Latest Odisha News

BREAKING NEWS

Browsing Category

ଫିଚର

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୧୬-୪-୨୦୨୦ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୦ ମସିହା ଏପ୍ରିଲ ତା ୧୬ ରିଖ ଗୁରୁବାର ମୀନ ୪ ଦିନ ବୈଶାଖ ମାସ କୃଷ୍ଣ ପକ୍ଷ ନବମୀ ତିଥି ଶ୍ରବଣା ନକ୍ଷତ୍ର ମକର ଚନ୍ଦ୍ର ଘାତ ବାର:- ତୁଳା ଓ କୁମ୍ଭ ରାଶିର ଘାତ…

ବିଶ୍ବରେ ୨୦ ଲକ୍ଷ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା  

ନୂଆଦିଲ୍ଲୀ: କରୋନା ପ୍ରଭାବରେ ସାରା ବିଶ୍ୱରେ ମୃତ୍ୟୁ ସଂଖ୍ୟା ଅସମ୍ଭବ ଭାବେ ବଢିଚାଲିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ ଏହି ମହାମାରୀ ପ୍ରଭାବରେ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୨୦ ଲକ୍ଷ ୫୩ ହଜାର ୩୨୫ ଜଣ ଲୋକ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ…

କରୋନା ଅପଡେଟ: ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ଛୁଇଁଲା, ୪୧୪ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଗୁରୁବାର ଦିନ ୧୨,୩୮୦ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ କରୋନାରେ ସଂକ୍ରମିତଙ୍କ ପ୍ରାୟ ୧୦,୪୭୭ ସକ୍ରୀୟ ମାମଲା ରହିଥିବା ବେଳେ ପାଖାପାଖି…

ଭୁବନେଶ୍ୱର ଓ କଟକରେ ନିଃସହାୟଙ୍କୁ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଗ୍ରୋସେରୀ ସାମଗ୍ରୀ କିଟ୍ ବଂଟନ

ଭୁବନେଶ୍ୱର: ବର୍ତ୍ତମାନର ଲକ୍‌ଡାଉନ୍ ସମୟରେ ଅସୁବିଧାରେ ରହିଥିବା ଭୁବନେଶ୍ୱର ଓ କଟକ ସହରର ସହସ୍ରାଧିକ ନିଃସହାୟ ପରିବାରମାନଙ୍କୁ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଗ୍ରୋସେରୀ ସାମଗ୍ରୀ କିଟ୍ ପ୍ରଦାନ କରାଯାଇଛି । ଚାଉଳ, ଡାଲି, ଚିନି, ଖାଇବା ତେଲ, ମସଲା, ସାବୁନ୍ ଇତ୍ୟାଦି ରହିଥିବା ଏହି…

ମୟୂରଭଞ୍ଜରେ ଲୋକାର୍ପିତ ହେଲା କୋଭିଡ୍‌-୧୯ ହସ୍ପିଟାଲ୍

ମୟୂରଭଞ୍ଜ: ବୁଧବାର ମୟୂରଭଞ୍ଜର ବାଙ୍କିଶୋଳଠାରେ ଥିବା ଆଦାନୀ-କିସ୍ ଆବାସିକ ବିଦ୍ୟାଳୟ କ୍ୟାମ୍ପସରେ ଲୋକାର୍ପିତ ହୋଇଛି ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌-୧୯ ହସ୍ପିଟାଲ୍ । ଓଡିଶା ମାଇନିଂ କର୍ପୋରେସନର ପାଣ୍ଠି ସହାୟତାରେ ଭୁବନେଶ୍ୱରର କିମ୍ସ ହସ୍ପିଟାଲର ଏହି ଶାଖାକୁ ମୁଖ୍ୟମନ୍ତ୍ରୀ ନବୀନ…

ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ କୋଭିଡ୧୯ ନମୁନା ପରୀକ୍ଷା, ସମସ୍ତ ୧୧୯୭ ନେଗେଟିଭ୍‌

ଭୁବନେଶ୍ୱର : ବୁଧବାର ରାଜ୍ୟରେ ପରୀକ୍ଷା କରାଯାଇଥିବା ସମସ୍ତ ୧୧୯୭ କୋଭିଡ୧୯ ସ୍ୱାବ ନମୁନା ନେଗେଟିଭ ଆସିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗୋଟିଏ ଦିନରେ ଏହି ନମୁନା ପରୀକ୍ଷଣ ସଂଖ୍ୟା ଏ ଯାଏଁ ସର୍ବାଧିକ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି…

ରାଜ୍ୟବାସୀଙ୍କ ଶୃଙ୍ଖଳା ଯୋଗୁଁ ରାଜ୍ୟରେ କରୋନା ସଂକ୍ରମଣର ଗତି ମନ୍ଥର: ଶାଳିନୀ ପଣ୍ଡିତ

ଭୁବନେଶ୍ୱର : ଲକ୍ ଡାଉନର ଲାଭ ଓଡିଶାକୁ ମିଳିଛି । କରୋନା ସଂକ୍ରମଣରେ ଓଡିଶାର ଗତି ମନ୍ଥର ହୋଇଛି । କିନ୍ତୁ ଭାରତରେ ଏହା ତୀବ୍ର ରୂପ ଧାରଣ କରିଛି । ରାଜ୍ୟବାସୀଙ୍କ ଶୃଙ୍ଖଳା ଯୋଗୁଁ ହିଁ ଏହି ସଂଖ।। ନିୟନ୍ତ୍ରଣରେ ଥିବା କହିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ…

ହୁଣ୍ଡାଇ ଭେନ୍ୟୁକୁ ଟକ୍କର ଦେବାକୁ ଖୁବ୍ ଶୀଘ୍ର ଭାରତରେ ଲଞ୍ଚ ହେବ ‘କିଆ ସୋନେଟ’

ନୂଆଦିଲ୍ଲୀ: ହୁଣ୍ଡାଇ ଭେନ୍ୟୁକୁ କଡା ଟକ୍କର ଦେବାକୁ କିଆ ସୋନେଟ୍ ସବକମ୍ପାକ୍ଟ ଏସୟୁଭି ପରୀକ୍ଷଣ | ଦକ୍ଷିଣ କୋରିଆରେ ଦେଖିବାକୁ ମିଳିଛି ଏହି ମଡେଲ ।  ଦେଖାଯାଇଥିବା ଚିତ୍ରଗୁଡ଼ିକରେ, ଏହି ଗାଡିରେ ସ୍ପୋର୍ଟିଂ ଆଲୋଏ ଚକଗୁଡିକ ଦେଖାଯାଇଛି, ଯେଉଁଥିପାଇଁ ଏହାକୁ ଟପ୍-ସ୍ପେକ୍ ଭାରିଆଣ୍ଟ…

ଲକ୍‌-ଡାଉନରେ ଲୁଡୁ ଖେଳ, କାଶ ହେବାରୁ ଗୁଳିମାଡ !

ଉତ୍ତର ପ୍ରଦେଶ: ଗୌତମ ବୁଦ୍ଧ ନଗର ଜିଲ୍ଲାରେ ଲକ୍‌-ଡାଉନକୁ ବେଖାତିର କରି ଚାଲିଥିଲା ଲୁଡୁ ଖେଳ । ହେଲେ ମଝିରେ ଜଣେ ଖେଳାଳିଙ୍କୁ କାଶ ହେବାରୁ ବିପକ୍ଷ ଖେଳାଳି କରିଥିଲା ଗୁଳିମାଡ । Greater Noida: A man was shot at for coughing during a ludo game at Dayanagar village…

ପୋଷ୍ଟାଲ୍ ଆର୍‌ଡ଼ି ଆକାଉଣ୍ଟ: ଅନ୍‌ଲାଇନ୍ ମାଧ୍ୟମରେ କିପରି କରିବେ ଟଙ୍କା ଜମା, ଜାଣନ୍ତୁ

ନୂଆଦିଲ୍ଲୀ: ପୋଷ୍ଟାଲ ବ୍ୟାଙ୍କ ରେକରିଙ୍ଗ ଡିପୋଜିଟ : ପୋଷ୍ଟାଲ ଆରଡି ଆକାଉଣ୍ଟରେ  ବିନିଯୋଗ ପାଇଁ ଏକ ଉତ୍କୃଷ୍ଟ ବିକଳ୍ପ |  ଏଥିରେ ଆପଣ ଏକ ନିର୍ଦ୍ଦିଷ୍ଟ ହାରରେ ସୁଧ ପାଇବେ |  ଆପଣ ଡାକଘର ବ୍ୟାଙ୍କରେ ଆରଡ଼ି ଖୋଲିପାରିବେ | ଡାକ ବିଭାଗ ବା ଇଣ୍ଡିଆନ୍ ପୋଷ୍ଟ ବିଭିନ୍ନ ଯୋଜନାରେ…