Latest Odisha News

BREAKING NEWS

Browsing Category

ଫିଚର

ପୂର୍ବରୁ ପ୍ରବାସୀ ଫେରି ଆସିଲେ ସମ୍ଭାଳି ହେବ ସ୍ଥିତି: ବାଗଚୀ

ଭୁବନେଶ୍ୱର: ରାଜ୍ୟକୁ ଫେରୁଛନ୍ତି ପ୍ରବାସୀ । ଏହାଦ୍ୱାରା ସଂକ୍ରମଣ ସଂଖ୍ୟା ମଧ୍ୟ ବଢ଼ୁଛି । ଏଣୁ ପ୍ରବାସୀଙ୍କ ଘର ବାହୁଡା ନେଇ ଅନେକ ପ୍ରଶ୍ନ ଉଠୁଛି । ଏନେଇ ଆଜି ଉତ୍ତର ରହିଖିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରୋତ ବାଗଚୀ । ସେ କହିଛନ୍ତି, ଦେଶରେ ୨୫ମାର୍ଚ୍ଚରୁ…

ଗଂଜାମ ଜିଲ୍ଲାର ସମସ୍ତ ସରପଞ୍ଚଙ୍କ ସହ ଆଲୋଚନା କଲେ ୫ଟି ସଚିବ

ଭୁବନେଶ୍ୱର : କ୍ୱାରେଣ୍ଟାଇନ ସେଣ୍ଟରଗୁଡିକର ସୁପରିଚାଳନା ନେଇ ଗଂଜାମ ଜିଲ୍ଲାର ସମସ୍ତ ସରପଞ୍ଚଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହେଲେ ରାଜ୍ୟ ସରକାରଙ୍କ ୫ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ । ଜିଲ୍ଲାର ସମସ୍ତ କ୍ୱାରେଣ୍ଟାଇନ ବା ସଙ୍ଗରୋଧ କେନ୍ଦ୍ରରେ ବାହାର ରାଜ୍ୟରୁ…

ଚିନ୍ତା ବଢ଼ାଇଲେଣି ସୁରତ ଫେରନ୍ତା, ଗଂଜାମରେ ପୁଣି ଜଣେ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଗଞ୍ଜାମରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛି । ଜଣେ ୨୬ ବର୍ଷୀୟ ସୁରଟ ଫେରନ୍ତା ଯୁବକଙ୍କ ଦେହନ୍ତରେ ଭୂତାଣୁ ଥିବା ଜଣାପଡିଛି । ସେ କ୍ୱାରେଂଟିନ୍ ସେଂଟରରେ ଥିଲେ । 4th Health Update, 9th May One positive in Ganjam 26 yr Male (Surat returnee.…

ମୃତ୍ୟୁ ଯାହାଙ୍କ ପାଖ ମାଡି ପାରୁନି: ଫ୍ରେଡି ବ୍ଲୋମ ୧୧୬ ନଟଆଉଟ

ଆଡିଲେଡ: ବିଶ୍ୱର ଦୀର୍ଘାୟୁ ବ୍ୟକ୍ତି ଭାବେ ବିବେଚନା କରାଯାଉଥିବା ଫ୍ରେଡି ବ୍ଲୋମ ତାଙ୍କର ୧୧୬ତମ ଜନ୍ମ ଦିବସ ପାଳନ କରିଛନ୍ତି । ୮ ମେ ୧୯୦୪ରେ ଫ୍ରୋଡି ଦକ୍ଷିଣ ଆଫ୍ରିକାର ଆଡିଲେଡରେ ଜନ୍ମ ଗ୍ରହଣ କରିଥିଲେ । ସେ ୨ ଟି ମହାମାଙ୍କୁ ନିକଟରୁ ଦେଖିଛନ୍ତି । ତାଙ୍କୁ ୧୪ ବର୍ଷ ବୟସ ହୋଇଥିବା…

ମଣିଷ ଶରୀରରେ ୩ଟି କିଡନୀ !

ବ୍ରାଜିଲ: ଅବିଶ୍ୱାସ ହେଲେ ବି ସତ ! ବ୍ରାଜିଲର ଜଣେ ବ୍ୟକ୍ତିଙ୍କ ଶରୀରରେ ୩ଟି କିଡନୀ ରହିଥିବା ଜଣାପଡିଛି । ୩୮ ବର୍ଷୀୟ ବ୍ୟକ୍ତି ଜଣଙ୍କ ପିଠିରେ ଗଭୀର ଯନ୍ତ୍ରଣା କରିବାରୁ ସାଓ ପାଓଲୋ ସ୍ଥିତ ହସ୍ପିଟାଲ ଡୋ ରୀମ୍‌କୁ ଯାଇ ଡାକ୍ତରଙ୍କ ପରାମର୍ଶ କରିଥିଲେ । ଡାକ୍ତର ସିଟି ସ୍କାନ୍ କରିବା ପରେ…

ଆଜି ଓଡ଼ିଶା ଅଭିମୁଖେ ୩ଟି ରାଜ୍ୟରୁ ଛାଡ଼ିବ ୫ଟି ସ୍ପେଶାଲ୍ ଟ୍ରେନ୍‌

ଭୁବନେଶ୍ୱର: ଲକ୍‌ଡାଉନରେ ଫସିରହିଥିବା ପ୍ରବାସୀ ଓଡ଼ିଆ ମାନଙ୍କୁ ଓଡ଼ିଶା ଆସିବା ଲାଗି ସରକାର ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରିଛନ୍ତି । ଯେଉଁ ତିନୋଟି ରାଜ୍ୟରୁ ପ୍ରବାସୀ ଓଡ଼ିଆମାନେ ଆଜି ୫ଟି ସ୍ୱତନ୍ତ୍ର ଟ୍ରେନ ଯୋଗେ ଫେରିବେ ସେହି ରାଜ୍ୟ ଗୁଡ଼ିକ ହେଲା – ଗୁଜରାଟ, ମହାରାଷ୍ଟ୍ର ଓ…

କୁଖ୍ୟାତ ଡ୍ରଗ୍ସ ସ୍ମଗଲର ରଣଜିତ ସିଂଙ୍କୁ ଗିରଫ କଲା ଏନଆଇଏ

ଚଣ୍ଡୀଗଡ: ନ୍ୟାଶନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ)କୁ ଶନିବାର ଏକ ବହୁତ ବଡ ସଫଳତା ମିଳିଛି । ଦେଶର କୁଖ୍ୟାତ ଡ୍ରଗ୍ସ ସ୍ମଗଲର ରଣଜିତ ସିଂ (ଚିତା)କୁ ଏହାର ସ୍ୱତନ୍ତ୍ର ଟିମ୍ ହରିୟାଣାର ସିରସା ଅଂଚଳରେ ଗିରଫ କରିଛି । ଏହି ଟିମର ନେତୃତ୍ୱ ପୋଲିସ ଅଧିକ୍ଷକ ତେଜେନ୍ଦ୍ର ସିଂ କରୁଥିଲେ ।…

ଭିଏଫଏକ୍ସ ଟେକ୍ନୋଲୋଜିରେ ସମ୍ପୂର୍ଣ୍ଣ ହେବ ରିଷି କାପୁରଙ୍କ ଅନ୍ତିିମ ଫିଲ୍ମ

ମୁମ୍ବାଇ:  ବଲିଉଡର ମହାନ କଳାକାର ଏବେ ନିକଟରେ ପରପାରିକୁ ଚାଲି ଯାଇଛନ୍ତି । ତେବେ ତାଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ଖୁସି ଖବର ରହିଛି । ରିଷି କାପୁରଙ୍କ ଅଭିନୀତ ଶେଷ ଫିଲ୍ମ ଶର୍ମାଜୀ ନମକିନକୁ ଭିଏଫଏକ୍ସ ଟେକ୍ନୋଲୋଜିରେ ସମ୍ପୂର୍ଣ୍ଣ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ଫିଲ୍ମରେ ଜୁହି…

କରୋନା ପାଇଁ ଚୀନ ଭାରତକୁ କ୍ଷତିପୂରଣ ଦେବା ଲାଗି କେସ୍ କଲେ ରମେଶ

ନୂଆଦିଲ୍ଲୀ: କରୋନା ପାଇଁ ଚୀନ ଭାରତକୁ କ୍ଷତିପୂରଣ ଦେବା ଲାଗି ତାମିଲନାଡୁର ମଦୁରାଇର କେ.କେ. ରମେଶ ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ଦାଖଲ କରିଥିବା କୁହାଯାଉଛି । ପୃଥିବୀର ଅଧିକାଂଶ ଦେଶ କରୋନା ପାଇଁ ଚୀନକୁ ଦାୟୀ କରିଛନ୍ତି । ଉହାନ୍‌ର ଏକ ଲ୍ୟାବ୍‌ରୁ ଏହା ଲିକ୍ ହୋଇଥିବା କୁହାଯାଉଛି ।…

କରୋନା ମ୍ୟାପ୍‌ରେ ନୟାଗଡ, ପ୍ରଥମ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ନୟାଗଡକୁ ବ୍ୟାପିଲା କରୋନା । ଆଜି ନୟାଗଡାରୁ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ବ୍ୟକ୍ତିଙ୍କ ବୟସ ୪୦ ବର୍ଷ । ସେ ସୁରତ ଫେରନ୍ତା । ସେ ସୁରତରୁ ଫେରିବା ପରେ ତାଙ୍କୁ କ୍ୱାରେଂଟିନ ସେଂଟରରେ ରଖାଯାଇଥିଲା । ନମୂନା ପରୀକ୍ଷା ପରେ ଆଜି ତାଙ୍କ ରିପୋର୍ଟ ପଜିଟିଭ…