Latest Odisha News

BREAKING NEWS

Browsing Category

ଫିଚର

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ୬ ପଞ୍ଚାୟତ କଣ୍ଟେନ୍‌ମେଣ୍ଟଜୋନ୍ ଭାବେ ଘୋଷିତ

ଯାଜପୁର: ଯାଜପୁର ଜିଲ୍ଲା ପ୍ରଶାସନ ଆଜି ରସୁଲପୁର ବ୍ଲକର ରାହାମ୍ବା, ଭୋଟକା, ରସୁଲପୁର, ଶ୍ରୀବନ୍ତପୁର, ଜାବରା ଏବଂ ନାଥବର ଗ୍ରାମ ପଞ୍ଚାୟତର ୧୩ଟି ଗ୍ରାମକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଭାବେ ଘୋଷିତ କରିଛନ୍ତି । ଆଜି ଯାଜପୁର ଜିଲ୍ଲାର ରାହାମ୍ବା ଗ୍ରାମ ପଞ୍ଚାୟତର ସଦାନନ୍ଦପୁର ଗ୍ରାମରେ…

ଭାଇଜାଗ ଗ୍ୟାସ ଲିକ୍‌: ୧୦ ମୃତ, ୫ ହଜାର ଅସୁସ୍ଥ

ବିଶାଖାପାଟନ: ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରେ କେମିକାଲ ପ୍ଲାଂଟରୁ ଗ୍ୟାସ ଲିକ୍ ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ୫ ହଜାର ଲୋକ ଅସୁସ୍ଥ ହୋଇଛନ୍ତି । ବିଷାକ୍ତ ଗ୍ୟାସ ନିର୍ଗତ ଯୋଗୁଁ ପ୍ଲାଂଟର ୩ କିଲୋମିଟର ଅଂଚଳର ୨୦ଟି ଗାଁ ପ୍ରଭାବିତ ହୋଇଛି । ତେବେ ବର୍ତମାନ ଘଟଣା ନିୟନ୍ତ୍ରଣରେ ରହିଛି…

ଗୋଟିଏ ଦିନରେ୧୭ ପଜିଟିଭ: ରେଡ୍ ଜୋନରେ ଗଞ୍ଜାମ

ଭୁବନେଶ୍ୱର: ରାଜ୍ୟରେ ହଠାତ ଦୁଇ ଦିନ ମଧ୍ୟରେ କରୋନା ପଜିଟିଭ୍ ମାମଲାରେ ଆକସ୍ମିକ ବୃଦ୍ଧି ଘଟିଛି । ଗୋଟିଏ ଦିନରେ ଗଞ୍ଜାମରୁ ୧୭ ସୁରତ ଫେରନ୍ତା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ପ୍ରଥମ କରି ମୟୁରଭଞ୍ଜ ଜିଲ୍ଲାରୁ ୩ ଜଣ କୋଭିଡ୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଗ୍ରୀନ…

କରୋନା କବଳରେ ଓଡ଼ିଶାର ୧୮ ଜିଲ୍ଲା; ୧୫ରୁ ୪୦ ବର୍ଷ ମଧ୍ୟରେ ୬୩% ରୋଗୀ

ଭୁବନେଶ୍ୱର: କୋଭିଡ-୧୯ ସଂକ୍ରମଣ ଧିରେଧିରେ ଓଡିଶାର ୧୮ଟି ଜିଲ୍ଲାକୁ ବ୍ୟାପିଛି। ଯାହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ରେ ପହଞ୍ଚିଛି। ଏହି ଭାଇରସ ସଂକ୍ରମିତଙ୍କ ମଧ୍ୟରେ ୬୦ ବର୍ଷରୁ ଅଧିକ ବୟସ୍କ ବର୍ଗରେ ଅଛନ୍ତି ପ୍ରାୟ ୨୨ଜଣ। ଯାହାକି ରାଜ୍ୟରେ ମୋଟ ରୋଗୀଙ୍କ ମଧ୍ୟରୁ…

କେମିକାଲ ପ୍ଲାଣ୍ଟରୁ ବିଷାକ୍ତ ଗ୍ୟାସ ଲିକ; ୮ ମୃତ ଓ ଶତାଧିକ ଅସୁସ୍ଥ

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଥିବା ଏଲଜି ପଲିମରସ୍ ଇଣ୍ଡିଆ ଲିମିଟେଡ କେମିକାଲ ଗ୍ୟାସ୍ ପ୍ଲାଣ୍ଟରୁ ବିଷାକ୍ତ ଗ୍ୟାସ୍ ଲିକ୍ ହେବା ଯୋଗୁଁ ପ୍ରାୟ ୮ ଜଣଙ୍କର ମୃତ୍ୟୁ ହେବା ସହ ୮୦୦ରୁ ଅଧିକ ଅସୁସ୍ଥ ହୋଇଛନ୍ତି। ଅଧିକାରୀଙ୍କ କହିବାନୁସାରେ, ଦେଶବ୍ୟାପୀ ଲକଡାଉନ ଯୋଗୁଁ ଗତ…

ବୁଦ୍ଧ ପୂର୍ଣ୍ଣିମାର ତାତ୍ପର୍ଯ୍ୟ…

ଭୁବନେଶ୍ୱର: ବୈଶାଖ ମାସର ପୂର୍ଣ୍ଣମୀ ତିଥିରେ ବୁଦ୍ଧ ଜୟନ୍ତୀ ପାଳିତ ହୁଏ। ତେଣୁ ଏହି ପୂର୍ଣ୍ଣିମାକୁ ବୌଦ୍ଧ ପୂର୍ଣ୍ଣିମା କୁହାଯାଏ। ବୌଦ୍ଧ ଧର୍ମରେ ପର୍ବପର୍ବାଣୀ ଓ ଆଡମ୍ବର କମ୍ ଥିଲେ ହେଁ ଉପାସନା, ଆରାଧନା, ଧ୍ୟାନ ଓ ସାଧନା ଆଦି ଆଚରଣବିଧି ପାଇଁ ବର୍ଷର ବାରଟିଯାକ ପୂର୍ଣ୍ଣିମା ତିଥି…

[ଦେଖନ୍ତୁ] ବୁଦ୍ଧ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା: ବୁଦ୍ଧଙ୍କ ଏହି ୪ କଥା ଭାରତୀୟଙ୍କୁ ଦେଉଛି…

ନୂଆଦିଲ୍ଲୀ: ପବିତ୍ର ବୁଦ୍ଧ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କ ପାଇଁ ବାର୍ତ୍ତା ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭଗବାନ ବୁଦ୍ଧ କହିଥିବା ମହାନ ବାଣୀ ସମ୍ପର୍କରେ ଜନ ସାଧାରଣଙ୍କୁ ଆଉ ଥରେ ମନେ ପକାଇଦେଇଛନ୍ତି । ବୁଦ୍ଧଙ୍କ ବାଣୀ ଅନୁଯାୟୀ, ଦୟା, କରୁଣା,…

ଉଗ୍ର ହେଉଛି କରୋନା: ଭାରତରେ ୧୭ ଶହ ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । Total number of #COVID19 positive cases in India rises to 52,952…

ଦେଶବ୍ୟାପୀ ଅତ୍ୟାବଶ୍ୟକ ମେଡିକାଲ ସାମଗ୍ରୀର ଯୋଗାଣରେ ୪୬୫ ଲାଇଫ ଲାଇନ ଉଡାଣ ବିମାନ

ନୂଆଦିଲ୍ଲୀ: ଦେଶବ୍ୟାପୀ ବିଭିନ୍ନ ଅତ୍ୟାବଶ୍ୟକ ମେଡିକାଲ ସାମଗ୍ରୀର ଯୋଗାଣରେ ଲାଇଫ ଲାଇନ ଉଡାଣ ଅନ୍ତର୍ଗତ ଏୟାର ଇଣ୍ଡିଆ, ଆଲାଏନ୍ସ ଏୟାର ଓ ଆଇଏଏଫର ୪୬୫ଟି ବିମାନ ନିୟୋଜିତ ଅଛନ୍ତି । ଏୟାର ଇଣ୍ଡିଆ ଏବଂ ଆଲାଏନ୍ସ ଏୟାରର ୨୭୮ଟି ବିମାନ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି । ବର୍ତ୍ତମାନ…

‘ବନ୍ଦେ ଭାରତ ମିଶନ’: ସ୍ୱରାଷ୍ଟ୍ର ଫେରିବେ ପ୍ରବାସୀ ଭାରତୀୟ

ନୂଆଦିଲ୍ଲୀ:ମହାମାରୀ କରୋନା ଭାଇରସ ଯୋଗୁଁ ବିଭିନ୍ନ ଦେଶରେ ଫସି ରହିଥିବା ପ୍ରବାସୀ ଭାରତୀୟ ଆଜିଠାରୁ ଘରକୁ ଫେରିବେ । ହଜାର ହଜାର ସଂଖ୍ୟକ ଏହି ପ୍ରବାସୀ ଭାରତୀୟମାନେ ବିମାନ ଓ ପାଣି ଜାହାଜ ଯୋଗେ ଫେରିବେ ବୋଲି ଜଣାପଡିଛି । ଜାତୀୟ ଗଣମାଧ୍ୟମର ପ୍ରକାଶିତ ତଥ୍ୟ ଅନୁଯାୟୀ, ବିଦେଶ ସଚିବ…