Latest Odisha News

BREAKING NEWS

Browsing Category

ଫିଚର

ମା ସମଲେଶ୍ବରୀ ମନ୍ଦିର ପରିସରରେ ଅଗ୍ନିକାଣ୍ଡ; ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ସମ୍ବଲପୁର: ଓଡିଶାର ସମ୍ବଲପୁର ଜିଲ୍ଲାର ପ୍ରସିଦ୍ଧ ସମଲେଶ୍ୱରୀ ମନ୍ଦିର ପରିସରରେ ଅଗ୍ନିକାଣ୍ଡ ସୂଚନା। ସୂଚନାନୁସାରେ, ଲକ୍ଷ ଲକ୍ଷ ମୂଲ୍ୟର ସମ୍ପତ୍ତି ଜାଳି ନଷ୍ଟ ହୋଇଯାଇଛି। ସକାଳ ପ୍ରାୟ ୮ ଟା ୪୦ ମିନିଟ୍ରେ ରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ମନ୍ଦିର ପରିସରରେ ଥିବା ଏକ…

ଆରିଜୋନା ମରୁଭୂମି ହଜାର ହଜାର ବିମାନର କବର ସାଜିଛି

ଆରିଜୋନ: ଉତର ଆମେରିକାର ଆରିଜୋନା ମରୁଭୂମି ଏବେ ହଜାର ହଜାର ବିମାନର କବରଖାନା ସାଜିଛି । କରୋନା ଭାଇରସ ଯୋଗୁ ସମ୍ପୂର୍ଣ୍ଣ ବିଶ୍ୱ ଏବେ ନୀରବ ହୋଇଯାଇଛି । ଏଭଳି ପରିସ୍ଥିତିରେ ଏହି ବିମାନଗୁଡିକର କିଛି କାର୍ଯ୍ୟ ନାହିଁ କହିଲେ ଭୁଲ ହେବ ନାହିଁ । ଡେଲଟା ଏୟାରଲାଇନ୍ସ, ଜେଟ ବ୍ଲୁ ପରି ଅନେକ…

ଓଡ଼ିଶାରେ ଚିହ୍ନଟ ନୂଆ ୯୧ କରୋନା ପଜିଟିଭଙ୍କ ସମ୍ପର୍କରେ ତଥ୍ୟ ଦେଲେ ସରକାର

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୯୧ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ ଜରିଆରେ ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ଦିଆଯାଇଛି। https://twitter.com/IPR_Odisha/status/1261903741692841984?s=08 ଚିହ୍ନଟ…

ରାଜ୍ୟର ତିନି ରେଡ୍ ହଟସ୍ପଟ୍ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ଟପିଲା

ଭୁବନେଶ୍ୱର : ଓଡିଶାକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ବଢିବା ସହିତ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଦ୍ରୁତ ଗତିରେ କରୋନା ପଜିଟିଭ୍ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ୫ଟି ରେଡ୍ ହଟ ଜୋନ ଜିଲ୍ଲାରେ ଏହା ୫୦ ଟପିଥିବା ବେଳେ ତିନିଟିରେ ୧୦୦ ଅତିକ୍ରମ କରିଛି । କରୋନା…

ଆତ୍ମନିର୍ଭର ଭାରତ: ସ୍ବାସ୍ଥ୍ୟ ସେବା ଲାଗି ଅର୍ଥମନ୍ତ୍ରୀଙ୍କ ୧୫,୦୦୦ କୋଟି ଟଙ୍କା ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର ଦିନ ଆତ୍ମନିର୍ଭର ଭାରତ ରିଲିଫ ପ୍ୟାକେଜର ପଞ୍ଚମ କିସ୍ତି ଘୋଷଣା କରିଛନ୍ତି।  ପ୍ରାୟ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜକୁ ସେ ପର୍ଯ୍ୟାୟକ୍ରମେ ଘୋଷଣା କରିଛନ୍ତି। ଆଜିର ପଞ୍ଚମ ତଥା ଅନ୍ତିମ କିସ୍ତି ସମ୍ପର୍କରେ…

ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର; ଜାଣନ୍ତୁ ବର୍ଦ୍ଧିତ ମୂଲ୍ୟ

ଭୁବନେଶ୍ୱର: ରାଜ୍ୟ ସରକାର ଶନିବାର ରାତିରୁ ଉଭୟ ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍ ହାର ବୃଦ୍ଧି କରିଛନ୍ତି। ଯାହା ଫଳରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ରବିବାର ଠାରୁ ବୃଦ୍ଧି ପାଇଛି। ପେଟ୍ରୋଲ ଉପରେ ଭ୍ୟାଟ୍ ୨୬ ପ୍ରତିଶତରୁ ୩୨ ପ୍ରତିଶତକୁ ଏବଂ ଡିଜେଲ ଉପରେ ୨୬ ପ୍ରତିଶତ ରୁ ୨୮ ପ୍ରତିଶତକୁ…

ରାଜ୍ୟରେ କରୋନା ନେଲା ଆଉ ୨ ମୁଣ୍ଡ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ କରୋନାଭାଇରସରେ ଓଡିଶାରେ ଆଉ ଦୁଇ ଜଣ ପ୍ରାଣ ହରାଇଛନ୍ତି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ରବିବାର ସକାଳ ସୁଦ୍ଧା ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫ ରେ ପହଞ୍ଚିଛି । ଏହି ଦୁଇଟି ମୃତ୍ୟୁ ରାଜ୍ୟର କରୋନା ହଟସ୍ପଟ୍ ଗଞ୍ଜାମ ଜିଲ୍ଲାରେ ହୋଇଥିବା…

ସମ୍ବଲପୁରକୁ ଡେଇଁଲା କରୋନା: ରାଜ୍ୟରେ ୯୧ ନୂଆ ଆକ୍ରାନ୍ତଙ୍କ ସହ ୮୦୦ ଟପିଲା ମୋଟ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ବିଜୁଳି ଗତିରେ ମାଡି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରବିବାର ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୯୧ ପଜିଟିଭ । ଏହାସହ କରୋନା ମ୍ୟାପରେ ଯୋଡି ହୋଇଛି ରାଜ୍ୟର ଆଉ ଏକ ଜିଲ୍ଲା। ଏପର୍ଯ୍ୟନ୍ତ ଗ୍ରୀନ ଜୋନରେ ଥିବା ସମ୍ବଲପୁର ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ…

ପୂର୍ବ ଶତୃତାକୁ କେନ୍ଦ୍ରକରି ସରପଞ୍ଚଙ୍କୁ ହତ୍ୟା ଅଭିଯୋଗ

ନୟାଗଡ଼: ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ଅନ୍ତର୍ଗତ ଧୋଲମାରା ପଞ୍ଚାୟତର ସରପଞ୍ଚଙ୍କୁ ଶନିବାର ବିଳମ୍ବିତ ରାତିରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାମ ସୁଶାନ୍ତ ବେହେରା ବୋଲି ଜଣାପଡିଛି। ସୂଚନାନୁସାରେ, ପଞ୍ଚାୟତ କାର୍ଯ୍ୟାଳୟରୁ ଘରକୁ ଫେରୁଥିବା ସମୟରେ ତାଙ୍କୁ ଏକ…

କୋଭିଡ୧୯: ଭାରତରେ ୯୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ସର୍ବାଧିକ ୪୯୮୭ ସଂକ୍ରମିତ

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । #COVID19: 120 deaths have occurred in the last 24 hours, Ministry…