Latest Odisha News

BREAKING NEWS

Browsing Category

ଫିଚର

ଢେଙ୍କାନାଳରୁ ପୁରୀ ଶ୍ରୀକ୍ଷେତ୍ର; ବାଇକ୍‌ରେ ଭକ୍ତ ଆଣୁଛନ୍ତି ତୁଳସୀ !

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନାରେ ତୁଳସୀ ଏକ ଅପରିହାର୍ଯ୍ୟ ଦ୍ରବ୍ୟ । ସମସ୍ତ ପୁଷ୍ପ ଅପେକ୍ଷା ତୁଳସୀ ପ୍ରତି ଶ୍ରୀଜଗନ୍ନାଥଙ୍କର ଶ୍ରଦ୍ଧା ଅଧିକ ମାତ୍ରାରେ ରହିଥାଏ । ଦୈନିକ ଭକ୍ତମାନେ ବିଭିନ୍ନ ସ୍ଥାନରୁ ତୁଳସୀ ଆଣି ଶ୍ରୀମନ୍ଦିରରେ ଯୋଗାଇଦେଇ ଥାଆନ୍ତି । ଏବେ ଲକ୍‌ଡାଉନ୍…

ଘରମାଲିକ ଦେଖାଇଲେ ମାନବିକତା, ୭ ଭଡାଟିଆଙ୍କୁ ଘରଭଡା ଛାଡ କଲେ

ଭୁବନେଶ୍ୱର: ଲକ୍‌ଡାଉନ ସମସ୍ତଙ୍କ ଆର୍ଥିକ ମାନଦଣ୍ଡକୁ ଦୋହଲାଇ ଦେଇଛି । ଏହି ପରୀପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘରମାଲିକମାନଙ୍କୁ ମାନବିକତା ଦୃଷ୍ଟିରୁ ଘର ଭଡା ଛାଡ କିମ୍ବା ଟାଳିବା ନେଇ ପରାମର୍ଶ ଦେଇଥିଲେ । ଏହି କ୍ରମରେ ଭୁବନେଶ୍ୱର ବରମୁଣ୍ଡାର ସୌଦାମିନୀ ସାମନ୍ତରାୟ ନାମକ…

ଲକଡାଉନରେ ସଚିନଙ୍କ ଚୁଟି କାଟିବା ପ୍ରଂଶସକଙ୍କୁ ପସନ୍ଦ ଆସୁଛି

ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କ୍ରିକେଟଠାରୁ ଦୂରେଇ ରହିଥିଲେ ମଧ୍ୟ ପ୍ରଶଂସକ ତାଙ୍କୁ ଏବେ ବି ଭଲ ପାଉଛନ୍ତି । କରୋନା ଭାଇରସ ଯୋଗୁ ସାରା ଦେଶରେ ଲକଡାଉନ କରାଯାଇଛି । ସଚିନ ମଧ୍ୟ ସରକାରଙ୍କ ଏହି ନିୟମକୁ ଗୁରୁତ୍ୱ ସହକାରେ ପାଳନ କରୁଛନ୍ତି । ଏହି ଅବସରରେ ସେ ନିଜେ ଚୁଟି…

ଆସନ୍ତୁ ଜାଣିବା କିଏ ହେଉଛନ୍ତି କୁଇନ ଅଫ ବଡିବିଲ୍ଡର୍ସ

ନ୍ୟୁୟର୍କ: ଆମେରିକାର କୁଇନ ଅଫ ବଡି ବିଲ୍ଡର୍ସସ ସୋସିଆଲ ସାଇଟରେ ବେଶ୍ ଲୋକପ୍ରିୟ ହୋଇ ଉଠିଛନ୍ତି । ଏହି ୨୩ ବର୍ଷୀୟା ଯୁବତୀଙ୍କ ନାମ ହେଲା ଜେସିକା ଗୁଇନାନ୍ । ସେ ଉଟାହ ଅଂଚଳର ବାସିନ୍ଦା । ବିବାହ କରିବା ପରେ ସେ ତାଙ୍କ ଶରୀର ପ୍ରତି ବିଶେଷ ଧ୍ୟାନ ଦେଇଥିଲେ । ସୁନ୍ଦରୀ ହେବା ସହ ତାଙ୍କ…

ବେଲଜିୟମ ବୈଜ୍ଞାନିକଙ୍କ ପରୀକ୍ଷଣ ଆଶ ସୃଷ୍ଟି କଲା, କାମେଲିଡ୍ସ ବ୍ଲଡ ମୋଲେକ୍ୟୁଲସ କରୋନା ଭାଇରସକୁ ଭଲ କରିବ !

ନୂଆଦିଲ୍ଲୀ: ବେଲଜିୟମର ଜଣେ ବୈଜ୍ଞାନିକ ଦୀର୍ଘ ଦିନ ଧରି ଗବେଷଣା କରିବା ପରେ ରବିବାର ସାରା ବିଶ୍ୱକୁ ଆଶା ଦେଖାଇଛନ୍ତି । କାମେଲିଡ୍ସ ଶରୀରରେ ଥିବା ବ୍ଲଡ ମଲିକ୍ୟୁଲ କରୋନା ଭାଇରସକୁ ରୋକିବାରେ ସହାୟ ହେବ । ଏହା ସେ ପରୀକ୍ଷା କରିବା ପ୍ରମାଣ ମଧ୍ୟ କରିପାରିଛନ୍ତି । ଡେଲିମେଲ, ଦି…

୨ ମାସ ମଧ୍ୟରେ ଦକ୍ଷିଣ କୋରିଆରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ତଳକୁ ଖସିଛି

ସିଓଲ: ଚୀନ ପରେ ଦକ୍ଷିଣ କୋରିଆ କରୋନା ଭାଇରସ ଜାଲରେ ପଡି ଯାଇଥିଲା । ତେବେ ଉଚିତ ପଦକ୍ଷେପ ଯୋଗୁ ଦକ୍ଷିଣ କୋରିଆ କରୋନାକୁ ଜିତିବା ପାଇଁ ନିକଟତର ହେଲାଣି । ୨ ମାସ ପରେ ପ୍ରଥମ ଥର ପାଇଁ ଏଠାରେ ୨୦ରୁ କମ୍ ନୂଆ କେସ୍ ଆସିଛି । ପ୍ରତିଦିନ ୩୦ରୁ ଅଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ…

ବେକହାମଙ୍କ ମତରେ ମେସି ଶ୍ରେଷ୍ଠ, ରୋନାଲ୍ଡୋ ଦ୍ୱିତୀୟ ସ୍ଥାନରେ

ଲଣ୍ଡନ: ଇଂଲଣ୍ଡର ମହାନ ଫୁଟବଲ ଖେଳାଳି ଡେଭିଡ ବେକହାମ ଆର୍ଜେଂଟିନାର ଲିଓନେଲ ମେସିଙ୍କ ଭୂୟସୀ ପ୍ରଶଂସା କରିଛନ୍ତି । ସେ ଜଣେ ଭିନ୍ନ ଧରଣର ଖେଳାଳି । ତାଙ୍କ ପରି କିଏ ହେବେ ନାହିଁ । ମୋ ମତରେ ସେ ଶ୍ରେଷ୍ଠ ଫୁଟବଲ ଖେଳାଳି । ପର୍ତୁଗାଲର କ୍ରିଷ୍ଟିଆନ ରୋନାଲ୍ଡୋ ଭଲ ଖେଳାଳି ହୋଇଥିଲେ…

ସାମାଜିକ ଦୂରତା ରକ୍ଷା ବେଳେ ମନୁଷ୍ୟର ମନସ୍ଥିତି…

ପ୍ରଥମ ପର୍ଯ୍ୟାୟ ୨୧ ଦିନିଆ ତାଲାବନ୍ଦ ଘୋଷଣାର ଦି’ସପ୍ତାହ ଯିବା ପରଠୁ ଆମ ଦେଶରେ କିଛି ଲୋକଙ୍କ ଭିତରେ ଗୃହବନ୍ଦୀଜନିତ ବିରକ୍ତି ଦେଖାଦେଇଥିବା ବିଷୟ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଥିଲା| ଏବେ ଏହା ଅବସାଦରେ ପରିଣତ ହୋଇଥିବା କୁହାଯାଉଛି| ସେମାନେ କୁଆଡ଼େ ଘୋର ମାନସିକ ଅଶାନ୍ତିରେ କାଳ…

ରସୁଲପୁର ବିଡିଓ ଓ ତହସିଲଦାରଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ଆଉ ପାଞ୍ଚ ଗିରଫ

ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ଗୋପୀନାଥପୁର ଗାଁରେ ରସୁଲପୁର ବିଡିଓ ଓ ତହସିଲଦାରଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ସଂପୃକ୍ତ ଆଉ ୫ଜଣଙ୍କୁ ପୋଲିସ ଗିରଫ କରିଛି । ଶନିବାର ଏହି ଘଟଣାରେ ୩ଜଣକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିଲା । ଆକ୍ରମଣ ଘଟଣା ପରେ ଗୋପୀନାଥପୁର ଗାଁର ମୁସଲିମ…

କରୋନା ମୁକାବିଲା: ପଞ୍ଚାୟତ ସ୍ତରରେ କଡାକଡି ହେବ ପଞ୍ଜୀକରଣ

କରୋନା ଯୁଦ୍ଧରେ ବିଜୟ ପାଇଁ ରାଜ୍ୟ ସରକାର ଅଂଟା ଭିଡିଛନ୍ତି । ତୃଣମୂଳସ୍ତରକୁ ଏହା ବ୍ୟାପିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଏକ ବଡ଼ ନିଷ୍ପତି ନେଇଛନ୍ତି । ବାହାର ରାଜ୍ୟରେ ଫସି ରହିଥିବା ଓଡ଼ିଶାର ଲକ୍ଷାଧିକ ଶ୍ରମିକ ଓ ଲୋକଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ସରକାର ଉଦ୍ୟମ…