Latest Odisha News

BREAKING NEWS

Browsing Category

ଫିଚର

ମହାରାଷ୍ଟ୍ର ପରେ ତାମିଲନାଡୁରେ ମେ’ ୩୧ ଯାଏଁ ବଢ଼ିଲା ତାଲାବନ୍ଦ

ଚେନ୍ନାଇ: କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ତାଲାବନ୍ଦ ପଡିଛି । ଲକଡାଉନ ୩.୦ର ଆଜି ହେଉଛି ଶେଷ ଦିନ । ତେବେ ଏହାରି ଭିତରେ ଲକଡାଉନ୪.୦ ପୂର୍ବରୁ ଅନେକ ରାଜ୍ୟ ଲକଡାଉନ ଅବଧି ବଢ଼ାଇ ସାରିଲେଣି । ଏବେ ମହାରାଷ୍ଟ୍ର ପରେ ତାମିଲନାଡୁ ସରକାର ମେ’ ୩୧ ଯାଏଁ ଲକଡାଉନ ବୃଦ୍ଧି…

ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ସରପଂଚ, ଗାଁକୁ ୪୮ ଘଂଟା ସଟଡାଉନ୍ ଘୋଷଣା

କଟକ: ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ବାଙ୍କୀ ବ୍ଲକ କାଳିପୋଇ ସରପଂଚ । ବାହାର ରାଜ୍ୟରୁ ଲୁଚି ଆସି କ୍ୱାରେଂଟାଇନ୍‌ରେ ପ୍ରବାସୀ ରହୁନାହାନ୍ତି । ସେମାନେ ଗାଁ ଭିତରେ ବୁଲୁଛନ୍ତି । ଏହାକୁ ଦେଖି ପୋଲିସ ସହାୟତାରେ ବାହାର ରାଜ୍ୟ ଫେରନ୍ତାଙ୍କୁ ଉଦ୍ଧାର କରି କ୍ୱାରେଂଟିନ୍ ସେଂଟରକୁ…

କରୋନା କଟକଣା: ୨ଟି ୱାର୍ଡକୁ ସଟ୍‌ଡାଉନ୍ ଘୋଷଣା କଲେ ସରପଞ୍ଚ

ଭଦ୍ରକ: ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନ ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲା ତିହିଡି ଭାଟପଡା ପଂଚାୟତକୁ ୪୮ ଘଂଟା ପାଇଁ ସଟ୍‌ଡାଉନ୍ ଘୋଷଣା କରାଯାଇଛି । ସରପଂଚ ସ୍ୱର୍ଣ୍ଣମୟୀ ଜେନ୍ ଏହି ସଟଡାଉନ୍ ଘୋଷଣା କରିଛନ୍ତି । ଉକ୍ତ ପଞ୍ଚାୟତର ୨୦ ଓ ୨୧ ନମ୍ବର ଏହି…

ଭଲ ଖବର, ସୁସ୍ଥ ହେଲେ ଆଉ ୨୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟାରେ ଦିନକୁ ଦିନକ ବଢ଼ୁଥିବା କରୋନା ଅକ୍ରାନ୍ତଙ୍କ ସଂଖ୍ୟା ଚିନ୍ତା ବଢ଼ାଇଛି । ଏହାରି ଭିତରେ ଆସିଛି ଏକ ଭଲ ଖବର । ରାଜ୍ୟରେ ଆଉ ୨୪ କରୋନା ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । Another 24 patients have recovered from COVID-19 and are being…

ସନ୍ଧ୍ୟାରେ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ ‘ଅମ୍ଫାନ’, କାଲିଠୁ ବର୍ଷା-ପବନ

ଭୁବନେଶ୍ୱର: ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇଛି ସମ୍ଭାବ୍ୟ ବାତ୍ୟ ଅମ୍ଫାନ । ଆଜି ସନ୍ଧ୍ୟାରେ ଏହା ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ । ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷା-ପବନ ଆରମ୍ଭ ହେବ । ସମ୍ଭାବ୍ୟ ବାତ୍ୟା ଉପରେ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି…

ଆଇଜର-ବ୍ରହ୍ମପୁରରେ ହେବ କୋଭିଡ-୧୯ ପରୀକ୍ଷା

ଭୁବନେଶ୍ୱର: କୋଭିଡ-୧୯ ପରୀକ୍ଷା କରିବା ପାଇଁ ଆଇଜର-ବ୍ରହ୍ମପୁରକୁ ଭୁବନେଶ୍ୱର ଏମ୍ସ ପକ୍ଷରୁ ଆବଶ୍ୟକୀୟ ଅନୁମୋଦନ ପ୍ରଦାନ କରାଯାଇଛି ବୋଲି ରବିବାର ଦିନ ଟ୍ୱିଟ କରି ସୂଚନା ଦେଇଛି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ। ଅନ୍ୟପକ୍ଷରେ, ବଲାଙ୍ଗୀରର ଭୀମ ଭୋଇ ମେଡିକାଲ କଲେଜ ଏବଂ…

ବଢ଼ିଲା ତୈଳ ଦର, ପ୍ରଶ୍ନ ଉଠାଇଲେ ବିରୋଧୀ

ଭୁବନେଶ୍ୱର: ରାଜ୍ୟରେ ସରକାର ତୈଳ ଦର ବଢ଼ାଇବା ନେଇ ପ୍ରଶ୍ନ ଉଠାଇଛି ବିରୋଧୀ । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ପ୍ୟାକେଜ ଘୋଷଣା କରି ଦିନ ଦି ପହରରେ ସାଧାରଣ ଲୋକଙ୍କୁ…

ଆଜି ବିଶ୍ୱ ଟେଲି-କମ୍ୟୁନିକେସନ ଦିବସ, ଜାଣନ୍ତୁ ରାଜ୍ୟରେ ଟେଲିକମ ସେବାର ଇତିବୃତ୍ତି

ଭୁବନେଶ୍ୱର : ଆଜିକାଲି ଟେଲିଫୋନ ଓ ଇଣ୍ଟରନେଟ ସାଧାରଣ ଜନଜୀବନର ଏକ ଅଭିନ୍ନ ଅଙ୍ଗ ପାଲଟିଛି । ଦିନ ଥିଲା କେବଳ ସୀମିତ ସଂଖ୍ୟକ ଲ୍ୟାଣ୍ଡଲାଇନ ଫୋନର ବ୍ୟବହାର ହେଉଥିବା ବେଳେ କଥା ହେବା ପାଇଁ ଲୋକଙ୍କୁ ଟ୍ରଙ୍କ କଲ ବୁକ୍ କରିବାକୁ ପଡୁଥିଲା । ତେବେ ନବେ ଦଶକରେ ମୋବାଇଲ ସେବାର…

ମହାରାଷ୍ଟ୍ରରେ ମେ’ ୩୧ ଯାଏଁ ଲକଡାଉନ୍

ମହାରାଷ୍ଟ୍ର: ସାରା ବିଶ୍ୱରେ କାୟା ମେଲାଇଛି ମହାମାରୀ କରୋନା । ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନଜରରେ ରଖି ମହାରାଷ୍ଟ୍ର ସରକାର ମେ’ ୩୧ ଯାଏଁ ଲକଡାଉନ ଅବଧିକୁ ବଢ଼ାଇ ଦେଇଛନ୍ତି । ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ…

୫ ନୁହେଁ ରାଜ୍ୟରେ କରୋନାରେ ୪ ଜଣଙ୍କ ମୃତ୍ୟୁ, ସ୍ପଷ୍ଟ କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫ ନୁହେଁ ୪ରେ ପଂହଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନୂଆ ଟ୍ୱିଟ ଜାରି କରି ସ୍ପଷ୍ଟ କରାଯାଇଛି । The 2nd death of Ganjam district yesterday was suspected Covid. Test report received from…