Latest Odisha News

BREAKING NEWS

Browsing Category

ଫିଚର

ମା…ଏକ ଶଦ୍ଦ ନୁହେଁ, ଏକ ଆବେଗ, ଏକ ଆତ୍ମୀୟତା ଓ ଏକ ସ୍ୱର୍ଗୀୟ ଅନୁଭବ

ମାତୃତ୍ୱ ଦିବସ ପାଳନ ପାଶ୍ଟାତ୍ୟ ସମସ୍କୃତିର ଏକ ଅଂଶ ହୋଇପାରେ ସତ ହେଲେ ଏ ଦିବସ ମାର ସମ୍ମାନ କ୍ଷେତ୍ରରେ ଏକ ବାର୍ତ୍ତା ବହ । ୧୯୧୨ରେ ମାତୃତ୍ୱ ଦିବସ ପ୍ରଥମେ ୟୁନାଇଟେଡ ଷ୍ଟେଟସରେ ପାଳନ ହୋଇଥିଲା । ପରବର୍ତ୍ତୀ ସମୟରେ ଏହାର ବିଶ୍ୱବ୍ୟାପୀ ଆଦୃତି ବଢିଥିବା ବେଳେ ଏବେ ୪୦ ଟି ଦେଶ ମାତୃତ୍ୱ…

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହାନଙ୍କ ପରଲୋକ

ଭୁବନେଶ୍ୱର: ପଶ୍ଚିମ ଓଡିଶା ଉନ୍ନୟନ ପରିଷଦର ଅଧ୍ୟକ୍ଷ ସୁବାସ ଚୌହ୍ୱାନଙ୍କର  ପରଲୋକ ଘଟିଛି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିବାରୁ ୫ ଦିନ ପୂର୍ବେ  ସୁବାସଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ୫୪ ବର୍ଷରେ ତାଙ୍କର ପରଲୋକ ଘଟିଛି । ଲିଭର…

ଇତିହାସରେ ମାତୃ ଦିବସ; କେବେଠୁ ଓ କାହିଁକି ହେଉଛି ପାଳନ, ଜାଣନ୍ତୁ

ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ମାତୃ ଦିବସ । ମାଆର ବାତ୍ସଲ୍ୟ ମମତା, ତ୍ୟାଗ, ବଳିଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ମେ ମାସର ଦ୍ୱିତୀୟ ରବିବାରକୁ ମଦର୍ସ ଡେ ଭାବେ ପାଳନ କରାଯାଇଥାଏ । ଇତିହାସ: ୧୮୬୧ରୁ ୧୮୬୫ ମସିହା ପର୍ଯ୍ୟନ୍ତ ଯୁକ୍ତରାଷ୍ଟ୍ର ଆମେରିକାରେ ଦାସତ୍ୱ ପ୍ରଥା ଯୋଗୁ…

ବିଶ୍ୱ ମାତୃ ଦିବସ; ମା’ ପାଇଁ ଦିନଟିଏ

ଭୁବନେଶ୍ୱର: ମା' ...ଦୁନିଆର ସବୁଠୁ ମଧୁର ଶବ୍ଦ । ଏହି ଗୋଟିଏ ଶବ୍ଦରେ ଭରି ରହିଥାଏ ସ୍ନେହ, ପ୍ରେମ, ମମତାର ଗଭୀର ସମୁଦ୍ରଟିଏ । ଯାହାର ଆକଳନ ବାସ୍ତବରେ ଅସମ୍ଭବ । ଅୟୁତ ବ୍ରହ୍ମାଣ୍ଡ ବିଲୀନ ହୋଇଯାଏ ଏଇ ମା' ଶବ୍ଦର ଗଭୀରତାରେ। ମାଆର ପଣତକାନି ସବୁଠାରୁ ଶେଷ୍ଠ ଆଶ୍ରୟ ସ୍ଥଳ । ଆଉ ତା'ର…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୦-୦୫-୨୦୨୦ ରବିବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମଇ ତା ୧୦ ରିଖ ରବିବାର ମେଷ ୨୮ ଦିନ ଜ୍ଯେଷ୍ଠ ମାସ କୃଷ୍ଣ ପକ୍ଷ ତୃତୀୟା ଭୁକ୍ତ ଚତୁର୍ଥୀ ତିଥି ମୂଳା ନକ୍ଷତ୍ର ଧନୁ ଚନ୍ଦ୍ର ଘାତ ବାର-: ମେଷ ରାଶିର ଘାତ ଚନ୍ଦ୍ର-: ତୁଳା , କୁମ୍ଭ ରାଶିର ପୁରୁଷ ଓ…

ଭିଭୋ ୱାଇ ୩୦: ୫କ୍ୟାମେରା, ୫୦୦୦ ଏମ୍ଏଏଚ ବ୍ୟାଟେରୀ ସହିତ ହେଲା ଲଞ୍ଚ, ଜାଣନ୍ତୁ ମୂଲ୍ୟ

ନୂଆଦିଲ୍ଲୀ: ହ୍ୟାଣ୍ଡସେଟ ନିର୍ମାତା ଭିଭୋ ଏହାର ନୂତନ ୱାଇ- ସିରିଜ୍ ସ୍ମାର୍ଟଫୋନ୍ ଭିଭୋ ୱାଇ୩୦ ଲଞ୍ଚ କରିଛି | ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟଗୁଡିକ ବିଷୟରେ କହିବାକୁ ଗଲେ, ଭିଭୋ ବ୍ରାଣ୍ଡର ଏହି ସର୍ବଶେଷ ସ୍ମାର୍ଟଫୋନ୍ ଏକ ପଞ୍ଚ ହୋଲ୍- ଡିପ୍ଲେ  ସହିତ ଲଞ୍ଚ କରାଯାଇଛି, କମ୍ପାନୀ ଏହାର ନାମ…

ବ୍ୟାଙ୍କ ଅଫ୍ ଆମେରିକା ୪ଟି ବ୍ୟାଙ୍କକୁ ଡାଉନଗ୍ରେଡ୍ କରିଛି, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ବ୍ୟାଙ୍କ ଅଫ୍ ଆମେରିକା ଦେଶର ସର୍ବବୃହତ ବ୍ୟାଙ୍କ ଏସବିଆଇ, ଆଇସିଆଇସିଆଇ, ବ୍ୟାଙ୍କ ଅଫ୍ ବରୋଦା ଏବଂ ଇଣ୍ଡସଇଣ୍ଡ ବ୍ୟାଙ୍କର ରେଟିଂ ହ୍ରାସ କରିଛି। ବ୍ୟାଙ୍କ ଅଫ୍ ଆମେରିକା ବିଶ୍ୱାସ କରେ ଯେ ୨୦୨୦ ଶେଷ ସୁଦ୍ଧା ଏହି ବ୍ୟାଙ୍କଗୁଡିକ ଏକ ବୃହତ ଏନପିଏ କିମ୍ବା ୠଣ ସଙ୍କଟର ସମ୍ମୁଖୀନ…

ଜାଣନ୍ତୁ; ରବିବାର କେଉଁସବୁ ଜିଲ୍ଲାରେ ହେବ ବର୍ଷା

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର କେତେକ ସ୍ଥାନରେ ସାମାନ୍ୟ କିମ୍ବା ମଧ୍ୟମ ଧରଣର ବୃଷ୍ଟିପାତ ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗର ସୂଚନାନୁଯାୟୀ, ରାଜ୍ୟର ଯେଉଁ ସବୁ ସ୍ଥାନରେ ଝଡ଼ବର୍ଷା କିମ୍ବା ବର୍ଷା ହେବାର ସମ୍ଭାବନା ରହିଛି ସେହିସବୁ ଅଞ୍ଚଳ ବା…

ରବିବାରଠାରୁ ହେବ ସିବିଏସଇ ଦଶମ ଓ ଦ୍ୱାଦଶ ଖାତା ମୂଲ୍ୟାୟନ

ଭୁବନେଶ୍ୱର : ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖାତା ମୂଲ୍ୟାୟନ ରବିବାର ଠାରୁ ଆରମ୍ଭ ହେବ । ଏ ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ମଗାଯାଇଥିବା ଅନୁମତିକୁ ଗୃହ ମନ୍ତ୍ରଣାଳୟ ସବୁଜ ସଙ୍କେତ ଦେଇଛି । ତିନି ହଜାର ସ୍କୁଲକୁ ଏହି ଅନୁମତି ଦିଆଯାଇଥିବା କେନ୍ଦ୍ର ମାନବ…

ବିସ୍ଫୋରକ ପରିସ୍ଥିତି; ପ୍ରବାସୀ ଆକ୍ରାନ୍ତଙ୍କ ମଧ୍ୟରେ ୧୧୨ ସୁରଟ ଫେରନ୍ତା !

ଭୁବନେଶ୍ୱର: ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ଓଡ଼ିଶାରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟ ସରକାର ଆରମ୍ଭରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହିତ ସଂକ୍ରମଣକୁ ଏକରକମ ରୋକି ପାରିଥିଲେ । ମାତ୍ର ଯେବେଠାରୁ ବିଭିନ୍ନ ରାଜ୍ୟରୁ ପ୍ରବାସୀ ଓଡ଼ିଆମାନଙ୍କ ଓଡ଼ିଶା ଅଭିମୁଖେ ସୁଅ…