Latest Odisha News

BREAKING NEWS

Browsing Category

ଫିଚର

ଟମ୍ ଆଣ୍ଡ ଜେରୀ’ର ନିର୍ଦ୍ଦେଶକ ଜିନ୍ ଡାଇଚଙ୍କ ଦେହାନ୍ତ

ପାରାଗୁଏ : କାର୍ଟୁନ୍ ସିରିଏଲ୍ ‘ଟମ୍ ଆଣ୍ଡ ଜେରୀ’ର ନିର୍ଦ୍ଦେଶକ ଜିନ୍ ଡାଇଚଙ୍କ ୯୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କର  ପାରାଗୁଏ ସ୍ଥିତ ଆପାର୍ଟମେଣ୍ଟରୁ ମୃତ ଦେହ ଉଦ୍ଧାର କରାଯାଇଥିଲା । ଜିନ୍‌ଙ୍କ ପୁରା ନାମ ୟୁଜିନି ମେରିଲ ଜିନ୍ । ଉତ୍ତର ଆମେରିକାରେ ପାଇଲଟ୍ ଟ୍ରେନିଂ ଏବଂ…

ଭାରତ ପ୍ରତ୍ୟର୍ପଣ ବିରୋଧରେ ମାଲ୍ୟା କରିଥିବା ଆବେଦନକୁ ବ୍ରିଟେନ ହାଇକୋର୍ଟରେ ଖାରଜ

ଲଣ୍ଡନ: କିଙ୍ଗ୍‌ଫିଶର ଏୟାରଲାଇନ୍ସର ମାଲିକ ବିଜୟ ମାଲ୍ୟା ଭାରତ ପ୍ରତ୍ୟର୍ପଣ ବିରୋଧରେ କରିଥିବା ଆବେଦନକୁ ବ୍ରିଟେନ ହାଇକୋର୍ଟ ଖାରଜ କରିଦେଇଛି । ଲଣ୍ଡନର ରୟାଲ କୋର୍ଟ ଅଫ୍ ଜଷ୍ଟିସର ଦୁଇ ବିଚାରପତି ଲର୍ଡ ଜଷ୍ଟିସ ଷ୍ଟିଫେନ ଇରୱିନ ଏବଂ ଜଷ୍ଟିସ ଏଲିଜାବେଥ ଲାଇଂଙ୍କ ଖଣ୍ଡପୀଠ ମାଲ୍ୟାଙ୍କ…

ଶ୍ରୀକ୍ଷେତ୍ରରେ ପୁରୀ ଭିଜନ ପକ୍ଷରୁ ମାସ୍କ ବଂଟନ

ପୁରୀ:କରୋନା ସଂକ୍ରମଣକୁ ରୋକିବା ପାଇଁ ପୁରୀରେ ବିଭିନ୍ନ ସ୍ଥାନରେ ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଏହି ଅବସରରେ ପୁରୀ ଭିଜନ ପକ୍ଷରୁ ସମାଜସେବୀ ତଥା ଇଂଜିନିୟର ସୂର୍ଯ୍ୟପ୍ରସାଦ ରଥଙ୍କ ତତ୍ୱାବଧନରେ ମାସ୍କ ବଂଟନ କରାଯାଇଥିଲା । ଏହା ତିଆଡି ସାହି, ଶ୍ୟାମାକାଳୀ ଲେନ୍‌,…

ରାଜ୍ୟରେ ୭୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୪ ଜଣ ପଶ୍ଚିମବଙ୍ଗ ଫେରନ୍ତା: ବାଗଚୀ

ଭୁବନେଶ୍ୱର: ଓଡ଼ିଶା ପାଇଁ ଚିନ୍ତା ବଢ଼ାଇଛନ୍ତ ପଶ୍ଚିମବଙ୍ଗ ଫେରନ୍ତା । ରାଜ୍ୟରେ ଚିହ୍ନଟ ହୋଇଥିବା ୭୪ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୨୪ ଜଣ ପଶ୍ଚିମବଙ୍ଗ ଫେରନ୍ତା ଅଛନ୍ତି । ସେହିପରି ଆଜି ଚିହ୍ନଟ ହୋଇଥିବା ୧୩ ଜଣଙ୍କ ମଧ୍ୟରୁ ୧୦ ଜଣ ପଶ୍ଚିମବଙ୍ଗ ଲିଙ୍କ ରହିଛି । ଏନେଇ ସୂଚନା…

ବଦ୍ରିନାଥ, କେଦାର ନାଥଙ୍କ ଦ୍ୱାର ଖୋଲିବା ତାରିଖ ଘୁଂଚିଲା

ଡେରାଡୁନ: କିଲର କରୋନା ପ୍ରଭାବ ଯୋଗୁ ବାଧ୍ୟ ହୋଇ ବଦ୍ରିନାଥ, କେଦାର ନାଥଙ୍କ ଦ୍ୱାର ଖୋଲିବା ତାରିଖ ଘୁଂଚାଯାଇଛି । ଏଥିନେଇ ଭକ୍ତଙ୍କ ମନ ଅସନ୍ତୋଷ ଥିଲେ ମଧ୍ୟ ସମସ୍ତେ ଉପାୟଶୂନ୍ୟ । କରୋନା ଭାଇରସ ଯୋଗୁ ସାରା ଦେଶରେ ଲକ୍‌ଡାଉନ୍ ଜାରି ରହିଛି । ଏଥିଯୋଗୁ ସମସ୍ତ ଧାର୍ମିକ ସ୍ଥାନ ମଧ୍ୟ ବନ୍ଦ…

ଚିକେନ ବିରିୟାନୀ, ସିଙ୍ଗଡା, ପିଜ୍ଜା ମଗାଉଛନ୍ତି ଦିଲ୍ଲୀର କଂଟେନମେଂଟ ଜୋନରେ ରହୁଥିବା ଲୋକେ

ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀ ପାଇଁ ସରକାର ନେଉଥିବା ପଦକ୍ଷେପକୁ ଅନେକ ଲେକ ହାଲକାରେ ନେଉଛନ୍ତି । ଏ ଭଳି ଘଟଣା ଦେଶର ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି । ଦକ୍ଷିଣ ଦିଲ୍ଲୀରେ କରୋନା ଭାଇରସକୁ ରୋକିବା ପାଇଁ ୯ କଂଟେନମେଂଟ ଜୋନ୍ ପ୍ରସ୍ତୁତ କରାଯାଇଛି । ତେବେ ଏଠାରେ ଲୋକେ…

ବ୍ଲୁଟୁଥ୍ ସାହାଯ୍ୟରେ ପେମେଣ୍ଟ କରିପାରିବେ; ଗୁଗୁଲ ଲଞ୍ଚ କରିବ ସ୍ମାର୍ଟ ଡେବିଟ୍ କାର୍ଡ !

ନୂଆଦିଲ୍ଲୀ: ଆଇଫୋନ୍ ନିର୍ମାତା ଆପଲ୍ ଦ୍ୱାରା କ୍ରେଡିଟ୍ କାର୍ଡର ସଫଳ ଉନ୍ମୋଚନ ପରେ ଗୁଗୁଲ ବର୍ତ୍ତମାନ ସାରା ବିଶ୍ୱରେ ଏହାର ଭର୍ଚୁଆଲ୍ ଏବଂ ଫିଜିକାଲ୍ ସ୍ମାର୍ଟ ଡେବିଟ୍ କାର୍ଡ ଲଞ୍ଚ କରିବାକୁ ଯାଉଛି।  ମିଡିଆ ରିପୋର୍ଟ ଅନୁଯାୟୀ ଗୁଗୁଲ ଏହାର ଡେବିଟ୍ କାର୍ଡରେ ଅନେକ ବିଶେଷ ବୈଶିଷ୍ଟ୍ୟ…

କରୋନା ଭାଇରସ କ୍ଷତିପୂରଣ ବାବଦକୁ ଜର୍ମାନୀ ୧୨ ଲକ୍ଷ କୋଟି ଟଙ୍କା ଚୀନକୁ ମାଗିଲା

ଲଣ୍ଡନ: କରୋନା ଭାଇରସ ଲଢ଼େଇ କରିବା ସହ ଧିରେ ଧିରେ ବିଶ୍ୱର ଶକ୍ତିଶାଳୀ ଦେଶଗୁଡିକ ଚୀନ ବିରୋଧରେ ସଂଗଠିତ ହେବାକୁ ଲାଗିଲେଣି । ସୋମବାର ଜର୍ମାନୀ କରୋନା ଭାଇରସ ବାବଦକୁ ୧୨ ଲକ୍ଷ କୋଟି ଟଙ୍କାର କ୍ଷତିପୂରଣ ଦେବା ପାଇଁ ଚୀନକୁ କହିଛି । ପୂର୍ବରୁ ୟୁରୋପର ଶକ୍ତିଶାଳୀ ଦେଶଗୁଡିକ ଫ୍ରାନ୍ସ,…

ଝଡ଼ର ଇଗଲ୍‌: ସ୍ୱାଭିମାନ ହିଁ ଶେଷକଥା

(ଝଡ଼ର ଇଗଲ୍ – ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ଏହି ଆଲେଖର ସୃଷ୍ଟି । ଓଡ଼ିଶା ସାହିତ୍ୟ ଜଗତର ପ୍ରତିଷ୍ଠିତ ଲେଖକ ତଥା ବରିଷ୍ଠ ସ୍ତମ୍ଭକାର ଦାଶ ବେନହୁରଙ୍କ ଦ୍ୱାରା ଲିଖିତ ଏହି ଆଲେଖ ସମୁଦାୟ ଏଗାରଟି କଡ଼ିରେ ବିଭକ୍ତ । ‘ଓଡ଼ିଶା ସମ୍ବାଦ’ ପକ୍ଷରୁ  ପ୍ରତିଦିନ ଧାରାବାହିକ ଭାବେ…

‘ପ୍ୟାର କରୋନା’ରେ ସଲମାନଙ୍କ ସଚେତନତା ବାର୍ତ୍ତା, ଭିଡିଓ ଭାଇରାଲ

ମୁମ୍ବାଇ: ଏବେ କରୋନା କବଳରେ ସମଗ୍ର ଦେଶ । ମହାମାରୀ କରୋନା ନ ବ୍ୟାପିବା ପାଇଁ ପୁରା ଦେଶକୁ ଲକଡାଉନ୍ କରାଯାଇଛି । ଏହି ସମୟରେ ଅନେକ ସେଲିବ୍ରିଟ୍ ସହାୟତାର ହାତ ବଢ଼ାଇବା ପାଇଁ ଆଗକୁ ଆସିଛନ୍ତି । ଆଉ ଏଥିରୁ ପଛରେ ପଡି ନାହାନ୍ତି ବଲିଉଡର ଭାଇଜାନ୍ ସଲମାନ ଖାନ୍ । ସଲମାନଙ୍କ ନୂଆ ଗୀତ…