Latest Odisha News

BREAKING NEWS

Browsing Category

ଫିଚର

କର୍ଣ୍ଣାଟକ ସରକାରଙ୍କ ସହ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ସକାଳ ସମୟରେ ଦକ୍ଷିଣ ଭାରତୀୟ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ କର୍ଣ୍ଣାଟକ ସରକାରଙ୍କ ସହ ଆଲୋଚନା କରିବେ।  ଏହି ଆଲୋଚନା ଭିଡିଓ କନଫରେନ୍ସିଂ ମାଧ୍ୟମରେ କରାଯିବ ବୋଲି ସୂଚନା ମିଳିଛି |…

ପୁରୀରୁ ରାଜସ୍ଥାନ ଓ ଗୁଜୁରାଟ ଫେରିଲେ ପ୍ରବାସୀ

ପୁରୀ: ପୁରୀରେ ଅଟକି ରହିଥିବା କିଛି ଗୁଜୁରାଟୀ ପ୍ରବାସୀ ଆଜି ଏକ ଗାଡ଼ି ଯୋଗେ ଗୁଜରାଟ ଫେରିଛନ୍ତି । ଶ୍ରୀକ୍ଷେତ୍ର ଦର୍ଶନରେ ଆସି ଲକ୍‌ଡାଉନ ଯୋଗୁଁ ପୁରୀରେ ଫସି ରହିଥିବା କିଛି ଶ୍ରଦ୍ଧାଳୁ ଆଜି ଗୁଜରାଟ ଫେରିଛନ୍ତି । ଏହି ପ୍ରବାସୀମାନେ ପୂର୍ବରୁ ଭାରତ ବିକାଶ ପରିଷଦକୁ ଯୋଗାଯୋଗ…

ଗାଁ ଗାଁ ବୁଲି ପରିବା ବାଣ୍ଟୁଛନ୍ତି ପରିବା ଚାଷୀ ଛାୟାରାଣୀ; ଭିଭିଏସ ଲକ୍ଷ୍ମଣ କଲେ ଭୁରି ଭୁରି ପ୍ରଶଂସା

ଭୁବନେଶ୍ୱର: ଭଦ୍ରକ ଜିଲ୍ଲାର ଜଣେ ସଫଳ ପରିବା ଚାଷୀ ହେଲେ ଛାୟାରାଣୀ ସାହୁ । କରୋନା ମହାମାରୀ ଯୋଗୁଁ ଏବେ ସବୁଆଡ଼େ ଲକ୍‌ଡାଉନ୍ ପରିସ୍ଥିତି । ଗରିବ ଅସହାୟଙ୍କ ଲାଗି ଏହା କଷ୍ଟକର ହୋଇପଡ଼ିଛି । ଏହି ସମୟରେ ଗାଁ ଗାଁ ବୁଲି ନିଜ ଚାଷଜମିର ପରିବା ବାଣ୍ଟି ଚାଲିଛନ୍ତି ଛାୟାରାଣୀ । ଏହିପରି ମହାନ…

ଘାଟିରେ ଓଲଟିଲା ସୁରଟରୁ ଓଡ଼ିଆ ପ୍ରବାସୀଙ୍କୁ ନେଇ ଆସୁଥିବା ବସ୍‌

ଫୁଲବାଣୀ: ଗୁଜରାଟର ସୁରଟରୁ ଏକ ବସ ଯୋଗେ ଓଡ଼ିଆ ପ୍ରବାସୀ ଫେରୁଥିବା ବେଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ମିଳିଥିବା ସୂଚନାନୁଯାୟୀ, ଗଞ୍ଜାମ-କନ୍ଧମାଳ ସୀମାନ୍ତରେ ଥିବା କଳିଙ୍ଗା ଘାଟି ନିକଟସ୍ଥ ଅନ୍ଧାରକୋଟରେ ଏହି ଯାତ୍ରୀବାହି ବସଟି ଓଲଟି ପଡ଼ିଛି । ଏହି ବସଟି ଗଞ୍ଜାମ ଅଭିମୁଖେ…

କୋଭିଡ଼-19 ଯୋଦ୍ଧାଙ୍କୁ ଧନ୍ୟବାଦ ଜ୍ଞାପନ ପାଇଁ ଦେଶ ସହ ସାମିଲ ହେଲା ଭାରତୀୟ ତଟରକ୍ଷୀ ବାହିନୀ

ନୂଆଦିଲ୍ଲୀ: ଭାରତୀୟ ତଟରକ୍ଷୀ ବାହିନୀ କୋଭିଡ଼-19 ମହାମାରୀ ବିରୋଧରେ ଲଢ଼େଇ ଜାରି ରଖିଥିବା କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଦେବା କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଛି । ଦେଶରେ କରୋନା ମହାମାରୀ ସଂପ୍ରସାରଣକୁ ରୋକିବା ନିମନ୍ତେ ଏହି ଯୋଦ୍ଧାମାନେ ସକାରାତ୍ମକ ଭାବେ ସାମିଲ ହୋଇଛନ୍ତି ।…

ଆବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବା ଲାଗି ଚଳାଚଳ କଲା ‘ଲାଇଫଲାଇନ୍ ଉଡ଼ାଣ’ର ୪୨୨ଟି ବିମାନ

ଆବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବା ଲାଗି ଚଳାଚଳ କଲା ‘ଲାଇଫଲାଇନ୍ ଉଡ଼ାଣ’ର ୪୨୨ଟି ବିମାନ ନୂଆଦିଲ୍ଲୀ: ଏୟାର ଇଣ୍ଡିଆ, ଆଲାଏନ୍ସ ଏୟାର, ଆଇଏଏଫ ଏବଂ ଘରୋଇ ବିମାନ ଚାଳକ ଦ୍ୱାରା ଜୀବନରେଖା ବା ଲାଇଫ୍ ଲାଇନ ଉଡାଣ ଅଧୀନରେ ୪୨୨ ବିମାନ ଚଳାଚଳ କରିଛି । ଏଥିରେ ଏୟାର ଇଣ୍ଡିଆ ଏବଂ  ଆଲାଏନ୍ସ…

ଓଡ଼ିଶାର ଏହିସବୁ ଜିଲ୍ଲା ଅରେଞ୍ଜ ଓ ରେଡ୍ ଜୋନରେ ସାମିଲ

ଭୁବନେଶ୍ୱର/ନୂଆଦିଲ୍ଲୀ: ନିକଟ ଅତୀତରେ ରେଡ୍ ଜୋନ ଭାବେ ପରିଚିତ ଥିବା ଖୋର୍ଦ୍ଧା ଜିଲ୍ଲା ଏବେ ଅରେଞ୍ଜ ଜୋନରେ ସାମିଲ ହୋଇଛି। ବଢୁଥିବା ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି କରୋନା ପ୍ରଭାବିତ ଜିଲ୍ଲାଗୁଡିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ବର୍ଗୀକରଣ କରାଯାଇଛି। ଏହି ବର୍ଗୀକରଣ ଅନୁଯାୟୀ…

ଶ୍ରୀଜଗନ୍ନାଥଙ୍କ ଚନ୍ଦନଯାତ୍ରା; ଜାଣନ୍ତୁ କିପରି ପାଳିତ ହୁଏ..

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ବାଦଶ ଯାତ୍ରା ମଧ୍ୟରେ ଦୋଳ, ଚନ୍ଦନ ଓ ରଥଯାତ୍ରା ଅନ୍ୟତମ । ଦୋଳରେ ଗୋବିନ୍ଦ, ଚନ୍ଦନରେ ମଧୁସୂଦନ ଓ ରଥରେ ବାମନ ରୂପେ ପ୍ରଭୁ ଭକ୍ତଙ୍କ ଦୁଃଖ ହରଣ କରନ୍ତି । ଆସନ୍ତୁ ଆମେ ଜାଣିବା ଚନ୍ଦନ ଯାତ୍ରା ବିଷୟରେ। ଦୋଳେ ଚ ଦୋଳ ଗୋବିନ୍ଦ ଚାପେ ଚ ମଧୁସୂଦନ ରଥେତୁ…

ବାଲେଶ୍ଵରରୁ ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ରହିିଛି କୋଲକାତା ଲିଙ୍କ

ଭୁବନେଶ୍ୱର: ବାଲେଶ୍ଵରରୁ ଶୁକ୍ରବାର ଦିନ ଜଣେ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏପରିକି ତାଙ୍କର କୋଲକାତା ଲିଙ୍କ ଥିବା ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି। https://twitter.com/IPR_Odisha/status/1256051119547133952?s=19…

ପ୍ରବାସୀ ଶ୍ରମିକ ସମସ୍ୟାର ପରିଚାଳନା ଏକ ଆହ୍ୱାନ

ସୋମେଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ସାମ୍ପ୍ରତିକୀ କୋଭିଡ-୧୯ର ମୁକାବିଲା ଲାଗି କେନ୍ଦ୍ର ସରକାର ଯାତାୟତ ଉପରେ ୪୦ଦିନ ଲାଗି ସମ୍ପୂର୍ଣ୍ଣ ନିଷେଧାଦେଶ ଜାରିକରିବା ଯୋଗୁ ଦେଶ ଭିତରେ କାମକରୁଥିବା ବିଭିନ୍ନ ରାଜ୍ୟର ଶ୍ରମିକ କାର୍ଯ୍ୟ ହରାଇ ସମ୍ପୃକ୍ତ ଅଞ୍ଚଳଗୁଡ଼ିକରେ ଉପାୟଶୂନ୍ୟ ହୋଇ ଅଟକି…