Latest Odisha News

BREAKING NEWS

Browsing Category

ଫିଚର

ମଦର୍ସ ଡେ’ରେ ମା’କୁ ହତ୍ୟା କଲା ପୁଅ

ମାଳକାନଗିରି: ମାତୃତ୍ୱ ଦିବସରେ ମା’କୁ ହତ୍ୟା । ରକ୍ତରେ ଭିଜିଲା ମା’ର ପଣତ କାନି । ପୁଅର ଠେଙ୍ଗାମାଡରେ ସବୁ ଦିନ ପାଇଁ ଆଖିବୁଜିଲା ମାଆ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲର ବଡ଼ବଦଲି ଗାଁରେ ।ମହୁଲ ବିକ୍ରି ବାବଦ ଟଙ୍କା କେଇଟା ନଦେବାରୁ ବାପା ସହ ମିଶି…

ଟଙ୍କା ସାନିଟାଇଜ କରୁଛି ପୋଲିସ

ଭୋପାଲ: କରୋନା ସହ ଲଢ଼ିବା ପାଇଁ ଚାଲିଛି ଯୁଦ୍ଧ । ସମସ୍ତେ ପିନ୍ଧୁଛନ୍ତି ମାସ୍କ । କରୁଛନ୍ତି ହାତ ସାନିଟାଇଜ । ଯେପରି ଏହି ଭୂତାଣୁ ବ୍ୟାପିବନି ସେଥିପାଇଁ ହେଉଛନ୍ତି ସତର୍କ । ତେବେ ଏଭଳି ସ୍ଥିତିରେ ଟଙ୍କାକୁ ମଧ୍ୟ କରାଯାଉଛି ସାନିଟାଇଜ । ଖୋଦ୍ ପୋଲିସ ବାବୁ ଟଙ୍କାକୁ ସାନିଟାଇଜ କରୁଛନ୍ତି…

ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌କୁ ଜଟଣୀ ମନା: ସୁର ରାଉତରାୟ

ଭୁବନେଶ୍ୱର: ରାଜ୍ୟକୁ ଫେରୁଛନ୍ତି ଶହ ଶହ ପ୍ରବାସୀ ଓଡ଼ିଆ । ସରକାରଙ୍କ ଶ୍ରମିକଙ୍କ ଫେରିବା ପାଇଁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ବ୍ୟବସ୍ଥା କରିଛନ୍ତି । ତେବେ ଏହି ସ୍ୱତନ୍ତ୍ର ଟ୍ରେନ୍‌କୁ ଜଟଣୀରେ ଅଟକିବାକୁ ଦେବୁ ନାହିଁ ବୋଲି ଜଟଣୀ ବିଧାୟକ ସୁର ରାଉତରାୟ । ସେ କହିଛନ୍ତି, ସରକାର ବାହାର…

ସୂର୍ଯ୍ୟ ଚାରିପାଖେ ଇନ୍ଦ୍ରଧନୁର ବଳୟ

ଭୁବନେଶ୍ୱର: ସୂର୍ଯ୍ୟ ଚାରିପଟେ ବଳୟ । ଇନ୍ଦ୍ରଧନୁର ରଙ୍ଗରେ ରଙ୍ଗୀନ ହୋଇଛି ସୂର୍ଯ୍ୟଙ୍କ ଚର୍ତୁପାଶ୍ୱ । ଆଜି ସକାଳେ ଆକାଶରେ ଦେଖିବାକୁ ମିଳିଥିଲା କିଛି ଏଭଳି ସୁନ୍ଦର ଦୃଶ୍ୟ । ବୋଲି ସୂର୍ଯ୍ୟଙ୍କ ଚାରିପଟେ ଏକ ରିଙ୍ଗ ସଦୃଶ୍ୟ ଦୃଶ୍ୟମାନ ହୋଇଥିଲା ଦିନ ପ୍ରାୟ ୧୦ଟା ସମୟରେ ଏଭଳି ବଳୟ…

ଥାନାରୁ ଚମ୍ପଟ ମାରିଲା ଅଭିଯୁକ୍ତ

ଭୁବନେଶ୍ୱର: ଥାନାରୁ ଖସି ପଳାଇଲା ଅଭିଯୁକ୍ତ । ଭୁବନେଶ୍ୱର ଏୟାରପୋର୍ଟ ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିଥିବା ଜଣାପଡିଛି । ଅଭିଯୁକ୍ତ ଜଣକ ହେଲେ ଅମୀୟ ସ୍ୱରୂପ ମହାପାତ୍ର । ଗଣ୍ଡଗୋଳ ଓ ମାରପିଟ୍ ଘଟଣାରେ ପୋଲିସ ଗତକାଲି ତାକୁ ଗିରଫ କରିଥିଲା । ଏହାପରେ ତାକୁ ଏୟାରପୋର୍ଟ ଥାନାରେ…

କରୋନା ରୋକିବାକୁ ପଂଚାୟତ ସ୍ତରରେ ଉଦ୍ୟମ ହେଉ: ସମୀର ମହାନ୍ତି

ଭୁବନେଶ୍ୱର: କରୋନା ଭଳି ମହାମାରୀ ସମୟରେ ଓଡିଶାକୁ ସୁରକ୍ଷିତ ରଖିବା ପାଇଁ ସବୁ ସ୍ତରରେ ଉଦ୍ୟମ ଜାରି ରହିଛି । ପ୍ରବାସୀ ଭାଇ ଓ ଭଉଣୀମାନେ ଆମ ରାଜ୍ୟକୁ ପହଂଚିବା ଆରମ୍ଭ ହୋଇସାରିଛି ଏବଂ ଏହା ହିଁ ଆମ ସମସ୍ତଙ୍କ ପାଇଁ ସବୁଠୁ ବଡ ଆହ୍ୱାନ । ପଂଚାୟତ ସ୍ତରରେ ସେମାନଙ୍କ କ୍ୱାରେଂଟାଇନ…

ବେଲଗାମ ହେଉଛି କରୋନା, ଆଉ ୧୦ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ୧୦ ଜଣଙ୍କ ମଧ୍ୟରେ ରହିଛନ୍ତି ଭଦ୍ରକ ଜିଲ୍ଲାର ୬ ଜଣ ଏବଂ ଯାଜପୁରର ୪ ଜଣ ଆକ୍ରାନ୍ତ । ବର୍ତ୍ତମାନର ଆକ୍ରାନ୍ତଙ୍କୁ ମିଶାଇ ଯାଜପୁରରେ ସଂଖ୍ୟା ୫୯ରେ ପହଂଚିଛି । ସେହିପରି ଭଦ୍ରକରେ ୩୧ ଜଣ ଆକ୍ରାନ୍ତ ଚିହ୍ନଟ…

ସଙ୍ଗରୋଧରେ ରହିବେ ବିଶ୍ୱକର୍ମା ସେବାୟତ

ପୁରୀ: ସଙ୍ଗରୋଧରେ ରହିବେ ସେବାୟତ । ରଥକାମରେ ନିୟୋଜିତ ଥିବା ବିଶ୍ୱକର୍ମା ସେବାୟତଙ୍କୁ ଆଜିଠାରୁ ସଙ୍ଗରୋଧରେ ରଖାଯିବ । ତିନିଟି ଭକ୍ତ ନିବାସରେ ୨୦୫ ଜଣ ସେବାୟତଙ୍କୁ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି । ସଙ୍ଗରୋଧରେ ରହିବା ସମୟରେ ସେବାୟତଙ୍କୁ ଜଳଖିଆ, ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନ…

ଗ୍ରାମାଂଚଳ ପ୍ରତି ଅଧିକ ବିପଦ ରହିଛି: ଗଂଜାମ ଜିଲ୍ଲାପାଳ

ଭୁବନେଶ୍ୱର: ଗଂଜାମ ଜିଲ୍ଲାରେ କରୋନା ମୁକାବିଲା ସ୍ଥିତି ଉପରେ ଜିଲ୍ଲାପାଳ, ବିଧାୟକ, ସାଂସଦଙ୍କ ସହ ଆଲୋଚନା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଭିଡିଓ କନଫରେନ୍ସିଂରେ ହୋଇଥିିବା ଏହି ଆଲୋଚନାରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ଯେ, ଜିଲ୍ଲାର ଗ୍ରାମାଂଚଳ ପ୍ରତି…

ଗଂଜାମରେ ଆଉ ଏକ କୋଭିଡ ହସ୍ପିଟାଲ କର: ବାଚସ୍ପତି

ଭୁବନେଶ୍ୱର: ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ତେଣୁ ଜିଲ୍ଲାରେ ଆଉ ଏକ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ପ୍ରସ୍ତୁତ କର । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଗଂଜାମ ଜିଲ୍ଲାପାଳଙ୍କୁ ଏଭଳି ପ୍ରସ୍ତାବ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଗଂଜାମରେ ଏବେ ୨୦୦ ବେଡ୍ ବିଶିଷ୍ଟ ଏକ…