Latest Odisha News

BREAKING NEWS

Browsing Category

ଫିଚର

ଗୋଟିଏ ଦିନରେ ୩୦୬୦ ସାମ୍ପୁଲ ଟେଷ୍ଟ ସହ ରାଜ୍ୟରେ ୫୦ ହଜାର ଟପିଲା ନମୁନା ପରୀକ୍ଷଣ ସଂଖ୍ୟା

ଭୁବନେଶ୍ବର: କରୋନା ମୁକାବିଲା କରିବା ପାଇଁ ଯଥାଚେଷ୍ଟା ଜାରି ରଖିଛନ୍ତି ରାଜ୍ୟ ସରକାର । ବର୍ତମାନ ସୁଦ୍ଧା ରାଜ୍ୟରେ ନମୁନା ପରୀକ୍ଷଣ ସଂଖ୍ୟା ୫୦ହଜାର ଟପିଥିବା ଜଣାପଡିଛି। ଗତକାଲି ଗୋଟିଏ ଦିନରେ ୩୦୬୦ ନମୁନା ପରୀକ୍ଷା ହୋଇଥିଲା । ଯାହା ଫଳରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫୦ହଜାର…

ଭାରତରେ ୫୦ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ୫ ଦିନରେ ୫୨୬ ମୃତ

ନୂଆଦିଲ୍ଲୀ: ମହାମାରୀ କରୋନା ଅନ୍ୟ ରାଷ୍ଟ୍ର ଗୁଡିକ ଭଳି ଭାରତରେ ମଧ୍ୟ ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ବର୍ତ୍ତମାନ ଖବର ସୁଦ୍ଧା ଦେଶର ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଟପି ଯାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ ଦେଶରେ…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୦ ପଜିଟିଭ: ଓଡ଼ିଶାରେ ୨୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଗୁରୁବାର ସକାଳୁ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୨୦ ଜଣ କରୋନା ପଜିଟିଭ । ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଏକକାଳୀନ ୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ୧୭ ଜଣ ନୂଆଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୟୂରଭଂଜ ଜିଲ୍ଲାରୁ ୩ ଜଣ ସଂକ୍ରମିତ ଥିବା…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୭-୦୫-୨୦୨୦ ଗୁରୁବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମଇ ତା ୦୭ ରିଖ ଗୁରୁବାର ମେଷ ୨୫ ଦିନ ବୈଶାଖ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି ସ୍ବାତୀ ନକ୍ଷତ୍ର ତୁଳା ଚନ୍ଦ୍ର ଘାତ ବାର-: ତୁଳା ଓ କୁମ୍ଭ ରାଶିର ଚନ୍ଦନ ପୂର୍ଣ୍ଣିମା ,ବୁଦ୍ଧ ଜଯନ୍ତୀ ଆଜି:…

ଶ୍ରୀଗୁଣ୍ଡିଚା ମନ୍ଦିରରେ ପାଳିତ ହେଲା ନୃସିଂହ ଚତୁର୍ଦ୍ଦଶୀ

ପୁରୀ: ଲକ୍ଡ଼ାଉନ ସତ୍ୱେ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ନିରାଡ଼ମ୍ବର ଭାବେ ଶ୍ରୀକ୍ଷେତ୍ରରେ ପାରମ୍ପରିକ ଭାବେ ପାଳିତ ହୋଇଛି ନୃସିଂହ ଚତୁର୍ଦ୍ଦଶୀ । ନାରଦଙ୍କ ନିଦେ୍ର୍ଧଶରେ ରାଜା ଇନ୍ଦ୍ରଦୁ୍ୟମ୍ନ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ସ୍ଥାପନ ପୂର୍ବରୁ ଗୁଣ୍ଡିଚା ମନ୍ଦିର…

ପ୍ରବାସୀଙ୍କ ପ୍ରତି ବୈମାତୃକ ମନୋଭାବ ଅନୁଚିତ: ବାଗଚୀ

ଭୁବନେଶ୍ୱର: ପ୍ରବାସୀ ଓଡ଼ିଆଙ୍କ ପ୍ରତି ବୈମାତୃକ କିମ୍ବା ସନ୍ଦେହ କରିବା ଅନୁଚିତ । ସେମାନଙ୍କ ପ୍ରତି ସମବେଦନା ହେବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରୋତ ବାଗଚୀ କହିଛନ୍ତି ଯେ, ସୁରତ ଫେରନ୍ତା ରାଜ୍ୟରେ ପହଞ୍ଚି କାହାକୁ…

ବାକି ଛୁଟି ବାତିଲ୍‍ ହେଉ

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… କରୋନା ମହାମାରୀ ଆତଙ୍କ ଏବେ ତ ଥମିବାର ସଂଭାବନା ଆଦୌ ନାହିଁ । ସେହି ଅନୁସାରେ ଦେଶରେ ଲକଡାଉନ ବଢିବାରେ ଲାଗିଛି । ଅନେକ ସ୍ଥାନରେ ଅନେକ କଟକଣା ଲାଗୁ ହୋଇଛି । କ୍ରମଶଃ ଦେଶର ଜିଲ୍ଲାଗୁଡ଼ିକୁ ବିଭିନ୍ନ ରଂଗର ଜୋନରେ…

ଦିଲ୍ଲୀ ସରକାର ୪୦୦୦ ତବଲିଗ୍ ଜମାତିଙ୍କୁ ଛାଡିଲା

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ବୁଧବାର ୪୦୦୦ ତବଲିଗ୍ ଜମାତିଙ୍କୁ ଛାଡିଛନ୍ତି । ସେମାନଙ୍କ ମଧ୍ୟରୁ ୧୦୦୦ କରୋନା ଆକ୍ରାନ୍ତ ଥିବା ବେଳେ ଅନ୍ୟମାନଙ୍କୁ କ୍ୱାରେଂଟାଇନରେ ରଖା ଯାଇଥିଲା । ଦିଲ୍ଲୀର ସ୍ବାସ୍ଥ୍ୟ ଓ ଗୃହମନ୍ତ୍ରୀ ସତେନ୍ଦ୍ର ଜୈନ  କହିଛନ୍ତି, ସୁସ୍ଥ ହୋଇଥିବା ରୋଗୀ ଏବେ ସେମାନଙ୍କ…

କେନ୍ଦ୍ରାପଡାରୁ ଜଣେ କରୋନା ପଜିଟିଭ ଚିହ୍ନଟ, ରହିଛି କୋଲକାତା ଲିଙ୍କ

ଭୁବନେଶ୍ୱର: ଜଗତସିଂହପୁର ପରେ କେନ୍ଦ୍ରପଡାରୁ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ଜଣେ ୬୦ ବର୍ଷୀୟ ବୃଦ୍ଧ । ନିକଟରେ ସେ କୋଲକାତାରୁ ଫେରିଥିଲେ । 4th Health Update, 6th May Four positive cases in Jagatsinghpur 26 yr Male, 32 yr Male, 30 yr…

ଲକଡାଉନରେ ରାମ ବନବାସର ୧୯୫ ସ୍ଥାନ ଖୋଜି ବାହାର କଲେ ଅଶୋକ

ଜୟପୁର: ରାଜସ୍ଥାନ ଜୟପୁରର ୮୩ ବର୍ଷୀୟ ଅଶୋକ କୁମାର ଲକଡାଉନ ସମୟର ଭରପୂର ଉପଯୋଗ କରି ପାରିଛନ୍ତି । ସେ ରାମ ବନବାସର ୧୯୫ ସ୍ଥାନY(ରାମ, ସୀତାଙ୍କ ସହ ଜଡିତ)କୁ ଆଧୁନିକ ମାନଚିତ୍ରରେ ଚିହ୍ନଟ କରିବାରେ ସଫଳ ହୋଇଛନ୍ତି । ବିଭିନ୍ନ ଶିକ୍ଷାଭିତିକ ଅନୁÂାନ ଚଳାଉଥିବା ଅଶୋକ ଏଥିନେଇ କଠିନ…