Latest Odisha News

BREAKING NEWS

Browsing Category

ଫିଚର

ପୁରୀରେ କାର୍ଯ୍ୟକ୍ଷମ ହେଲା ସ୍ୱତନ୍ତ୍ର କୋଭିଡ୧୯ ହସ୍ପିଟାଲ

ପୁରୀ: କରୋନା ମୁକାବିଲା ପାଇଁ ଆଜିଠାରୁ ପୁରୀରେ କାର୍ଯ୍ୟକ୍ଷମ ହେଲା ୨୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ୧୯ ହସ୍ପିଟାଲ । ସହରର ଜିଏଏମସି ହସ୍ପିଟାଲରେ ୬୦ ଟି ଶଯ୍ୟାର ବ୍ୟବସ୍ଥା ହୋଇଥିବା ବେଳେ ଆଇଡିଏଚ୍‌ରେ ୪୦ଟି ଓ ଏସ୍‌ଜେଏମ୍ କଲେଜରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଂଟର…

ଲକ୍‌-ଡାଉନରେ ମହଙ୍ଗା ପଡିଲା ଜନ୍ମଦିନ ପାଳନ, ବାନ୍ଧିନେଲା ପୋଲିସ !

ଉତ୍ତରପ୍ରଦେଶ: ମହଙ୍ଗା ପଡିଲା ଲକ୍‌-ଡାଉନରେ ଜନ୍ମଦିନ ପାଳନ ଉତ୍ସବ । ଉତ୍ତରପ୍ରଦେଶର ଗୋରଖପୁରଠାରେ ପୁଅର ଜନ୍ମଦିନ ଉତ୍ସବ ଆୟୋଜନ କରି ପୋଲିସ ହାତରେ ଗିରଫ ହେଲା ବାପା । ଗୁରୁବାର ନିଜ ଘର ଅଗଣାରେ ୧୦ ବର୍ଷର ପୁଅ ପାଇଁ ଜନ୍ମଦିନର ଆୟୋଜନ କରିଥିଲେ ଜଣେ ବ୍ୟବସାୟୀ । ଜନ୍ମଦିନ ଉତ୍ସବକୁ…

ଲକ୍‌-ଡାଉନରେ ବିବାହ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ !

କର୍ଣ୍ଣ।ଟକ: କଥାରେ ଅଛି ରଜାପୁଅକୁ ସଜା ନାହିଁ । ବୋଧ ହୁଏ ସେଥିପାଇଁ ସାରା ଦେଶ ଲକ୍‌-ଡାଉନ୍ ଥିଲେ ବି କର୍ଣ୍ଣ।ଟକର ହେଭିିୱେଟ୍ ପଲିଟିକାଲ ପରିବାର ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି ଦେବଗୌଡାଙ୍କ ପରିବାର ବିବାହର ଆୟୋଜନ କରିପାରିଥିଲା । ଶୁକ୍ରବାର ପୂର୍ବତନ କର୍ଣ୍ଣ।ଟକ…

ଟିକଟକ ନିଶା: ପ୍ରାଣ ହରାଇଲେ ୧୬ ବର୍ଷର ନାବାଳକ, ଜାଣନ୍ତୁ କିପରି

ନୟାଗଡ଼: ପୁଣିଥରେ ଘାତକ ସାବ୍ୟସ୍ତ ହୋଇଛି ଟିକଟକ। ଗୁରୁବାର ରାତିରେ ନୟାଗଡ଼ ଜିଲ୍ଲାରେ ଟିକଟକ୍ ଭିଡିଓ ରେକର୍ଡିଂ କରୁଥିବା ବେଳେ ଜଣେ ୧୬ ବର୍ଷର ନାବାଳକର ପ୍ରାଣ ଯାଇଥିବା ଜଣାପଡିଛି। ମୃତ ନାବାଳକଙ୍କ ନାମ ପ୍ରେମାନନ୍ଦ ସାହୁ । ସେ ନୟାଗଡ଼ ଜିଲ୍ଲା ଡିଆରଡିଏ ରୋଡ ସ୍ଥିତ ସରସ୍ୱତୀ ଶିଶୁ…

କରୋନା ହଟ୍ ସ୍ପଟ୍ ରାଜଧାନୀରେ ସପ୍ତାହକ ମଧ୍ୟରେ ହେବ ୫୦୦୦ ନମୁନା ପରୀକ୍ଷା: ମୁଖ୍ୟଶାସନ ସଚିବ

ଭୁବନେଶ୍ୱର: କରୋନାକୁ ନେଇ ରାଜ୍ୟ ସରକାର ସଚେତନ ଅଛନ୍ତି । ଭୁବନେଶ୍ୱର ହଟ୍ ସ୍ପଟ୍ ହୋଇଥିବାରୁ ସପ୍ତାହକ ମଧ୍ୟରେ ୫୦୦୦ ସ୍ୱାବ ନମୁନା ପରୀକ୍ଷା କରାଯିବ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । କୋଭିଡ ୧୯କୁ ନେଇ ଭୁବନେଶ୍ୱରରେ ସ୍ୱତନ୍ତ୍ର…

ସରକାର ହେଲିକ୍ୟାପ୍ଟରରୁ ଲୋକଙ୍କ ପାଇଁ ଟଙ୍କା ପକାଇବା ଖବର ଏକ ଗୁଜବ, ସତ୍ୟତା ନାହିଁ

ଭୁବନେଶ୍ୱର: କରୋନା ସଂକ୍ରମଣ ପରୀପ୍ରେକ୍ଷୀରେ ଦେଶବ୍ୟାପୀ ଲକ୍ ଡାଉନ ଜାରି ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ବିବିଧ ପ୍ରକାରର ଗୁଜବ ଓ ମିଥ୍ୟା ଖବର ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି । ଏହିଭଳି ସମୟରେ ସରକାରଙ୍କ ପକ୍ଷରୁ ହେଲିକ୍ୟାପ୍ଟରରୁ ଲୋକଙ୍କ ପାଇଁ ଟଙ୍କା ପକାଇବେ ବୋଲି ଏକ ମିଛ…

କଟକ ଏସସିବିରେ ହେବ ସ୍ବତନ୍ତ୍ର ‘ଫିଭର କ୍ଲିନିକ୍’

କଟକ: କୋଭିଡ-୧୯ର ବିସ୍ତାରକୁ ରୋକିବା ତଥା ଇନ୍‌ଫ୍ଲୁଏଞ୍ଜା ପରି ରୋଗର ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲ୍ କଲେଜ ଏବଂ ହସ୍ପିଟାଲରେ ଏକ ସ୍ବତନ୍ତ୍ର ଫିଭର କ୍ଲିନିକ୍ ପ୍ରତିଷ୍ଠା କରାଯିବ। ଏକ ସମୀକ୍ଷା ବୈଠକରେ ରାଜସ୍ୱ ବିଭାଗୀୟ କମିଶନର (ଆରଡିସି) ଅନିଲ କୁମାର ସାମଲ ଏନେଇ ଏସସିବି…

ଭାରତର ଅର୍ଥନୀତି ସୁଧାରିବାକୁ ‘ଆରବିଆଇ’ର ପ୍ରୟାସ:୦.୨୫% ହ୍ରାସ ପାଇଲା ରିଭର୍ସ ରେପୋ ରେଟ୍

ନୂଆଦିଲ୍ଲୀ: ବିଶ୍ୱ ସମେତ ଭାରତରେ ଏବେ କରୋନା ଭାଇରସର ମହାସଙ୍କଟ । ସାରାଦେଶ ଲକଡାଉନ। ଏହା ମଧ୍ୟରେ ଦେଶର ଅର୍ଥନୀତିକୁ ମନରେ ଉଙ୍କି ମାରୁଛି ଅନେକ ଆଶଙ୍କା । ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଶୁକ୍ରବାର ଦିନ କରିଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଦେଶର…

ଆମେରିକାରେ ମୃତ୍ୟୁର ତାଣ୍ଡବ: ୩୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ୱାସିଂଟନ: କରୋନାର କରାଳ ରୂପ ଆଗରେ ଅସହାୟ ସାରା ବିଶ୍ୱ। ଶକ୍ତିଶାଳୀ ରାଷ୍ଟ୍ର ବୋଲାଉଥିବା ଆମେରିକା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । କରୋନା ପ୍ରଭାବ ସର୍ବାଧିକ ଆମେରିକାରେ ହିଁ ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦେଇଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ ଆମେରିକାରେ ଏପର୍ଯ୍ୟନ୍ତ ୬୭୮,୨୧୦…

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀରେ ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି କଥା…

ଭୁବନେଶ୍ୱର: ଓଡ଼ିଶା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଆଜି ହେଉଛି ଶ୍ରାଦ୍ଧ ବାର୍ଷିକ । ଏହି ଅବସରରେ ଆସନ୍ତୁ ଜାଣିବା ଏହି ମହାନ ଜନନାୟକଙ୍କ ସମ୍ପର୍କରେ କିଛି କଥା... ରାଜ୍ୟ ତଥା ଦେଶରେ ବିଜୁ ପଟ୍ଟନାୟକଙ୍କ ନାମରେ ପରିଚିତ ଥିବା ବିଜୁ…