍ୟୁଟର ଲ୍ୟାବରୁ ବାଦୁଡିରୁ ୩ ପ୍ରକାର ଭାଇରସ ମିଳିଲା । ତେବେ ଏଥିରୁ କୌଣସି ଗୋଟିଏ କରୋନା ଭାଇରସ ସହ ମେଳ ଖାଉନି । କରୋନାର ଆରମ୍ଭ ଉହାନରୁ ହୋଇଥିବା ଅନୁମାନ କରାଯାଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ପ୍ରମାଣ ହସ୍ତଗତ ହୋଇ ନାହିଁ ।…

ରାଜ୍ୟ ପାଇଁ ଭଲ ଖବର, ପୁଣି ସୁସ୍ଥ ହେଲେ ୫୩ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏଯାଏଁ ରାଜ୍ୟରେ ହଜାରେରୁ ଉର୍ଦ୍ଧ୍ୱ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି । ଏହାରି ଭିତରେ ଆସିଛି ଏକ ଆଶ୍ୱସ୍ତିକର ଖବର । ରାଜ୍ୟରେ ପୁଣି ସୁସ୍ଥ ହୋଇଛନ୍ତି ଆଉ ୫୩ ଜଣ କରୋନା ଆକ୍ରାନ୍ତ । Another 53…

ବିନା ସୂଚନାରେ ଆସିଲେ ମିଳିବନି ସରକାରୀ ସହାୟତା

ଭୁବନେଶ୍ୱର: ବିନା ସୂଚନାରେ ଆସୁଥିବା ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟ ସରକାରଙ୍କ କଡା ନିର୍ଦ୍ଦେଶ । ରାଜ୍ୟକୁ ଆସିବା ପୂର୍ବରୁ ଦିଅନ୍ତୁ ଆଗୁଆ ସୂଚନା। ନଚେତ ମିଳିବନି ସରକାରୀ ସୁବିଧା । ସେହିଭଳି ବିନା ସୂଚନାରେ ଆସୁଥିବା ଟ୍ରେନରେ ଆସିଲେ ଯାତ୍ରୀଙ୍କୁ ମିଳିବନି ମାଗଣା ଟିକେଟ ବ୍ୟବସ୍ଥା ।…