Latest Odisha News

BREAKING NEWS

Browsing Category

ଫିଚର

ହସ୍ପିଟାଲ ଛାତ ଉପରୁ ଡେଇଁ କରୋନା ସନ୍ଦିଗ୍ଧଙ୍କ ଆତ୍ମହତ୍ୟା ଉଦ୍ୟମ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିିଛି ମାରାତ୍ମକ ଭୂତାଣୁ କରୋନା । ଏଯାଏଁ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ଟପିଲାଣି । ତେବେ ଏହାରି ଭିତରେ ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଜଣେ କରୋନା ସନ୍ଦିଗ୍ଧଙ୍କୁ ଟେଷ୍ଟ ପାଇଁ ନିଆଯାଉଥିବା ବେଳେ…

କରୋନା ପଜିଟିଭ ଚିହ୍ନଟ ପାଇଁ ତିଆରି ହେଲା ପେପର୍ ଷ୍ଟ୍ରିପ କିଟ୍‌

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କରୋନାକୁ ନେଇ ଦେଶରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ସଂକ୍ରମିତଙ୍କୁ ଚିହ୍ନଟ କରିବାରେ ଅଧିକ ସମୟ ଲାଗୁଛି । ତେବେ ଏପରି ସ୍ଥଳେ ବୈଜ୍ଞାନିକଙ୍କୁ ଏକ ବଡ ସଫଳତା ମିଳିଛି । କରୋନା ଭାଇରସ ମୁକାବିଲା…

କୋଭିଡ୍‌-୧୯ ସଟ୍‌ଡାଉନ୍‌: କଟକରେ ପୋଲିସ ଉପରକୁ ଟେକାମାଡ଼

କଟକ: କଟକରେ ଏବେ ସଟ୍‌ଡାଉନ୍ ସଫଳ ହେବା ଲାଗି ପୋଲିସ ପ୍ରଶାସନ ପକ୍ଷରୁ କଡ଼ାକଡ଼ି ପଦକ୍ଷେପ ଗ୍ରହଣ କରାଯାଇଛି । କେଶରପୁର ଅଞ୍ଚଳରେ କିଛି ଯୁବକ ସଂଘବଦ୍ଧ ଭାବେ ପୋଲିସ ଉପରକୁ ଟେକାମାଡ଼ କରିବା ଫଳରେ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଛି । ମିଳିଥିବା ଖବର ଅନୁଯାୟୀ, ମଙ୍ଗଳାବାଗ ଥାନା…

ଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଓଡ଼ିଶାରେ ବର୍ତ୍ତମାନ ଯାଏ ସମୂହ ସଂକ୍ରମଣ ହୋଇନାହିଁ । ଭୁବନେଶ୍ୱରର ସୂର୍ଯ୍ୟନଗର ଓ ବମିଖାଲ ଘଟଣା ପରେ ସରକାର ଏହାକୁ ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରିଥିଲେ । ଫଳରେ ସଂପୃକ୍ତ ଅଂଚଳରେ ସଟଡାଉନ୍ ଘୋଷଣା କରି ସ୍ୱତନ୍ତ୍ର ଟିମ୍ ଦ୍ୱାରା ଯାଂଚ୍ ଆରମ୍ଭ ହୋଇଥିଲା । ତେବେ ଉଭୟ ଘଟଣାରେ…

ସରିବ ସଟଡାଉନ୍ ହେଲେ ଜାରି ରହିବ ଲକଡାଉନ୍ : ଅସିତ ତ୍ରିପାଠୀ

ଭୁବନେଶ୍ୱର: ଆଜି ରାତି ୮ଟାରେ ଭୁବନେଶ୍ୱର, କଟକ ଓ ଭଦ୍ରକରେ ଜାରି ହୋଇଥିବା ସଟଡାଉନ୍ ହଟିବ । ତେବେ ଏହାପରେ ବି କେନ୍ଦ୍ରସରକାରଙ୍କ ଦ୍ୱାରା ଘୋଷିତ ଲକଡାଉନ୍ ଜାରି ରହିବ । ସ୍ଥିତି ସମୀକ୍ଷା ପାଇଁ ଜିଲ୍ଲାପାଳଙ୍କୁ କ୍ଷମତା ଦିଆଯାଇଛି । ସେ ଏହାକୁ ନୀରିକ୍ଷଣ କରିବେ । ଏପରିକି ଆବଶ୍ୟକ ହେଲେ…

ଆଜି ରାତି ୮ଟାରେ ହଟିବ ସଟ୍‌ଡାଉନ୍‌: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ସଟଡାଉନକୁ ନେଇ ବଡ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଆଜି ରାତି ୮ଟାରେ ଭୁବନେଶ୍ୱର, କଟକ ଏବଂ ଭଦ୍ରକରେ ଲାଗୁ ହୋଇଥିବା ସଟଡାଉନ୍ ଶେଷ ହେବ । ଆଉ ବଢିବନି ସଟଡାଉନ୍ ଅବଧି । ରାତି ୮ଟା ପରେ ବଜାର ଖୋଲା ରହିବ । ତେବେ ମାର୍କେଟ୍‌କୁ ଯାଇ ଅଯଥା ଭିଡ କରନ୍ତୁ…

ଇନ୍ଦୋର: ଡାକ୍ତରଙ୍କ ଉପରକୁ ଆକ୍ରମଣ ହୋଇଥିବା ଅଞ୍ଚଳରେ ୧୦ କରୋନା ପଜିଟିଭ ମାମଲା ଚିହ୍ନଟ

ଇନ୍ଦୋର: ମଧ୍ୟପ୍ରଦେଶର ଆର୍ଥିକ ରାଜଧାନୀ ବୋଲାଉଥିବା ଇନ୍ଦୋର କରୋନା ଭୂତାଣୁ ସଂକ୍ରମଣରେ ଅଧିକ ପ୍ରଭାବିତ ହୋଇଛି। ନିକଟରେ ଯେତେବେଳେ ଏକ ଡାକ୍ତରୀ ଦଳ ଇନ୍ଦୋରର ଟାଟପାଟୀ ବଖଲ ଅଞ୍ଚଳରେ ଅନୁସନ୍ଧାନ ପାଇଁ ପହଞ୍ଚିଥିଲେ, ସେତେବେଳେ ସେମାନଙ୍କୁ ପଥର ଫିଙ୍ଗି ଘଉଡ଼ାଇ ଦିଆଯାଇଥିଲା। ତେବେ…

ଭଦ୍ରକରେ କଡ଼ାକଡ଼ି ହେଲା ସଟ୍‌ଡାଉନ୍‌: ସ୍ଥିତି ପରଖିଲେ ଡିଜିପି

ଭଦ୍ରକ: ସାରା ରାଜ୍ୟରେ ଲକ୍‌ଡାଉନ୍ ଚାଲିଥିବା ବେଳେ ଭୁବନେଶ୍ୱର, କଟକ ଓ ଭଦ୍ରକ ସହରରେ ଚାଲିଛି ସଟ୍‌ଡାଉନ୍ । ଭଦ୍ରକରେ ୩ଟି କରୋନା ପଜିଟିଭ୍ କେସ୍ ଚିହ୍ନଟ ହେବାପରେ ଏବେ ସହରରେ କଡ଼ାକଡ଼ି ଭାବେ ସଟ୍‌ଡାଉନ୍ ପାଳିତ ହେଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସଟ୍‌ଡାଉନ୍ କିପରି ସଫଳ ହୋଇପାରିବ…

ଗର୍ଭବତୀଙ୍କୁ ହସ୍ପିଟାଲରେ ମିଳିଲାନି ଆଡମିଶନ, ନବଜନ୍ମିତ ଶିଶୁର ମୃତ୍ୟୁ !

ରାଜସ୍ଥାନ: ଯାଂଚ ଘେରରେ ରାଜସ୍ଥାନର ଭରତପୁର ସରକାରୀ ହସ୍ପିଟାଲ । ଗର୍ଭବତୀ ମହିଳା ଜଣକ ମୁସଲମାନ ହୋଇଥିବାରୁ ତାଙ୍କୁ ଭର୍ତ୍ତି କରିବା ବଦଳରେ ହସ୍ପିଟାଲ କର୍ମଚାରୀ ବାରଣ କରିଥିଲେ । Rajasthan: A pregnant woman was allegedly denied admission into Janana Hospital,…

କରୋନାର କରୁଣ ଚିତ୍ର: ବାହାରେ ଖାଉଛନ୍ତି ପୋଲିସ ବାବୁ, ଦୁଆରୁ ଦେଖୁଛି ଝିଅ…

ନୂଆଦିଲ୍ଳୀ: କରୋନା ମୁକାବିଲା ଲାଗି ଦେଶବ୍ୟାପୀ ଜାରି ରହିଛି ଲକଡାଉନ୍ । ଯାହାକୁ ସଫଳ ଭାବେ ପରିଚାଳନା କରିବାକୁ ଯାଇ ଦିନରାତି ପହରା ଦେଉଛନ୍ତି ପୋଲିସ ବାବୁମାନେ । ସେମାନେ ଲୋକଙ୍କୁ ସୁରକ୍ଷିତ ଲାଗି କଠିନ ପରିଶ୍ରମ କରୁଥିବା ବେଳେ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଜଣେ ପୋଲିସ…