Latest Odisha News

BREAKING NEWS

Browsing Category

ଫିଚର

ରାଜସ୍ଥାନରେ ଇଡି ସହ ଲଢୁଛି କଂଗ୍ରେସର ଗ୍ୟାରେଣ୍ଟି !

ଭୁବନେଶ୍ୱର: ଗୋଟିଏ ପଟେ ଇଡି ରେଡକୁ ନେଇ ରାଜସ୍ଥାନ ରାଜନୀତି ଚଳଚଞ୍ଚଳ ହୋଇପଡିଥିବା ବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ନିର୍ବାଚନ ଗ୍ୟାରେଣ୍ଟିକୁ ନେଇ ଚର୍ଚ୍ଚା ଆହୁରି ବଢ଼ି ଯାଇଛି। ଦୀର୍ଘ ବର୍ଷର ଟ୍ରେଣ୍ଡକୁ ଭାଙ୍ଗି ଲଗାତର ଦ୍ବିତୀୟବାର ଶାସନକୁ ଫେରିବାକୁ କଂଗ୍ରେସ ବହୁ…

ବିଷମକଟକରେ ଜଗନ୍ନାଥଙ୍କୁ ଟକ୍କର ଦେବ କଂଗ୍ରେସ !

ଭୁବନେଶ୍ୱର: ନିର୍ବାଚନ ସମୟ ପାଖେଇ ଆସୁଥିବାବେଳେ ଆଇନ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ବିଷମକଟକକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାୟଗଡା ଜିଲ୍ଲା ବିଷମକଟକ ନିର୍ବାଚନ ମଣ୍ଡଳୀକୁ କଂଗ୍ରେସର ଗଡ଼ ବୋଲି କୁହାଯାଏ। ଏହି ନିର୍ବାଚନମଣ୍ଡଳୀର ନିର୍ବାଚନ ଇତିହାସକୁ ଦେଖିଲେ କଂଗ୍ରେସ ପ୍ରାର୍ଥୀମାନେ…

କ୍ରମାଗତ ଅର୍ଦ୍ଧଶତକ ହାସଲରେ ରିୟାନ ପରାଗଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ: ଭାରତର ଉଦୀୟମାନ କ୍ରିକେଟର ରିୟାନ ପରାଗ କ୍ରମାଗତ ଟି୨୦ କ୍ରିକେଟରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରି ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ସୟେଦ ମୁସ୍ତାକ ଅଲି ଟ୍ରଫିରେ ସେ କ୍ରମାଗତ ୬ ଅର୍ଦ୍ଧଶତକ ମାରି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଓଡିଶା ବିପକ୍ଷରେ ସେ ୪୫ ରନ କରି…

ବାବର, ଶକୀଲଙ୍କ ଅର୍ଦ୍ଧଶତକ: ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୨୭୧ ରନର ଲକ୍ଷ୍ୟ

ଚେନ୍ନାଇ: ଚଳିତ ବିଶ୍ୱକପ କ୍ରିକେଟରେ ଶୁକ୍ରବାର ପାକିସ୍ତାନ ୨୭୧ ରନର ଲକ୍ଷ୍ୟ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୪୬.୪ ଓଭରରେ ୨୭୦ ରନ କରି ଅଲଆଉଟ ହୋଇ ଯାଇଥିଲେ । ଅଧିନାୟକ ବାବର ଆଜମ ୫୦ ଓ ସୌଦ ଶକୀଲ ୫୨ ରନର ଇନିଂସ ଖେଳିଥିଲେ । ଶଦାବ ଖାଁ ଦ୍ରୁତ…

ସ୍ୱ ନିଯୁକ୍ତି ଦ୍ୱାରା ରାଜନୀତିରେ ସଫ୍ଟ ଲାଣ୍ଡିଂ କରିଛନ୍ତି ପୂର୍ବତନ ସଚିବ -ଅପରାଜିତା

ଭୁବନେଶ୍ୱର:ନବୀନ ନିବାସରେ ପାଣ୍ଡିଆନଙ୍କୁ ସ୍ୱାଗତ କରିବା ପାଇଁ ସରକାରୀ କର୍ମଚାରୀ ଭିଡ ଜମାଇଥିବା ଘଟଣାକୁ କଡା ଭାଷାରେ ସମାଲୋଚନା କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଆଇଏଏସ ପଦବୀରୁ ସ୍ୱେଚ୍ଛାକୃତ ଅବସର ନେବାର ମାତ୍ର କେଇ ଘଣ୍ଟା ପରେ ପାଣ୍ଡିଆନଙ୍କୁ ମିଳିଛି କ୍ୟାବିନେଟ ରାଙ୍କ…

ସଙ୍ଗୀତ ନିର୍ଦ୍ଦେଶକ ସ୍ଵରୁପ ନାୟକଙ୍କ ଦେହାନ୍ତ, ଦୀର୍ଘଦିନ ଧରି କ୍ୟାନ୍ସର ରୋଗରେ ପୀଡିତ ଥିଲେ

କଟକ: ପରଲୋକରେ ଓଡିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ । ଦୀର୍ଘଦିନ ଧରି କ୍ୟାନ୍ସର ରୋଗରେ ପୀଡିତ ଥିଲେ ସ୍ୱରୂପ । କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ପରଲୋକରେ ସାରା ଓଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ…

ଅନ୍ଧାର ରାତିରେ ରେଳ ଧାରଣାରେ ବୁଲୁଥିଲେ ନାବାଳକ; ପିଟିଲା ଟ୍ରେନ

କୋରାପୁଟ:ଗୁରୁବାର ରାତି ପ୍ରାୟ ୪ଟାର ଘଟଣା । ଚାରିଆଡ ମିଞ୍ଜି ମିଞ୍ଜି ଅନ୍ଧାର । ନାବାଳକ ଜଣେ ବୁଲୁଥିଲେ ରେଲୱେ ଟ୍ରାକରେ । ହଠାତ୍ ମାଡି ଆସିଲା ଯନ୍ତ୍ର ଦାନବ । ପିଟିଦେଲା ନାବାଳକଙ୍କୁ । କିଛି ବୁଝିବା ପୂର୍ବରୁ ଛିଟିକି ପଡି ଦୂରରେ ପଡିଲେ ନାବାଳକ । ଏମିତି ଘଟଣା ଆସିଛି କୋରାପୁଟ…

ଏଣିକି ଶସ୍ତା ହେବ ସାବୁନ, ଡିଟରଜେଣ୍ଟ ଓ ବଡି ୱାଶ୍ ଭଳି ଦ୍ରବ୍ୟ: ଯୋଜନା ପ୍ରସ୍ତୁତ କରିଛି ଅଗ୍ରଣୀ କମ୍ପାନୀ

ନୂଆଦିଲ୍ଲୀ: ଖୁବ ଶୀଘ୍ର ଭାରତରେ ପ୍ରିମିୟମ୍ ସେଗମେଣ୍ଟରେ ଆସୁଥିବା ଏକ ପ୍ରମୁଖ ବ୍ରାଣ୍ଡର ଉତ୍ପାଦର ମୂଲ୍ୟ ହ୍ରାସ ହେବାକୁ ଯାଉଛି। ଭାରତରେ ହିନ୍ଦୁସ୍ତାନ ୟୁନିଲିଭରର ପ୍ୟାରେଣ୍ଟ୍ ଫାର୍ମ ୟୁନିଲିଭର ଆସନ୍ତା ସମୟରେ ଅନେକ ବର୍ଗର ଉତ୍ପାଦର ମୂଲ୍ୟ ହ୍ରାସ କରିବ ବୋଲି ଆଶା କରାଯାଉଛି ଏବଂ…

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ହିମାଚଳ ପ୍ରଦେଶର ମୁଖ୍ୟମନ୍ରୀ ସୁଖବିନ୍ଦର ସିଂ ସୁକ୍ଖୁ

ନୂଆଦିଲ୍ଲୀ: ଏମ୍ସରେ ଭର୍ତ୍ତି ହେଲେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁକ୍ଖୁ । ତାଙ୍କୁ ନୂଆଦିଲ୍ଲସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି । ଶିମଳାସ୍ଥିତ ଇନ୍ଦିରା ଗାନ୍ଧି ମେଡିକାଲ ଏବଂ ହସ୍ପିଟାଲରେ ତାଙ୍କର ପ୍ରଥମେ ଚିକିତ୍ସା ଚାଲିଥିଲା । ପରେ ଦିଲ୍ଲୀ ଏମ୍ସକୁ ତାଙ୍କୁ…

ଲାଲୁ ଯାଦବଙ୍କ ଉପରେ ନିର୍ମାଣ ହେବ ବାୟୋପିକ୍, ପ୍ରକାଶ ଝା କରିବେ ଫିଲ୍ମ ପ୍ରଡ୍ୟୁସ୍

ମୁମ୍ବାଇ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ନିଜର ରାଜନୈତିକ କ୍ୟାରିଅରରେ ସର୍ବଦା ଶୀର୍ଷରେ ରହି ଆସିଛନ୍ତି। ସେ ତାଙ୍କର ଶୈଳୀ ହେଉ କିମ୍ବା ରାଜନୀତିରେ ତାଙ୍କର କୌଶଳ, ସବୁ ବିଷୟରେ ସେ ପାରଦର୍ଶୀ। ବର୍ତ୍ତମାନ ଲାଲୁଙ୍କ ବିଷୟରେ ଏକ ବଡ଼ ଖବର ଆସିଛି।…