Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟରେ ସୁସ୍ଥ ହେଲେ ଆଉ ୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦନ ବଢ଼ିଚାଲିଛି । ଏହାରି ଭିତରେ ଓଡ଼ିଶା ପାଇଁ ଆସିଛି ଏକ ଖୁସି ଖବର । ଚିକିତ୍ସା ପରେ ଆଉ ୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । Five more Covid patients have recovered and tested negative for #COVID19. Four…

ବଡ଼ ଖବର: କଟକରେ ଖୋଲିଲା ଗାର୍ମେଣ୍ଟ୍ ମଲ୍ !

କଟକ: ଓଡ଼ିଶା ସମେତ ସାରା ଭାରତରେ ଜାରି ରହିଛି ଲକ୍‌ଡାଉନ୍ । ଲକ୍‌ଡାଉନ୍ କଟକଣା ଯୋଗୁଁ ଦୀର୍ଘ ଦିନ ବନ୍ଦ ରହିବା ପରେ ଆଜି କଟକରେ ଖୋଲିଛି ଗାର୍ମେଣ୍ଟ୍ ମଲ୍ । ମିଳିଥିବା ସୂଚନାନୁଯାୟୀ, କଟକ ସହରର ବ୍ୟାବସାୟିକ ପେଣ୍ଠସ୍ଥଳ ଭାବେ ପରିଚିତ ବାଦାମବାଡ଼ି, ଦୋଳମୁଣ୍ଡାଇ ନୂଆପାଟଣା ଏବଂ…

ଘରୋଇ କଲେଜ ଛାତ୍ରଛାତ୍ରୀଙ୍କ ଫି’ ଛାଡ ହେବନି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଘରୋଇ କଲେଜ ଛାତ୍ରଛାତ୍ରୀଙ୍କ ଫି ଛାଡ ହେବନି । ଫି ଛାଡ ନେଇ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ମାନ୍ୟବର ସର୍ବୋଚ୍ଚ ଅଦାଲତ । ସୁପ୍ରିମକୋର୍ଟ କହିଛନ୍ତି ଯେ, ଫି ନଦିଅନ୍ତି ତେବେ କଲେଜ୍ କେମିତି ଚାଲିବ। କଲେଜ୍ ନିଜର କର୍ମଚାରୀଙ୍କୁ ଦରମା କେମିତି ଦେବ। ଓକିଲ କଲେଜ୍…

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା: ରଥ ନିର୍ମାଣର ଚମତ୍କାରିତା…

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରାରେ ନିୟୋଜିତ ହେଉଥିବା ତିନିରଥର ପାରମ୍ପରିକ ନିର୍ମାଣ ଶୈଳୀ ପ୍ରକୃତରେ ଓଡ଼ିଆ କାରିଗରଙ୍କ ଉକ୍ରୃଷ୍ଟ ନିର୍ମାଣ ପ୍ରତିଭାର ନିର୍ଭୁଲ ସ୍ୱାକ୍ଷର । ବଡ଼ଭାଇ ବଡ଼ଠାକୁର ଶ୍ରୀବଳଭଦ୍ର ମହାପ୍ରଭୁ ତାଳଧ୍ୱଜ ରଥରେ, ସାନଭାଇ…

ହସ୍ପିଟାଲ ବେଡ୍‌ରେ ୧୫ ମାସର କରୋନା ଶିଶୁ, ଡାକ୍ତରଙ୍କୁ ଦେଉଛି ଫ୍ଲାଇଂ କିସ୍‌

ଚଣ୍ଡିଗଡ: କରୋନା ସହ ଲଢ଼ୁଛି କୁନି ଛୁଆ । ହସ୍ପିଟାଲ ବେଡ୍ ଉପରେ ସେ ଡାକ୍ତରଙ୍କୁ ଦେଉଛି ଫ୍ଲାଇଂ କିସ୍ । ହ୍ୟାଣ୍ଡ ସେକ୍ ମଧ୍ୟ କରୁଛି । କେବଳ ସେତିକି ନୁହେଁ ତା’ ପାଖରେ ଠିଆ ହୋଇଥିବା ଡାକ୍ତର ତାକୁ ଯେପରି କହୁଛନ୍ତି ସେ ସେପରି କରୁଛି । ଆଉ ଡାକ୍ତର ମଧ୍ୟ ତା ସହ ଖେଳୁଛନ୍ତି, ତାକୁ…

ରଥ କାର୍ଯ୍ୟରେ ନିୟୋଜିତ ସେବାୟତ ପରିବାରର ହେବ କରୋନା ଟେଷ୍ଟ

ପୁରୀ: ବିଶ୍ବ ପ୍ରସିଦ୍ଧ ପୁରୀ ରଥ ଯାତ୍ରା ପାଇଁ ତିନୋଟି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପରେ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ନିର୍ମାଣ କାର୍ଯ୍ୟରେ ନିୟୋଜିତ ବିଶ୍ୱକର୍ମା ମହାରାଣା ପରିବାରଙ୍କର କୋଭିଡ-୧୯ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି। ମନ୍ଦିରର ଉନ୍ନୟନ ପ୍ରଶାସକ…

ମେ ୨୦ରୁ ମାଟ୍ରିକ ଖାତାଦେଖା

ଭୁବନେଶ୍ୱର: କରୋନା କଟକଣା ଭିତରେ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ ଖାତାଦେଖା । ଆସନ୍ତା ୨୦ ତାରିଖରୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହେବ । ଏଥିପାଇଁ ମେ ୧୯ ତାରିଖରେ ଇନଭିଜିଲେଟର ମାନେ ରିପୋର୍ଟ କରିବେ । ଖାତାଦେଖା ବେଳେ ସାମାଜିକ ଦୂରତା ବଜାୟ ରହିବ । ୬୦ଟି ସେଂଟରରୁ ଖାତା…

ରାଜ୍ୟର ୫ଟି ଜିଲ୍ଲାରୁ କେବଳ ୮୪ ପ୍ରତିଶତ କରୋନା ପଜିଟିଭ୍

ଭୁବନେଶ୍ୱର : କିଛି ଦିନ ହେଲା ରାଜ୍ୟରେ କରୋନା ପଜିଟିଭ ରୋଗୀଙ୍କ ସଂଖ୍ୟା ମାତ୍ରାଧିକ ବୃଦ୍ଧି ପାଇଛି । ପ୍ରଥମେ ପ୍ରଥମେ ସ୍ୱାବ ପରୀକ୍ଷା ବେଳେ ଦିନକୁ ଏକ ଅଙ୍କ ଭିତରେ ପଜିଟିଭଙ୍କ ସଂଖ୍ୟା ସୀମିତ ରହୁଥିବା ବେଳେ ଏବେ ପ୍ରତିଦିନ ଦୁଇ ଅଙ୍କରୁ କମୁନାହିଁ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୮୭…

ରାଜ୍ୟରେ ଆଉ ତିନି କରୋନା ପଜିଟିଭ୍ ଚିହ୍ନଟ, ମୋଟ ସଂଖ୍ୟା ୨୮୭ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ଆଉ ୩ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ସମ୍ପୃକ୍ତ ବ୍ୟକ୍ତିମାନେ ମୟୂରଭଞ୍ଜ ଜିଲ୍ଲାର ବାସିନ୍ଦା। ଏଥିସହିତ ଜିଲ୍ଲାରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୭ ଛୁଇଁଛି। ଏହାଛଡା ସ୍ବାସ୍ଥ୍ୟ ଓ…

ଓଡ଼ିଶାରେ ଆଉ ୧୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ଶୁକ୍ରବାର ଦିନ ଆଉ ୧୪ଟି ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୨୮୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆହୁରି ମଧ୍ୟ ଏହି କରୋନା…